କଟକ: ୨୨ ତାରିଖ କଟକ ବାରବାଟୀ ମ୍ୟାଚ୍ ଲାଗି ଅନଲାଇନରେ ଟିକେଟ୍ ସରିଯାଇଛି। ମାତ୍ର ଘଣ୍ଟାକ ଭିତରେ ସବୁ ଟିକେଟ୍ ବିକ୍ରି ହୋଇଯାଇଛି। ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ଲାଗି ଆଜିଠୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ ହଠାତ ଟିକେଟ୍ ସରିଯିବାରୁ ନିରାଶ ହୋଇଛନ୍ତି ବହୁ କ୍ରିକେଟ୍ ପ୍ରେମୀ।...
ଭୁବନେଶ୍ୱର: ଯେଉଁ ପ୍ରସ୍ତାବକୁ ୪ ବର୍ଷ ହେଲା ମନା କରୁଥିଲେ ଶେଷରେ ସେଥିରେ ହଁ ମାରିଲେ। ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ପ୍ରସ୍ତାବିତ କୋଷ୍ଟାଲ୍ ହାଇେଓ୍ୱର ସାତପଡ଼ାରୁ ଦୀଘା ଯାଏଁ ପ୍ରକଳ୍ପକୁ ଗ୍ରୀନ୍ ସିଗ୍ନାଲ ଦେଇଛନ୍ତି ରାଜ୍ୟ ସରକାର। ତେବେ ଗୋପାଳପୁରରୁ ସାତପଡ଼ା ପର୍ଯ୍ୟନ୍ତ ପ୍ରକଳ୍ପର ଭାଗ୍ୟ କ’ଣ ହେବ...
ଭୁବନେଶ୍ୱର: ଭୋଟ୍ ସରିଲା ପରେ ଭଣ୍ଡେଇ ଦେଲେ ସରକାର। ଏଣିକି ୧୦ ହଜାର ନୁହେଁ କାଳିଆ ଯୋଜନାରେ ଚାଷୀଙ୍କୁ ମିଳିବ ମାତ୍ର ୪ ହଜାର ଟଙ୍କା। କ୍ୟାବିନେଟ୍ରେ ପ୍ରସ୍ତାବ ପାସ୍ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ସରକାରଙ୍କର ଏଭଳି ନିଷ୍ପତ୍ତିକୁ...
ନୂଆଦିଲ୍ଲୀ: ଟୟୋଟା ଏକ ନୂଆ କାର୍ ବାହାର କରିଛି। ଏହି କାର୍ ପରିବେଶ ଉପଯୋଗୀ। ପାଣି ହେଉଛି ଏହାର ବର୍ଜ୍ୟବସ୍ତୁ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀସ୍ଥିତ ଧ୍ୟାନଚାନ୍ଦ ଷ୍ଟାଡିୟମ୍ରେ ଏହି ହାଇଡ୍ରୋଜେନ୍ ଇନ୍ଧନ ଚାଳିତ କାରରେ ବୁଲିଛନ୍ତି। ଏହି ଅବସରରେ ସେ ନୂଆ ଉର୍ଜାର ସନ୍ଧାନ ପାଇଁ...
ଭୁବନେଶ୍ୱର: ଆଗରୁ ଗରିବଗୁରୁବାଙ୍କ ପଖାଳର ସାଥି ଥିଲା ପିଆଜ ଏବେ ଖାଲି ଥିଲାବାଲାଙ୍କ ସାଥୀ ପାଲଟିଛି। ଧୀରେଧୀରେ ନିଜ ଖାଦ୍ୟ ତାଲିକାରୁ ଏହି ବହୁମୂଲ୍ୟ ସାମଗ୍ରୀକୁ ବାଦ୍ ଦେବାକୁ ବସିଲେଣି ମଧ୍ୟବିତ୍ତ ପରିବାରର ଲୋକେ। ରାଜ୍ୟରେ ଏବେ ସବୁ ସ୍ଥାନରେ ପିଆଜ ଦର ୧୦୦ ଉପରେ ରହିଥିବା ବେଳେ,...
ଭୁବନେଶ୍ୱର : ଏହି ମାସ ତୃତୀୟ ସପ୍ତାହରେ ରାଜ୍ୟ ବିଜେପି ବାଛିବ ନୂଆ ମଙ୍ଗୁଆଳ। ଏଥର ଉପକୂଳର ଜଣେ ନେତାଙ୍କୁ ମିଳିପାରେ ମଙ୍ଗୁଆଳ ମୁକୁଟ। ତେବେ ଓଡ଼ିଶା ବିଜେପିରେ କିଏ ହେବେ ନୂଆ ରାଜ୍ୟ ସଭାପତି? କାହାମୁଣ୍ଡରେ ଲାଗିବ ମଙ୍ଗୁଆଳ ମୁକୁଟ? ଲୋକସଭା ସାଂସଦ ବସନ୍ତ ପଣ୍ଡା ପୁଣି...
