• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

gandhi
ଗାନ୍ଧୀ ହତ୍ୟାକୁ ନେଇ ସରକାରଙ୍କ ବିଭ୍ରାନ୍ତିକର ତଥ୍ୟ; ରାଗିଲେ ଗାନ୍ଧିବାଦୀ

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକୁ ନେଇ ରାଜ୍ୟ ସରକାରଙ୍କର ଡକ୍ୟୁମେଣ୍ଟରେ ବିଭ୍ରାନ୍ତିକର ତଥ୍ୟ ଦିଆଯାଇଥିବାରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଆମ ବାପୁଜୀ ଏକ ଝଲକ ନାଁରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା...

p
ମାଟ୍ରିକ୍ ଫେଲ୍‌ ନାବାଳକ ତିଆରି କଲେ ୩୫ଟି ଲାଇଟ୍‌ ୱେଟ୍‌ ବିମାନ ମୋଡେଲ୍

ଭଦୋଦରା: ଆମେ ଆଜି ଜଣେ ଏମିତି ଆରୋନେଟିକ୍‌ ଇଞ୍ଜିନୟରଙ୍କ ବିଷୟରେ କହିବୁ ଯାହାଙ୍କ ବୟସ ମାତ୍ର ୧୭। ମାଟ୍ରିକ୍‌ରେ ୬ଟି ଯାକ ବିଷୟରେ ବି ଫେଲ୍‌ ହୋଇଛନ୍ତି। କିନ୍ତୁ ପାଠ ନହେଲେ କଣ ହେଲା, ସାଠରେ ସେ ଯାହା କରିଦେଖାଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମେ କହୁଛୁ...

sehwag
ଶିଶୁ ଦିବସରେ ବାଜି ରାଉତଙ୍କୁ ମନେ ପକାଇଲେ ସେହ୍ୱାଗ୍

ନୂଆଦିଲ୍ଲୀ: ଆଜି ପବିତ୍ର ଶିଶୁ ଦିବସ। ଏହି ଦିବସ ଶିଶୁମାନଙ୍କ ପାଇଁ ସମର୍ପିତ। ଏହି ଅବସରରେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ସହିଦ୍ ବାଜି ରାଉତଙ୍କୁ ସ୍ମରଣ କରିଛନ୍ତି। ସେହ୍ୱାଗ ସୋଶାଲ ମିଡିଆରେ ବାଜି ରାଉତଙ୍କ ଗାଥା ବଖାଣିବା ସହ ଶିଶୁ ଦିବସରେ...

H
ରାଜ୍ୟପାଳଙ୍କୁ ହେଲିକପ୍ଟର ଦେଲେନି ମମତା; ୬୦୦ କିମି ସଡ଼କପଥରେ ଯିବେ

କୋଲକାତା: ବେଙ୍ଗଲ ରାଜ୍ୟପାଳ ଜଗଦୀପ ଧନଖର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ତିକ୍ତତା ଏବେ ଉଗ୍ର ରୂପ ଧାରଣ କରିଛି। ରାଜ୍ୟପାଳ ଜଗଦୀପ କୋଲକାତାରୁ ସୀମାନ୍ତ ମୁର୍ଶିଦାବାଦ ଯିବାକୁ ଚାହୁଁଥିଲେ ହେଁ ମମତା ସରକାର ତାଙ୍କୁ ହେଲିକପ୍ଟର ବ୍ୟବହାର କରିବାକୁ ଅନୁମତି ଦେଇ ନାହାନ୍ତି। ମମତା...

rahul
ରାଫେଲ୍ ଡିଲ୍‌ରେ ଜେପିସି ତଦନ୍ତ ଦାବି କଲେ ରାହୁଲ୍, ଶାହ କହିଲେ

ନୂଆଦିଲ୍ଲୀ: ରାଫେଲ ଡିଲ୍‌ର ତଦନ୍ତ ପାଇଁ ଆଗତ ରିଭ୍ୟୁ ପିଟସନକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ ହେଁ ତଦନ୍ତକାରୀ ସଂସ୍ଥା ନିଜ ଇଚ୍ଛାରେ ଏହାର ଛାନଭିନ କରିପାରିବ ବୋଲି କହିଛନ୍ତି। ଏହାକୁ ଆଧାର କରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ...

