• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

sawanajami
ଅଯୋଧ୍ୟା ରିଭ୍ୟୁ ପିଟିସନ୍‌କୁ ପସନ୍ଦ କୁରନାହାନ୍ତି ଶତାଧିକ ପ୍ରତିଷ୍ଠିତ ମୁସ୍‌ଲିମ୍‌

ମୁମ୍ବାଇ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ରିଭ୍ୟୁ କରିବା ପାଇଁ ମୁସଲିମ ପର୍ସନେଲ ଲ’ ବୋର୍ଡ ନେତୃତ୍ୱରେ ଏକାଧିକ ବ୍ୟକ୍ତି ଅଣ୍ଟା ଭିଡ଼ିଛନ୍ତି। ତେବେ ଅଯୋଧ୍ୟା ବିବାଦରେ ପୁଣିଥରେ ରିଭ୍ୟୁ ପିଟିସନ ଦାଖଲ ନିଷ୍ପତ୍ତିକୁ ଦେଶର ୧୦୦ରୁ ଅଧିକ ପ୍ରଖ୍ୟାତ ମୁସଲିମ ପକ୍ଷ ବିରୋଧ କରିଛନ୍ତି।...

sudhanwa
ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାର ପାଇବେ ଡକ୍ଟର ସୁଧନ୍ୱା ପାତ୍ର

ଭୁବନେଶ୍ୱର: ଆଇଆଇଟି ଭିଲାଇର ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ସୁଧନ୍ୱା ପାତ୍ର ଚଳିତ ବର୍ଷର ସମ୍ମାନଜନକ ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାର ପାଇବେ। ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଆୟୋଜିତ ଏକ ବିଶେଷ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସେ ଏହି ପୁରସ୍କାର ଗ୍ରହଣ କରିବେ। ରାଜ୍ୟ...

salman
ବାପାଙ୍କ ସହ ମାଛ ଧରୁଥିବା ବେଳର ଫଟୋ ଶେୟାର୍‌ କରି ସଲମାନ କହିଲେ ହ୍ୟାପି ବାର୍ଥ୍‌ ଡେ ଡାଡି

ମୁମ୍ବାଇ: ଗତକାଲି ଥିଲା ସଲମାନ୍‌ଙ୍କ ବାପା ତଥା ବଲିଉଡ୍‌ର ପ୍ରଖ୍ୟାତ ବଲିଉଡ୍‌ ସ୍କ୍ରିପ୍ଟ ରାଇଟର୍‌ ସଲିମ ଖାନ୍‌ଙ୍କ ଜନ୍ମଦିନ। ବାପାଙ୍କ ଜନ୍ମଦିନ ଶୁଭକମାନ ପାଇଁ ସଲମାନ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଅପ୍‌ଲୋଡ୍ କରିଥିଲେ ଯାହା ଏବେ ଖୁବ୍‌ ଭାଇରାଲ୍‌ ହେଉଛି। ଫଟୋରେ ତାଙ୍କୁ ତାଙ୍କ ବାପା ସଲିମ୍‌...

1457501297-6366
ଦିବାରାତ୍ର ଟେଷ୍ଟ: ଦର୍ଶକ ଫେରିପାଇବେ ଚତୁର୍ଥ ଓ ପଞ୍ଚମ ଦିନର ଟିକେଟ୍ ଅର୍ଥ

କୋଲକାତା: ଭାରତ ଓ ବାଂଲାଦେଶ ମଧ୍ୟରେ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଐତିହାସିକ ଦିବାରାତ୍ର ଟେଷ୍ଟ ତିନି ଦିନ ଭିତରେ ଶେଷ ହୋଇଛି। ତେବେ ବଳକା ଦୁଇଦିନ ଅର୍ଥାତ୍ ଚତୁର୍ଥ ଓ ପଞ୍ଚମ ଦିନର ଟିକେଟର ଅର୍ଥ ଦର୍ଶକଙ୍କୁ ଫେରାଇବା ପାଇଁ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ (ସିଏବି) ନିଷ୍ପତ୍ତି...

scot
ସ୍କଟିଶ୍ ଓପନ୍ ଟାଇଟଲ୍ ଜିତିଲେ ଲକ୍ଷ୍ୟ ସେନ୍

ଗ୍ଲାସଗୋ: ଭାରତର ଉଦୀୟମାନ ଶଟଲର୍ ଲକ୍ଷ୍ୟ ସେନ୍ ଏଠାରେ ଅନୁଷ୍ଠିତ ସ୍କଟିଶ୍ ଓପନ୍ ଟାଇଟଲ୍ ଜିତିଛନ୍ତି। ଗତ ତିନିମାସ ଭିତରେ ଲକ୍ଷ୍ୟଙ୍କର ଏହା ଚତୁର୍ଥ ଟାଇଟଲ୍। ସେ ଫାଇନାଲରେ ବ୍ରାଜିଲର ଗୋର୍ କୋଏଲହୋଙ୍କୁ ହରାଇ ଏହି ସଫଳଜା ଅର୍ଜନ କରିଛନ୍ତି। ଏହି ଟପ୍‌-ସିଡ୍ ଭାରତୀୟ ଖେଳାଳି ୫୬ ମିନିଟ୍...

ajit
ବିଜେପିକୁ ସାହାଯ୍ୟ ପରେ ଦୁର୍ନୀତି ମୁକ୍ତ ହେଲେ କି ଅଜିତ ପାୱାର୍ ?

