ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ ସ୍ନୁକର ଖେଳାଳି ସୁବ୍ରତ ଦାସ ପାଟନାରେ ଅନୁଷ୍ଠିତ ଇଷ୍ଟ ଇଣ୍ଡିଆ ସ୍ନୁକର ଚାମ୍ପିୟନଶିପ୍ ଟାଇଟଲ୍ ଜିତି ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସୁବ୍ରତ ଶେଷ ୨୫ ଦିନ ଭିତରେ ତିନୋଟି ଓପନ୍ ଟାଇଟଲ୍ ଜିତି ଏହି କୀର୍ତ୍ତିମାନ କରିଛନ୍ତି। ସୋମବାର ସୁବ୍ରତ ଫାଇନାଲରେ ଝାରଖଣ୍ଡର...
ଭୁବନେଶ୍ୱର: କଲେଜରୁ ବିଶ୍ୱବିଦ୍ୟାଳୟ, ଆଇଟିରୁ କର୍ପୋରେଟ ସେକ୍ଟର। ଏଣିକି ଏସବୁ କ୍ଷେତ୍ରର ମହିଳା ହେବେ ସ୍ପେଶାଲ ପୁଲିସ ଅଫିସର (ଏସ୍ପିଓ)। କର୍ମକ୍ଷେତ୍ର ହେଉ ଅବା କଲେଜ କାମ୍ପସ୍ ବା ରାସ୍ତାକଡ ମହିଳାଙ୍କୁ ଅସଦାଚରଣ କରୁଥିବା ନଜର ଆସିଲେ ପୁଲିସକୁ ଖବର ଦେବେ ଏସ୍ପିଓ। ମହିଳାଙ୍କୁ ନେଇ ଭୁବନେଶ୍ୱର କମିଶନରେଟ...
ଭୁବନେଶ୍ୱର: ନୂଆ ବର୍ଷରେ ରାଜ୍ୟ ବିଜେପିର ହେବେ ନୂଆ ମଙ୍ଗୁଆଳ। ଏଥିପାଇଁ ଚାଲିଛି ଜୋରଦାର କସରତ । ଏଥର ଉପକୂଳ ନା ପଶ୍ଚିମ ଓଡିଶା, ଅବା ଅଭିଜ୍ଞତା କିମ୍ବା ଯୁବ ଚେହେରାଙ୍କୁ ମିଳିପାରେ ଗରୁତ୍ୱ ତାକୁ ନେଇ ବି ଆରମ୍ଭ ହୋଇଛି ଅଙ୍କକଷା । ଜିଲ୍ଲା ସଭାପତି ନିର୍ବାଚନ...
ଭୁବନେଶ୍ୱର: ହୀରାକୁଦ୍ ଡ୍ୟାମ୍ରେ ନିଷିଦ୍ଧାଞ୍ଚଳରେ ମସ୍ତି କରିବା ଓଡ଼ିଆ ହିରୋଇନ୍ଙ୍କୁ ମହଙ୍ଗା ପଡ଼ିଛି। କେବଳ ହିରୋଇନ୍ ନହଁନ୍ତି ସେମାନଙ୍କ ସହିତ ଅଛନ୍ତି ସ୍ୱସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଲି। ଯେଉଁ ଅଞ୍ଚଳରେ ଫଟୋ କିମ୍ବା ଭିଡ଼ିଓ ସୁଟ୍ ମନା, ସେହି ଇଲାକାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍...
ଭୁବନେଶ୍ୱର: ଖୋର୍ଦ୍ଧାର ଜଣାଶୁଣା ଶିଶୁ ଡାକ୍ତର ମାନସ ଦାସଙ୍କୁ ଗୁଳିମାଡ଼ ପଛର କଣ ହୋଇପାରେ କାରଣ ? ରୋଗୀ ସେବାରେ ଲୋକପ୍ରିୟତା, ଜମିଜମା ବିବାଦ, ପାରିବାରିକ ଶତ୍ରୁତା ନା ବ୍ୟକ୍ତିଗତ ଆକ୍ରୋଶରୁ ପ୍ରତିଶୋଧ ? ଘଟଣାର ୨୪ଘଣ୍ଟା ପରେ ବି କୌଣସି ଠୋସ୍ ନିଷ୍କର୍ସରେ ପହଞ୍ଚି ପାରିନି ଖୋର୍ଦ୍ଧା...
ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ ପୂର୍ବ, ଉତ୍ତର-ପୂର୍ବ ଭାରତରେ ଆନ୍ଦୋଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଗୌହାଟୀ, ହାୱାଡ଼ା ଓ ଚେନ୍ନାଇ ରୁଟ୍ରେ ବହୁ ଟ୍ରେନ ବାତିଲ ହୋଇଛି। ଆଜି ୫ଟି ଟ୍ରେନ ସଂପୂର୍ଣ୍ଣ ବାତିଲ ହୋଇଥିବା ବେଳେ ୧୨ଟି ଟ୍ରେନ ଆଂଶିକ ଭାବେ ବାତିଲ...
ଭୁବନେଶ୍ୱର: ହୀରାକୁଦ ନିଷିଦ୍ଧାଞ୍ଚଳରେ ୩ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ୍ ଘଟଣାରେ ମୁହଁ ଖୋଲିଛନ୍ତି ଏଲିନା ସମନ୍ତରାୟ ଓ ପ୍ରକୃତି ମିଶ୍ର। ଏଲିନା କହିଛନ୍ତି, “ଭୁଲ୍ ହୋଇଛି, କିନ୍ତୁ ମୁଁ ଭୁଲ୍ କରିନି। ମୁଁ ଭିଡିଓ କ୍ୟାପ୍ଚର୍ କରିନି କି ମୋ ସୋଶାଲ୍ ସାଇଟ୍ରେ ତାହା ଅପଲୋଡ୍ ହୋଇନି। ନିଷିଦ୍ଧାଞ୍ଚଳରେ...
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟି କ୍ୟାମ୍ପସରେ ପୁଲିସ କାର୍ଯ୍ୟାନୁଷ୍ଠାନ ବିବାଦ। ପୁଲିସ ବିରୋଧରେ ସୁପ୍ରିମକୋର୍ଟ ଯାଇଛି ଆଲୁମନି ଆସୋସିଏସନ ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ। ତେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବ୍ଡେଙ୍କୁ ନେଇ ଗଠିତ ଖଣ୍ଡପୀଠ ତୁରନ୍ତ ହିଂସା ବନ୍ଦ...
କୋଲକାତା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସି ବିରୋଧରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରଣହୁଙ୍କାର ଦେଇଛନ୍ତି। ପ୍ରଥମରୁ ଏହାକୁ ବିରୋଧ କରି ଆସୁଥିବା ମମତା ଆଜି ବିଶାଳ ରାଲି ଆୟୋଜନ କରି ଏହାର ପ୍ରତିବାଦ କରିଛନ୍ତି। ମମତାଙ୍କ ସହ ଶତାଧିକ ଟିଏମସି କର୍ମୀ ଏହି...
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ସୃଷ୍ଟି ହୋଇଥିବା ଆନ୍ଦୋଳନ ଓ ହିଂସାକାଣ୍ଡ ସମ୍ପର୍କରେ ପ୍ରଥମଥର ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏହି ହିଂସାକାଣ୍ଡ ପାଇଁ ଏକ ମୋଦୀ କହିଛନ୍ତି। ସେହିପରି ଏହି ଆଇନ କୌଣସି ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କର କ୍ଷତି ପହଂଚାଇବ ନାହିଁ ବୋଲି ସେ...
ନୂଆଦିଲ୍ଲୀ: ଦିଲ୍ଲୀର ଇଣ୍ଡିଆ ଗେଟ୍ ସାମ୍ନାରେ ଧାରଣାରେ ବସିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟି ଓ ଅଲିଗଡ଼ ମୁସ୍ଲିମ୍ ୟୁନିଭର୍ସିଟିର ଛାତ୍ରଛାତ୍ରୀମାନଙ୍କ ଉପରେ ପୁଲିସର ଲାଠି ଛାର୍ଜକୁ ବିରୋଧ କରି ଦଳର ଅନ୍ୟ କାର୍ମକର୍ତ୍ତାଙ୍କ ସହିତ ୪ଟା ବେଳେ ଧରଣାରେ ବସିଛନ୍ତି...
ଜୟପୁର: ନେହେରୁ ପରିବାର ବିରୋଧରେ ସୋଶାଲ୍ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଆଜି ବୁନ୍ଦୀର ଏକ କୋର୍ଟ ୮ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି। ଗତକାଲି ଅହମଦାବାଦରୁ ଏହି ବଲିଉଡ ଅଭିନେତ୍ରୀ ତଥା ମଡେଲଙ୍କୁ ରାଜସ୍ଥାନ ପୁଲିସ...