ନୂଆଦିଲ୍ଲୀ: ଦେଶର ସୁରକ୍ଷା ଦୃଷ୍ଟିରୁ ବ୍ୟାନ୍ ହୋଇଥିବା ୫୯ ଟି ଚାଇନିଜ୍ ଆପକୁ ନୋଟିସ୍ କରିଛି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ(MEITY)। ନୋଟିସ୍ରେ ବ୍ୟାନ୍ ହୋଇଥିବା ଆପ୍ଗୁଡ଼ିକୁ ୭୯ଟି ପ୍ରଶ୍ନ ପଚରାଯାଇଛି। ନିର୍ଦ୍ଧାରିତ ସମୟରେ ଉତ୍ତର ନଦେଲେ ଆପ୍ଗୁଡ଼ିକୁ ସବୁଦିନ ପାଇଁ ବ୍ୟାନ୍ କରିଦିଆଯିବ ବୋଲି...
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ ଅନେକ ନେତା ଅଭିନେତା ଘଟଣାର ସିବିଆ ତଦନ୍ତ ପାଇଁ ଦାବି କରିଛନ୍ତି। ପୂର୍ବରୁ ବିଜେପି ସଂସଦ ମନୋଜ୍ ତିୱାରୀ ସିବିଆଇ ତଦନ୍ତ ଦାବି କରିଥିବା ବେଳେ ବର୍ତ୍ତମାନ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ...
ବେଙ୍ଗାଲୁରୁ: ଘରୁ ରହି କାମ କରିବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରାପ୍ପା। ବେଙ୍ଗାଲୁରୁ ସ୍ଥିତ ତାଙ୍କ ସରକାରୀ ବାସଭବନ ବା ଅଫିସର କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରତିକାର ସ୍ୱରୂପ ଏପରି ନିଷ୍ପତ୍ତି ନେଇଥିବା ଯେଦୁରପ୍ପା କହିଛନ୍ତି। ଏନେଇ ଶୁକ୍ରବାର ସେ କହିଛନ୍ତି “ସରକାରୀ...
ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଲାଗିଥିବା ଦୁଇ ସପ୍ତାହ ଲକ୍ଡାଉନ୍ରେ ଯଦି କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇଯାଇ ନପାରିଲା ତେବେ କ୍ୟାବିନେଟ୍ ଭାଙ୍ଗିଦେବି। କଜାଖସ୍ତାନ ରାଷ୍ଟ୍ରପତି କେସ୍ୟାମ ଜୋମାର୍ଟ ଟୋକାୟେଭ୍ ତାଙ୍କ ମନ୍ତ୍ରୀପରିଷଦଙ୍କୁ ଏଭଳି ଧମକ ଦେଇଛନ୍ତି। ସେ କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଶେଷ ବେଳକୁ...
ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ୮ ପୁଲିସ ଅଫିସରଙ୍କୁ ହତ୍ୟା କରିବା ପରେ ଚର୍ଚ୍ଚାରେ ରହୁଥିବା ୟୁପିରେ ଏବେ ପୁଣି ଏକ ହତ୍ୟା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସମ୍ଭଲ ଜିଲ୍ଲାର ବିନୀତ ନାମରେ ଜଣେ ଚାଷୀ ନିଜ ସାନ ଭଉଣୀ, ଭାଇ ଓ ଭଉଣୀର...
ନୂଆଦିଲ୍ଲୀ: କରୋନା ମହାମହାରୀ ଯୋଗୁ ଦେଶରେ ବ୍ୟବସାୟ ସେତେଟା ସ୍ୱାଭାବିକ ହୋଇନାହିଁ। ଅନଲକ-୨ କାର୍ଯ୍ୟକାରୀ ହେଉଥିଲେ ବି କଟକଣା ଯୋଗୁ ଏବେ ବି ଅନେକ ଦୋକାନ ବଜାର ବନ୍ଦ ରହିଛି। ଏପରି ପରିସ୍ଥିତିରେ ଗ୍ରାହକ ଅନ୍ଲାଇନ୍ ବଜାର ଆଡ଼କୁ ମୁହାଁଇଲେଣି। ତେଣୁ ଗ୍ରାହକଙ୍କ ରୁଚିକୁ ଦେଖି ଆମାଜାନ ଭାରତରେ...
ନୂଆଦିଲ୍ଲୀ: ଆସୁଛି ଏହିସବୁ ଦମ୍ଦାର ଫୋନ୍। ସବୁ ସୁପର ଫାଷ୍ଟ 5G ସେବା ସହିତ ଲଞ୍ଚ ହୋଇପାରେ। ତେବେ କେତେକ ମୋବାଇଲ୍ ଦମ୍ଦାର୍ କ୍ୟାମେରା ରହିଛି । ଆସନ୍ତୁ ଜାଣିବା ଲଞ୍ଚ୍ ହେବାକୁ ଥିବା ଏହି ସ୍ମାର୍ଟପୋନ୍ଗୁଡ଼ିକ ବିଷୟରେ। vivo x50 series ଭିଭୋ ମୋବାଇଲ୍ କାମ୍ପାନୀ ନିଜର...
କାନପୁର: ୮ ପୋଲିସ କର୍ମଚାରୀଙ୍କ ଗଣହତ୍ୟାର ମୁଖ୍ୟ ଆସାମୀ ତଥା ଉତ୍ତରପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଗିରଫ କରିଛି ପୁଲିସ। ୭ ଦିନ ଧରି ଚକ୍ମା ଦେବା ପରେ ଆଜି ତାକୁ ଧରିଛି ମଧ୍ୟପ୍ରଦେଶ ଉଜୈନ ପୋଲିସ। ସ୍ଥାନୀୟ ମହାକାଳ ମନ୍ଦିରକୁ ପୂଜା ପାଇଁ ଯାଇଥିବା ବେଳେ...
