• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

shv
ନାଚାର ଶିବସେନା; ପୁଣି ବିଜେପି ଆଡ଼କୁ ଢଳିପାରେ

ମୁମ୍ବାଇ: ବିଜେପିକୁ ଛାଡ଼ି ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଦମ୍ଭ ଦେଖାଉଥିବା ଶିବସେନାର ତୋଡ଼ ଭାଙ୍ଗିଛି। ଏବେ ପୁଣିଥରେ ଶିବସେନା ଛାଡ଼ପତ୍ର ଦେଇଥିବା ବିଜେପି ସହ ମହାରାଷ୍ଟ୍ରରେ ମିଶି ସରକାର ଗଠନ କରିବାକୁ ମନ ବଳାଉଥିବା ଜଣାପଡ଼ିଛି। ଶିବସେନା ୫୬ଟି ଆସନ ଜିତିବା ପରେ ବିଜେପି ସହ ୫୦:୫୦...

ie-2
ଆବଶ୍ୟକ ପଡ଼ିଲେ ବିଜେପିକୁ ସମର୍ଥନ ଦେବ ଜେଡିଏସ୍‌

ବେଙ୍ଗାଲୁରୁ: ବିଏସ୍‌ ୟେଦ୍ୟୁରପ୍ପା ସରକାରଙ୍କୁ ସମର୍ଥନ ଦେବାର ‘ସମସ୍ତ ସୁଯୋଗ’ ରହିଛି ବୋଲି ବରିଷ୍ଠ ଜେଡିଏସ୍‌ ନେତା ବାସଭରାଜ ହୋରାଟ୍ଟି କହିଛନ୍ତି। ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ଥିବାରୁ ଏହାପରେ ଯଦି ପରିବର୍ତ୍ତିତ ମ୍ୟାଜିକ୍‌ ନମ୍ବର ହାସଲ କରିବାରେ ବିଜେପି ବିଫଳ ହୁଏ ଜେଡିଏସ୍‌ ସମର୍ଥନ କରିବ ବୋଲି...

dog
ରେଳ ଷ୍ଟେସନ୍‌ରେ ନିୟମ ଭାଙ୍ଗିଲେ ଭୁକୁଛି ବୁଲା କୁକୁର

ଚେନ୍ନାଇ: ପ୍ରଥମେ ଜଣେ ବ୍ୟକ୍ତି କୁକୁରଟିକୁ ପାଳିଥିଲେ। ହେଲେ ସେ ତାକୁ ୨ ବର୍ଷ ତଳେ ବାହାରେ ଛାଡ଼ି ଦେଇଥିଲେ। ତେବେ ସେବେଠାରୁ କୁକୁରଟି ଚେନ୍ନାଇର ପାର୍କ ଟାଉନ୍‌ ରେଲୱେ ଷ୍ଟେସନରେ ଲୋକଙ୍କୁ ସତର୍କ କରାଇବାରେ ଲାଗିଛି। ଆପଣ ଭାବୁଥିବେ କୁକୁରଟି କେମିତି ସତର୍କ କରାଉଛି? ହଁ, ଆପଣ...

d
ଭୂମିକମ୍ପରେ ଥରିଲା ଉତ୍ତର ଭାରତ

ନୂଆଦିଲ୍ଲୀ: ନେପାଳ-ଭାରତ ସୀମାରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ପ୍ରଭାବ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳିଛି। ବିଶେଷ କରି ଦିଲ୍ଲୀ-ଏନସିଆର ସମେତ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା ଯୋଗୁ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ନେପାଳର ଖାପତାଦ...

vbh
ବିଜେଡିକୁ କାହିଁକି ପ୍ରଶଂସା କଲେ ମୋଦି?

ଭୁବନେଶ୍ୱର: ରାଜ୍ୟସଭାରେ ବିଜେଡିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ପରେ ଓଡ଼ିଶା ବିଧାନସଭାରେ ତାର ପ୍ରଭାବ ଦେଖିବାକୁ ମିଳିଛି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହାକୁ ନେଇ ବିଜେପିକୁ ଛିଗୁଲାଇ ଥିଲେ। କହିଥିଲେ, ପ୍ରଧାନମନ୍ତ୍ରୀ ବିଜେଡିକୁ ପ୍ରଂଶସା କଲେ, କିନ୍ତୁ ଏଠି ବାଚସ୍ପତି, ବିରୋଧୀ...

j
କେତେ ସୁରକ୍ଷିତ ଉତ୍କଳୀୟ କାରିଗରଙ୍କ ଉତ୍କର୍ଷତା ବହନ କରୁଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର?

