ଭୁବନେଶ୍ୱର: କିଛି ଦିନ ତଳେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକାକୁ ବିଚ୍ ରାସ୍ତାରେ ଅସଦାଚରଣ କରିଥିବା ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକା ଟ୍ୟୁସନ ଯାଉଥିବା ବେଳେ ଅଭିଯୁକ୍ତ ଜଣ ନାବାଳିକାଙ୍କୁ ଅନେକ...
ବାଲୁଗାଁ: ଚିଲିକା ଉପରେ ଘୂରି ବୁଲିଲା ଏକ ଅଜଣା ଉଡ଼ାଜାହାଜ ଭୂପୃଷ୍ଠରୁ ଅତି ନିକଟରେ ୮-୧୦ ଥର ଏହି ଉଡ଼ାଜାହାଜଟି ଚକ୍କର କାଟିବା ପରେ ସେଠାକାର ଲୋକେ ଭୟଭିତ ହୋଇ ପଡ଼ିଛନ୍ତି। ଗତକାଲି ସକାଳ ୧୦ ଟା ସମୟରେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ବିଶେଷ...
ରାୟଗଡ଼ା: ପୁଣି ଭାରରେ ବୁହା ହେଲେ ରୋଗୀ। ଦୀର୍ଘ ୧୫କିଲୋମିଟର ଭାରରେ ବୁହା ହୋଇ ଡାକ୍ତରଖାନା ଗଲେ ରୋଗୀ। ଏଭଳି ଘଟଣା ସାମନାକୁ ଆସିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଳକ ଡେଙ୍ଗୁଣି ଗାଁରୁ। ଗାଁର ହୁଣ୍ଡାରୀ ସିକକା ନାମକ ଜଣେ ମହିଳା ଗତ କିଛି ଦିନ ଧରି ଅସୁସ୍ଥ...
ବାଲୁଗାଁ: ଚିଲିକା ରାଜହଂସରେ ଲାଗିଥିବା ଜିନ ହ୍ୱା ଜାହାଜରୁ ଆଜିଠାରୁ ତେଲ କଢ଼ା ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ୱରରୁ ଆସିଥିବା ୭ଜଣିଆ ସାଲ୍ଭେଜ୍ ଟିମ୍ ଏହି ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି। ଚିଲିକା ନିକଟ ଭସାପୋଲ ଉପରେ ୪ଟି ଡ୍ରମ୍ ରଖାଯାଇଛି। ପ୍ରାୟ ୫୪୦ମିଟର ଲମ୍ବର ପାଇପ୍ ସଂଯୋଗ କରାଯାଇ...