କଟକ : ମଧୁପାଟଣା ଥାନା ବେଲେଶ୍ୱର ଗାଁର ଏକ ଘରୁ ଗତକାଲି ବିଳମ୍ବିତ ରାତିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍। ସେମାନଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ଥିବାରୁ ସେମାନଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରାଯାଇଥିବା ପୁଲିସ୍ ସନ୍ଦେହ କରୁଛି।...
ଭଦ୍ରକ(ପାର୍ଥସାରଥୀ ନାୟକ): ଦେଶର ଘଟୁଥିବା ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ଘଟଣାକୁ ନେଇ ଦେଶ ଉଠ୍ପଡ଼ ହେଉଥିବା ବେଳେ ତଥାପି ଚେତୁ ନାହାନ୍ତି ଅସାମାଜିକ। କି ଥମୁନାହିଁ ସେମାନଙ୍କର ପାଶବିକ କାର୍ଯ୍ୟ। ଆଜି ପୁଣି ଏକ ଦୁଷ୍କର୍ମ ଘଟଣା ଭଦ୍ରକ ଗ୍ରମାଞ୍ଚଳ ଥାନା ଅଞ୍ଚଳରୁ ଆସିଛି। ଘରେ ବନ୍ଧୁବାନ୍ଧବଙ୍କ...
ମୁମ୍ବାଇ ଓଡ଼ିଆ ଖାଦ୍ୟ ଖୁଆଇ ଜଜ୍ଙ୍କ ମନଜିତିଲେ ବ୍ରହ୍ମପୁର ଆସ୍କାର ଅବିନାଶ ନାୟକ। ସେ ଖୁବ୍ କମ୍ ସମୟରେ ଏକ ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ତିଆରି କରି ଜଜ୍ମାନଙ୍କୁ ଇମ୍ପ୍ରେସ୍ କରିପାରିଥିଲେ। ଫଳରେ ସେ ଷ୍ଟାର ପ୍ଲସ୍ରେ ଚାଲୁଥିବା ‘ମାଷ୍ଟର ସେଫ୍ ଇଣ୍ଡିଆ’ ପ୍ରତିଯୋଗିତାର କ୍ୱାଲିଫାଇଂ ରାଉଣ୍ଡରେ ପ୍ରବେଶ କରିଛନ୍ତି।...
ନୂଆଦିଲ୍ଲୀ: ସୋମବାର ଲୋକସଭା ବୁଧବାର ରାଜ୍ୟସଭା ଉଭୟ ଗୃହରେ ଗୃହୀତ ହୋଇଛି ନାଗରିକତା ସଂସୋଧନ ବିଲ୍। କିନ୍ତୁ ଯେବେଠାରୁ ଏହି ବିଲ୍ ବିଷୟରେ ଆଲୋଚନା ହୋଇଛି ସେବେଠାରୁ ଦେଶର ଏକପ୍ରକାର ଅସ୍ଥିରତା ଦେଖାଦେଇଛି। ବିଶେଷକରି ଉତ୍ତର ପୂର୍ବ ଭାରତରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ସଂସଦରେ ବିଲ୍ ଗୃହୀତ...
ନୂଆଦିଲ୍ଲୀ: ଆମିଷ ଛାଡ଼ି ଶାକାହାରୀ ହେବା ପାଇଁ ଦେଶର କୃଷି ବ୍ୟବସ୍ଥା ଏବେ ବାଧ୍ୟ କରିଛି। କାରଣ ଆମିଷ ଖାଦ୍ୟ ପାଇଁ ଆବଶ୍ୟକ ବ୍ୟଞ୍ଜନ ଦାମ ଏବେ ଆକାଶ ଛୁଆଁ ହୋଇଛି। କେତେକ ସ୍ଥାନରେ ପିଆଜ ଦର କିଛି ସ୍ଥାନରେ ଦୁଇ ଶହ ପାର କରିଛି। ଏଭଳି ସ୍ଥିତିରେ...
କୋଲକାତା: ଅଭିନେତ୍ରୀ ତଥା ବିଜେପି ସାଂସଦ ରୁପା ଗାଙ୍ଗୁଲିଙ୍କୁ ଦିନେ ଅପହରଣ କରିବାର ଉଦ୍ୟମ ହୋଇଥିଲା। ସେ ଯେତେବେଳେ ବାଂଲାଦେଶ ଦିନାଜପୁରର ଏକ ସ୍କୁଲ୍ରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳେ କିଛି ଲୋକ ତାଙ୍କୁ ଅପହରଣ କରିବା ପାଇଁ ଆସିଥିଲେ। କିନ୍ତୁ କୌଶଳ କ୍ରମେ ରୂପା ଓ...
