ଭୁବନେଶ୍ୱର: ରାଜ୍ୟରେ ୧୯ଟି ନଦୀର ଜଳ ପ୍ରଦୂଷିତ। ଏପରିକି ମହାନଦୀର ଜଳ ପୂରା ସମ୍ବଲପୁରଠାରୁ ପାରାଦୀପ ପର୍ଯ୍ୟନ୍ତ ପ୍ରଦୂଷିତ ହୋଇ ପଡ଼ିଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ଜଣାଇଛନ୍ତି। ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା...
ଭୁବନେଶ୍ୱର: ଟୋକନ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ବିକ୍ଷୋଭ ପରେ ବି ଏହି ବ୍ୟବସ୍ଥା ଚାଷୀଙ୍କ ହିତରେ ବୋଲି କହିଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏଥିସହିତ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଠିକ୍ ଚାଲିଛି ବୋଲି ଆଜି ବିଧାନସଭାରେ ବିରୋଧୀଙ୍କ ପକ୍ଷରୁ ଆଗତ...
ଇନ୍ଦୋର: ହୋଲକର ଷ୍ଟାଡିୟମରେ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ହରାଇବା ସହ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନାଁରେ ଏକାଧିକ ରେକର୍ଡ ଯୋଡ଼ି ହୋଇଛି। ସର୍ବାଧିକ ଟେଷ୍ଟ ଇନିଂସ୍ ବିଜୟ ମାମଲାରେ କୋହଲି ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲିଙ୍କ...
ନୂଆଦିଲ୍ଲୀ: ରାମଜନ୍ମ ଭୂମି-ବାବ୍ରୀ ମସଜିଦ ବିବାଦ ଓ ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ନିଜ ମତ ରଖି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଯୋଗ ଗୁରୁ ରାମଦେବ ବାବା। ସେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଦେଶର ୯୯% ମୁସଲିମ ନିଜର ପୂର୍ବ ଧର୍ମ ବଦଳାଇ...
କଲମ୍ବୋ: ଭୋଟ୍ ଦେବାକୁ ମୁସଲମାନଙ୍କୁ ନେଇଯାଉଥିବା ବସ୍ ଉପରେ ଅତର୍କିତ ପଥର ଓ ଗୁଳିମାଡ଼ ହୋଇଛି। ଏଥିରେ ବସ୍ଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଲେ ହତାହତକୁ ନେଇ କୌଣସି ଖବର ଜଣାପଡ଼ିନାହିଁ। ଆଜି ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଛି ଶ୍ରୀଲଙ୍କାରେ। ଆଜି ଶ୍ରୀଲଙ୍କାରେ ପରବର୍ତ୍ତୀ ରାଷ୍ଟ୍ରପତି ଚୟନ ପାଇଁ ଭୋଟ...
ନୂଆଦିଲ୍ଲୀ: ଶ୍ରମିକଙ୍କ ପାଇଁ ନୂଆ ନିୟମ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଯାହାର ସାମ୍ୟାକ ସୂଚନା ଦେଇ ସାରିଛନ୍ତି କେନ୍ଦ୍ରମନ୍ତ୍ରୀ। କାର୍ଯ୍ୟରତ ଶ୍ରମିକ ଓ ଅନ୍ୟାନ୍ୟ ବର୍ଗର କର୍ମଚାରୀଙ୍କ ସ୍ୱାର୍ଥ ସାଧନ ନିମନ୍ତେ କେନ୍ଦ୍ର ସରକାର ୱାନ ନେଶନ, ୱାନ୍ ପେ’ ଡେ’ କରିବାକୁ ଯୋଜନା ଆରମ୍ଭ କରିଛନ୍ତି।...
ମୁମ୍ବାଇ: କୋଟି କୋଟି ଟଙ୍କା କ୍ଷତିରେ ଚାଲୁଥିବା ରିଲାଏନ୍ସ କମ୍ୟୁନିକେସନର ଅଧ୍ୟକ୍ଷ ପଦରୁ ଶେଷରେ ଇସ୍ତଫା ଦେଇଛନ୍ତି ଶିଳ୍ପପତି ଅନୀଲ ଧୀରୁଭାଇ ଅମ୍ବାନୀ। ଶ୍ରୀ ଅମ୍ବାନୀଙ୍କ ସହ ସଂସ୍ଥାର ୪ ବରିଷ୍ଠ ଅଧିକାରୀ ମଧ୍ୟ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଛାୟା ଭିରାନି, ରାୟନ କରାନି,...
