ଭୁବନେଶ୍ୱର: ଓଡ଼ିଶା ଲଳିତକଳା ଏକାଡେମୀ (ଓଡ଼ିଆ ଭାଷା, ସାହିତ୍ୟ ଓ ସଂକୃତି ବିଭାଗ) ତରଫରୁ ଆଜି ୩୮ ତମ ଓଡ଼ିଶା ଲଳିତକଳା ଏକାଡେମୀ ରାଜ୍ୟ ପୁରସ୍କାର ଘୋଷଣା କରାଯାଇଛି। ତେବେ ରାଜ୍ୟସ୍ତରୀୟ ପ୍ରଦର୍ଶନୀ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ କଳାକୃତିର ବିଭିନ୍ନ ବିଭାଗରୁ ୩୬୮ଜଣ ଶିଳ୍ପୀଙ୍କ ଠାରୁ ୬୫୧ଟି କଳାକୃତି...
ଅହମ୍ମଦାବାଦ: ଆତ୍ମଘୋଷିତ ବାବା ନିତ୍ୟାନନ୍ଦ ସମସ୍ତଙ୍କ ଅଜାଣତରେ ବିଦେଶ ପଳାଇଥିବାବେଳେ ଏହା ପରେ ତତ୍ପରତା ପ୍ରକାଶ କରିଛି ଗୁଜରାଟ ପୁଲିସ୍। ନିତ୍ୟାନନ୍ଦଙ୍କୁ ଖୋଜିବା ପାଇଁ ପୁଲିସ୍ ପକ୍ଷରୁ ବର୍ତ୍ତମାନ ବୈଦେଶିକ ମନ୍ତ୍ରଣାଳୟ ସହ ଯୋଗାଯୋଗ କରାଯିବା ସହ ତଦନ୍ତକାରୀ ସଂସ୍ଥାଙ୍କର ମଧ୍ୟ ସହାୟତା ନିଆଯାଉଛି। ତାଙ୍କ ନାମରେ ନାବାଳକଙ୍କୁ...
ନୂଆଦିଲ୍ଲୀ: ଭାରତୀୟ ଯବାନମାନେ କିପରି ହ୍ୱାଟ୍ସଆପ୍ ସେଟିଂ ଚେଞ୍ଜ୍ କରି ପାକିସ୍ତାନୀ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଆଡ୍ ହେବାରୁ ରକ୍ଷା ପାଇବେ ସେ ନେଇ ଆଜି ଭାରତୀୟ ସେନା ପକ୍ଷରୁ ଏକ ଉପଦେଶନାମା ଜାରି କରାଯାଇଛି। ହ୍ୱାଟ୍ସଆପ୍ରେ ସେଟିଂ ଅପସନ୍କୁ ଯାଇ ଗୋଟିଏ ଛୋଟିଆ ପରିବର୍ତ୍ତନ କରି ଏଥିରୁ ରକ୍ଷା...
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଦେଶ କୁଏତ, ସାଉଦି ଆରବ, ବାହରିନ, କତାର, ଓମାନ ଓ ୟୁଏଇରେ ପ୍ରତିଦିନ ୧୫ ଜଣ ଭାରତୀୟଙ୍କ ଜୀବନ ଯାଉଛି। ଏହି ଭାରତୀୟମାନେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ କାର୍ଯ୍ୟ କରିବାକୁ ଯାଇ ସେଠାରେ ପ୍ରାଣ ହରାଉଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୫...
ନୂଆଦିଲ୍ଲୀ: ଦେଶର କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଆଉ ସ୍ୱତନ୍ତ୍ର ପ୍ରୋଟେକସନ୍ ଗ୍ରୁପ କମାଣ୍ଡୋମାନେ ସୁରକ୍ଷା ଯୋଗାଇ ଦେବେନାହିଁ। ଏ ସଂକ୍ରାନ୍ତ ଏକ ସଂଶୋଧିତ ବିଲକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି। ପୂର୍ବରୁ ଏସପିଜି ଆକ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଏସପିଜି ସୁରକ୍ଷା ଯୋଗାଇ ଦେବାର...
