ନବରଙ୍ଗପୁର: ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଣ୍ଟନକୁ ନେଇ ବିଦ୍ୟାଳୟ ସାଜିଲା ରଣକ୍ଷେତ୍ର। ଶିକ୍ଷକ ଓ ଶିକ୍ଷୟିତ୍ରୀ ଏମିତି ଯୁଦ୍ଧ ଲାଗିଲେ ଯେ କୁନି ପିଲାମଆନେ ଡରିକି ଏକାଥରେ ଛାନିଆ। ସ୍କୁଲ୍ ଛାଡ଼ି ଏକମୁହାଁ ହୋଇ ଘରକୁ ଧାଇଁଲେ ପିଲା। ତେବେ ଏହି ଗଣ୍ଡଗୋଳର ଦୁଇ ଜଣଯାକ ଆହତ ହୋଇଛନ୍ତି।...
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ କମିଟିରୁ ବିଦା ହେଲେ ମଧ୍ୟପ୍ରଦେଶ ଭୋପାଳ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର। ସଂସଦୀୟ କାର୍ଯ୍ୟମନ୍ତ୍ରୀ ତାଙ୍କୁ ଏହି କମିଟିରୁ ବହିଷ୍କାର କରିଛନ୍ତି। ଏଥିସହିତ ଗୃହ ଚାଲୁଥିବା ବେଳେ ବିଜେପି ସଂସଦୀୟ ଦଳର ବୈଠକକୁ ନ ଆସିବା ପାଇଁ ମଧ୍ୟ ତାଗିଦ୍ କରିଛନ୍ତି...
କାଠମାଣ୍ଡୁ: ପାହାଡ଼ର ଉଚ୍ଚ ଶିଖରରେ ଚାଲୁଥିଲା ବସ୍। ଭିତରେ ଥିଲେ ଫୁଲ୍ ଯାତ୍ରୀ। ସମସ୍ତେ ନିଜ ଭାବନାରେ ପାହାଡ଼ିଆ ଅଞ୍ଚଳରେ ପ୍ରକୃତିର ସୌନ୍ଧର୍ଯ୍ୟକୁ ଉପଭୋଗ କରୁଥିଲେ। କିନ୍ତୁ କିଏ ଜାଣିଥିଲା ହଠାତ୍ ଏଭଳି ଦଇବ ଦୁର୍ଘଟଣା ଘଟିବା ବୋଲି। ମାତ୍ର କେଇ ମିନିଟ୍ ଭିତରେ ସବୁକିଛି ସରିଗଲା। ଗାଡ଼ିଟି...
ଭୁବନେସ୍ୱର: ରାଜ୍ୟର ଉପାନ୍ତ ଅଞ୍ଚଳ ନୁହେଁ, ଖୋଦ ଖୋର୍ଦ୍ଧା ଜିଲ୍ଲାରେ ନିୟମ ମାନୁନାହାନ୍ତି ସରକାରୀ ବାବୁ। କିଏ କେତେବେଳେ ଅଫିସରେ ପହଞ୍ଚୁଛି ତାର ହିସାବ ନାହିଁ ଦିନ ୧୦ଟାରୁ ୧୨ଟା ମଧ୍ୟରେ ବିଭିନ୍ନ ଅଫିସ ବୁଲି ରିୟଲିଟି ଚେକ୍ କରିଥିଲା ଓଟିଭି ଟିମ୍। ହେଲେ କେଉଁଠି ଅଫିସ ଖୋଲା,...
ନୂଆଦିଲ୍ଲୀ: ଏଣିକି ଇ-ପେପର ଓ ଡିଜିଟାଲ୍ ମିଡିଆ ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ପୂର୍ବରୁ ଥିବା ପିଆର୍ବି(ପ୍ରେସ୍ ଆଣ୍ଡ ରେଜିଷ୍ଟେସନ୍ ବୁକ୍)ଆକ୍ଟ ୧୮୬୭ରେ ପରିବର୍ତ୍ତନ କରି ଆର୍ପିପି(ରେଜିଷ୍ଟେସନ ଅଫ୍ ପ୍ରେସ୍ ଆଣ୍ଡ ପିରିଓଡିକାଲ୍) ପଞ୍ଜୀକରଣ୨୦୧୯ ବିଲ୍ ଆଣିବାକୁ ଚାହୁଁଛନ୍ତି। ପିଆରବି ଆକ୍ଟ...
