• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

f
ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ: ପରିବାରକୁ ପକ୍କାଘର ୨୫ ଲକ୍ଷ କ୍ଷତିପୂରଣ ଘୋଷଣା

ଲକ୍ଷ୍ନୌ: ଉନ୍ନାଓ ପୀଡ଼ିତା ନ୍ୟାୟ ବ୍ୟବସ୍ଥା ପାଖରେ ଗୁହାରି କରି କରି ଶେଷରେ ହାରିଯାଇଛନ୍ତି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ଆଜି ଉତ୍ତର ପ୍ରଦେଶ ସରକାର ପୀଡ଼ିତାଙ୍କ ପରିବାରକୁ ନଗଦ ୨୫ ଲକ୍ଷ ଟଙ୍କା ‍କ୍ଷିତପୂରଣ ଓ ପ୍ରଧାନମନ୍ତ୍ରୀ ଆୱାସ୍‌ ଯୋଜନାରେ ଘର...

unno
ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ଯୋଗୀ ଅଦିତ୍ୟନାଥ

ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁରେ ଗଭୀର ଦୁଃଖପ୍ରକାଶ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଏହା ସହିତ ଫାଷ୍ଟ ଟ୍ରାକ୍ କୋର୍ଟରେ ମାମଲାର ବିଚାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀକୁ କଠିନରୁ କଠିନ ଦଣ୍ଡ ଦିଆଯିବ ବୋଲି ପ୍ରତିଶ୍ରୁତି...

supreem court
ଓକିଲଙ୍କ ଆନ୍ଦୋଳନ: 'ପ୍ରଥମେ କାମ କର, ପରେ ଆଲୋଚନା'

ନୂଆଦିଲ୍ଲୀ: ଓକିଲଙ୍କ ଆନ୍ଦୋଳନ ନେଇ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଆଇନଜୀବୀଙ୍କୁ ରୋକ୍‌ଠୋକ୍‌ ଭାବେ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, ପ୍ରଥମେ କାର୍ଯ୍ୟରେ ଯୋଗ ଦେଇ କୋର୍ଟ କାମକୁ ସ୍ୱାଭାବିକ କର, ତାପରେ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିବାକୁ ଆସ। ଏଭଳି ଭାବେ ପଶ୍ଚିମ ଓ ଦକ୍ଷିଣ...

ratha-ytra
୨୯ ତାରିଖରେ ହେବନି ରଥଯାତ୍ରା

ଗାଜିଆବାଦ: ଉତ୍ତର ପ୍ରଦେଶ ଗାଜିଆବାଦରେ ଡିସେମ୍ବର ୨୯ ତାରିଖରେ ହେବନାହିଁ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା। ଶ୍ରୀମଦ ନାରଦୀୟ ନିକୁଞ୍ଜ ଟ୍ରଷ୍ଟର ସଭାପତି ବାବା ବଳରାମ ଓ ସମ୍ପାଦକ ବାବା ଚୈତନ୍ୟ ଏହା ସ୍ପଷ୍ଟ କରିଛନ୍ତି। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଫୋନ ଯୋଗେ ଏହି ସୂଚନା ଦେଇଛନ୍ତି।...

h
ହାଇଦ୍ରାବାଦ ଲେଡି ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟାର ଏମିତି ପ୍ଲାନ୍‌ କରିଥିଲେ ଅଭିଯୁକ୍ତ

ହାଇଦ୍ରାବାଦ: ହାଇଦ୍ରାବାଦ୍‌ ଲେଡି ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଆଜି ଏନ୍‌କାଉଣ୍ଟର୍‌ କରିଛି ପୁଲିସ। ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ତେବେ ସେଦିନ ସେଇ ପଶୁମାନେ ଘଟାଇଥିବା ଜଘନ୍ୟ ଘଟଣା କ’ଣ ଥିଲା ବୁଲେଟ୍‌ ପଏଣ୍ଟ୍‌ରେ ଜାଣନ୍ତୁ। ନଭେମ୍ବର ୨୭, ସନ୍ଧ୍ୟା...

