• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

ambani
ବିଶ୍ୱର ଷଷ୍ଠ ସର୍ବବୃହତ୍‌ ତୈଳ କମ୍ପାନୀ ହେଲା ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ ବିଶ୍ୱର ଷଷ୍ଠ ସର୍ବବୃହତ୍‌ ତୈଳ କମ୍ପାନୀ ହୋଇପାରିଛି। ଏହା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଭାରତ ପେଟ୍ରୋଲିୟମ୍‌କୁ ପଛରେ ପକାଇ ଦେଇଛି। ମଙ୍ଗଳବାର କାରବାର ବନ୍ଦ ହେବା ବେଳକୁ ରିଲାଏନ୍ସର କ୍ୟାପିଟାଲ ୧୩୩ ବିଲିଅନ୍‌ ଡଲାର ଥିଲା। ଏହା...

AVYA
ପୁଲିସ୍‌ ଡିଜିଙ୍କ ହଠାତ୍‌ ବଦଳି; ବି.କେ ଶର୍ମାଙ୍କ ସ୍ଥାନରେ ଅଭୟଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ବଦଳିଲେ ପୋଲିସ ଡିଜି ବି.କେ ଶର୍ମା। ଆଜି ଅଚାନକ ଭାବେ ପୋଲିସ ଡିଜି ବି.କେ ଶର୍ମାଙ୍କୁ ଦାୟିତ୍ୱରୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର। ନୂଆ ପୋଲିସ ଡିଜି ହେଲେ ଅଭୟ। ମଧ୍ୟବର୍ତ୍ତୀ କାଳୀନ ଡିଜି ଦାୟିତ୍ୱରେ ରହିବେ ସତ୍ୟଜିତ ମହାନ୍ତି। ସତ୍ୟଜିତଙ୍କୁ ତୁରନ୍ତ ଦାୟିତ୍ୱ ନେବାକୁ ମୁଖ୍ୟମନ୍ତ୍ରୀ...

parliament-kTNE--621x414@LiveMint
ଲୋକସଭାରେ ଚିଟ୍‌ ଫଣ୍ଡ ସଂଶୋଧନ ବିଲ୍‌ ୨୦୧୯ ପାରିତ

ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ଚିଟ୍‌ ଫଣ୍ଡ (ସଂଶୋଧନ) ବିଲ୍‌ ୨୦୧୯ ପାରିତ ହୋଇଛି। ଏହା ନିବେଶକମାନଙ୍କର ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକଙ୍କ ସ୍ୱାର୍ଥ ରକ୍ଷା ଉଦ୍ଦିଷ୍ଟ ବୋଲି କୁହାଯାଇଛି। ଏଥିରେ ଚିଟ୍‌ ଫଣ୍ଡ ବ୍ୟବସ୍ଥାରେ ସୁଧାର ଆଣିବାର ଉଦ୍ଦେଶ୍ୟ ରହିଛି। ସୂଚନାଯୋଗ୍ୟ ଯେ, ଚିଟ୍‌...

ff
ବାଲିଷ୍ଟିକ୍‌ ମିସାଇଲ୍‌ ପୃଥ୍ୱୀ-୨ର ପରୀକ୍ଷଣ ସଫଳ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଆଜି ପ୍ରଥମଥର ପାଇଁ ଏକାସାଙ୍ଗରେ ଦୁଇଟି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ ମିସାଇଲ୍‌ ପୃଥ୍ୱୀ-୨ର ବ୍ୟବହାରୀକ ପରୀକ୍ଷଣ ସଫଳ ହୋଇଛି। ଭୂପୃଷ୍ଟରୁ ଭୂପୃଷ୍ଟକୁ ନିକ୍ଷେପ କରାଯାଇପାରୁ ଥିବା ଏହି କ୍ଷେପଣାସ୍ତ୍ର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ୱର ପ୍ୟାଡ୍‌ରୁ ସନ୍ଧ୍ୟା ସାଢ଼େ...

