ଥିରୁଅନନ୍ତପୁରମ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ବଡ଼ ସ୍କୋର କରିବାରେ ବିଫଳ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଶିବମ ଦୁବେଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ସତ୍ତ୍ୱେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୭୦ ରନ୍ କରିପାରିଛି।...
ଭୁବନେଶ୍ୱର : ଆଧାର ଧରିବ ନକଲି ହିତାଧିକାରୀ। ମଧୁବାବୁ ପେନ୍ସନ୍ ଯୋଜନା ହେଉ ବା ମମତା ଯୋଜନା ସବୁ ସରକାରୀ ଯୋଜନାରେ ଆଧାର ସଂଯୋଗ ବାଧ୍ୟତାମୂଳକ ହେବ। ବିଭିନ୍ନ ଜନହିତକର ଯୋଜନା ପାଇଁ ଆଧାରକୁ ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ସରକାର ଗାଇଡ୍ଲାଇନ୍ ପ୍ରସ୍ତୁତ କରିଛି। ଏଥିପାଇଁ ଅର୍ଥ ବିଭାଗ...
ଭୁବନେଶ୍ୱର: ଦୁଇଦିନିଆ ଗସ୍ତ ସାରି ଫେରିଯାଇଛନ୍ତି ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ନୂଆଦିଲ୍ଲୀ ଯିବା ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ନେଇ ସେ ଦେଖିଛନ୍ତି ସ୍ୱପ୍ନ। ଆଉ ଆଶା ରଖିଛନ୍ତି ଏହି ବିଶ୍ୱ ବିଦ୍ୟାଳୟ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନରେ ପରିଣତ ହେବ। ଏଥିପାଇଁ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ...
ଭୁବନେଶ୍ୱର: ଦୁଇଦିନିଆ ଗସ୍ତ ସାରି ଫେରିଯାଇଛନ୍ତି ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ନୂଆଦିଲ୍ଲୀ ଯିବା ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ନେଇ ସେ ଦେଖିଛନ୍ତି ସ୍ୱପ୍ନ। ଆଉ ଆଶା ରଖିଛନ୍ତି ଏହି ବିଶ୍ୱ ବିଦ୍ୟାଳୟ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନରେ ପରିଣତ ହେବ। ଏଥିପାଇଁ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ...
ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ପରେ ମର ଶରୀରକୁ ସଂସ୍କାର କରିବାକୁ ନିଆଯାଇଛି। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ପୁଲିସ ପହଞ୍ଚି ବୁଝାସୁଝା ପରେ ପରିବାର ଲୋକେ ସଂସ୍କାର ପାଇଁ ରାଜି ହୋଇଛନ୍ତି। ତେବେ ସକାଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସି ପରିବାରକୁ ନ ଭେଟିବା...
ଗଂଜାମ: ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରେ ପାଟପୁରରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ଆସିଛି। ୬ ବର୍ଷର ଝିଅକୁ ଗାଁ ମୁଖିଆ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ପରିବାର ଲୋକେ ପ୍ରଥମେ ଚାଇଲ୍ଡ ଲାଇନ୍କୁ ଜଣାଇଥିଲେ। ଏହା ପରେ ଥାନାରେ ଅଭିଯୋଗ କରାଯାଇଛି। ଏହା ପରେ ଅଭିଯୁକ୍ତ...
ସୁନ୍ଦରଗଡ଼(ପବନ ତିୱାରୀ): ସୁନ୍ଦରଗଡ଼ ଜିଲ୍ଲା ହକିର ଅନ୍ତୁଡ଼ିଶାଳ। ଏହି ଜିଲ୍ଲା ଆଜି ଯାଏ କେବଳ ରାଜ୍ୟ ସ୍ତରୀୟ ନୁହେଁ, ଅନ୍ତର୍ଜାତୀୟସ୍ତରର ଖେଳାଳି ବି ଦେଇଛି। କିନ୍ତୁ ଏବେ ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛି ସୁନ୍ଦରଗଡ଼। ଦେଶରେ ପ୍ରଥମ ଥର ପାଇଁ ଭିନ୍ନକ୍ଷମ ମହିଳା କ୍ରିକେଟ ଟିମ୍...
ଭୁବନେଶ୍ୱର: ନାଗରିକତା ସଂଶୋଧନ ବିଲକୁ ନେଇ ବିଜେଡିର ସମର୍ଥନ ମାଗିଛି ବିଜେପି। ବିଲ୍ ଲୋକସଭାରେ ପାସ୍ ହେବାରେ ବାଧା ନଥିଲେ ବି ରାଜ୍ୟସଭାରେ ସଂଖ୍ୟା ଯୋଗାଡ଼ କରିବା ବିଜେପି ସରକାରଙ୍କ ପାଇଁ ସମସ୍ୟା ହୋଇପାରେ। ଏଣୁ ଏହାକୁ ଦୃଷ୍ଟିରେ ରଖି ବିଜେପି, ବିଜେଡିକୁ ସମର୍ଥନ ମାଗିଛି। ଅନ୍ୟପଟେ କଂଗ୍ରେସ...
ଭୁବନେଶ୍ୱର: ଯୋଜନା ଚାଲୁ ରଖିବାକୁ କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ସରକାର ଶରଣ ପଶିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏମିତିକି ନିର୍ବାଚନ ପୂର୍ବରୁ ଟ୍ରମ୍ପକାର୍ଡ ସାଜିଥିବା କାଳିଆକୁ ବି ଚାଲୁ ରଖିବାରେ ଅସମର୍ଥତା ପ୍ରକାଶ କରି କେନ୍ଦ୍ର ପାଖରେ ସରେଣ୍ଡର କରିଥିବା ଚର୍ଚ୍ଚା ହେଉଛି। ସେହିପରି ବିଜୁ ସ୍ୱାସ୍ଥ୍ୟ...
ଭୁବନେଶ୍ୱର: ଆଉ କଣ୍ଟ୍ରୋଲରେ ନାହିଁ ପିଆଜ ଦର। ନିଇତି କିଲୋ ପିଛା ବଢୁଛି ୨୦ ନହେଲେ ୩୦ ଟଙ୍କା। ରେଟ୍ ଯାଇ ୧୮୦ ପାର୍ କଲାଣି। ଡବଲ ସେଞ୍ଚୁରି ମାରିବାକୁ ବେଶୀ ଦିନ ନୁହେଁ। ଏମିତିକି ଖୋଦ୍ ଯୋଗାଣମନ୍ତ୍ରୀ ବି ପିଆଜ ସମସ୍ୟା ନେଇ ହାତ ଟେକି ଦେଲେଣି।...
ଲକ୍ଷ୍ନୌ: ହାଇଦ୍ରାବାଦ୍ ଘଟଣା ଭଳି ମୋ ଝିଅର ଜୀବନ ନେଇଥିବା ଦୁଷ୍କର୍ମକାରୀଙ୍କୁ ଗୁଳି ମାରିଦିଅ। ଏମିତି ଦାବି ରଖିଛନ୍ତି ଉତ୍ତର ପ୍ରଦେଶ ଉନ୍ନାଓ ପୀଡ଼ିତାଙ୍କ ବାପା। ୯୦ ପ୍ରତିଶତ ପୋଡ଼ିଯାଇଥିବା ପୀଡ଼ିତା ଦିଲ୍ଲୀ ସବ୍ଦରଜଙ୍ଗ ହସପିଟାଲରେ ଆଖିବୁଜିବା ପରେ ପୁଲିସ ଓ ପ୍ରଶାସନ ଊୂମିକାକୁ ନେଇ ସେ ପ୍ରଶ୍ନ...