conforence
ଦୁଷ୍କର୍ମକାରୀଙ୍କୁ କାହିଁକି ଏନ୍‌କାଉଣ୍ଟର୍‌ କଲା ପୁଲିସ୍‌; ପୂରା କାହାଣୀ ଥିଲା ଏମିତି

ହାଇଦ୍ରାବାଦ: ଆଜି ସକାଳୁ ସକାଳୁ ଲୋକଙ୍କ ନିଦ ଭାଙ୍ଗିବା ପୂର୍ବରୁ ଏମିତି ଏକ ଖବର ଆସିଲା, ଯାହାକୁ ଜାଣିବା ପରେ ସାରା ଦେଶ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୋଗରେ ଗିରଫ ୪ ଯୁବକଙ୍କୁ ପୁଲିସ୍‌ ଏନକାଉଣ୍ଟରରେ ମାରି ଦେଇଥିବା ଖବର ଆସିଥିଲା।...

apa
ହାଇଦ୍ରାବାଦ ଏନ୍‌କାଉଣ୍ଟର: ମାନେକା କହିଲେ ଏମିତି, କିନ୍ତୁ ଅପରାଜିତା...

ଭୁବନେଶ୍ୱର: ହାଇଦ୍ରାବାଦ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ଦୁଷ୍କର୍ମକାରୀଙ୍କୁ ଆଜି ଏନ୍‌କାଉଣ୍ଟର୍‌ କରି ମାରିଦେଇଛି ହାଇଦ୍ରାବାଦ୍‌ ପୁଲିସ୍। ଏହାକୁ ନେଇ ସାରାଦେଶରେ ଏବେ ହଙ୍ଗାମା ହେଉଛି। କେତେକ ଏହାକୁ ପସନ୍ଦ କରୁଥିବା ବେଳେ ଆଉ କେତେକ କଡ଼ା ନିନ୍ଦା କରୁଛନ୍ତି। ତେବେ ଏହି ଘଟଣାରେ ଆମେ ଭୁବନେଶ୍ୱର ବିଜେପି ସାଂସଦ...

f
ଭୁଲ୍‌ରେ ଚାଲାଣ କଟିଥିଲେ ଫେରସ୍ତ ମିଳିବ ଟଙ୍କା: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଆରମ୍ଭ ହୋଇଥିଲା ଇ-ଚାଲାଣ ବ୍ୟବସ୍ଥା। କିନ୍ତୁ ଏବେ ଏଥିରେ ବି ତ୍ରୁଟି ରହୁଥିବା ଅଭିଯୋଗ ହେଉଛି। କିଏ ଅଫିସ୍‌ରେ ଥିଲେ ବି ତାଙ୍କ ପାଖକୁ ଚାଲାଣ ପଳେଇ ଯାଉଛି ତ ଆଉ କେଉଁ କାର୍ ଚାଳକଙ୍କ ପାଖକୁ ହେଲ୍‌ମେଟ୍‌ ନ ପିନ୍ଧିଥିବା...

hun
ଦୁଷ୍କର୍ମକାରୀଙ୍କ ଏନ୍‌କାଉଣ୍ଟର ପଛରେ ଅଛନ୍ତି ଏହି ଦବଙ୍ଗ ପୁଲିସ୍ ଅଫିସର୍‌

ହାଇଦ୍ରାବାଦ: ଜଘନ୍ୟ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ସମସ୍ତ ୪ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ମାମଲାରେ ଚର୍ଚ୍ଚାକୁ ଆସିଛନ୍ତି ପୁଲିସ କମିଶନର ଭିସି ସଜ୍ଜନାର। ୧୯୯୬ ବ୍ୟାଚ୍‌ର ଏହି ଆଇପିଏସ୍ ଅଫିସର ହାଦ୍ରାବାଦ୍‌ର ଏନକାଉଣ୍ଟର ମ୍ୟାନ ଭାବେ ପରିଚିତ। ହାଇଦ୍ରାବାଦ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟରରେ ତାଙ୍କର ପ୍ରମୁଖ ଭୂମିକା ଥିବା...