rto
ଡିସେମ୍ବର ୧ରୁ ପୁଣି ଟ୍ରାଫିକ୍‌ ନିୟମ କଡ଼ାକଡ଼ି; ଏପଟେ ଅଫିସ୍‌ ଧାଇଁ ଧାଇଁ ନିରାଶ ଲୋକେ

ଭୁବନେଶ୍ୱର: ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ନୂଆ ମୋଟର ଯାନ ଆଇନ । ଏଥିପାଇଁ ସରି ସରି ଆସୁଛି ସରକାର ଦେଇଥିବା ୩ ମାସର ମହଲତ। ହେଲେ ଏପଟେ ରାଜ୍ୟର ସବୁ ଆଞ୍ଚଳିକ ପରିବନହନ କାର୍ଯ୍ୟାଳୟ ଆଗରେ ଏଯାଏଁ ଲୋକଙ୍କ ଭିଡ଼ କମୁନଥିବାରୁ ସବୁ ଲୋକ...

d
ସୁନା କିଣୁଥିଲେ ସାବଧାନ !

ଭୁବନେଶ୍ୱର: ସୁନା କିଣିବା ବେଳେ ଆପଣ ଗହଣା ଦୋକାନୀର ଓଜନ ଯନ୍ତ୍ରକୁ ଆଖିବୁଜି ବିଶ୍ୱାସ କରିଯାଆନ୍ତି କି? ଯଦି ହଁ, ତେବେ ସତର୍କ ହୋଇଯାଆନ୍ତୁ । କାରଣ ରାଜ୍ୟରେ ଗ୍ରାହକଙ୍କୁ ଠକିଚାଲିଛନ୍ତି ସୁନା ଦୋକାନୀ । ମାପ ଏବଂ ଓଜନରେ ହେଉଛି ବ୍ୟାପକ ଠକେଇ।  ଆଜି ବିଧାନସଭାରେ ଏନେଇ...

ମ
ମୁଖ୍ୟମନ୍ତ୍ରୀଙ୍କ କଥା ମାନୁନାହାନ୍ତି ମନ୍ତ୍ରୀ; ରାଗିଲେ ବାଚସ୍ପତି

ଭୁବନେଶ୍ୱର: ବିଧାନସଭା ଅଧିବେଶନ ଚାଲିଥିବାବେଳେ ଗୃହରେ ବହୁସଂଖ୍ୟକ ବିଜେଡି ବିଧାୟକ ଓ ମନ୍ତ୍ରୀ ଅନୁପସ୍ଥିତ ରହୁଛନ୍ତି। ଏପରିକି ଦୀର୍ଘ ଦୁଇଦଶନ୍ଧି ମଧ୍ୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଶୀତ ଅଧିବେଶନ ଆରମ୍ଭରୁ ପ୍ରଥମଥର ପାଇଁ ଗୃହରେ ଉପସ୍ଥିତ ରହିବା ପାଇଁ ଦେଇଥିବା ଲିଖିତ ନିର୍ଦ୍ଦେଶକୁ...

ff
ମହାପ୍ରଭୁଙ୍କ ମାମୁ କିଏ?

ପୁରୀ: କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ରଙ୍କ ମାମୁ କିଏ? ପ୍ରଥମାଷ୍ଟମୀରେ ଉଠିଛି ଏଭଳି ଅଜଣା ପ୍ରଶ୍ନ। ତେବେ ନିଆଳିର ମାଧବାନନ୍ଦ ଜୀଉଙ୍କୁ ମହାପ୍ରଭୁଙ୍କ ମାମୁ ବୋଲି ଦର୍ଶାଇ ସେଠୁ ଆସିଥିବା ଭାରକୁ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିବା ପରେ ବିବାଦ ତେଜିଛି।...

