ବେଙ୍ଗାଲୁରୁ: ଆତ୍ମହତ୍ୟା କଲେ ପୁଣି ଜଣେ ଅଭିନେତା। କର୍ଣ୍ଣାଟକର ଟିଭି ଆକ୍ଟର୍ ଓ ଫିଟ୍ନେସ୍ ଟ୍ରେନର୍ ସୁଶୀଲ ଗୌଡ଼ା ତାଙ୍କ ଜନ୍ମସ୍ଥାନ ମାଣ୍ଡ୍ୟାରେ ଆତ୍ମହତ୍ୟା କରିଛନ୍ତି। ମାଣ୍ଡ୍ୟାର ଇଣ୍ଡୁଭାଲୁରେ ଥିବା ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଳେ...
ନୂଆଦିଲ୍ଲୀ: ଭାରତରେ ଅନେକ ବ୍ଲଗ୍ର ବର୍ତ୍ତମାନ ତାଙ୍କ ବ୍ଲଗ ଆକାଉଣ୍ଟକୁ ଆକ୍ସେସ୍ କରିପାରୁ ନାହାଁନ୍ତି। ତା ସହିତ ଭାରତୀୟ ଡୋମେନ୍ ଥିବା ଅନେକ ୱେବ୍ ପେଜ୍ ମଧ୍ୟ ଆକ୍ସେସ୍ ହେଉନଥିବା ଅଭିଯୋଗ ହେଉଛି। ଗୁଗଲ URLs blogspot.in. ଉପରେ ନିୟନ୍ତ୍ରଣ କରିପାରୁ ନଥିବାରୁ ଏପରି ଅସୁବିଧା ସୃଷ୍ଟି ହୋଇଛି।...
କୋଲକାତା: ଲକ୍ଡାଉନ୍କୁ ୭ ଦିନ ଯାଏ ବଢ଼ାଇଲେ ପଶ୍ଚିମବଙ୍ଗ ସରକାର। କେବଳ କଣ୍ଟେନ୍ମେଣ୍ଟ ଜୋନ୍ଗୁଡ଼ିକରେ ଲକ୍ଡାଉନ୍କୁ ୭ ଦିନ ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗୁରବାର ସନ୍ଧ୍ୟା ୫ଟା ଠାରୁ ଏହି ନିର୍ଦ୍ଦେଶ ଜାରି କରାଯିବ। ମଙ୍ଗଳବାର ୨୫ ଜଣ କରୋନାରେ ପ୍ରାଣ...
ଲକ୍ଷ୍ନୌ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଆଇନ ହାତରୁ ଖସାଇ ଦେବାରେ ସାହାଯ୍ୟ କରିଥିବା ପୂର୍ବତନ ଚୌବେପୁର ଥାନା ଅଧିକାରୀ ବିନୟ ତିୱାରୀ ଏବଂ ସବ୍ ଇନ୍ସ୍ପେକ୍ଟର୍ କେକେ ଶର୍ମାଙ୍କୁ ଗରିଫ୍ କରାଯାଇଛି। ଗୋଟିଏ ଦିନର ପଚାରଉଚରା ପରେ ବିନୟ ଓ କେକେ ଶର୍ମାକୁ ଗିରଫ କରିଛି କାନ୍ପୁର...
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ଓଡ଼ିଆ ଆଇପିଏସ୍ ଅଫିସର୍ ବସନ୍ତ ରଥଙ୍କୁ ଦୁର୍ବ୍ୟବହାର ଓ ଅଶୋଭନୀୟ ଆଚରଣ ଆଭିଯୋଗରେ ନିଲମ୍ବିତ କରାଯାଇଛି। ଏ ନେଇ ସୂଚନା ଦେଇଛି କେନ୍ଦ୍ର ଗୃହମନ୍ତ୍ରାଳୟ। ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ସୂଚନାରେ ଉଲ୍ଲେଖ ରହିଛି ଯେ ଦୁର୍ବ୍ୟବହାର ଓ ଅଶୋଭନୀୟ ଆଚାରଣ ଅଭିଯୋଗ...
ରାଞ୍ଚି: ହୋମ୍ କ୍ୱାରେଣ୍ଟିନରେ ରହିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। କରୋନା ସଂକ୍ରମିତ ହୋଇଥିବା ଜଣେ ମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିବା ପରେ ରାଞ୍ଚିସ୍ଥିତ ତାଙ୍କ ବାସଭବନରେ ନିଜକୁ କ୍ୱାରେଣ୍ଟିନ୍ କରିଛନ୍ତି ହେମନ୍ତ। ଏନେଇ ବୁଧବାର ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପ୍ରବେଶ ନିଷେଧ...
