• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

protest
ନୂଆ ଟ୍ରାଫିକ୍‌ ନିୟମ ବିରୋଧରେ ଆନ୍ଦୋଳନର ଚେତାବନୀ

ଭୁବନେଶ୍ୱର: ସଂଶୋଧିତ ନୂଆ ମୋଟର ଯାନ ନିୟମ ୨୦୧୯କୁ ଜୋର୍‌ଦାର୍‌ ବିରୋଧ କରିବାକୁ ଏକାଠି ହେଉଛି ପରିବହନ ଏବଂ ଶ୍ରମିକ ମିଳିତ ମଞ୍ଚ। ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ, ନହେଲେ ଏହାକୁ ତୀବ୍ର ବିରୋଧ କରାଯିବା ସହିତ ଜୋରଦାର ଆନ୍ଦୋଳନ କରାଯିବ ବୋଲି ପରିବହନ ମାଲିକ ଏବଂ ଶ୍ରମିକ...

accidnet
ଦୁଇ ନାବାଳକ ମର୍ଣ୍ଣିଂୱାକ୍‌ କରୁଥିବା ବେଳେ ଧକ୍କା ଦେଇ କାର୍ ଫେରାର୍

ଭଦ୍ରକ(ପ୍ରାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ନୂଆ ବସ୍‌ଷ୍ଟାଣ୍ଡ ନିକଟରେ କାର୍‌ ଧକ୍କାରେ ଦୁଇ ନାବଳକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସୁମିତ ସାହୁ ଓ ଶୁଭଙ୍କର ମଲ୍ଲିକ। ସୁମିତ ଅଷ୍ଟମ  ଶ୍ରେଣୀ ଛାତ୍ର ହୋଇଥିବା ବେଳେ ଶୁଭଙ୍କର  ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି।...

taffic
ଟ୍ରାଫିକ୍‌ ଚେକିଂକୁ ନେଇ ଗଣ୍ଡଗୋଳ ଘଟଣାରେ ଗିରଫ ସଂଖ୍ୟା ୧୩କୁ ବୃଦ୍ଧି

ଭୁବନେଶ୍ୱର: ଭୁବନେଶ୍ୱର ରାଜମହଲ ଛକରେ ଟ୍ରାଫିକ୍ ଚେକିଂ ବେଳେ ପୁଲିସ୍‌ ଓ ଲୋକଙ୍କ ମଧ୍ୟରେ ଗୋଣ୍ଡଗୋଳ ହୋଇଥିବା ଘଟଣାରେ ରବିବାର ପୁଲିସ୍ ଆଉ ୯ଜଣକୁ  ଗିରଫ କରିଛି। ଫଳରେ ଏହି ଘଟଣାରେ ଗିରଫ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ତେବେ ଏହି ଗଣ୍ଡଗୋଳ ଘଟଣାରେ ପୂର୍ବରୁ ୪ଜଣଙ୍କୁ ଗିରଫ...

criminal
ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର୍

ସମ୍ବଲପୁର: ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଗ୍‌କୁ ଏନ୍‌କାଉଣ୍ଟର  କଲା ପୁଲିସ। ତ୍ରିଦେବର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ସଦର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଧନୁପାଲି ପୁଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍ ମିଶି ଏହି କୁଲୁଥକାନି-ଧନକଉଡ଼ା ରାସ୍ତାରେ ଏନ୍‌କାଉଣ୍ଟର କରିଥିଲେ। ଏଥିରେ ତ୍ରିଦେବର ସହଯୋଗୀ ଦୀପକ ମଣ୍ଡଳ...

boat
ମିଳିଲା ଆତଙ୍କବାଦୀଙ୍କ ଡଙ୍ଗା! ଆକ୍ରମଣ ନେଇ ଦକ୍ଷିଣ ଭାରତରେ ହାଇଆଲର୍ଟ

ପୁଣେ: ଭାରତର ଦକ୍ଷିଣ ରାଜ୍ୟଗୁଡ଼ିକରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଭୟଙ୍କର ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ସେମାନେ ଭାରତ ମଧ୍ୟରେ ପ୍ରବେଶ କରିଥିବା ଆଜି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସନ୍ଦିଗ୍ଧ ଆତଙ୍କୀମାନେ ପାକିସ୍ତାନରୁ ବୋଟ୍ ଯୋଗେ ଭାରତକୁ ଆସିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା,...

k-sivan
ଇସ୍ରୋ ମୁଖ୍ୟ ଶିବନଙ୍କର ନାହିଁ ସୋଶାଲ ମିଡିଆ ଆକାଉଣ୍ଟ

ନୂଆଦିଲ୍ଲୀ: ଇସ୍ରୋ ଅଧ୍ୟକ୍ଷ କେ. ଶିବନଙ୍କ ନାମରେ ସୋଶାଲ ମିଡିଆରେ ଯେଉଁ ଆକାଉଣ୍ଟ ଦେଖିବାକୁ ମିଳୁଛି ତାହା ଫେକ୍ । କେ. ଶିବନଙ୍କର କୌଣସି ସୋଶାଲ ମିଡିଆରେ ଆକାଉଣ୍ଟ ନାହିଁ ବୋଲି ଆଜି ଇସ୍ରୋ ପକ୍ଷରୁ କୁହାଯାଇଛି। ଯାହା ବି କିଛି ଚନ୍ଦ୍ରଯାନ ୨ ବାବଦରେ ସୂଚନା ମିଳିବ...

