ୱାଶିଂଟନ: ନାସା ଜାରି କଲା ଚନ୍ଦ୍ରପୃଷ୍ଠରେ ଉତ୍ତୋଳିତ ଲ୍ୟାଣ୍ଡର ବିକ୍ରମର ଫଟୋ। ନାସାର ଲୁନାର ରେକନାଇଜେସନ୍ ଅର୍ବିଟର (ଏଲ୍ଆରଓ) ମହାକାଶ ଯାନର ‘ଇମ୍ପାକ୍ଟ ଫିଲ୍ଡ’ ଏବଂ ଏହା ପାଖା ପାଖି ଅଞ୍ଚଳର ଫଟୋ ପଠାଇଛି। ଯେଉଁଥିରେ କ୍ରାସ୍ ସାଇଟ୍ରେ ୭୫୦ ମିଟର ଦୂରରେ ୨୪ରୁ ଊର୍ଦ୍ଧ୍ୱ ସ୍ଥାନରେ ବିକ୍ରମର...
ପୁରୀ: ଶ୍ରୀମନ୍ଦିର ୭୫ ମିଟର ପରିଧି ଭିତରେ ଆସୁଥିବା ଜାଗା ମଧ୍ୟରୁ ୭୫ ପ୍ରତିଶତ ଘରୋଇ ଜମିକୁ ଲୋକେ ସ୍ୱେଚ୍ଛାକୃତ ଭାବେ ପ୍ରଦାନ କରିଛନ୍ତି। ଫଳରେ ୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରି-ଖର୍ଦ୍ଦି ପ୍ରକ୍ରିୟାରେ ମୋଟାମୋଟି ଭାବେ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇପାରିଛି। ଲୋକଙ୍କ ଉତ୍ସର୍ଗୀକୃତ...
ହାଇଦ୍ରାବାଦ: ସାରା ଦେଶକୁ ଦୋହଲାଇ ଦେଇଥିବା ତେଲେଙ୍ଗାନାର ୨୭ ବର୍ଷୀୟ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ପାଇଁ ଦାବି ଶାଣିତ ହେବାରେ ଲାଗିଛି। ଆଜି ଏଠାରେ ଥିବା ଚିଲକୁର ବାଲାଜୀ ମନ୍ଦିରରେ ମଧ୍ୟ ନ୍ୟାୟ ପାଇଁ ପ୍ରତିବାଦ କରାଯାଇଛି। ମନ୍ଦିର କର୍ତ୍ତୃପକ୍ଷ ପୀଡ଼ିତାଙ୍କୁ ନ୍ୟାୟ...
ହାଇଦ୍ରାବାଦ୍: ଦେଶକୁ ଦୋହଲାଇ ଦେଇଥିବା ହାଇଦ୍ରାବାଦ୍ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ତ୍ୱରିତ ବିଚାର ପାଇଁ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ବେଦନଶୀଳ ମାମଲାର ବିଚାର ଫାଷ୍ଟଟ୍ରାକ୍ କୋର୍ଟରେ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ...
ବାରାଣସୀ: ପିଆଜ ଦର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହା ଲୋକଙ୍କୁ କନ୍ଦାଇବା ଆରମ୍ଭ କଲାଣି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇଥିବା ବିରୋଧୀ ଅଭିଯୋଗ କରୁଛନ୍ତି। ତେହେ ଏହାକୁ ନେଇ ଉତ୍ତର ପ୍ରଦେଶରେ ଆଜି ଭିନ୍ନ ଧରଣର ପ୍ରତିବାଦ କରିଛି ବିରୋଧୀ...
ଭୁବନେଶ୍ୱର: ଆଜିଠୁ ଲାଗୁ ହୋଇଛି ମୋ ସରକାର ପାର୍ଟ-୨। ପୂର୍ବ ଘୋଷଣା ଅନୁସାରେ କାଳିଆ ଯୋଜନା ସମେତ ୬ଟି ବିଭାଗର ୯ଟି ଯୋଜନାକୁ ଏଥିରେ ସାମିଲ କରାଯାଇଛି। ଖାଦ୍ୟ ଯୋଗାଣ ବିଭାଗ ଅଧିନରେ ଥିବା ଚାଷୀ ପଞ୍ଜୀକରଣ ଓ ଧାନକିଣା ପରି କିଛି ସମସ୍ୟା ସଂପର୍କରେ ଲୋକଙ୍କ ମତାମତ...
