ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଭାରତୀୟ ଦଳର ଘୋଷଣା ପୂର୍ବରୁ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଆହତ ହୋଇଛନ୍ତି। ସୟଦ ମୁସ୍ତାକ୍ ଅଲୀ ଟ୍ରଫିର ସୁପର୍ ଲିଗ୍ ମୁକାବିଲାରେ ଝାରଖଣ୍ଡ ବିପକ୍ଷ ମ୍ୟାଚରେ ଧୱନଙ୍କ ଆଣ୍ଠୁରେ ଆଘାତ ଲାଗିଛି। ଧୱନ ଆଣ୍ଠୁର ଉପରିଭାଗରେ ଶକ୍ତ ଆଘାତ ଲାଗିଥିବା ଦେଖିବାକୁ ମିଳିଛି...
ଭୋପାଲ୍: କଂଗ୍ରେସ ନେତୃତ୍ୱାଧୀନ ମଧ୍ୟପ୍ରଦେଶ ସରକାର ଗଞ୍ଜେଇ ଚାଷକୁ ବୈଧ ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଆଇନ ବ୍ୟାପାର ମନ୍ତ୍ରୀ ଏନେଇ କହିଛନ୍ତି, “ମଧ୍ୟପ୍ରଦେଶ ସରକାର ଗଞ୍ଜେଇ ଚାଷ ପାଇଁ ଅନୁମତି ଦେବେ। ତେବେ ଏହା ଔଷଧୀୟ ଏବଂ ଶିଳ୍ପ ଆଦି ଉଦ୍ଦେଶ୍ୟରେ ଅନୁମତି ସହ...
ମୁମ୍ବାଇ: ମହାରାଷ୍ଟ୍ରରେ ସରକାର କିଏ ଗଠନ କରିବ, ତା’ର ଫୈସଲା ଆସନ୍ତାକାଲି ହେବ। ଗତକାଲି କଂଗ୍ରେସ-ଏନ୍ସିପି ଏ ସମ୍ପର୍କରେ ଘୋଷଣା କରିଥିବା ବେଳେ ଆଜି ଶିବସେନା ସମାନ କଥା ଦୋହରାଇଛି। ବିଜେପି ସରକାର ଗଠନ ରେସରୁ ବାଦ ପଡ଼ିବାରେ ଶିବସେନା, ଏନ୍ସିପି ଓ କଂଗ୍ରେସ ସରକାର ଗଠନ ପାଇଁ...
ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଗଭର୍ଣ୍ଣିଂ ବଡିର ହୋଇଛି ବୈଠକ। ମାର୍ଚ୍ଚ ୨୦୨୦ ସୁଦ୍ଧା ରାଜ୍ୟରେ ଆହୁରି ୩୬ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲାଯିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର ସମେତ ୩୬ଟି ବ୍ଲକରେ ଖୋଲାଯିବ ଆଦର୍ଶ ବିଦ୍ୟାଳୟ। ଏହାସହ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଆଦର୍ଶ ବିଦ୍ୟାଳୟ ଖୋଲିବା...
ଯାଜପୁର: ଦାୟିତ୍ୱରେ ଅବହେଳା ଅଭିଯୋଗରେ ଆରୁହାଁ ଆରଆଇ ନିଲମ୍ବିତ। ଆରୁହାଁ ଆରଆଇ କ୍ଷୀରାବ୍ଧି ତନୟା ପଣ୍ଡାଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ। ଧର୍ମଶାଳା ଅତିରିକ୍ତ ତହସିଲଦାର ଶୀତଲ୍ ଅଗ୍ରୱାଲଙ୍କୁ ସୋ-କଜ୍ ନୋଟିସ୍। ତେବେ କେଉଁ ଦାୟିତ୍ୱରେ ଅବହେଳା ନେଇ ସସ୍ପେଣ୍ଡ, ସ୍ପଷ୍ଟ ହୋଇନି। ସୂଚନାଯୋଗ୍ୟ ଆରୁହାଁ ରାଜସ୍ୱ ସର୍କଲ ଅଧୀନରେ...
ଭୁବନେଶ୍ୱର: ଆଳୁ ଯାହା ଯେମିତି କିଣୁଛନ୍ତି ଲୋକେ। ହେଲେ ପିଆଜକୁ ଆଡ଼ ଆଖିରେ ଚାହୁଁ ନାହାନ୍ତି। କାରଣ ପିଆଜ ଦର ଯେମିତି ବେଲଗାମ୍ ହୋଇ ଦୌଡୁଛି, ଆଉ ସାଧାରଣ ଲୋକଙ୍କ କିଣିବା କବ୍ଜାରେ ନାହିଁ। ଆଶା କରାଯାଉଥିଲା, ଧର୍ମ ମାସ କାର୍ତ୍ତିକ ପରେ ରେଟ୍ କମିଯିବ। ହେଲେ ସ୍ଥିତି...