ନୂଆଦିଲ୍ଲୀ: ନାଥୁ ରାମ୍ ଗଡ୍ସେକୁ ଦେଶ ଭକ୍ତ କହିଲେ ବିଜେପ ସାଂସଦ ପ୍ରଜ୍ଞାଠାକୁର୍। ବୁଧବାର ଲୋକସଭାରେ ଏସ୍ପିଜି ସଂଶୋଧନ ବିଧେୟକ ଉପରେ ଚାର୍ଚ୍ଚା ଚାଲିଥିବା ସମୟରେ ନାଥୁରାମଙ୍କୁ ଦେଶଭକ୍ତ ବୋଲି କହିଥଲେ ପ୍ରଜ୍ଞା ଠାକୁର। ଯାହାକୁ ତୀବ୍ର ବିରୋଧ କରିଛି କଂଗ୍ରେସ। ସଦନରେ ଡିଏମ୍କେ ବିଧାୟକ ଏ ରାଜା...
ନୂଆଦିଲ୍ଲୀ: ଦିଲ୍ଲୀ, ହରିଆଣା, ଗୁଜରାଟ, ୱେଷ୍ଟବ୍ୟାଙ୍ଗଲ୍, କେରଳ, ଗୋଆ ଏବଂ ଓଡ଼ିଶାରେ ଲାଞ୍ଚ କାରବାର କମିଛି। ଏଠାକାର ଜନତା ସରକାରୀ ବାବୁମାନଙ୍କ କମ୍ ଲାଞ୍ଚ ଦେଇଥିବା ଜଣାପଡ଼ିଛି। ସେହିଭଳି ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ, ତେଲେଙ୍ଗନା, କର୍ଣ୍ଣଟକା, ତାମିଲ୍ନାଡୁ, ରାଜସ୍ଥାନ, ଝାରଖଣ୍ଡ ଓ ପଞ୍ଜାବରେ ଲାଞ୍ଚ କାରବାର ଘଟଣା ଅଧିକ...
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିର ତାତିରେ ଦେଶର ରୈଜନୈତିକ ମାହୋଲ୍ ଏବେ ବି ଗରମ ରହିଛି। କିନ୍ତୁ ଯେତେବେଳେ ହଠାତ୍ ସନ୍ଧ୍ୟାରେ ଏନ୍ସିପି ନେତା ଅଜିତ୍ ପାୱାର୍ ବିଜେପିକୁ ସମର୍ଥନ ଦେଇ ସରକାର ଗଠନ କଲେ, ସେତେବେଳେ ରାଜ୍ୟରେ ରାଜନୈତିକ ମାହୋଲ୍ ଅଧିକ ଗରମ ହୋଇ ଉଠିଲା। ଦେବେନ୍ଦ୍ର ପଡ଼ନାଭିସ୍...
ଭୁବନେଶ୍ୱର: ସରକାରୀ ଖର୍ଚ୍ଚରେ ନିଜ ଅତିଥିଙ୍କୁ ହାଇଦ୍ରାବାଦ୍ ନେଉଛନ୍ତି ମନ୍ତ୍ରୀ। ଏଭଳି ଅଭିଯୋଗ ଆଣିଛି କଂଗ୍ରେସ। ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଗତ ୧୦ ତାରିଖରେ ହାଇଦ୍ରାବାଦ୍ରେ ରୋଡ୍ ଶୋ’ର ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇଥିଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ତେବେ ତାଙ୍କ ସହ ଦୁଇ...
