ବାଲେଶ୍ୱର/ବଲାଙ୍ଗିର: ନିଶା କବଳରେ ମଣିଷ ଏମିତି ପଡ଼ିଯାଇଛି ଯେ ସେଥିରୁ ମୁକୁଳିବା ମୁସ୍କିଲ୍ ହୋଇପଡ଼ିଛି। କୌଣସି ବି ପ୍ରକାର ଫନ୍ଦି ଫିକର କରି ନିଶା ଖାଉଛି ମଣିଷ। ଆଉ ଏହି ନିଶାରେ ଉତ୍ତମ ମାଧ୍ୟମ ପାଲଟୁଛି କଫ୍ ସିରପ। ଔଷଧ ବାହାନାରେ କଫ୍ ସରିପ୍ ନିଶାରେ ବୁଡ଼ି ରହୁଛି...
ନୂଆଦିଲ୍ଲୀ: ବଲିଉଡ୍ ହିରୋଇନ୍ ପ୍ରିୟଙ୍କା ଚୋପ୍ରାଙ୍କ ଜିନ୍ଦାବାଦ୍ ନାରା ଲଗାଇଲା କଂଗ୍ରେସ କର୍ମୀ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ। ନୂଆଦିଲ୍ଲୀରେ ଆୟୋଜିତ କଂଗ୍ରେସର ଜନସଭା କାର୍ଯ୍ୟକ୍ରମରେ ଏପରି ନାରାବାଜି ହୋଇଛି। ଏବେ ଏହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଦିଲ୍ଲୀର କଂଗ୍ରେସ ନେତା...
ମୟୂରଭଞ୍ଜ: ତାର କଅଁଳ ବୟସରେ ମାଆ ଛାଡ଼ି ଚାଲିଗଲା। ବାପା ପେଟପାଟଣା ପାଇଁ ବିଦେଶ ଗଲାବେଳେ କୁନି ଝିଅକୁ ପିଉସା ଭରସାରେ ଛାଡ଼ି ଯାଇଥିଲା। ହେଲେ ବାପ ସମାନ ପିଉସା ଯେ ସମ୍ପର୍କରେ ଏପରି କଳଙ୍କ ଛିଟା ଲଗାଇବ ତାହା ସତର ବିଶ୍ୱାସ କରିହେଉନି। ନିଜ ସଂପର୍କୀୟ ନାବାଳିକା...
ଭୁବନେଶ୍ୱର: ବାତିଲ୍ ହେଲା ଖଣି ନିଲାମ। ଗତ ଅକ୍ଟୋବର ମାସରେ ତିନିଟି ପର୍ଯ୍ୟାୟରେ ରାଜ୍ୟ ସରକାର ଡାକିଥିବା ଖଣି ନିଲାମ ଟେଣ୍ଡରକୁ ବାତିଲ୍ କରିଦେଇଛନ୍ତି। ଏସବୁ ଖଣିର ସାନି ନିଲାମ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ନୂଆ ନିଲାମ ପ୍ରକ୍ରିୟାରେ ଆଉ କିଛି ଅତିରିକ୍ତ ସର୍ତ୍ତାବଳୀ ଯୋଡ଼ିବାକୁ...
ପୁରୀ: ପୁରୀ ଦୁଷ୍କର୍ମ ଘଟଣାକୁ ନେଇ ଗତକାଲି ରାତି ୧୧ଟାରେ କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା। ରାଜ୍ୟ କଂଗ୍ରେସ ଭବନରୁ ଏକ ରାଲି ବାହାରି ନବୀନ ନିବାସ ଘେରାଉ ପାଇଁ ଯାଇଥିଲା। ଏହି ସମୟରେ କର୍ମୀମାନେ ହାତରେ କ୍ୟାଣ୍ଡେଲ ଧରି ରାଜ୍ୟ ସରକାରଙ୍କ ବିରୋଧରେ...
ପୁରୀ: ଧର୍ମକ୍ଷେତ୍ର ପୁରୀରେ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ କନଷ୍ଟେବଲ୍ ଜିତେନ୍ଦ୍ର ସେଠୀକୁ ଗିରଫ କରାଯାଇଛି। ଅନ୍ୟ ୩ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା ଚାଲିଛି। ପୀଡ଼ିତାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା କରିଛି ପୁଲିସ। ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଆଗରୁ କନଷ୍ଟେବଳ ଚାକିରି...
କଟକ: ପୁଲିସ ଅଧିକାରୀଙ୍କ ବେପରୁଆ ଗାଡ଼ି ଚାଳନାରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ତଦନ୍ତ ଚାଲିଛି। ଡ୍ରାଇଭର ଜଣକ ପୁଲିସ ଅଧିକାରୀ ହୁଅନ୍ତୁ ବା ଯେକେହି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କଟକ ଗ୍ରାମାଞ୍ଚଳ ଏସ୍ପି କହିଛନ୍ତି। ଗତ ନଭେମ୍ବର ୨୯ରେ କଟକ-ପାରାଦୀପ...