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପିକୁ ସହଯୋଗ କରିବାର ୩ ଦିନ ପରେ ଦୁର୍ନୀତି ମୁକ୍ତ ହେଲେ କି ଅଜିତ ପାୱାର୍ ? ଜଳସେଚନରେ ଅନିୟମିତତା ନେଇ ତାଙ୍କ ବିରୋଧରେ ଚାଲିଥିବା କେତେକ ମାମଲାର ତଦନ୍ତ ଏବେ ବନ୍ଦ ହୋଇଯାଇଛି।ତେଣୁ ଗଣମାଧ୍ୟମରେ ଏମିତି ଖବର ପ୍ରସାରଣକୁ ଦେଖି...

bjp-leadr
ବିଜେପି ନେତାଙ୍କୁ ବୁଦା ଭିତରେ ପଶେଇ ଠେଲାପେଲା ଗୋଇଠା ମାଡ଼

କୋଲାକାତା: ପଶ୍ଚିବଙ୍ଗରେ ଜଣେ ବିଜେପି ନେତାଙ୍କୁ ଆଜି କିଛି ଦୁର୍ବୃତ୍ତ ରାସ୍ତାକଡ଼ରେ ଥିବା ଏକ ବୁଦା ଭିତରକୁ ଠେଲିତାଙ୍କୁ ଗାଳିଗୁଲଜ୍‌ କରିବା ସହିତ ଗୋଇଠା ମାରିବା ଭଳି ଘଟଣା ସାମ୍ନାକୁ ଆସିଛି। ରାଜ୍ୟରେ ୩ଟି ଜିଲ୍ଲାରେ ଉପନିର୍ବାଚନ ଚାଲିଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏହି ବିଜେପି...

cv-1
ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ କେଉଁ ଚେକ୍‌ ସାଇନ୍‌ କଲେ ଫଡ଼ନାଭିସ୍ ?

ମୁମ୍ବାଇ: ମହାରାଷ୍ଟ୍ରରେ ବିରୋଧୀଙ୍କୁ ଜଳକା କରି ଦ୍ୱିତୀୟଥର ଭାବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଦେବେନ୍ଦ୍ର ଫଡ଼ନାଭିସ୍‌ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଫଡ଼ନାଭିସ୍‌ ଯେଉଁଭଳି ନାଟକୀୟ ଢଙ୍ଗରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଲେ ଏହାକୁ ନେଇ ସାଂସଦରୁ ନେଇ ସୁପ୍ରିମକୋର୍ଟରେ ଲଢ଼େଇ ଚାଲିଛି। ହେଲେ...

sarad
ଅଜିତଙ୍କ ସହ କଥା ହେଉ ନାହାନ୍ତି ଶରଦ: ଏନ୍‌ସିପିରୁ ବହିଷ୍କାର ହେବେ କି ଅଜିତ୍‌ ପାୱାର୍ ?

ମୁମ୍ବାଇ; ମହାରାଷ୍ଟ୍ରର ରାଜନୈତିକ ପାଣିପାଗ ଏମିତି ବଦଳୁଛି ଯେ କେତେବଳେ କ’ଣ ହେବ କିଛି କହି ହେବନି। ଏନ୍‌ସିପି ସୁପ୍ରିମୋ ଅଜିତ୍‌ ପାୱାରଙ୍କ ପୁତୁରା ତଥା ଏନ୍‌ସିପିର ପୂର୍ବତନ ବିଧାୟକ ଦଳର ନେତା ଅଜିତ୍ ପାୱାର ବିଜେପି ସହିତ ମେଣ୍ଟ କରି ସରକାର ଗଠନ କରିବା ପରେ ମହାରାଷ୍ଟ୍ର ରାଜନୀତିରେ...