ମୁମ୍ବାଇ: ବହୁମତ ନଥିବାରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାଭିସ୍ ଇସ୍ତଫା ଦେବା ପରେ ତାଙ୍କ ପତ୍ନୀ ଅମୃତା ପଡ଼ନାଭିସ୍ଙ୍କ ଏକ ଟ୍ୱିଟ୍ କରିଛନ୍ତି। ଯାହାକୁ ନେଇ ଏବେ ଜୋର୍ଦାର ଚର୍ଚ୍ଚା ହେଉଛି। ଏହି ଟ୍ୱିଟ୍ରେ ଅମୃତାଙ୍କୁ ଜଣେ କବୟିତ୍ରୀ ଶୈଳୀରେ ଏକ କବିତା ଲେଖିଛନ୍ତି। ସେ ଲେଖିଛନ୍ତି...
ଶ୍ରୀହରୀକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ଇଶ୍ରୋ ଆଜି ପୁଣି ଆଉ ଏକ ଇତିହାସ ରଚିଛି। ଇସ୍ରୋ ଆଜି ସକାଳ ୯.୨୮ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟାରୁ କାର୍ଟୋସାଟ୍-୩ ସାଟେଲାଇଟ୍କୁ ସଫଳତାର ସହ ଲଞ୍ଚ କରିଛି। ଏଥିସହିତ ଆମେରିକା ୧୩ଟି ନାନୋ ସ୍ୟାଟେଲାଇଟ୍କୁ ମଧ୍ୟ ସଫଳାତର ସହିତ ଲଞ୍ଚ କରାଯାଇଛି।...
ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରଥମଥର ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ଏନ୍ସିପି ନେତା ତଥା ଶରଦ ପୱାର୍ଙ୍କୁ ପୁତୁରା ଅଜିତ୍ ପାୱାର୍। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ଦଳୀୟ ନେତାଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏହାପରେ ସେ ଇସ୍ତଫା ଦେଇଛନ୍ତି। ସେ ଏନ୍ସିପିରେ...
ବାଲେଶ୍ୱର: ଫକୀର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା ରାତି ତମାମ ଜିଲ୍ଲାପାଳଙ୍କ ଅଫିସ୍ ପରିସରରେ ଧାରଣାରେ ବସିଛନ୍ତି ଶତାଧିକ ବିଏଡ୍ ଓ ଏମ୍.ଏଡ ଛାତ୍ରଛାତ୍ରୀ। ଶିକ୍ଷକ ପ୍ରବେଶିକା ପରୀକ୍ଷା ବା ଓଟିଇଟି ପରୀକ୍ଷା ପାଇଁ ସରକାର ସେମାନଙ୍କୁ ଅନୁମତି ନଦେବା ପ୍ରତିବାଦରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ। ଗତ ୫...
ସିଡନୀ: ପାକିସ୍ତାନ ବିପକ୍ଷ ଟେଷ୍ଟ୍ ମ୍ୟାଚ୍ରେ ଭଲ ରନ୍ କରିପାରିଲେ ନାହିଁ ବୋଲି ନିଜକୁ ଦଣ୍ଡ ଦେଲେ ବିଶ୍ୱର ନମ୍ବର ୱାନ୍ ଟେଷ୍ଟ୍ ବ୍ୟାଟ୍ସମ୍ୟନ୍ ଷ୍ଟିଭ୍ ସ୍ମିଥ୍। ରବିବାର ଗାବାରେ ପ୍ରଥମ ଟେଷ୍ଟ ଶେଷ ହେବା ପରେ ସ୍ମିଥ୍ ନିଜ ଟିମ୍ ବସ୍ ଧରିପାରି ନଥିଲେ। ଆଉ ଏଥିପାଇଁ...