ନିଆମେ: ଆର୍ମି ପୋଷ୍ଟ ଉପରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ପ୍ରାୟ ୭୦ରୁ ଅଧିକ ଯବାନ ସହିଦ ହୋଇଛନ୍ତି। ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରରେ ଏଭଳି ଦୁଃଖ ଦାୟକ ଘଟଣା ଘଟିଛି। ସେଠାରେ ସକ୍ରିୟ ଥିବା ଇସ୍ଲାମିକ୍ ଆତଙ୍କବାଦୀ ସଂଗଠନ ଏଭଳି କାଣ୍ଡ ଘଟାଇଥିବା ବୁଧବାର ନାଇଜର୍ ପ୍ରତିରକ୍ଷା ମନ୍ତ୍ରୀ...
ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ଚିରା ନୋଟ୍ ଅଛି ଓ ଏହାକୁ ଅଚଳ କହି କେହି ନେଉ ନାହାନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କର ଏହି ଅଚଳ ନୋଟ୍ ବଦଳ ହୋଇପାରିବ। ଆପଣ ଚାହିଁଲେ ଏହି ନୋଟ୍କୁ ବ୍ୟାଙ୍କ୍ରେ ଦେଇ ନୋଟ୍ର ଉପଯୁକ୍ତ ମୂଲ୍ୟ ନେଇପାରିବେ। ଆର୍ବିଆଇର...
ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆରମ୍ଭ ହେବାକୁଥିବା ଦିନିକିଆ ସିରିଜ୍ ପାଇଁ ଭାରତୀୟ ଟେଷ୍ଟ ଟିମ୍ ଓପ୍ନର ମୟଙ୍କ ଅଗ୍ରୱାଲଙ୍କୁ ସାମିଲ୍ କରାଯାଇଛି। ସେ ନିୟମିତ ଓପ୍ନର ଶିଖର ଧୱନଙ୍କ ସ୍ଥାନରେ ସାମିଲ୍ ହୋଇଛନ୍ତି। ଧୱନ୍ ଆହତ କାରଣରୁ ଟି-୨୦ ସିରିଜରୁ ବାଦ୍ ପଡ଼ିଥିବା ବେଳେ...
ନୂଆଦିଲ୍ଲୀ: ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ୍ (ସିଏବି) ବିରୋଧରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବ୍ୟାପକ ହିଂସାକାଣ୍ଡ ଦେଖାଦେଇଛି। ବିଶେଷ କରି ଆସାମ ଓ ତ୍ରିପୁରାର ବିଭିନ୍ନ ସ୍ଥାନରେ ପୁଲିସ୍ କର୍ମୀ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ଏହି...
ଅହମଦାବାଦ: ୨୦୦୨ ମସିହାରେ ହୋଇଥିବା ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ତଥା ସେତେବେଳେର ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ଲିନ୍ ଚିଟ୍। ଘଟଣାର ତଦନ୍ତ କରୁଥିବା ନାନାବତୀ କମିଶନ ମୋଦୀଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି। ଆଜି ଗୁଜରାଟ ବିଧାନସଭାରେ ଗୃହମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ନାନାବତୀ-ମେହଟା କମିଶନଙ୍କ ଦ୍ୱାରା...
ଲକ୍ଷ୍ମୌ: ଉନ୍ନାଓ ପୀଡ଼ିତାଙ୍କୁ ପୋଡ଼ିବା ପୂର୍ବଦିନ ଫୋନ୍ କରିଥିଲା ଅଭିଯୁକ୍ତ। ପୁଲିସ ତଦନ୍ତରୁ ଏବେ ଏହା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଶୁଭମ ନିଆଁ ଲଗାଇବା ପୂର୍ବ ଦିନ (୪ ଡିସେମ୍ୱର) ପୀଡ଼ିତାଙ୍କ ସହ ଫୋନରେ ୧୯ ସେକେଣ୍ଡ ପାଇଁ କଥା ହୋଇଥିଲା ବୋଲି ଜଣାପଡ଼ିଛି। ହେଲେ ଏହି ଫୋନ୍...