ଭୁବନେଶ୍ୱର: ବିଧାୟକ ପ୍ରଶାନ୍ତ ବେହେରା କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟର ଦ୍ୱିତୀୟ ବିଧାୟକ ଭାବେ ପ୍ରଶାନ୍ତ ବେହେରାଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏହା ପୂର୍ବରୁ ସୋମବାର ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। କଟକ ସାଲେପୁର ବିଧାୟକ ହେଉଛନ୍ତି...
ଭୋପାଳ: ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବ୍ୟକ୍ତିଗତ ସହାୟକ(ପର୍ସନାଲ ଆସିଷ୍ଟାଣ୍ଟ) ଅନିଲ ମିଶ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ରିପୋର୍ଟ ଆସିବା ପୂର୍ବରୁ ଅନିଲ୍ ସିନ୍ଧିଆଙ୍କ ସହିତ ବିଭିନ୍ନ ସ୍ଥାନକୁ ଯାଇଛନ୍ତି। କେବଳ ସିନ୍ଧିଆ ନୁହଁନ୍ତି, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସଂସ୍ପର୍ଶରେ ବି...
ନୂଆଦିଲ୍ଲୀ: ଭାରତ ପରେ ଆମେରିକା ମଧ୍ୟ ଚାଇନା ଆପ୍ ଉପରେ ବ୍ୟାନ୍ ଲଗାଇବ। ଟିକ୍ଟକ୍ ସମେତ ଅନ୍ୟ କେତେକ ଆପ୍ ଉପରେ ବ୍ୟାନ୍ ଲଗାଇବା ଉପରେ ବିଚାର କରାଯାଉଥିବା ଆମେରିକା ରାଷ୍ଟ୍ର ସଚିବ ମାଇକ ପମ୍ପିଓ କହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି “ ଆମେ ବର୍ତ୍ତମାନ ଟିକ୍ଟକ...
ଆସିକା: ଜଣଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଲା, ଆଉ ଜଣଙ୍କୁ ଉଠାଇ ନେଲା ପ୍ରଶାସନ। ନୀତିନ ପ୍ରଧାନ ନାଁରେ ହଇରାଣ ହେଉଛନ୍ତି ନୀଳାଞ୍ଚଳ ପ୍ରଧାନ। ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁରରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ନୀଳାଞ୍ଚଳ ହେଉଛନ୍ତି ରାମଚନ୍ଦ୍ରପୁର ରଘୁନାଥ ହାଇସ୍କୁଲର ରାତ୍ରି ଜଗୁଆଳି। କିଛି ଦିନ...
କଟକ: ମନରେଗା କାମ ବିବାଦରୁ କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇଲେ କଟକ ଜିଲ୍ଲା ବାଙ୍କୀ ବ୍ଲକ ନୂଆଗାଁ ପଞ୍ଚାୟତ ଖଜୁରୀପଦା ଗାଁ ଲୋକେ। କାମ ବନ୍ଦ କରିଦେବାରୁ JE ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇ ଦେଇଛନ୍ତି ଲୋକେ। ମନରେଗା କାର୍ଯ୍ୟ...
ଭୁବନେଶ୍ୱର: କଟକ-ଭୁବନେଶ୍ୱର ମଧ୍ୟରେ ଲେନ୍ ଡ୍ରାଇଭିଂ ପାଇଁ ପ୍ରସ୍ତାବ ଦେଇଛି କମିଶନରେଟ ପୋଲିସ। ଏନେଇ ଗୃହ ବିଭାଗର ପ୍ରମୁଖ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ। ସେ କହିଛନ୍ତି, NH ୧୬ର ଉଭୟ ପଟେ ତିନିଟି ଲେଖାଏଁ ଲେନ୍ ଅଛି। ତେଣୁ ଲେନ୍ ଡ୍ରାଇଭିଂର...
କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଶିର୍ଲା ଜଙ୍ଗଲରେ ପୁଣି ମାଓ ଏନ୍କାଉଣ୍ଟର। ଗତକାଲି ସାରେ ଲାଲ୍ବାହିନୀ ଏବଂ ସୁରକ୍ଷାବଳଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ପୁଣି ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଜଙ୍ଗଲରେ ସୁରକ୍ଷାବାହିନୀର କମ୍ବିଂ ଅପରେସନ୍ ବେଳେ ଏହି ଏନ୍କାଉଣ୍ଟର ହୋଇଥିଲା ବୋଲି ପୋଲିସ ପକ୍ଷରୁ ସୂଚନା...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ବାଲିସୁଆଁ ଗାଁରୁ ଉଦ୍ଧାର ହୋଇଛି ବିରଳ ଧଳା ରଙ୍ଗର ସାପ। ସଂପୂର୍ଣ୍ଣ ଧଳା ରଙ୍ଗର ଦେହ ଓ କଳା ରଙ୍ଗର ଆଖି ଥିବା ଏହି ସାପକୁ ବାଲିସୁଆଁର ଯୁବକ ଅବିନାଶ ସ୍ୱାଇଁ ଗତ ରାତିରେ ରାସ୍ତା ପାର୍ ହେଉଥିବା ଦେଖିଥିଲେ। ଏଭଳି...