ଭୋପାଳ: ଆପଣମାନେ ପ୍ରାୟ ସମସ୍ତେ ହିନ୍ଦୀ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’ ଦେଖିଥିବେ ନିଶ୍ଚିତ। ସଲ୍ମାନ ଖାନ, ଐଶ୍ୱର୍ଯ୍ୟା ଓ ଅଜୟ ଦେବଗନଙ୍କୁ ନେଇ ନିର୍ମାଣ ହୋଇଥିବା ଫିଲ୍ମଟି ସେତେବେଳେ ଖୁବ୍ ଲୋକପ୍ରିୟ ହୋଇଥିଲା। ଫିଲ୍ମରେ ସଲ୍ମାନ ଓ ଐଶ୍ୱର୍ଯ୍ୟା ପରସ୍ପରକୁ ଭଲପାଉଥିଲେ। କିନ୍ତୁ ଐଶ୍ୱର୍ଯ୍ୟାଙ୍କ...
ଭୁବନେଶ୍ୱର: ଜଗତସିଂହପୁର ନାଉଗାଁ ଯୁବତୀ ଆତ୍ମହତ୍ୟା ଘଟଣାରେ ବିଧାନସଭାରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ଲଜ୍ଜାରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ ବୋଲି ସେ କହିଛନ୍ତି। ୭ ତାରିଖ ସକାଳେ ଯୁବତୀଙ୍କ ମୃତଦେହ ଘର ଭିତରୁ ମିଳିଥିଲା। ପୀଡ଼ିତାଙ୍କ ମାଙ୍କ ଏତଲା ଆଧାରରେ ଥାନାରେ ମାମଲା...
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଦେବେନ୍ଦ୍ର ଫଡ଼ନାଭିସ ଇସ୍ତଫା ଦେବାରୁ ଏବେ ଶିବସେନା ନେତୃତ୍ୱରେ ସରକାର ଗଠନ ହେବାର ବାଟ ଫିଟିଛି। ଏବେ ରାଜ୍ୟପାଳ ଶିବସେନା-କଂଗ୍ରେସ ଓ ଏନସିପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବେ। ଏହାପୂର୍ବରୁ ଏନ୍ସିପିର ବିଦ୍ରୋହୀ ବିଧାୟକ ଅଜିତ ପାୱାର ମଧ୍ୟ ନିଜ ପଦରୁ...
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଏବେ ଏବେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅଜିତ୍ ପାୱାର୍। ଆଉ ଏବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ପଡ଼ନାଭିସ୍। ପ୍ରେସ୍ମିଟ୍ରେ ସେ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ପ୍ରେସ୍ମିଟ୍ ପରେ ରାଜ୍ୟପାଳ ଭଗତ ସିଂହ ଖୁସ୍ୱାରୀଙ୍କ କାର୍ଯ୍ୟାଳୟକୁ...
ଭୁବନେଶ୍ୱର: ବୁଲ୍ବୁଲ୍ ବାତ୍ୟା ବେଳେ ଇଲେକ୍ଟ୍ରିକ୍ ଖୁଣ୍ଟ ପଡ଼ି ଗୁରୁତର ଆହତ ହୋଇଥିବା NDRF ଇନ୍ସପେକ୍ଟର୍ ମନୋରଞ୍ଜନ ପ୍ରସାଦଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲ୍କୁ ନିଆଯାଇଛି। ତାଙ୍କୁ ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ନିଆଯାଇଛି। ବୁଲ୍ବୁଲ୍ ବାତ୍ୟା ମୁକାବାଲି ଲାଗି ଭଦ୍ରକ ଯାଇଥିବା ବେଳେ ଗୁରୁତର ଆହତ...
ନୂଆଦିଲ୍ଲୀ: ଆଜି ସମ୍ବିଧାନ ଦିବସ ଉପଲକ୍ଷେ ସଂସଦର ଯୁଗ୍ମ ଅଧିବେଶନ ବସିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠାରୁ ଆରମ୍ଭ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇଛନ୍ତି। ତେବେ ଯୁଗ୍ମ ଅଧିବେଶନରେ ମୋଦିଙ୍କ ଉଦ୍ବୋଧନକୁ ବିରୋଧୀ କଂଗ୍ରେସ, ଏନସିପି ଓ ଶିବସେନା ସମେତ ଏକାଧିକ ଦଳ ବୟକଟ କରିଛନ୍ତି।...