TIGER
କୁକୁଡ଼ା ଖାଇବାକୁ ଆସି ଏମିତି ନାମ ନେଲା ବାଘ

କାଙ୍କେର: ବାଘକୁ ମହଙ୍ଗା ପଡ଼ିଲା କୁକୁଡ଼ା ଲୋଭ। କୁକୁଡ଼ା ଖାଇବାକୁ ଆସି ଯନ୍ତ୍ରାରେ ଫସିଲା ଚିତା ବାଘ ଛୁଆ। ଛତିଶଗଡ଼ କାଙ୍କେର ଠେଲକାବୋଡା ଗାଁରେ ଘଟିଛି ଏଭଳି ଘଟଣା। ଗତ କିଛି ଦିନ ଧରି ଗାଁର ଜଣକ ଫାର୍ମରୁ କୁକୁଡ଼ା ଗାଏବ ହେଉଥିଲା। ନିକଟରେ ଥିବା ଜଙ୍ଗଲରୁ କିଛି...

kk-750x420
ଅଶୋକର ଶୈତାନୀ ଷଡ଼ଯନ୍ତ୍ର ; ୪୦ ଦିନ ଧରି ମାଆ,ଝିଅଙ୍କୁ ଘରେ ରଖି...

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଖବର ଶିରୋନାମାରେ ଖବରଦାତା। କୌଣସି ଭଲ ଖବର ପାଇଁ ନୁହେଁ, ବରଂ ଜଣେ ମାଆ ଓ ବିବାହିତା ଝିଅଙ୍କୁ ୪୦ ଦିନ ନିଜ ଘରେ ବନ୍ଦୀ ରଖି ନିର୍ଯାତନା ଦେଉଥିବା ଭଳି ଅଭିଯୋଗ ପାଇଁ ଆଜି ଚର୍ଚ୍ଚାରେ ଅଛନ୍ତି ଖବରଦାତା ଅଶୋକ ମାହାନ୍ତି। ଏଭଳି ସଙ୍ଗୀନ...

pidi
ନବବଧୂଙ୍କୁ ଘରେ ନିସ୍ତୁକ ପିଟିଲେ, ପରେ ଚୁଟି ଧରି ଘୋଷାରି ରାସ୍ତାରେ ଫିଙ୍ଗିଦେଲେ

ବାଙ୍କୀ(ସଞ୍ଜୀପ ନାୟକ):  ନବବଧୂଙ୍କୁ ଘରେ ନିସ୍ତୁକ ପିଟିଲେ। ଆଉ ତା’ପରେ ଚୁଟି ଧରି ଘୂଷାରି ଘୂଷାରି ଆଣି ରାସ୍ତାରେ ଫିଙ୍ଗିଲେ।  ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଚକାପଦା ଗାଁରେ। ଯୌତୁକ ପାଇଁ ଏମିତି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ବର୍ଷେ ତଳେ...

artport
ଜାଗା ମିଳୁନି କେମିତି ହେବ ଭୁବନେଶ୍ୱର ବିମାନବନ୍ଦର ?

ଭୁବନେଶ୍ୱର: ଉପଯୁକ୍ତମାତ୍ରାରେ ସ୍ଥାନର ଅଭାବ ଯୋଗୁ ଭୁବନେଶ୍ୱର ବିମାନବନ୍ଦରର ସଂପ୍ରସାରଣ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ତିନିଟି ସ୍ଥାନ ବଛାଯାଇଥିଲେ ମଧ୍ୟ ତାହା ପର୍ଯ୍ୟପ୍ତ ନୁହେଁ। ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ।...