ୱାଶିଂଟନ: ପ୍ରଥମେ ବିଦେଶୀ ବୃତ୍ତିଧାରୀଙ୍କୁ ଛାଟ ମାରିବା ପରେ ଟ୍ରମ୍ପ ପ୍ରଶାସନ ଏବେ ବିଦେଶୀ ଛାତ୍ରଙ୍କୁ ଟାର୍ଗେଟ କରିଛି। କରୋନା ସଂକ୍ରମଣ ଆଳରେ ଆମେରିକାରୁ ବିଦେଶୀ ଛାତ୍ରଙ୍କୁ ତଡ଼ିବା ଲାଗି ପଦକ୍ଷେପ ନେଇଛି ଆମେରିକା ଇମିଗ୍ରେସନ ଆଣ୍ଡ କଷ୍ଟମସ ଏନ୍ଫୋର୍ସମେଣ୍ଟ ବିଭାଗ। କରୋନା ପାଇଁ କଟକଣା ଲାଗିଥିବାରୁ ବିଶ୍ୱବିଦ୍ୟାଳୟ...
ଶ୍ରୀନଗର: ପାକିସ୍ତାନ ଅଧିକୃତ କାଶ୍ମୀରର ମୁଜାଫରାବାଦରେ ପାକିସ୍ତାନ ଓ ଚୀନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟବାସିନ୍ଦା। ନୀଲମ୍ ଓ ଝେଲମ ନଦୀ ଉପରେ ଡ୍ୟାମ ନିର୍ମାଣକୁ ବିରୋଧ କରି ଶହ ଶହ ସଂଖ୍ୟାର ଲୋକ ପ୍ଲାକାର୍ଡ ଧରି ଜୋରଦାର ବିକ୍ଷୋଭ କରିବା ସହ ନିର୍ମାଣ ବନ୍ଦ...
ଭୁବନେଶ୍ୱର : ରାଜଧାନୀରେ ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁ। ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ କଡ଼ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଗତ ମାସ ୯ ତାରିଖରେ କଟକ ଖପୁରିଆରେ ତାଙ୍କର ବିବାହ ହୋଇଥିଲା। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାକୁ ...
ଭୁବନେଶ୍ୱର: ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ହେଲେ ୮ ଓ ୯ ତାରିଖରେ ରାଜ୍ୟରେ କିଛି ସ୍ଥାନରେ ବର୍ଷାର ପରିମାଣ କମିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ୮ ଓ ୯...
ଶ୍ରୀନଗର: ସାମାନ୍ୟ ଯୁକ୍ତିତର୍କରୁ ଉତ୍କ୍ଷିପ୍ତ ହୋଇ ସଶସ୍ତ୍ର ସୀମା ବଳର ଜଣେ କନଷ୍ଟେବଲ୍ ପାରାମିଲଟାରୀ ଫୋର୍ସର ଜଣେ ଏଏସ୍ଆଇଙ୍କୁ ଗୁଳି କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ସୋମବାର କାଶ୍ମରୀର କୁଲଗାମ ଜିଲ୍ଲାରେ ଏଭଳି ଘଟଣା ଘଟିଛି। ସୂଚନା ଅନୁସାରେ, ଏଏସ୍ଆଇ ସନ୍ଦୀପ କୁମାର ଓ କନଷ୍ଟେବଲ୍ ହେମନ୍ତ...
ନୂଆଦିଲ୍ଲୀ: ସଟ୍ଡାଉନ୍, ଲକ୍ଡାଉନ୍ ଅନ୍ଲକ୍ ଯେତେ ଯାହା କଲେ ବି କରୋନାକୁ ଲଗାମ ଦେଇ ହେଉନାହିଁ। ଦେଶରେ ହୁହୁ ହୋଇ ମାଡ଼ି ଚାଲିଛି ମହାମାରୀ କରୋନା। ଏବେ ପ୍ରାୟ ପ୍ରତିଦିନ ୨୦ ହଜାର ଲୋକ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଛି। ୨୪...