dillip1
ଦିଲୀପଙ୍କ ଶେଷକୃତ୍ୟ ସଂପନ୍ନ; ଦୁଃଖରେ ମ୍ରିୟମାଣ ନେତା ଓ ସାମ୍ବାଦିକ

ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ମାତ୍ର ୫୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। କର୍କଟ ରୋଗରେ ପୀଡ଼ିତ ଥିବା ଦିଲୀପ କିଛି ମାସ ହେଲା ଅସୁସ୍ଥ ହୋଇପଡ଼ିଥିଲେ। ଗତରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି। Saddened to...

p
ଦିନକ ପାଇଁ ପୁଲିସ୍ ଅଫିସର୍ ସାଜିଲେ ୫ କୁନିପିଲା; କାରଣ ଜାଣିଲେ ଆପଣ ବି ଅବାକ୍ ହୋଇଯିବେ

ବେଙ୍ଗାଲୁରୁ: ଦେହରେ ପୋଲିସ୍ ବର୍ଦ୍ଦି, ହାତରେ ହ୍ୟାଣ୍ଡକପ୍ ସାଙ୍ଗକୁ ପିସ୍ତଲ। ସତେ ଯେମିତି ଅପରାଧିଙ୍କୁ ସାବାଡ଼ କରିବାକୁ ବେଙ୍ଗାଳୁରୁ ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ପୂରା ପ୍ରସ୍ତୁତ ହୋଇଥିଲେ ୫ କୁନି କୁନି କଡ଼ା ଅଫିସର। ଆଜି ଏହି ୫ ଅଫିସରଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିଲା।...

car-festival
ବିରୋଧ ପରେ ଅଦିନିଆ ରଥଯାତ୍ରା ଅୟୋଜନରୁ ଓହରିଲା ଇସ୍କନ୍

ଭୁବନେଶ୍ୱର: ନଭେମ୍ୱର ୨୭ ତାରିଖରେ ଇସ୍କନ ଲୁଧିଆନାରେ ଅଦିନିଆ ରଥଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ଇସ୍କନର ଏପରି ଅଦିନିଆ ରଥଯାତ୍ରା ଆୟୋଜନକୁ ତୀବ୍ର ବିରୋଧ କରାଯାଇଥିଲା। ଯେଉଁଥିପାଇଁ ଅଦିନିଆ ରଥଯାତ୍ରା ଆୟୋଜନରୁ ଓହରିଛି ଇସ୍କନ। ଶ୍ରୀକ୍ଷେତ୍ର ପରି ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା...

congress
ଏବେ ନେତା ନୁହେଁ, କ୍ୟାଡର ଭିତ୍ତିକ ଦଳ ହେବ କଂଗ୍ରେସ୍

ଭୁବନେଶ୍ୱର: ବଦଳିବ କଂଗ୍ରେସର ସାଂଗଠନିକ ଢାଞ୍ଚା। ନେତା ନୁହେଁ, ଆଗାମୀ ଦିନରେ କ୍ୟାଡର ଭିତ୍ତିକ ଦଳ ହେବ କଂଗ୍ରେସ। ବିଜେପିର ଆର୍‌ଏସ୍ଏସ୍ ଓ ବିଜୁ ଜନତା ଦଳର ବିଜୁ ଯୁବ ବାହିନୀ ଭଳି ନିଜକୁ କ୍ୟାଡର ଭିତ୍ତିକ ଦଳରେ ପରିଣତ କରିବାକୁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ। ପ୍ରେରକ...

100
ଦ୍ୱିତୀୟ ପାଳିରେ ୧୦୦ ଦିନ ପୂରଣର ହିସାବ ଦେଲେ ମୋଦି ସରକାର: ଓଡ଼ିଶାକୁ ମିଳିଛି ୧୬ ହଜାର କୋଟି

ଭୁବନେଶ୍ୱର: ୧୦୦ ଦିନ ଭିତରେ ଓଡ଼ିଶାକୁ ନରେନ୍ଦ୍ର ମୋଦି ସରକାର ଦେଇଛନ୍ତି ୧୬ ହଜାର କୋଟି ଟଙ୍କା। ମୋଦି ସରକାର ଦ୍ୱିତୀୟ ପାଳିର ୧୦୦ ଦିନର ହିସାବ ଦେଇ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ଜାହାଜ ଚଳଚଳ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ। ନିଜ ସରକାରଙ୍କ ସଫଳତାର ଗାଥା ବଖାଣିବା...