• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

c
ଗୁରୁ ନାଁରେ କଳଙ୍କ; ଛାତ୍ରୀଙ୍କୁ ଅନ୍ତଃସତ୍ତ୍ୱା କରି ଏବେ କହୁଛନ୍ତି ବାହା ହେବିନି

ଉଦଳା (ମାନସ ପାଣି): ଲଭ୍‌, ସେକ୍ସ ଓ ଧୋକା। ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା। ପ୍ରେମିକାଙ୍କୁ ଠକି ଦେଲେ ଗୁରୁ। ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ଏବଂ ପରେ ପ୍ରତାରଣା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ସମ୍ପୃକ୍ତ ଗୁରୁ। ଏମିତି ଏକ ଘଟଣା ମୟୁରଭଞ୍ଜ ଜିଲ୍ଲା...

5t
କୋର୍ଟ କହିଲେ କର୍ତ୍ତବ୍ୟରୁ ଓହରି ପାରିବେନି ସନ୍ୟାସୀ; ପରିବାର କଥା ବୁଝିବାକୁ ବାଧ୍ୟ

ଅହମଦାବାଦ୍‌: ସଂସାର ଛାଡ଼ି ସନ୍ୟାସୀ ହେଇ ଯାଉଥିବା ଲୋକମାନେ ମଧ୍ୟ ନିଜ କର୍ତ୍ତବ୍ୟରୁ ଓହରି ପାରିପାରିବେ ନାହିଁ। ଅର୍ଥାତ୍ ସେମାନେ ସଂସାର ତ୍ୟାଗ କଲେ ମଧ୍ୟ ନିଜ ପରିବାର ଲୋକଙ୍କ ଭରଣପୋଷଣ ପାଇଁ ମାସିକ ଅର୍ଥ ଦେବେ। ଆଜି ଏଠାରେ ଥିବା ଏକ ଫ୍ୟାମିଲି କୋର୍ଟ ଏଭଳି ରୁଲିଂ...

supreme-court
ସୋଶାଲ୍‌ ମିଡିଆ ଆକାଉଣ୍ଟରେ ଲିଙ୍କ୍‌ ହେବକି ଆଧାର କାର୍ଡ, ସୁପ୍ରିମକୋର୍ଟ କହିଲେ...

ନୂଆଦିଲ୍ଲୀ: ବିଭିନ୍ନ ସୋଶାଲ୍‌ ମିଡିଆ ଆକାଉଣ୍ଟ ସହ ଆଧାର କାର୍ଡ ଲିଙ୍କକୁ ବାଧ୍ୟତାମୂଳକ କରିବା ପାଇଁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଏହି ମମାଲରେ ସୁପ୍ରିମକୋର୍ଟ କୌଣସି ପ୍ରକାରର ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ରୁଲିଂ ଦେଇଛନ୍ତି। ଆବେଦନକାରୀ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କୁ ଖଣ୍ଡପୀଠ କହିଛନ୍ତି,...

gir
କୁଖ୍ୟାତ ଅପରାଧୀର ପାପରେ ସାମିଲ୍‌ ଥିଲା ତା ଗାର୍ଲଫ୍ରେଣ୍ଡ

କଟକ: ଅପରାଧ ଦୁନିଆରେ ନିଜର ପତିଆରା ଜାରି ରଖିଥିବା କୁଖ୍ୟାତ ଅପରାଧୀ ଅଜୟ ଗତକାଲି ପୁଲିସ୍ ଏନକାଉଣ୍ଟରେ ଆହତ ହୋଇଛି। କିନ୍ତୁ ଏହାପରେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ପୁଲିସକୁ ଆଶ୍ଚର୍ଯ୍ୟ କରିଛି। କାରଣ ଅପରାଧ ଦୁନିଆର ଅନ୍ଧାର ଗଳିରେ ସି ଏକା ହଜିନି, ବରଂ ତା...