ଭୁବନେଶ୍ୱର: କେତେ ସୁରକ୍ଷିତ ଉତ୍କଳୀୟ କାରିଗରଙ୍କ ଉତ୍କର୍ଷତା ବହନ କରୁଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର? ଏହାର ମରାମତି ଓ ସଂରକ୍ଷଣକୁ ନେଇ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ଅସନ୍ତୋଷ ପ୍ରକାଶ କରିବା ପରେ, ଦାୟିତ୍ୱରେ ଥିବା ASIର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ହାଇକୋର୍ଟ...

nusrat
ଆଇସିୟୁରୁ ବାହାରିବା ପରେ ବନ୍ଦ ହେଲା ଗୁଜବ

କୋଲକାତା: ବେଙ୍ଗଲୀ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନ ଆସିୟୁରୁ ଡିସଚାର୍ଜ ହୋଇଛନ୍ତି। ରବିବାର ରାତିରେ ସେ ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେବାରୁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ...

awesi
ସଂଖ୍ୟାଲଘୁ କଟ୍ଟରପନ୍ଥୀ ମନ୍ତବ୍ୟ ନେଇ ଓୱେସି, ମମତା ବାକ୍ ଯୁଦ୍ଧ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ସଂଖ୍ୟାଲଘୁ କଟ୍ଟରପନ୍ଥୀ’ ମନ୍ତବ୍ୟକୁ ନେଇ ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ୍‌ ଓୱେସି କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ସମ୍ପ୍ରଦାୟଙ୍କ ମଧ୍ୟରେ ବିଭେଦ ଓ ବିଭାଜନ ସୃଷ୍ଟି କରୁଛନ୍ତି। ଏହା ପୂର୍ବରୁ ମମତା ଏଆଇଏମଆଇଏମର ମୁଖ୍ୟ ଆସଦୁଦ୍ଦିନ ଓୱେସୀଙ୍କ...

samudra
ସମୁଦ୍ର ଫୁଲୁଛି ବିପଦ ବଢୁଛି: ବୈଜ୍ଞାନିକ ଅଶଙ୍କା, ଭୟାନକ ହେବ ପରିସ୍ଥିତି

ନୂଆଦିଲ୍ଲୀ: ଭାରତୀୟ ଉପକୂଳରେ ସମୁଦ୍ର ଜଳସ୍ତର ଧୀରେ ଧୀରେ ଉପରକୁ ଉଠୁଛି। ଗତ ୫୦ ବର୍ଷରେ ଭାରତୀୟ ଉପକୂଳରେ ସମୁଦ୍ର ଜଳପତ୍ତନ ୮.୫ ସେଣ୍ଟିମିଟର ଉପରକୁ ଉଠିଛି ବୋଲି ରାଜ୍ୟସଭାର ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟ। ତେବେ କେବଳ ପାଗ ପରିବର୍ତ୍ତନ ଯୋଗୁଁ ଏପରି ଘଟୁଛି...

love
ହତ୍ୟାକାରୀ ପ୍ରେମ; ୧୬ ବର୍ଷରେ ପ୍ରେମଜନିତ ମୃତ୍ୟୁ ସଂଖ୍ୟା ୨୮% ବୃଦ୍ଧି

ନୂଆଦିଲ୍ଲୀ: କୁହାଯାଏ ପ୍ରେମ ଶାଶ୍ୱତ ଓ ଚିରନ୍ତନ। ହେଲେ ଏହି ପ୍ରେମ ଯେ କାହାକୁ ହତ୍ୟାକାରୀ ସଜାଇ ଦିଏ, ତାହା ମଧ୍ୟ ଅସମ୍ଭବ ନୁହେଁ। ବର୍ତ୍ତମାନ ଆମ ଦେଶରେ ପ୍ରେମ ବ୍ୟାପାର ଓ ପରକୀୟା ପ୍ରୀତି ଯୋଗୁ ସର୍ବାଧିକ ହତ୍ୟାକାଣ୍ଡ ଘଟୁଥିବା ତଥ୍ୟ ସାମ୍ନାକୁ ଆସିଛି। ଭାରତ ତଥା...

vm
ଏ କି ରୋଗ ଆସିଲା; ଆତଙ୍କିତ ହେଲେଣି ଲୋକେ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ତମାନପଲ୍ଲୀ ପରେ ଏବେ କାଟନପାଲି ଗାଁରେ ଅଜଣା ରୋଗର ଆତଙ୍କ। ୨୨ରୁ ୨୫ଜଣ ଶିଶୁ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଥଣ୍ଡା କାଶ ପରେ ଜ୍ୱର ହୋଇ ଗୁରୁତର ହେବା ପରେ ଆମ୍ବୁଲାନ୍ସ ଯୋଗେ ଶିଶୁମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ...

h
ଠାକୁରଙ୍କ ମାମୁଘରୁ ଆସିଲା ଭାର: ପୋଢୁଆଁ ହେବେ ଭଳଭଦ୍ର

ପୁରୀ: ଶ୍ରୀମନ୍ଦିରକୁ ଗଲା ପୋଢୁଆଁ ଭାର। ଆସନ୍ତାକାଲି ପବିତ୍ର ପ୍ରଥମାଷ୍ଟମୀରେ ପୋଢ଼ୁଆଁ ହେବେ ପ୍ରଭୁ ବଳଭଦ୍ର। ଏଥିପାଇଁ ଆଜି ନିଆଳି ପ୍ରାଚୀନଦୀ ତଟ ମାଧବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁ ପୋଢ଼ୁଆଁ ଭାର ଯାଇଛି। ବିଶ୍ୱାସ ରହିଛି ମାଧବାନନ୍ଦ ମନ୍ଦିର ହେଉଛି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ମାମୁଘର।...