JH
ଶ୍ରୀଜଗନ୍ନାଥଙ୍କ ମାମୁଘର ନୁହେଁ ମାଧବାନନ୍ଦ ମନ୍ଦିର: ଜିତେନ୍ଦ୍ର ସାହୁ

ପୁରୀ: ଶ୍ରୀମନ୍ଦିର ସହ ନିଆଳି ମାଧବାନନ୍ଦ ମନ୍ଦିର ସହ କୌଣସି ସମ୍ପର୍କ ଥିବା ତଥ୍ୟ, ପ୍ରମାଣ ନାହିଁ। ଶ୍ରଦ୍ଧାଳୁ ଭଳି ଦାନ କରିଛନ୍ତି ଯାହାକୁ ଗ୍ରହଣ କରାଯାଇଛି। ଆଜି ଏନେଇ ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ। ନିଆଳି ମାଧବାନନ୍ଦ ଶ୍ରୀଜିଉଙ୍କ ମାମୁ ବୋଲି ଚର୍ଚ୍ଚା...

raja-swain
ଚାଷୀଙ୍କ ନା ମନ୍ତ୍ରୀଙ୍କ ହଁ

ଭୁବନେଶ୍ୱର: ଚାଷୀଙ୍କଠୁ ଧାନ କିଣିବା ପାଇଁ ପ୍ରଚଳିତ ଟୋକନ ବ୍ୟବସ୍ଥା ଅଛି ଏବଂ ଆଗକୁ ମଧ୍ୟ ରହିବ। ଏହା ଏକ ନୂଆ ବ୍ୟବସ୍ଥା ଲାଗୁ ହୋଇଛି। ତେଣୁ ଚାଷୀ ସହଯୋଗ କରନ୍ତୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସ୍ୱଚ୍ଛ ଓ ନିର୍ମଳ...

jkk
ମୋବାଇଲ୍‌ ବ୍ୟାଟେରୀ ଫାଟି ୨ ଭାଇ ଗୁରୁତର

ଖଲ୍ଲିକୋଟ : ମୋବାଇଲ ବ୍ୟାଟେରୀ ଫାଟି ୨ ଭାଇ ଗୁରୁତର। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ନାଇକାଣିପାଲ୍ଲୀ ଗାଁରେ ଘଟିଛି ଏହି ଅଘଟଣ।  ଆଜି ଗାଁର ବସନ୍ତ ସ୍ୱାଇଁଙ୍କ ଦୁଇ ପୁଅ ମୋବାଇଲ ବ୍ୟାଟେରୀ ନେଇ ଘରେ ଖେଳୁଥିବା ବେଳେ ହଠାତ୍ ଏହା ଫାଟି ଯାଇଥିଲା। ଫଳରେ ଦୁଇ...

god-750x426
ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ; ଗବେଷକ କହିଲେ...

ଉମରକୋଟ: ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ। ଏହି ଲୋକକଥା ଆଜି ସତ ହେଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ନାଙ୍ଗରାଡଙ୍ଗରୀ ଗାଁରେ ଘଟିଛି ଏଭଳି ଘଟଣା। ଗାଁ ଲୋକଙ୍କ କହିବାନୁଯାୟୀ, ଗାଁର ଦଶମୁ ଭତ୍ରା କନ୍ଦା ଖୋଳୁ ଖୋଳୁ ଶିବ ଲିଙ୍ଗ ଦେଖିବାକୁ ପାଇଥିଲେ। ଏନେଇ...

ff
5Tରେ ସାମିଲ୍‌ ହେବ ଅଗ୍ନିଶମ ବିଭାଗ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ଫାଇଭ-ଟି’ କାର୍ଯ୍ୟକ୍ରମରେ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ସାମିଲ ହୋଇଛି। ଆସନ୍ତା ଏପ୍ରିଲ ପହିଲାରୁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପାଇଁ ଆବଶ୍ୟକ ସମସ୍ତ ପ୍ରକ୍ରିୟା ଅନଲାଇନରେ ସମ୍ପାଦନ ହେବ । ବିଭିନ୍ନ ବାସଗୃହ ଓ କୋଠା ପାଇଁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ହାସଲ ନିମନ୍ତେ ଆଉ...