nobel
ଅର୍ଥନୀତିରେ ଏମାନେ ପାଇବେ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ଅର୍ଥନୀତି ପାଇଁ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ଭାରତୀୟ ବଂଶୋଦ୍ଭବ ଅଭିଜିତ୍ ବାନାର୍ଜୀ, ଇଷ୍ଟର ଡୁଫଲୋ ଓ ମାଇକେଲ୍ କ୍ରେମରଙ୍କୁ ଏହି ପୁରସ୍କାର ଦିଆଯିବ। ଆଜି ରୟାଲ ସ୍ୱେଡିସ ଏକାଡେମୀ ପକ୍ଷରୁ ଏନେଇ ଘୋଷଣା କରାଯାଉଛି। ବିଶ୍ୱ ଦାରିଦ୍ର୍ୟ ଦୂରୀକରଣ ପାଇଁ ସେମାନଙ୍କର ଗଠନ ମୂଳକ ପଦକ୍ଷେପ...

modi_xijin_660_052419021554
ଚୀନ୍‌ ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ହୋଇଛି ଏମିତି ବ୍ୟବସ୍ଥା

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନୌପଚାରିକ ଆଲୋଚନା ପାଇଁ ଚୀନ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ ସ୍ୱତନ୍ତ୍ର ବିମାନରେ ଚେନ୍ନାଇରେ ପହଞ୍ଚିଛନ୍ତି। ଚେନ୍ନାଇରୁ ସେ ମାମଲାପୁରମ ଯିବେ। ଜିନପିଙ୍ଗଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୧୮ ପ୍ରକାରର...

dharmendra
ବିଜେପୁର ପ୍ରଚାରରେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଲେ ଧର୍ମେନ୍ଦ୍ର

ବରଗଡ଼: କ୍ୟାମ୍ପେନିଂରେ କମ୍ପୁଛି ବିଜେପୁର। ତିନି ପ୍ରମୁଖ ଦଳ ସେଠାରେ ଜୋରଦାର ପ୍ରଚାର ଚଳାଇଛନ୍ତି। ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ଗାଇସିଲେଟ ବ୍ଲକରେ ପ୍ରଚାର  ଆରମ୍ଭ କରିଛନ୍ତି। ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ଗାଁ ଗାଁ ବୁଲି ସାଧାରଣ ସଭାରେ...

1223344
ପୋଲିସ୍‌ ଗାଡ଼ି ଧରି ଚମ୍ପଟ ମାରିଲା ଅଭିଯୁକ୍ତ

ଉଦଳା: ପୋଲିସ କବ୍‌ଜାରୁ ଅଭିଯୁକ୍ତ ଚମ୍ପଟ! ପୁଣି ପୋଲିସର ବାଇକ ଧରି ! ଉଦଳା ଜଙ୍ଗଲରୁ ପୋଲିସ ବାଇକ ମିଳିବା ପରେ ଏହି ରହସ୍ୟର ପର୍ଦ୍ଦାଫାସ୍ ହୋଇଛି । ମିଳିଥିବା ବାଇକଟି ପୋଲିସ ପାଟ୍ରୋଲିଂ ଗାଡ଼ି ବୋଲି ସ୍ପଷ୍ଟ ହୋଇଛି। ଏହି ଘଟଣାରେ ପାଟ୍ରୋଲିଂରେ ଯାଇଥିବା ASI ସତ୍ୟନାରାୟଣ...

34343443
ଛାତ୍ରଙ୍କୁ ଭାତ-ଡାଲି, ବିଇଓଙ୍କ ଥାଳିରେ ସାଲାଡ୍, ଚିକେନ !   

ସୁନ୍ଦରଗଡ଼:ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା ପାଇଁ ସ୍କୁଲ ଯାଇଥିଲେ ବିଇଓ। ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ଖାଇଲେ। ହେଲେ ଏ କ’ଣ ? ପିଲା ଖାଉଛନ୍ତି ଭାତ,ଡାଲି  ଆଉ ବିଇଓଙ୍କ ଥାଳିରେ ଏତେ ପ୍ରକାରର ଖାଦ୍ୟ … ! ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ତିଲେଇମାଳ...