dd
ବିନା ପେଟ୍ରୋଲ୍‌ ଓ ଡିଜେଲ୍‌ରେ ଭୁବନେଶ୍ୱରରେ ଗଡ଼ିବ ୫୦ଟି ବସ୍‌

ଭୁବନେଶ୍ୱର: ମୋ ବସର ଏକ ବର୍ଷ ପୂର୍ତ୍ତୀ ଅବସରରେ ରାଜଧାନୀ ଭୁବନେଶ୍ୱରକୁ ଆସିବ ୫୦ଟି ଇଲେକ୍ଟ୍ରିକ୍ ବସ୍। ଏହା ପୂର୍ବରୁ ଆସିଛି ଦୁଇଟି ଡେମୋ ବସ୍। ଏହି ବସ୍ ରାଜଧାନୀର ବିଭିନ୍ନ ରୁଟ୍‌ରେ ଚଳାଚଳ କରି ଡେମୋ ଦେଖାଇଛି। ତେବେ ପ୍ରଥମେ ୧୦ ଦିନ ପାଇଁ ବସ୍‌ଗୁଡ଼ିକର ପରୀକ୍ଷଣ...

mother
୪୧ ବର୍ଷ ପରେ ସାତ ଦରିଆ ଡେଇଁ ମାଆ ପାଖରେ ପହଞ୍ଚିଲା ପୁଅ

୪୧ ବର୍ଷ ପରେ ମାଆକୁ ଖୋଜି ପାଇଛି ପୁଅ । ମାତ୍ର ଦୁଇ ବର୍ଷ ବୟସରେ ମାଆଠାରୁ ଅଲଗା ହୋଇଯାଇ ଘଟଣାକ୍ରମେ ବିଦେଶକୁ ପଳେଇ ଯାଇଥିଲା। ଆଉ ୪୧ ବର୍ଷଧରି ମାଆଠାରୁ ଅଲଗା ହେବାର କଷ୍ଟ ସହି ନପାରି ଖୋଜି ଖୋଜି ଆସି ଜନ୍ମଦାତ୍ରୀ ପାଖରେ ପହଞ୍ଚିଛି ପୁଅ।...

kali
ଟାବ୍‌ଲେଟ୍‌ ଖୋଳରେ କାହିଁକି ଥାଏ ଖାଲିସ୍ଥାନ?

ଦୋକାନରେ ଔଷଧ କିଣିଲାବେଳେ ଟାବ୍‌ଲେଟ୍‌ ଷ୍ଟ୍ରିପ୍‌ରେ ଖାଲିସ୍ଥାନ ଦେଖି ଆପଣଙ୍କ ମନରେ କେବେ ନା କେବେ ପ୍ରଶ୍ନ ଆସିଥିବା ଯେ ଟାବ୍ଲେଟ୍‌ ମଝିରେ ଖାଲି ସ୍ଥାନ କାହିଁକି ଥାଏ। ପ୍ରାୟ ଅନେକ ଲୋକଙ୍କ ମନରେ ଏମିତି ପ୍ରଶ୍ନ ଉଠେ। ଆପଣ ଭାବନ୍ତି ଯଦି ଏହି ଖାଲି ସ୍ଥାନରେ ବଟିକା...

jjj
ଦିନେ ଏହି ନେତାଙ୍କୁ ଖୋଜିବାକୁ ହୋଇଥିଲା ଦେଶର ସବୁଠୁ ବଡ଼ ସର୍ଚ୍ଚ ଅପରେସନ

ଭୁବନେଶ୍ୱର: ୱାଇଏସ୍‌ଆର୍‌ ନାମରେ ପରିଚିତ କଂଗ୍ରେସ ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ୟେଦୁଗୁରୀ ସନ୍ଦିନ୍ତି ରାଜ୍‌ଶେଖର ରେଡ୍ଡୀଙ୍କ ଶବକୁ ଖୋଜିବା ପାଇଁ ଦେଶର ସବୁଠାରୁ ବଡ଼ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା। ସ୍ଥଳ ସେନା, ବାୟୁ ସେନା ଏମିତିକି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ‘ଇସ୍ରୋ’ ମଧ୍ୟ ଏହି...

onion
ବଢ଼ିଲା ପିଆଜ ଦର; ଏଥର ଏତେ ବଢ଼ିଲା ଯେ କିଣିବାକୁ ଡରିବ ଖାଉଟି

ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ହୁହୁ ହୋଇ ବଢ଼ୁଛି। ଏଥର ଏକାଥରେ ଏତେ ବଢ଼ିଲା ଯେ ପିଆଜି କିଣିବାକୁ ଶହେଥର ଚିନ୍ତା କରିବେ ଖାଉଟି। ଏଇ ଦୁଇଚାରି ଦିନ ତଳେ ପିଆଜ ଦର୬୦-୭୦ ଥିଲା। କିନ୍ତୁ ଗତ ଦୁଇ ଦିନ ମଧ୍ୟରେ ପିଆଜ ଦର ୯୦ ଟଙ୍କାକୁ ପହଞ୍ଚିଛି। ...