ଭୁବନେଶ୍ୱର(ବ୍ୟୁରୋ): ହଠାତ୍ ଟ୍ରାଫିକ୍ ନିୟମ କଡ଼ା କଡ଼ି ହେଲା ଆଉ ପୋଖରୀରୁ ଜାଲରେ ମାଛ ଧରିଲା ଭଳି ଛକ ଛକରେ ଟ୍ରାଫିକ୍ ପୁଲିସ୍ ଛକି ବସିଲେ। କିଏ ହେଲମେଟ୍ ମୁଣ୍ଡେଇନି ତାକୁ ଫାଇନ୍। କିଏ ଗାଡ଼ି କାଗଜପତ୍ର ଠିକ୍ ଠାକ୍ ରଖିନି ତାକୁ ଫାଇନ୍। କିଏ ଟ୍ରାଫିକ୍ ନିୟମ...
ନବରଙ୍ଗପୁର(ନବଘନ ବିଷୋୟୀ): ହନୁମାନ ସାଜିଲେ ନବରଙ୍ଗପୁରର ବିରଞ୍ଚି ମାଝୀ। ଏକାଥରେ କୂଅ ଭିତରକୁ ଡେଇଁଲେ। ପାଣିରେ ଦୀର୍ଘ ସମୟ ଧରି ଉବୁଟୁବୁ ହେଉଥିବା ତିନି ଛୁଆଙ୍କୁ ହନୁମାନ ଭଳି କାନ୍ଧରେ ବସାଇଲେ। ଆଉ ଗାଁ ଲୋକଙ୍କ ସାହାଯ୍ୟରେ ଅତି ସତର୍କ ଓ ସୁରକ୍ଷିତ ଅବସ୍ଥାରେ ସେମାନଙ୍କୁ ଉପରକୁ ଉଠାଇ...
ମୟୂରଭଞ୍ଜ: ଜଣେ ସମ୍ପର୍କୀୟ ଦୁଷ୍କର୍ମ କରିବା ପରେ କଲେଜ୍ ଅଧ୍ୟାପିକା ବହୁତ ମାନସିକ ଚାପରେ ରହୁଥିଲେ। ଏ ନେଇ ପୁଲିସ୍ରେ ଅଭିଯୋଗ ବି କରିଥିଲେ। କିନ୍ତୁ ଶୁଣିନଥିଲା ପୁଲିସ୍। ଜଣେ କଲେଜ୍ ଅଧ୍ୟାପିକା ହୋଇ ନ୍ୟାୟ ପାଇଁ ପୁଲିସ୍ ପାଖରେ ଆଉ କେତେ ବା ନେହୁରା ହୋଇଥାନ୍ତେ ସେ।...
କୋଏମ୍ବାତୁର: ଯେତେ କଡ଼ା ଆଇନ୍ କଲେବି ସୁଧୁରୁନି ମାନସିକତା କି କମୁନି ମହିଳାଙ୍କ ଉପରେ ଅତ୍ୟାଚାର। ହାଇଦ୍ରାବାଦ୍ର ପ୍ରିୟଙ୍କା ରେଡ୍ଡୀଙ୍କ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିବା ବେଳେ ପୁଣି ଗୋଟେ ପୁଣି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜନ୍ମଦିନ ପାଳନ କରି ଫେରିବା...
ମୁମ୍ବାଇ: ହାଇଦ୍ରବାଦ୍ର ମହିଳା ପଶୁ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଦୁଷ୍କର୍ମ ଓ ବିଭତ୍ସ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଲୋକେ ଏହାକୁ ଦ୍ୱିତୀୟ ନିର୍ଭୟା କାଣ୍ଡ ସହିତ ତୁଳନା କରୁଛନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ନେତା ଅଭିନେତା ଏହି ଘଟଣାକୁ...