children-day-celebration-in-bhubaneswar-750x420
ଅଞ୍ଜଳି ଫେଷ୍ଟିଭାଲ୍‌ରେ ଯୋଗ ଦେଲେ ବାଂଲାଦେଶରୁ ଆସିଥିବା ପ୍ରତିନିଧି

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେଉଛି ୧୮ତମ ଆନ୍ତର୍ଜାତିକ “ଅଞ୍ଜଳି ଚିଲଡ୍ରେନ୍‌ ଆଣ୍ଡ୍ ୟୁଥ୍‌ ଫେଷ୍ଟିଭାଲ”। ବିଭିନ୍ନ ରାଜ୍ୟ ସହ ବାଂଲାଦେଶରୁ ଆସିଥିବା ପ୍ରତିନିଧି ଏହି ମହୋତ୍ସବରେ ଯୋଗ ଦେଇଛନ୍ତି। ଦେଶ ବିଦେଶର ଦିବ୍ୟାଙ୍ଗ ଶିଶୁ ଓ ଯୁବବର୍ଗଙ୍କୁ ନେଇ ଏହି ମହୋତ୍ସବର ଆୟୋଜନ କରାଯାଇଛି। ସ୍ୱାଭିମାନ ଅନୁଷ୍ଠାନ ପକ୍ଷରୁ...

f
ବିବାଦୀୟ ରାଫେଲ୍‌ ଡିଲ୍‌ର ପୂରା ଘଟଣାକ୍ରମ ଜାଣନ୍ତୁ

ନୂଆଦିଲ୍ଲୀ: ଫ୍ରାନ୍ସଠାରୁ ରାଫେଲ ଯୁଦ୍ଧ ବିମାନ ଡିଲ୍‌ ଘଟଣାରେ ଆଜି ସୁପ୍ରିମକୋର୍ଟ ନରେନ୍ଦ୍ର ମୋଦି ସରକାରଙ୍କୁ କ୍ଲିନଚିଟ୍‌ ଦେଇଛନ୍ତି। ତେବେ ଏହି ଡିଲ୍‌ରେ ଅନିୟମିତତା ହୋଇଥିବା ନେଇ ଯଦି ସିବିଆଇ ହୃଦବୋଧ କରିବ, ତା’ହେଲେ ସଂସ୍ଥା ନିଜ ଆଡ଼ୁ ତଦନ୍ତ କରିପାରିବ ବୋଲି ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି।...

mo-school-app-will-inagurated-today-750x420
ଲଞ୍ଚ୍‌ ହେଲା ‘ମୋ ସ୍କୁଲ୍‌’ ମୋବାଇଲ୍‌ ଆପ୍

ଭୁବନେଶ୍ୱର: ‘ମୋ ସ୍କୁଲକୁ’ ପୂରିଛି ଦୁଇ ବର୍ଷ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ମୋ ସ୍କୁଲ୍‌’ ମୋବାଇଲ୍‌ ଆପ୍‌ ଉନ୍ମୋଚନ କରିଛନ୍ତି। ଲୋକସେବା ଭବନରେ ଆଜି ଏହି ଆପ୍ ଉନ୍ମୋଚନ କାର୍ଯ୍ୟକ୍ରମ ହୋଇଛି। ଏହି ଆପ୍ ଦ୍ୱାରା ପୁରାତନ ଛାତ୍ରଛାତ୍ରୀ, ଅନୁଷ୍ଠାନ ଓ ସଂସ୍ଥା ବିଦ୍ୟାଳୟ...

odisha high court
ରାଜ୍ୟରେ ଖୋଲିବ ୬ଟି କୋର୍ଟ

ଭୁବନେଶ୍ୱର: ହାଇକୋର୍ଟଙ୍କ ସୁପାରିସ ଆଧାରରେ ରାଜ୍ୟ ସରକାର ଚଳିତବର୍ଷ ଆଉ ୬ଟି ନୂଆ କୋର୍ଟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କଟକ, ଭଦ୍ରକ, ନୀଳଗିରି, ଉଦଳା, ପଟ୍ଟାମୁଣ୍ଡାଇ ଓ ଖଡ଼ିଆଳଠାରେ ଗୋଟିଏ ଲେଖାଏ ଅତିରିକ୍ତ...