ନୂଆଦିଲ୍ଲୀ: କ୍ରିକେଟ ମୈଦାନରେ କ୍ରିକେଟରଙ୍କ ମ୍ୟାଜିକ୍। ଓ୍ୱିକେଟ ଅକ୍ତିଆର କରିବା ପରେ ନିଆରା ଢଙ୍ଗରେ ସେଲେବ୍ରେସନ କରିଛନ୍ତି ସାଉଥ ଆଫ୍ରିକା ବୋଲର ତବରୈଜ୍ ସାମ୍ସି। ମାଝାନସି ପ୍ରିମିୟର ଲିଗ୍-୨୦୧୯ରେ ଡେଭିଡ୍ ମିଲରଙ୍କ ଓ୍ୱିକେଟ ନେବା ପରେ ଯାଦୁ ଜରିଆରେ ସେଲିବ୍ରେସନ କରିଛନ୍ତି ସାମ୍ସି। ପାର୍ଲ ରକ୍ସ ଟିମ୍ ପକ୍ଷରୁ...
ଭୁବନେଶ୍ୱର: ପିଏମ୍ କିଷାନ ସହ କାଳିଆ ଯୋଜନାର ମିଶ୍ରଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ସେ କହିଛନ୍ତି, କାଳିଆ ଯୋଜନା ଚାଲୁ ରହିବ। କିନ୍ତୁ କାଳିଆ ସହିତ କେନ୍ଦ୍ର ସରକାରଙ୍କର ଯୋଜନା ପି ଏମ କିଷାନ ମିଶ୍ରଣ ହେବ। ଏବଂ କାଳିଆ ଲାଭ ଲୋକଙ୍କ...
କଟକ: ଆର୍ଟିଓରେ ଥଇଥାନ ହୋଇପାରନ୍ତି ଏଜେଣ୍ଟ। ରାଜ୍ୟର ବିଭିନ୍ନ ଆର୍ଟିଓ ଅଫିସରୁ ଦଲାଲ ହଟାଯିବା ପ୍ରସଙ୍ଗରେ ଏଜେଣ୍ଟମାନଙ୍କ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ। ଆର୍ଟିଓ ପରିସରରେ ବସିବାକୁ କରାଯାଇଥିବା ଆବେଦନ ଖାରଜ କରିଛନ୍ତି କୋର୍ଟ। ତେବେ ସେମାନଙ୍କୁ ଯଥାସମ୍ଭବ ଥଇଥାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆର୍ଟିଓରେ କେତେ...
ନୂଆଦିଲ୍ଲୀ: ପି. ଚିଦାମ୍ବରମଙ୍କୁ ମିଳିଲା ଜାମିନ୍। ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ହୋଇଥିବା ମାମଲାରେ ଏହି ଜାମିନ୍ ମିଳିଛି। ୨ ଲକ୍ଷ ଟଙ୍କାର ମୁଚାଳିକା ଏବଂ ୨ ଜାମିନଦାର ବଦଳରେ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହି...
ନାରାୟଣପୁର: ଛତିଶଗଡ଼ ନାରାୟଣପୁର ଜିଲ୍ଲା ବସ୍ତରର କଡେନାର୍ କ୍ୟାମ୍ପରେ ITBP(ଇଣ୍ଡୋ-ତିବତିଆନ ବର୍ଡର ପୋଲିସ) ଯବାନଙ୍କ ମଧ୍ୟରେ ଭୟଙ୍କର ମାର୍ପିଟ୍ ହୋଇଛି। ଝଗଡ଼ା ଏତେ ଭୟଙ୍କର ଥିଲା ଯେ ଏଥିରେ ୬ ଯବାନଙ୍କର ମୃତ୍ୟୁ ଘଟିଛି। ୨ ଜଣ ଆହତ ହୋଇଛନ୍ତି। ଯବାନଙ୍କ ମାର୍ପିଟ୍ ନେଇ ସୂଚନା ଦେଇଛନ୍ତି ଜିଲ୍ଲା...
ରାଉରକେଲା: ମରାମତି ପରେ ଗଡ଼ିଲା ରାଉରକେଲା ଷ୍ଟେସନରେ ଅଟକି ରହିଥିବା ହାଓ୍ୱଡ଼ା-ଅହମ୍ମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ୍। S-4 ବଗିରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ପ୍ରାୟ ୨ ଘଣ୍ଟା ଧରି ଟ୍ରେନ୍ଟି ଅଟକି ରହିଥିଲା। ଆଜି ସକାଳ ୬ଟା ୩୦ ମିନିଟରେ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା ଏହି ଟ୍ରେନ୍। ହେଲେ ଷ୍ଟେସନରେ...
କଟକ: କନ୍ଦାଉଛି ପିଆଜ ଆକାଶ ଛୁଆ ହୋଇଛି ପିଆଜ ଦର। ଆମ ଦେଶ ସମେତ ସାରା ଦେଶରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ପିଆଜ ଦର ଏବେ ସେଞ୍ଚୁରୀ ପାର। ପିଆଜ କିଲୋ ପିଛା ଦର ଶହେ ଟଙ୍କାରୁ ୧୨୦ ଟଙ୍କା ମଧ୍ୟରେ ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ...
ବ୍ରହ୍ମପୁର: ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା। ବ୍ରହ୍ମପୁର ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମ ନିକଟ ଅଟୋ ଷ୍ଟାଣ୍ଡରେ ଘଟିଛି ଏଭଳି ହତ୍ୟାକାଣ୍ଡ। ମୃତ ଯୁବକ ଜଣକ ହେଲେ ଗୁଡ୍ଡସେ ରୋଡ଼ ତ୍ରିନାଥ ମନ୍ଦିର ସାହିର ଅନିଲ ପଣ୍ଡା। ଅଟୋଷ୍ଟାଣ୍ଡ ନିକଟରେ ଅନ୍ୟ ଜଣେ ଯୁବକଙ୍କ ସହ...