ଇନ୍ଦୋର: ଏଠାରେ ଚାଲିଥିବା ଭାରତ ଓ ବାଂଲାଦେଶ ପ୍ରଥମ ଟେଷ୍ଟ ମାତ୍ର ଅଢ଼େଇ ଦିନରେ ଶେଷ ହୋଇଛି। ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନକୁ ଆଧାର କରି ବିରାଟ୍ ବ୍ରିଗେଡ୍ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ...
ବର୍ଷାଦିନେ ଜାମୁକୋଳିର ମଜା ସମସ୍ତେ ନିଅନ୍ତି। ଏହା ପାଟିକୁ ସୁଆଦିଆ ଯେମିତି ଶରୀର ପାଇଁ ହିତକର ବି ସେମିତି। ଏହା କୋଳି ନୁହେଁ ତ ଯେପରି ଏକ ରୋଗ ଉପଶମକାରୀ ଏକ ଟାବଲେଟ୍। ଅନେକ ପ୍ରକାର ରୋଗକୁ ଭଲ କରିବାର ଗୁଣ ଜାମୁକୋଳିରେ ଅଛି। ତେବେ ଆସନ୍ତୁ ଜାଣିବା...
ନୂଆଦିଲ୍ଲୀ; ରାଫେଲ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ କଂଗ୍ରେସକୁ ଘେରିଛି ବିଜେପି। ରାହୁଲ ଗାନ୍ଧି ରାଫେଲକୁ ନେଇ ଯେଉଁ ଦୁର୍ନୀତି ଅଭିଯୋଗ ଆଣିଥିଲେ ଏବଂ ମନ୍ତବ୍ୟ ଦେଇଥିଲେ, ତା ବିରୋଧରେ ଆଜି ସାରା ଦେଶରେ ବିଜେପି ବିକ୍ଷୋଭ କରୁଛି। ରାଜଧାନୀ ଦିଲ୍ଲୀ ସମେତ ମୁମ୍ବାଇ, ବାଙ୍ଗାଲୋର, କୋଲାକାତା...
ଭୁବନେଶ୍ୱର: ସରକାରୀ ଡକ୍ୟୁମେଣ୍ଟରେ ଗାନ୍ଧିଙ୍କ ମୃତ୍ୟୁ ସମ୍ପର୍କିତ ଭୁଲ୍ ତଥ୍ୟକୁ ନେଇ ପ୍ରବଳ ହଟ୍ଟଗୋଳ ହେବା ପରେ ଏ ପ୍ରସଙ୍ଗରେ ଗୃହରେ ବିବୃତି ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ପୁସ୍ତକରେ ହୋଇଥିବା ତ୍ରୁଟି ଅନିଚ୍ଛାକୃତ ବୋଲି ଦର୍ଶାଇବା ସହ ପିଲାମାନଙ୍କୁ କୌଣସି ଭୁଲ୍ ତଥ୍ୟ ଦେବା କିମ୍ବା...
ଔଷଧ କିଣିଲା ବେଳେ କେତୋଟି ସାଧାରଣ କଥା ବିଷୟରେ ଧ୍ୟାନ ଦେବା ନିହାତି ଆବଶ୍ୟକ। ଆମେ ଆଜି ଆପଣଙ୍କୁ ଏ ସମ୍ପର୍କିତ କିଛି ଦରକାରୀ ସୂଚନା ଦେବୁ ଯାହା ଜଣେ ସାଧାରଣ ବ୍ୟକ୍ତି ଜାଣିବା ନିହାତି ଆବଶ୍ୟକ। ଔଷଧ କିଣିଲା ବେଳେ ବିଭିନ୍ନ ଟାବ୍ଲେଟ୍ ଖୋଳରେ ଲାଲ୍ ପଟି,...