tapas nanda
ଏହି ବ୍ୟକ୍ତିଙ୍କୁ ପରିବହନ ବିଭାଗ ଏମିତି ଫାଇନ୍‌ କରିଛି ଯେ ଆପଣ ଶୁଣିଲେ ଡରିବେ

କୋରାପୁଟ: ଜୟପୁରରେ ଜଣେ ବ୍ୟବସାୟୀଙ୍କୁ ପରିବହନ ବିଭାଗର ଯେଉଁ ଅଜବ ଜରିମାନା ଲଗାଇଛି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।  ଥରେ ଭାବନ୍ତୁ ଆପଣ ଘରେ ଥିବେ କିନ୍ତୁ ଆପଣଙ୍କନ ନାଁରେ ଦ୍ରୁତ ଗତିରେ ଗାଡ଼ି ଚଳାଇବାର ଅଭିଯୋଗ ଆସିବ ଆଉ ଫାଇନ୍‌ ବି ପଡ଼ିବ। ଆଉ ତୁମ...

javed-1
ମହାରାଷ୍ଟ୍ର ବାଜି ଓଲଟିଲା: ବଲିଉଡ୍‌ ଅଭିନେତା ପଚାରିଲେ କଡ଼ା ପ୍ରଶ୍ନ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବିଜେପିର ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ବଲିଉଡ୍‌ ଅଭିନେତାଙ୍କ ପ୍ରଶ୍ନ ମିଶାଇଲ୍ ଆଟାକ୍‌। ମହାରାଷ୍ଟ୍ର ରାଜନୀତିରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଆଉ ଏଭଳି ପରିସ୍ଥିତିରେ ବଲିଉଡ୍ ଅଭିନେତା ଜାଭେଦ୍‌ ଜାଫରୀ ମଧ୍ୟ ଏମିତି ଏକ ପ୍ରଶ୍ନ ପଚାରିଛନ୍ତି ଯାହା ଆହୁରି ଅଶ୍ଚର୍ଯ୍ୟଜନକ ହେବା...

ghggg
ଟ୍ୱିଟର୍‌ ଆଉ ଟ୍ରୋଲିଂ ହେବନି; ଏମିତି ଲୁଚାଇପାରିବେ ଅପତ୍ତିଜନକ ରିପ୍ଲାଏ

ସୋଶାଲ୍ ମିଡିଆ ଟ୍ୱିଟର୍‌ ଏବେ ଏକ ନୂଆ ଫିଚର୍‌ ଆଣିଛି। ଯାହା ସାହାଯ୍ୟରେ ଆପଣ ଆପଣଙ୍କ ଟ୍ୱିଟର୍‌ ୱାଲ୍‌ରେ ଆସୁଥିବା ଆପତ୍ତିଜନକ ଟିପ୍ପଣୀକୁ ହାଇଡ୍‌ କରିପାରିବେ। ଫଳରେ ସୋଶାଲ୍ ମିଡିଆ ଟ୍ରୋଲିଂ ଉପରେ ବି ଲଗାମ ଲଗାଯାଇପାରିବ। ଟ୍ୱିଟର୍‌ରେ ପୂର୍ବରୁ ଏଭଳି ବିକଳ୍ପ ନଥିବାରୁ ଯିଏ ଯାହା ପାରିଲେ...

accident
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଲୋମ ଟାଙ୍କୁରି ଉଠିବ; ୧୧ ଜୀବନ ଗଲା

ଜୟପୁର: ରାଜସ୍ଥାନର ନାଗଉର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁଇଟି ମିନିବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୧ଜଣଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ କଚମାନ ସହରରେ ଯାତ୍ରୀମାନେ ଯାଉଥିବା ବେଳେ ମିନବସ୍ ଦୁଇଟି ନିୟନ୍ତ୍ରଣ ହରାଇ ପରସ୍ପରକୁ ଧକ୍କା ଦେଇଥିଲେ। ଏହା ପରେ ଗୋଟିଏ ମିନି ବସ୍...

arrest
ଏତେବଡ଼ କମ୍ପାନୀର ସିଏମ୍‌ଡି ଥିଲେ କିନ୍ତୁ କରୁଥିଲେ ଏମିତି କାମ ଧରିଲା ପୁଲିସ୍

ଭୁବନେଶ୍ୱର: ଭୂଷଣ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍‌ର ପୂର୍ବତନ ସିଏମ୍‌ଡି ଗିରଫ। ଆର୍ଥିକ ଅନିୟମିତତା ଅଭିଯୋଗରେ ପୂର୍ବତନ ସିଏମ୍‌ଡି ସଞ୍ଜୟ ସିଂଘଲଙ୍କୁ ଗିରଫ କରିଛି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ଏହାପରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ଇଡି ରିମାଣ୍ଡରେ ନେଇପାରେ। ଗତ କିଛି...