23442
ପୁଣି ଜନନୀ ଯନ୍ତ୍ରଣା; ୨କିମି ଖଟିଆରେ ବୁହାହେଲେ ଆସନ୍ନ ପ୍ରସବା  

କେନ୍ଦୁଝର: ପୁଣି ସେଇ ଜନନୀ ଯନ୍ତ୍ରଣା । ଦୁର୍ଗମ ରାସ୍ତାରେ ଆସିପାରିଲାନି ଆମ୍ବୁଲାନ୍ସ। ଖଟିଆରେ ବୁହାହେଲେ ଗର୍ଭବତୀ। ଏମିତି ଘଟଣାର ପୁନରାବୃତ୍ତି ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଞ୍ଚଳ ଲହଣ୍ଡା ମୁଣ୍ଡାସାହିରେ। ମୁଣ୍ଡାସାହିର ଶୁକଲାଲ ମୁଣ୍ଡାଙ୍କ ସ୍ତ୍ରୀ ମେଚ  ଗତକାଲି ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ।  ସଂପର୍କୀୟମାନେ...

655657464
ଟ୍ରାଫିକ ନିୟମକୁ ଫୁ, ରାସ୍ତାରେ ଏମିତି ଷ୍ଟଣ୍ଟ...!

ରାଉରକେଲା: ସଂଶୋଧିତ ମୋଟରଯାନ ଆଇନ ଲାଗୁ ହେବାପରେ ଟ୍ରାଫିକ ନିୟମକୁ କଡାକଡି କରାଯାଉଛି।  ଏପରିକି ଆଇନ ଉଲ୍ଲଂଘନକାରୀଙ୍କଠାରୁ କଡ଼ା ଜରିମାନା ଆଦାୟ କରାଯାଉଛି ।  କିନ୍ତୁ ଏହି ନିୟମକୁ ବେଖାତିର କରି ରାଉରକେଲାରେ ରାସ୍ତା ଉପରେ କିଛି ଯୁବକ ଅତ୍ୟନ୍ତ ବେପରୁଆ ଭାବେ ଗାଡି ଚଲାଇ ଆଇନକୁ ଚ୍ୟାଲେଞ୍ଜ...

2323234323
ଏଣିକି ସାରା ଦେଶରେ ଗୋଟିଏ ମେଡିକାଲ ଏଣ୍ଟ୍ରାନ୍ସ

ଭୁବନେଶ୍ୱର: ଏଣିକି ଡାକ୍ତରୀ ପଢ଼ିବା ପାଇଁ ସାରା ଦେଶରେ ଗୋଟିଏ ପ୍ରବେଶିକା ପରୀକ୍ଷା ହେବ। ତାହା ହେଉଛି  ‘ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ’ ବା ନିଟ୍ । ଆସନ୍ତା ବର୍ଷଠାରୁ ଏହି ନିୟମ ଲାଗୁ ହେବ।  କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀମାନେ ଏବେ ଚିନ୍ତାରେ...

1231243
ହୃଦ୍‌ରୋଗ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ବଢୁଛି, ଟପ୍‌ ଟେନ୍‌ରେ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ପାଇଁ ଏକ ଉଦ୍‌ବେଗଜନକ ଖବର। ରାଜ୍ୟରେ  ହୃଦରୋଗ ଆକ୍ରାନ୍ତ ଶିଶୁ ଓ କିଶୋରଙ୍କ ସଂଖ୍ୟା ବୃଦ୍ଧି ପାଉଛି।  ଏପରିକି ଦେଶରେ ଟପ୍ ଟେନ୍ ତାଲିକାରେ ରହିଛି ଓଡ଼ିଶାର ନାଁ।  ଏଭଳି ତଥ୍ୟ କମ୍ପ୍ରେହେନ୍ସିଭ୍ ନ୍ୟାସନାଲ୍‌ ନ୍ୟୁଟ୍ରିସନ୍ ସର୍ଭେରୁ ସାମ୍ନାକୁ ଆସିଛି । ୨୦୧୬ରୁ ୧୮ ମଧ୍ୟରେ...