kna
ହାଇଦ୍ରାବାଦ ଏନ୍‌କାଉଣ୍ଟର୍‌କୁ କଡ଼ା ନିନ୍ଦା କଲେ ମାନେକା ଗାନ୍ଧି; କହିଲେ- ଦେଶ ପାଇଁ ବିପଦ

ନୂଆଦିଲ୍ଲୀ: ହାଇଦ୍ରାବାଦ୍‌ ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ୪ ଦୁଷ୍କର୍ମ ଅଭିଯୁକ୍ତଙ୍କ ମୃତ୍ୟୁ ପରେ ଦେଶରେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି। ବଲିଉଡ୍‌ ଷ୍ଟାର୍‌ଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ଏହି ଘଟଣାକୁ ପ୍ରଶଂସା କରୁଥିବା ବେଳେ ଏହାକୁ କଡ଼ା ନିନ୍ଦା କରିଛନ୍ତି ବିଜେପି ସାଂସଦ ମାନେକା...

jf
ପ୍ରିୟଙ୍କା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟର୍‌: ଏମିତି କହିଲେ ଫିଲ୍ମ ଷ୍ଟାର୍‌

ମୁମ୍ବାଇ: ସାରାଦେଶକୁ ଦୋହଲାଇ ଦେଇଥିବା ଡାକ୍ତରପ୍ରିୟଙ୍କା ରେଡ୍ଡୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ପୁଲିସ୍‌ ଏନ୍‌କାଉଣ୍ଟର୍‌ କରି ମାରିବା ପରେ ସାରାଦେଶରେ ତେଲେଙ୍ଗାନା ପୁଲିସର ବାଃ ବାଃ ହେଉଛି। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଲିଉଡ୍‌, ଟଲିଉଡ୍‌ ତଥା ଅନ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରମାନେ ମଧ୍ୟ...

rape-750x420
ସାବଧାନ! ସୋଶାଲ୍‌ ମିଡିଆ ମେସେଜ୍‌କୁ ବିଶ୍ୱାସ କରନ୍ତୁନି

ଭୁବନେଶ୍ୱର: ହାଇଦ୍ରାବାଦ ଗଣଦୁଷ୍କର୍ମ ପରେ ହତ୍ୟା ଓ ପୁରୀରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଏହାକୁ ନେଇ ଦିଲ୍ଲୀରୁ ପଲ୍ଲୀ ଉଠୁଥିବା ପଡ଼ୁଥିବା ବେଳେ ସହାୟତା ଆଳରେ ସୋଶାଲ ମିଡିଆରେ...

mumbai-gateway-of-india-150051333747-orijgp
ବିଶ୍ୱର ଶ୍ରେଷ୍ଠ ଲୋକପ୍ରିୟ ସହର ଭିତରେ ଭାରତର ୭ ସହର ସାମିଲ୍

ନୂଆଦିଲ୍ଲୀ: ଭାରତ ସମଗ୍ର ଏସିଆ ମହାଦେଶରେ ଲୋକପ୍ରିୟ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି। ଅର୍ଥାତ ବିଭିନ୍ନ ଦେଶର ଲୋକେ ବିଭିନ୍ନ ଭାରତୀୟ ସହରକୁ ଭ୍ରମଣ ଉଦ୍ଦେଶ୍ୟରେ ଆସିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ବ୍ରିଟେନ୍‌ର ଏକ ଗ୍ଲୋବାଲ ମାର୍କେଟ୍‌ ରିସର୍ଚ୍ଚ କମ୍ପାନୀ ପକ୍ଷରୁ କୁହାଯାଇଛି, ଭାରତର ସାଂସ୍କୃତିକ ସମ୍ପଦ ଏବଂ...