j
ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ; ଦାମ୍‌ ବି ବହୁତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଧରାପଡ଼ିଲା ପ୍ରାୟ ଅଧ କୋଟି ଟଙ୍କାର ସୁନା। ମାଲେସିଆର ରାଜଧାନୀ କ୍ୱାଲାଲମ୍ପୁରରୁ ଆସିଥିବା ଜଣେ ଯାତ୍ରୀଙ୍କଠାରୁ ଏତେ ପରିମାଣର ସୁନା ଜବତ କରିଛି କଷ୍ଟମ୍ସ ବିଭାଗ। ଜବତ ସୁନାର ଓଜନ ୧ କେଜି ୩ ଶହ ଗ୍ରାମ୍ ହେବ। କେରଳ କୋଝିକଡ଼ର ଜଣେ...

masha
ମଶା କାମୁଡ଼ିଲା ବୋଲି ସ୍ୱାମୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ତ୍ରୀ

ଅହମ୍ମଦାବାଦ: ମଶା କାମୁଡ଼ିଲା ବୋଲି ସ୍ୱାମୀଙ୍କୁ ନିର୍ଦ୍ଧୁମ ଛେଚିଲେ ମହିଳା। ମଶା ସଂଖ୍ୟା ବଢ଼ିବା ପାଇଁ ତାଙ୍କ ସ୍ୱାମୀକୁ ଦାୟୀ କରି ଅହମ୍ମଦାବାଦରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ମାଡ଼ ମାରିବା ଏବେ ଚର୍ଚ୍ଚାରେ ରହିଛି। ସେ ତାଙ୍କ ସ୍ୱାମୀଙ୍କୁ ହେମଦସ୍ତାରେ ମାଡ଼ ମାରିଥିବା ସୂଚନା ମିଳିଛି। କେବଳ...

virat-1
ପିଲାଙ୍କ ସହ ରାସ୍ତାରେ କ୍ରିକେଟ୍‌ ଖେଳୁଥିଲେ ବିରାଟ; ବ୍ୟାଟ୍ ଧରି ଦୌଡ଼ି ପଳାଇଲେ

ଇନ୍ଦୋର: ସହର କିଛି ପିଲା କାଠ ପଟାକୁ ଷ୍ଟମ୍ପ କରି କ୍ରିକେଟ୍‌ ଖେଳୁଥିଲେ। ତାଙ୍କ ସହି କ୍ରିକେଟ୍ ଖେଳୁଥିଲେ ଭାରତୀୟ ଦଳର କ୍ୟାପ୍ଟେନ୍‌ ବିରାଟ କୋହଲି। ବିରାଟ୍‌ ସହର ଗଳିରେ କ୍ରିକେଟ୍‌ ଖେଳୁଥିବା ବେଳେ ହଠାତ୍‌ ପିଲାଙ୍କ ବ୍ୟାଟ୍ ଧରି ଦୌଡ଼ି ପଳାଇ ଯାଉଥିଲେ। ଆଉ ବ୍ୟାଟ୍ ଦିଅ...

fa
ଅପରାଧର ମାଷ୍ଟର୍ ଏହି କନଷ୍ଟେବଲ୍; କାହାଣୀ ବଖାଣିଲେ କମିଶନର

ଭୁବନେଶ୍ୱର: ଅପରାଧ ଡାଏରୀ ରାଜଧାନୀ ଭୁବନେଶ୍ୱର ସହରକୁ ଅପରାଧ ଓ ନିଶା ମୁକ୍ତ କରିବା ପାଇଁ କମିଶରେଟ୍‌ର ସ୍ୱତନ୍ତ୍ର ଟିମ୍‌ ଚଢ଼ଉ କରୁଛି। ଏପରିକି ଡ୍ରଗ୍ସ ବେପାରୀଙ୍କୁ ଧରିବା ସହିତ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରୁଛି। ଯେଉଁ ପୁଲିସ ସହରରେ ଅପରାଧ ନିୟନ୍ତ୍ରଣ କରୁଛି, ଆଜି ସେହି ପୁଲିସର ଖାକିରେ...