ଅସମୟରେ କେଶ ପାଚିବା ଓ କେଶ ଝଡ଼ିବା ଆଜିକାଲିର ଏକ ବଡ଼ ସମସ୍ୟା । ଛୋଟ ଠାରୁ ବଡ଼ ସବୁ ବୟସର ଲୋକେ ଏହି ସମସ୍ୟାକୁ ନେଇ ଚିନ୍ତିତ ଥା’ନ୍ତି। ଏହାର ପ୍ରତିକାର ପାଇଁ ବିଭିନ୍ନ ଉପାୟ ବି ଅବଲମ୍ବନ କରନ୍ତି। କିଏ ମେଡିସିନ୍ର ସାହାରା ନିଏ ତ...
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷର ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରମାନେ ଏହି ରାଗିଂ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ବର୍ଷ ଛାତ୍ର ଜଣଙ୍କ ନିଜର ସାଙ୍ଗମାନଙ୍କ ସହ ଛାତ୍ରାବାସରେ ଜନ୍ମଦିନ ପାଳନ...
ଭୁବନେଶ୍ୱର: ଦୁବାଇକୁ ବିମାନ ଚଳାଚଳ ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୂବନେଶ୍ୱରରୁ ଦୁବାଇ ଯାତାୟତ କରୁଥିବା ଓଡ଼ିଶାର ଯାତ୍ରୀଙ୍କ ସୁବିଧା ତଥା ଓଡ଼ିଶାର ବିକାଶରେ ଏହି ଆକାଶପଥରେ ଯୋଗାଯୋଗର ବଡ଼ ଭୂମିକା ରହିଛି।...
ଜଗତସିଂହପୁର (ଶଶାଙ୍କ ଶେଖର ସାହୁ): ଜଗତସିଂହପୁର ଜିଲ୍ଲା ବିଲୁଆଖାଇ ନଦୀପଠାରୁ ଗତକାଲି ନର୍ସ ନିହାରିକା ପାତ୍ରଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ୍କୁ ନୂଆ ସୁରାକ ମିଳିଛି। ହତ୍ୟା ପଛରେ ବୟଫ୍ରେଣ୍ଡ କିଶୋର ଚନ୍ଦ୍ର ଅଞ୍ଚଳ ଓରଫ ରାଜାର ହାତ ଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ବିରିଡ଼ି ଥାନା...
ଭୁବନେଶ୍ୱର: ହିନ୍ଦୁ ସେନା ଓ କଟକ ସହର ସୁରକ୍ଷା କର୍ମୀଙ୍କ ପକ୍ଷରୁ ଆଜି କଟକ ବନ୍ଦ ଡାକରା ଦିଆଯାଇଛି। ୪ ଟି ଦାବି ନେଇ ହିନ୍ଦୁ ସେନା ବନ୍ଦ ଡାକରା ଦେଇଛି। କଟକରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଭୁବନେଶ୍ୱର ସ୍ଥାନାନ୍ତର ଘଟଣା, ଉଠା ଦୋକାନୀଙ୍କୁ ଥଇଥାନ କରିବା, ରାସ୍ତା...
ଆନନ୍ଦପୁର (ମୁନା ସିଂହ): କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବୀରଗୋବିନ୍ଦପୁର ନିକଟରେ ଜାତୀୟ ରାଜପଥ-୨୦ରେ ଟ୍ରକ୍ ସହ ଏକ ଟ୍ରାଭେଲର ଗାଡ଼ିର ଧକ୍କା ହେବା ଯୋଗୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬ ଜଣ ଆହତ ମଧ୍ୟ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ମହେଶ ପଣ୍ଡିତ ଓ ମୋତି...
ଭୁବନେଶ୍ୱର: ଆଜି ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି କଟକ, କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା ଓ...
ନୂଆଦିଲ୍ଲୀ: ତାଳଚେର ସାର କାରଖାନାର ପୁନରୁଦ୍ଧାର କରିବ ଚାଇନାର ଉହାମ୍ ଇଞ୍ଜିନିୟରିଂ କମ୍ପାନୀ। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚାଇନାର ଏହି କମ୍ପାନୀକୁ ଓ୍ୱାର୍କ ଅର୍ଡର ଦିଆଯାଇଛି। ତାଳଚେର ଫର୍ଟିଲାଇଜର ଲିମିଡେଟର କୋଇଲା ବାଷ୍ପିକରଣ ଆଧାରିତ ୟୁରିଆ ଉତ୍ପାଦନ ପ୍ରକଳ୍ପ ଅଧୀନରେ ପୁନରୁଦ୍ଧାର କାମ କରାଯିବ । ଆସନ୍ତା...
ମୋହାଲି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ମୋହାଲିରେ ସନ୍ଧ୍ୟା ୭ଟାରେ ମ୍ୟାଚ ଆରମ୍ଭ ହେବ। ଧର୍ମଶାଳାରେ ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା। ତେଣୁ ଆଜିର ମ୍ୟାଚରେ ବିଜୟ ସହ ଘରୋଇ ସିଜିନ ଆରମ୍ଭ କରିବାକୁ ଭାରତ...