ଗୁଜରାଟ: ଦି ହାତରେ ଖଣ୍ଡା ଧରି ବୁଲାଉଛନ୍ତି କେନ୍ଦ୍ର ମହିଳା ଓ ଶିଶୁବିକାଶ ଓ ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ। କେନ୍ଦ୍ରମନ୍ତ୍ରୀଙ୍କର ଏହି ନୂଆ ରୂପକୁ ଦେଖି ସେଠାରେ ଉପସ୍ଥିତି ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦୁଇ ହାତରେ ଖଣ୍ଡା ଧରି କିଛି ସମୟ ବୁଲାଇବା ପରେ ଖଣ୍ଡା...
ଭୁବନେଶ୍ୱର: ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂହ। ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ି ଯାଇଥିବା ଅଭିଯୋଗ କରି ବିଜେଡିକୁ ତୀବ୍ର ସମାଲୋଚନା କରିଛି ବିଜେପି। ଓଡ଼ିଶାରେ ମହିଳାଙ୍କ ପ୍ରତି ଦିନକୁ ଦିନ ଅତ୍ୟାଚାର ବଢ଼ିବାରେ ଲାଗିଛି। ରାଜ୍ୟ ସରକାର କେବଳ ବିବୃତି...
ଭୁବନେଶ୍ୱର: ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଅଡ଼ି ବସିଛି ବିଜେପି। ସିବିଆଇ ତଦନ୍ତ କରି ଘଟଣାରେ ପ୍ରକୃତ ଦୋଷୀକୁ ଦଣ୍ଡ ଦେବାକୁ ଦଳ ଦାବି କରିଛି। ବିଧାନସଭାରେ ଆଜି ଦଳର ବିଧାୟକମାନେ କଳାପଟି ବାନ୍ଧି ପ୍ରତିବାଦ କରିଥିଲେ। ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ ମଧ୍ୟ ସେମାନେ କହିବାକୁ...
ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ବିଭ୍ରାନ୍ତିକର ତଥ୍ୟ ଦିଆଯାଇଛି, ତା ଉପରେ ବିବୃତି ରଖିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। ଏହି ପ୍ରସଙ୍ଗରେ ଗୃହରେ ଆଜି ସରଗରମ ଆଲୋଚନା ହୋଇଥିଲା। ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ...
ନୂଆଦିଲ୍ଲୀ : ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍(ଇସ୍ରୋ)ର ୨୦୧୯ରେ ଖାଲି ପଡ଼ିଥିବା ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ କାର୍ପେଣ୍ଟର୍, କେମିକାଲ୍, ଇଲେକ୍ଟ୍ରିସିଆନ୍ ପରି ଅନ୍ୟାନ୍ୟ ପଦବୀ ରହିଛି। ଇଚ୍ଛୁକ ଆବେଦନକାରୀ ଇସ୍ରୋର ଅଫିସିଆଲ୍ ୱେବସାଇଟ୍ isro.gov.in କୁ ଯାଇ ନଭେମ୍ୱର ୨୯, ୨୦୧୯ ମଧ୍ୟରେ ଆବେଦନ...
ଶ୍ରୀନଗର: ନବ ଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ଖୁବ୍ଶୀଘ୍ର ବିଧାନସଭା ନିର୍ବାଚନ ହୋଇପାରେ। ଏ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଏକ କେନ୍ଦ୍ର ଶାସିତ ଅଞ୍ଚଳ, ଯେଉଁଠି ବିଧାନସଭା ଆସନ ରହିଛି। ତେଣୁ ଉପରାଜ୍ୟପାଳ ଏଠାରେ ଶାସନ କରିବେ ନାହିଁ। ଗୁରୁବାର ଉପ ରାଜ୍ୟପାଳ...
ମୁମ୍ୱାଇ : ବାରମ୍ବାର ‘ମି ଟୁ’ ଅଭିଯୋଗ ଆସିବା ପରେ ବହୁ ଦିନ ଧରି ନିରବ ଥିବା ବଲିଉଡ୍ ସଂଙ୍ଗୀତ ନିର୍ଦ୍ଦେଶକ ଅନୁ ମଲୀକ ଶେଷର ମୁହଁ ଖୋଲିଛନ୍ତି। ତାଙ୍କ ଉପରେ ଲାଗିଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ଅନୁ କହିଛନ୍ତି। ଏଥିସହିତ ତାଙ୍କର ନିରବତାକୁ ତାଙ୍କର...