ଗୋଟିଏ ମେସେଜ୍ରେ ବ୍ରେକ୍ଅପ୍। ଛାଡ଼ି ଚାଲିଗଲା ପ୍ରେମିକା। କିନ୍ତୁ ମେସେଜ୍ରେ କଣ ଭୁଲ୍ ଥିଲା ଜାଣିପାରିଲେନି ପ୍ରେମିକ। ବିଚରା ଲୁହ ଗଡ଼ାଇବା ସାର ହେଲା। ପରେ ମାନସ ମନ୍ଥନ କରି ଜାଣିପାରିଲେ ନିଜର ଭୁଲ୍। ସୋଶାଲ ମିଡିଆର ବ୍ୟବହାର ଭଲଭାବରେ ଜାଣି ନଥିବାରୁ ଏଭଳି ଘଟିଛି। ପ୍ରକୃତ ଘଟଣା...
ବାଲେଶ୍ୱର: ବାଲେଶ୍ୱର ଖନ୍ତାପଡ଼ା ଥାନା ଅନ୍ତର୍ଗତ ପଣପଣାରେ ଥିବା ଫାଲକନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ ମାମଲାରେ ଗିରଫ ହୋଇଛନ୍ତି ଫ୍ୟାକ୍ଟ୍ରିର ୭ ଅଧିକାରୀ। ଫ୍ୟାକ୍ଟ୍ରିର ଜିଏମ୍, ପ୍ରଡକ୍ସନ ମ୍ୟାନେଜର, ଏଚ୍ଆର୍ ମ୍ୟାନେଜର, ସିଫ୍ଟ ଇନ୍ଚାର୍ଜ, ସେଫ୍ଟି ମ୍ୟାନେଜର୍ ଏବଂ ୨ ସୁପରଭାଇଜରଙ୍କୁ ଗିରଫ କରାଯାଇଛି। କେଉଁ କାରଣରୁ...
ଭୁବନେଶ୍ୱର: ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ଦେଇଥିବା ଉତ୍ତର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସ୍ମିତାଙ୍କ ବାପା ସଦାନନ୍ଦ ବିଶ୍ୱାଳ। OTVକୁ ପ୍ରତିକ୍ରିୟା ଦେଇ ସଦାନନ୍ଦ ବିଶ୍ୱାଳ କହିଛନ୍ତି ଯେ, ମୋ ଜୀବନ ପ୍ରତି ବିପଦ ଅଛି, ମୋତେ ବି ମାରିଦେବେ। ଗୃହ ମନ୍ତ୍ରୀ ନିଜେ...
ସୋର : ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ ଅଘଟଣ ଘଟିଛି। ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୧୦୦ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ରୁ ଅଧିକ ଜଣ ଗୁରୁତର ଅଛନ୍ତି। ଏମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଓ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଦ୍ୱାରା ଏମାନଙ୍କ...
ଅଯୋଧ୍ୟା: ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦ୍ ବିବାଦରେ ଏବେ ନୂଆ ଟ୍ୱିଷ୍ଟ ଆସିଛି। ଅଯୋଧ୍ୟାର ବିବାଦୀୟ ଅଞ୍ଚଳକୁ ସୁପ୍ରିମକୋର୍ଟ ରାମ ଲଲା ନ୍ୟାସକୁ ଦେଇଥିବା ବେଳେ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ୫ ଏକର ଜାଗା ମସଜିଦ ନିର୍ମାଣ ପାଇଁ ଦେବାକୁ କହିଥିଲେ। ଏହି ୫ ଏକର ଜମି...
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି ଓ ସହଯୋଗୀ ଶିବସେନା ମଧ୍ୟରେ ଚାଲିଥିବା ତିକ୍ତତା ସମ୍ପର୍କରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ବିଜେପିର ଚାଣକ୍ୟ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ମହାରାଷ୍ଟ୍ରରରେ ଦୁଇ ସହଯୋଗୀଙ୍କ ମଧ୍ୟରେ ଲାଗି ରହିଥିବା କ୍ଷମତା ଯୁଦ୍ଧ ପାଇଁ ସେ ସିଧାସଳଖ ଶିବସେନାକୁ ହିଁ ଦାୟୀ...
ରାଉରକେଲା: କଥାରେ ଅଛି ଦୁଃଖେ ଅର୍ଜିତ ଯେତେ ଧନ ସେ ନୁହେଁ ଶୁଖେ ପ୍ରୟୋଜନ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ। ଏଠି ଜଣେ ବୃଦ୍ଧାଙ୍କ ଜୀବନ ଜୀବନ ଯାକର ସବୁତକ ସଞ୍ଚିତ ଟଙ୍କା ଉଇ ଖାଇଗଲା। ତାପୁଣି ଜଣେ ଭିକମାଗି ଚଳୁଥିବା ଜଣେ ବୃଦ୍ଧାଙ୍କର। ରାଉରକେଲା...
ଭୁବନେଶ୍ୱର: ଓଡ଼ିଶା ବିଧାନସଭାରରେ ଆଜି ଉଠିଛି ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣା। ଶୀତ ଅଧିବେଶନର ପ୍ରଥମ ଦିନରେ ଆକ୍ରମକ ମୁଦ୍ରାରେ ଥିଲେ ବିରୋଧୀ। ପ୍ରଶ୍ନକାଳ ବାତିଲ କରି ନାରୀ ନିର୍ଯାତନା ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରଥମେ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ...
ଭୁବନେଶ୍ୱର: ଅଧିକ ମଦ ଦୋକାନ ଖୋଲିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଛି। ମଦ ଦୋକାନ ଖୋଲିବା ସହ ବିଭିନ୍ନ ମେଳା ମହୋତ୍ସବରେ ମଦ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ଦେବାକୁ ଅବକାରୀ ବିଭାଗ, ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବାପରେ ଏହାକୁ ଜୋରାଦାର ବିରୋଧ କରିଛନ୍ତି...