ଭୁବନେଶ୍ୱର: ବିଧାନସଭାରେ ଅସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳ ନେଇ ସରକାରଙ୍କୁ ଘେରିଛନ୍ତି ଉଭୟ ଶାସକ ଓ ବିରୋଧୀ। ରାଜ୍ୟରେ କେଉଁ ବିଭାଗ ଅଧିନରେ କେତେ ବାତ୍ୟା ଆଶ୍ରୟ ସ୍ଥଳ ରହିଛି ସେନେଇ ସରକାର ଗୃହରେ ସ୍ପଷ୍ଟ କରିପାରିନଥିଲେ। ବାତ୍ୟା ଆଶ୍ରୟ ସ୍ଥଳୀରେ ପହଞ୍ଚିବା ପାଇଁ ରାସ୍ତା ନଥିବା କଥା...
ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ୱର ୧ରୁ ଦେଶର ସମସ୍ତ ଟୋଲ୍ଗେଟ୍ରେ ଫାସଟାଗ୍ ବାଧ୍ୟତାମୂଳକ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କର ଘୋଷଣା କରିଛନ୍ତି। ଦେଶରେ ୫୩୭ଟି ଟୋଲ୍ ଗେଟରେ ଏହି ଫାସଟାଗ ସେବା ଉପଲବ୍ଧ ହେବ। ଏନ୍ଏଚ୍ଆଇ ପକ୍ଷରୁ ଏହି ଫାସ୍ଟ୍ୟଗ୍ ସେବା ଯୋଗାଇ ଦିଆଯିବ।...
ଅନେକ ସମୟରେ ଆମ ମୋବାଇଲ୍ ପାସ୍ୱାର୍ଡ ସେଟ୍ କରି ନିଜେ ହିଁ ଭୁଲି ଯାଆନ୍ତି। ଆଉ ମୋବାଇଲ୍ର ପାସ୍ୱାର୍ଡ ଖୋଲି ନପାରିବାରୁ ବହୁତ ହଇରାଣ ହେବାକୁ ପଡ଼େ। ଯଦି ଆପଣ ବି ଏଭଳି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି, ତେବେ ଚିନ୍ତା କରନ୍ତୁନି। ଆମେ ଆଜି ଆପଣଙ୍କୁ ଯେଉଁ ଟ୍ରିକ୍...
ମାଲକାନଗିରି: ପୁଅ ବିଦେଶରେ ଆଉ ବାପା ଓଡ଼ିଶାର ମାଲକାନଗିରିରେ। କିନ୍ତୁ ବିଗତ ୫ ବର୍ଷ ହେବ ବାପାର ଠିକଣା ପାଇପାରୁନଥିଲା ପୁଅ। ବିଭିନ୍ନ ଆଡୁ ପ୍ରୟାସ କରି ଶେଷରେ ନିଜ ଜନ୍ମଦାତା ବାପା ସହ ଭିଡିଓ କଲ୍ ଯୋଗେ କଥା ହେବାରେ ସଫଳ ହେବା ସହ ବାପାର ଭଲ...
ଶ୍ରୀନଗର: ଭାରତୀୟ ସୀମାକୁ ଚାଲିଆସିଥିବା ପାକ୍ ନାଗରିକଙ୍କୁ ପାକିସ୍ତାନକୁ ହସ୍ତାନ୍ତର କଲେ ଭାରତୀୟ ସେନା। ମାନବିକତା ଦୃଷ୍ଟିରୁ ଭାରତୀୟ ଯବାନ ପାକ୍ ନାଗରିକଙ୍କୁ ତାଙ୍କ ସେନାକୁ ହସ୍ତାନ୍ତର କରିଛନ୍ତି। ଭାରତୀୟ ସୀମାକୁ ପଶି ଆସିଥିବା ବ୍ୟକ୍ତି ଜଣକ ହେଉଛନ୍ତି ସବିର ଅହମ୍ମଦ। ସେ ପାକ୍ ଅଧିକୃତ କାଶ୍ମୀର ମୁଜାଫରବାଦ...
କୋଲକାତା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଭାରତୀୟ ଟି-୨୦ ଏବଂ ଦିନିକିଆ ଟିମର ଘୋଷଣା କରାଯାଇଛି। ବିରାଟ୍ କୋହଲି ପୁଣିଥରେ ସୀମିତ ଓଭର ଟିମକୁ ଫେରିଛନ୍ତି। ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରୁ ବିଶ୍ରାମ ନେଇଥିବା କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ପୁଣିଥରେ ଟିମର ନେତୃତ୍ୱ ନେବେ।...