ଚେନ୍ନାଇ: ବର୍ତ୍ତମାନ ସମୟରେ କରୋନା ପାଇଁ ମାନବିକତା ମରି ମରିଯାଉଥିବା ବେଳେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ କହିବେ ମଣିଷ ପଣିଆ ଏବେବି ବଞ୍ଚିଛି। ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଭିଡିଓଟି କେରଳର। ଭିଡଓରେ ଜଣେ ମହିଳା ବସ୍ ପଛରେ...
ଭୁବନେଶ୍ୱର: ତିନି ଚାରିଦିନ ହେବା ଜଣେ ଓଡ଼ିଆ ହିରୋଇନ୍ଙ୍କ ନାଁ ବେଶ୍ ଚର୍ଚ୍ଚାରେ ରହୁଛି। ସେ ବର୍ତ୍ତମାନ୍ ଇଣ୍ଟର୍ନେଟ୍ ସେନ୍ସେସନ୍ ପାଲଟିଯାଇଛନ୍ତି। ନେଟିଜେନ୍ସ (ଇଣ୍ଟର୍ନେଟ୍ ବ୍ୟବହାରକାରୀ)ମାନେ ତାଙ୍କ ନାଁକୁ ସର୍ବାଧିକ ଥର ସର୍ଚ୍ଚ କରୁଥିବାର ଦେଖାଯାଉଛି। ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ରାମ୍ଗୋପାଲ୍ ବର୍ମା ତାଙ୍କ ଅପ୍କମିଂ ୱେବ୍ ଫିଲ୍ମ...
ଶ୍ରୀନଗର: ଜାମ୍ମୁ-କାଶ୍ମୀର ବିଜେପି ନେତା ଶେଖ୍ ୱାସୀମ ବାରୀ ଓ ତାଙ୍କ ପରିବାରକୁ ଆତଙ୍କବାଦୀ ଗୁଳି କରି ହତ୍ୟା କରିବା ଘଟଣାରେ ପୁଲିସ୍ ବଡ଼ ପ୍ରମାଣ ପାଇଛି। ଏହି ହତ୍ୟାଘଟଣାରେ ଲକ୍ସର ତୋଇବା ଆତଙ୍କବାଦୀ ସାମିଲ୍ ଥାଇପାରନ୍ତି ବୋଲି ସୂଚନା ମିଳିଛି। ଦୁର୍ଘଟଣା ସମୟରେ ସିସିଟିଭି ଫୁଟେଜ୍ ପୁଲିସ୍...
ୱାଶିଂଟନ: ଚାଇନାର ଆକ୍ରାମଣାତ୍ମକ ନୀତିର ଦୃଢ଼ ଜବାବ ଦେଇଛି ଭାରତ। ବୁଧବାର ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଏପରି କହିଛନ୍ତି ଆମେରିକା ରାଷ୍ଟ୍ର ସଚିବ ମାଇକ ପମ୍ପିଓ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସୀମା ବିବାଦ ସୃଷ୍ଟି କରିବା ବେଜିଂର ଗୋଟିଏ ଅଭ୍ୟାସ। ଏହାକୁ ବିଶ୍ୱ ଆଦୌ...
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ କଳାକାର ସୟଦ ଇସ୍ତିଆକ ଅହମଦ ଜାଫ୍ରିଙ୍କର ପରଲୋକ ହୋଇଛି। ଇସ୍ତିଆକ ବଲିଉଡ୍ ଅଭିନେତା ଜାଭେଜ୍ ଜାଫ୍ରିଙ୍କ ପିତା। ସେ ଜଗଦୀପ ନାମରେ ଅଧିକ ପରିଚିତ ଥିଲେ। ବୁଧବାର ରାତି ୮.୪୦ ସମୟରେ ୮୧ ବର୍ଷ ବୟସରେ ମୁମ୍ବାଇସ୍ଥିତ ତାଙ୍କ ବାସବଭନରେ ଶେଷ ନିଶ୍ୱାସ ତ୍ୟାଗ...
ଶ୍ରୀନଗର: ବିଜେପି ନେତା ଓ ତାଙ୍କ ପରିବାରକୁ ହତ୍ୟା କଲେ ଆତଙ୍କବାଦୀ। ଉତ୍ତର କାଶ୍ମୀରର ବିଜେପି ନେତା ଶେଖ୍ ୱାସୀମ ବାରୀ, ତାଙ୍କ ବାପା ଏବଂ ଭାଇଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ବୁଧବାର ରାତି ପ୍ରାୟ ୯ଟାରେ ବାନ୍ଦିପୋରା ଜିଲ୍ଲାରେ ଆତଙ୍କବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ଡିଜିପି ଦିଲ୍ବାଗ...
ସାଉଥମ୍ପଟନ୍: କରୋନା ଭାଇରସ୍ ସଂକ୍ରମଣ ବ୍ୟାପିବା ପରେ ବିଶ୍ୱ କ୍ରିକେଟ୍ ପୂରାପୂରି ଠପ୍ ହୋଇଯାଇଥିଲା। ପୂରା ୧୧୭ ଦିନ ପର୍ଯ୍ୟନ୍ତ ପଡ଼ିଆରେ ଗୋଟିଏ ବି ବଲ୍ କେଉଁ ବ୍ୟାଟ୍ସମ୍ୟାନ୍ ପାଇଁ ପଡ଼ିନଥିଲା। କ୍ରିକେଟ୍ ପ୍ରେମୀଙ୍କର ଲମ୍ବା ସମୟର ଅପେକ୍ଷା ପରେ ବୁଧବାର ୮ ଜୁଲାଇରେ ପୁଣିଥରେ ଆରମ୍ଭ ହୋଇଛି...