ପୂର୍ବଠାରୁ ଆହୁରି ସୁରକ୍ଷିତ ହେବ ଆପଣଙ୍କ ଗୁଗଲ ଆକାଉଣ୍ଟ୍, ଆସିଗଲା ପ୍ରୋଟେକ୍ସସନ ପାସ୍ୱାର୍ଡ ଫିଚର୍
ଭୁବନେଶ୍ୱର: ଗାନ୍ଧି ଇନ୍ଷ୍ଟିଟ୍ୟୁଟ୍ ଫର୍ ଟେକ୍ନୋଲୋଜି (ଗିଫ୍ଟ)ରେ ଏମ୍ବିଏ ବିଭାଗ ଓ ଏମ୍ସର ମିଳିତ ସହଯୋଗରେ ଏକ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ “ରିଷ୍ଟ୍ରକ୍ଚରିଂ ପଲିସି , ପ୍ରସ୍ପେକ୍ଟ ଓ ଚ୍ୟାଲେଞ୍ଜ” ଶୀର୍ଷକ ବିଷୟ ଉପରେ ଆଲୋଚନା ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ...
ମୁମ୍ବାଇ: ସଲମାନ ଖାନ୍ଙ୍କର ଏହି ହିରୋଇନ୍ ଏବେ ଟଙ୍କାଟିଏ ପାଇଁ ବାରଦୁଆର ବୁଲୁଛନ୍ତି। ମୁଣ୍ଡ ଗୁଞ୍ଜିବା ପାଇଁ ପରଘରେ ରହୁଛନ୍ତି। ଆଉ ଘରଭଡ଼ା ଦେଇ ନପାରିବାରୁ ସେଇ ଘରେ ବାସନ ମାଜିବାଠୁ ଆରମ୍ଭ କରି ସବୁ କାମ କରୁଛନ୍ତି। ଏସବୁରୁ ଫୁର୍ସତ ମିଳିଲେ କାମ ପାଇଁ ନିର୍ଦ୍ଦେଶକ ଓ...
ବାଲେଶ୍ୱର: ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ପିଲା। ପିଲାଙ୍କ ସହିତ ଗୋଟିଏ ଥାଳିରେ ଚେଳି ବି ଖାଉଛି ମଧ୍ୟାହ୍ନ ଭୋଜନ। ଗୋଟିଏ ପିଲା ଥାଳିରୁ ଖାଇସାରିବା ପରେ ପୁଣି ଅନ୍ୟ ଗୋଟିଏ ପିଲାର ଥାଳିରୁ ଖାଉଛି ଛେଳି। ଆଉ ଛେଳି ଖାଇସାରିବା ପରେ ବି ବଳକା ଖାଦ୍ୟକୁ...
ଭୁବନେଶ୍ୱର: ଆଜି ଭଙ୍ଗା ଯାଇ ନପାରେ ବିଧାନସଭା ସମ୍ମୁଖରେ ଥିବା ବିଧାୟକମାନଙ୍କ କ୍ୱାର୍ଟର୍ସ। କିଛି ମନ୍ତ୍ରୀ, ବିଧାୟକ କ୍ୱାର୍ଟର୍ସ ଖାଲି କରି ନଥିବାରୁ ଆଜି ଏଗୁଡ଼ିକ ଭଙ୍ଗାଯିବ ନାହିଁ ବୋଲି ସୂଚନା ମିଳିଛି। କ୍ୱାର୍ଟର୍ସ ଖାଲି କରିନଥିବା ନେଇ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି,...
ଥିରୁଅନନ୍ତପୁରମ୍: ଦୁର୍ବଳ ଫିଲ୍ଡି ଓ ଖରାପ ବୋଲିଂ ସାଙ୍ଗକୁ ଲୋୟର୍ ମିଡଲ୍ ଅର୍ଡରରେ ନୈରାଶ୍ୟଜନକ ବ୍ୟାଟିଂ ଯୋଗୁ ଭାରତ ରବିବାର ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ନିକଟରୁ ୮ ୱିକେଟରେ ପରାସ୍ତ ହୋଇଛି। ବିଜୟ ସହ ୱେଷ୍ଟଇଣ୍ଡିଜ୍ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରି...
ବାଲିଗୁଡ଼ା(ଅଜିତ ନାୟକ): ରାସ୍ତାରେ ପଡ଼ିଥିଲେ ଜଣେ ନିଶାସକ୍ତ ବ୍ୟକ୍ତି। ଉଠି ପାରୁନଥିଲେ କି ଠିକ୍ରେ କଥା ହୋଇପାରୁନଥିଲେ। ଶରୀରରେ ବିଭିନ୍ନ ସ୍ଥାନରୁ ରକ୍ତ ଝରୁଥିବା ବେଳେ ନିଜକୁ ନିଜେ ବିଳିବିଳି ହେଉଥିଲେ। ଏପରି ଜଣେ ନିଶାସକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି କନ୍ଧମାଳ ଜିଲ୍ଲାରେ ଚର୍ଚ୍ଚାରେ ରହିଛନ୍ତି ବାଲିଗୁଡ଼ା ଏସ୍ଡିପିଓ...