• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

snip
ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଭୁବନେଶ୍ୱରର ୩ଟି ଜାଗାରେ ଆଜିଠୁ କ୍ୟାମ୍ପ୍ ଅଫିସ୍‌ ଖୋଲିବ

ଭୁବନେଶ୍ୱର : ଜନସାଧାରଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ ପାଇଁ ଭୁବନେଶ୍ୱରର ୩ଟି ଜାଗାରେ ଆଜିଠୁ କ୍ୟାମ୍ପ୍ ଅଫିସ୍‌ ଖୋଲିବ। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି କ୍ୟାମ୍ପ ଅଫିସ୍‌ ଖୋଲିବ ବୋଲି ସୂଚନା ମିଳିଛି। କଳ୍ପନା ଛକସ୍ଥିତ ବିଏମ୍‌ସି ଅଫିସ୍, ସହିଦ୍ ନଗରସ୍ଥିତ ବିଏମ୍‌ସି ୱାର୍ଡ  ଅଫିସ୍‌ ଓ...

vinesh
ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରୁ ବାଦ୍ ପଡ଼ିଲେ ଭିନେଶ ଫୋଗଟ୍; ବ୍ରୋଞ୍ଜ ପାଇଁ ଲଢ଼ିବେ

ନୁର୍-ସୁଲତାନ (କଜାଖସ୍ତାନ): ଭାରତର ଶୀର୍ଷ ରେସଲର୍ ଭିନେଶ ଫୋଗଟ୍ ଜାପାନର ଡିଫେଣ୍ଡିଂ ଚାମ୍ପିୟନ୍ ମାୟୁ ମୁକୈଦାଙ୍କଠାରୁ ହାରି ଚଳିତ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପର ଟାଇଟଲ୍ ଦୌଡ଼ରୁ ବାଦ୍ ପଡ଼ିଛନ୍ତି। ସେ ଏବେ ରିପିଚେଜ୍ ରାଉଣ୍ଡ୍ ଜରିଆରେ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ। ମୁକୈଦା ୫୩ କେଜି ବର୍ଗର ଫାଇନାଲରେ...

Chandrayan
ସମର୍ଥନ ପାଇଁ ଧନ୍ୟବାଦ ଜଣାଇଲା ଇସ୍ରୋ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ୍‌ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି ସମୟ ଆଗରୁ ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଭାରତ ସମେତ ସାରା ଦେଶରୁ ଆସିଥିଲା ସମର୍ଥନ। ଏହାକୁ କେହି କେହି ବିଫଳ ବୋଲି ଅସ୍ୱୀକାର କରିବା ସହ ବିକ୍ରମକୁ ଠାବ କରିବା ଉଦ୍ଦେଶ୍ୟରେ ପ୍ରାର୍ଥନା...

1487156592-8742
ବାସ୍ତବ ରୂପ ନେବ ଇସ୍ରୋର ମାନବ ମହାକାଶ ଅଭିଯାନ; ଇସ୍ରୋ-ଡିଆରଡିଓ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

ନୂଆଦିଲ୍ଲୀ: ବାସ୍ତବ ରୂପ ନେବ ଇସ୍ରୋର ମାନବ ମହାକାଶ ଅଭିଯାନ। ଆଉ ଏଥିପାଇଁ ଇସ୍ରୋକୁ ପ୍ରଯୁକ୍ତି ସହାୟତା ଯୋଗାଇ ଦେବ ଡିଆରଡିଓ। ମହାକାଶକୁ ମଣିଷ ପଠାଇବା ଅଭିଯାନ ଲାଗି ବିଭିନ୍ନ ବୈଷୟିକ ବିକାଶ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ...

shivkumra
ମନି ଲଣ୍ତରିଂ ମାମଲାରେ ବିଚାର ବିଭାଗୀୟ ହାଜତକୁ ଗଲେ କଂଗ୍ରେସ ନେତା ଡିକେ ଶିବକୁମାର

ନୂଆଦିଲ୍ଲୀ: ମନି ଲଣ୍ତରିଂ ମାମଲାରେ ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ଶିବକୁମାରଙ୍କ ସ୍ୱାସ୍ଥ୍ୟ ନେଇ ବିଚାରପତି ଜଷ୍ଟିସ୍‌ ଅଜୟ କୁମାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ପ୍ରଥମେ...

jai
ପିଓକେ ଭାରତର ଅଙ୍ଗ; ଦିନେ ଏହାକୁ ଭାରତରେ ମିଶାଇବୁ; ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତର ମତକୁ ଆଜି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଦୋହରାଇଛନ୍ତି। ସେ କହିଛନ୍ତି, ଏହା ଆମର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି ଏବଂ ଦିନେ ନା ଦିନେ ଭୌଗଳିକ ଦୃଷ୍ଟିରୁ ମଧ୍ୟ ଆମେ ଏହାକୁ...

epfo
ଇପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର; ବଢ଼ିଲା ସୁଧହାର

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍) ଆକାଉଣ୍ଟଧାରୀଙ୍କୁ ଆଜି କେନ୍ଦ୍ର ସରକାର ଖୁସି ଖବର ଦେଇଛନ୍ତି। ଇପିଏଫ୍‌ଓର ସିବିଟି ସୁଧହାର ବୃଦ୍ଧି କରିବାକୁ ଯେଉଁ ପ୍ରସ୍ତାବ ଦେଇଥିଲା, ତା’କୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ଏ ସମ୍ପର୍କରେ ଆଜି କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ସୂଚନା ଦେଇଛନ୍ତି। ସେ କହିଛନ୍ତି,...