ଭବାନୀପାଟଣା(ରାଜକୁମାର ସିଂଦେଓ): ୨୦୧୬ ଅଗଷ୍ଟରେ ପତ୍ନୀଙ୍କ ଶବକୁ ୧୨ କିଲୋମିଟର ବାଟ କାନ୍ଧରେ ବୋହି ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିବା ଦାନ ମାଝୀ ଏବେ କେମିତି ଅଛନ୍ତି ? କେମିତି ଅଛନ୍ତି ତାଙ୍କ ପରିବାର, କେମିତି ଅଛି ତାଙ୍କ ଗାଁ ? ତିନିବର୍ଷ ତଳେ ନେତାମନ୍ତ୍ରୀ କରିଥିବା...
ଭୁବନେଶ୍ୱର: ରାତି ଅଧିଆ ପୁଲିସ୍ ଡିଜି ବି.କେ. ଶର୍ମାଙ୍କୁ ବିଦା କରିବା ନେଇ ଉଠିଛି ନାନା ପ୍ରଶ୍ନ। ଅଧଘଣ୍ଟା ଭିତରେ ପ୍ରଥମେ ବି.କେ. ଶର୍ମାଙ୍କ ବିରୋଧରେ ଫାୟାର ସର୍ଭିସ୍ ସାର୍ଟିଫିକେଟ୍ ପ୍ରଦାନରେ ଅନିୟମିତତା ଅଭିଯୋଗ। ଆଉ ତା’ ପରେ ତୁରନ୍ତ ପଦରୁ ଅପସାରଣ। ଏଭଳି ଘଟଣା ଓଡ଼ିଶା ପୋଲିସ୍ରେ...
ଭୁବନେଶ୍ୱର: ଟୋକନ୍ ବ୍ୟବସ୍ଥା ଉଚ୍ଛେଦ ଦାବିରେ ଚାଷୀ ଆନ୍ଦୋଳନ ତେଜୁଥିବା ଦେଖି ମଝିରାସ୍ତା ବାଛିଛନ୍ତି ସରକାର। କେବଳ ସେତିକି ନୁହେଁ, ସରକାରଙ୍କ ମୌଖିକ ପ୍ରତିଶ୍ରୁତି ମିଳିବା ପରେ ଚାଷୀ ଆନ୍ଦୋଳନରୁ ଓହରିଛନ୍ତି। ସେପଟେ ଟୋକନ୍ ବ୍ୟବସ୍ଥାର ପ୍ରତ୍ୟାହାର ଦାବି ନେଇ ବିଧାନସଭାରେ ଆଜି ବି ହଙ୍ଗାମା ହୋଇଛି। ତେବେ...
ଜଗତସିଂହପୁର(ଶଶାଙ୍କ ପଣ୍ଡା): ଭଉଣୀ ଆତ୍ମହତ୍ୟାରେ ମ୍ରିୟମାଣ ହୋଇ ଧରମ ଭାଇ ରଶି ଲଗାଇ ଝୁଲିପଡ଼ିଲେ। ଆଜି ଦିନ ଦି’ପହରରେ ଏପରି ହୃଦୟବିଦାରକ ଘଟଣା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବାଲିପାଟଣା ଗାଁରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବାଲିପାଟଣା ଗାଁର ଅକ୍ଷୟ ସାମଲ...
ଯାଜପୁର(ଅଭୟ ପତି): ଘରେ ପୁଅ ନଥିବା ବେଳେ ବୋହୂକ ନୃଶଂସା ମାଡ଼। ଶାଶୂ, ଶ୍ୱଶୁର ଓ ଦିଅର ମିଶି ମରଣାନ୍ତକ ମାଡ଼ ମାରୁଥିଲେ। ଏକଥା ଦେଖି ଗାଁ ଲୋକ କିନ୍ତୁ ସମ୍ଭାଳି ପାରିଲେନି। ତା’ପରେ ଜଣକ ପରେ ଜଣେ ଗାଁ ଲୋକ ଦୌଡ଼ି ଆସିଲେ ସେହି ସ୍ଥାନକୁ। ତା...
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ପିପଲ୍ ଫର୍ ଦି ଏଥିକାଲ୍ ଟ୍ରିଟମେଣ୍ଟ୍ ଅଫ୍ ଆନିମଲ୍ସ (ପେଟା) ପକ୍ଷରୁ ପର୍ସନ୍ ଅଫ୍ ଦି ଇୟର୍ ଭାବେ ବିବେଚିତ କରାଯାଇଛି। ପେଟା ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ପଶୁଙ୍କ ସହ ଭଲ ବ୍ୟବହାର କରିବା ପାଇଁ କୋହଲି...
କୋଲକାତା: ଦିନକ ପରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତ ବାଂଲାଦେଶ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ଆୟୋଜିତ ହେବାକୁ ଯାଉଛି। ଏହି ଐତିହାସିକ ମୁକାବିଲାକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ଖାସ୍ ପ୍ରସ୍ତୁତି କରିଛି। ମ୍ୟାଚ୍ ପୂର୍ବରୁ ବିସିସିଆଇ ଏକ ୧୭ ସେକେଣ୍ଡ ଭିଡିଓ କ୍ଲିପ୍ ତା’ର ଅଫିସିଆଲ୍...