ହାଇଦ୍ରାବାଦ: ହାଇଦ୍ରାବାଦ୍ ପୁଲିସ ଏନକାଉଣ୍ଟରରେ ମୃତ ୪ ଅଭିଯୁକ୍ତଙ୍କର ପୁଣି ଥରେ ପୋଷ୍ଟମର୍ଟମ ହେବ। ଏହି ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ। ଆସନ୍ତା ସୋମବାର ଅପରାହ୍ଣ ୫ଟା ସୁଦ୍ଧା ପୋଷ୍ଟମର୍ଟମ ସାରି ସବିଶେଷ ରିପୋର୍ଟ କୋର୍ଟଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା...
ଭୁବନେଶ୍ୱର: ରାଜ୍ୟରେ ୪୨୯୧ ପଞ୍ଚାୟତରେ ବ୍ୟାଙ୍କ ସେବା ଯୋଗାଇ ଦେବେ ରାଜ୍ୟ ସରକାର। ସଂପୃକ୍ତ ଅଞ୍ଚଳର ପଞ୍ଚାୟତରେ ବ୍ୟାଙ୍କ ଖୋଲାଯିବ। ଏଥିପାଇଁ ରାଜ୍ୟ ସରକାର ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକରେ ମାଗଣାରେ ଅଫିସ୍ ଯୋଗାଇ ଦେବେ। ଖୁବ୍ଶୀଘ୍ର ୫୭୧ଟି ସ୍ଥାନରେ ବ୍ୟାଙ୍କ ସେବା ଯୋଗାଇବା ଦିଆଯିବ। ଆଜି ଭୁବନେଶ୍ୱରରେ ଆୟୋଜିତ ରାଜ୍ୟ...
ଭୁବନେଶ୍ୱର: CBSE ଢାଞ୍ଚାରେ ପ୍ରସ୍ତୁତ ହେଲା ସିଲାବସ୍। ପାଠପଢ଼ା ମଧ୍ୟ ସମାନ ଢାଞ୍ଚାରେ ହେଲା। ଏହା ଭିତରରେ CBSEର ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷା ଲାଗି ତାରିଖ ଘୋଷଣା ସରିଛି। ICSE ବୋର୍ଡର ବି ପରୀକ୍ଷା ତାରିଖ ପ୍ରକାଶ ପାଇସାରିଛି। ମାତ୍ର ପ୍ରତିବର୍ଷ ଭଳି ଏବର୍ଷ ବି...
କଟକ: ବାରବାଟୀ ବ୍ୟାଟେଲ୍ ପାଇଁ ଆଜି ଜୋର୍ଦାର ଅଭ୍ୟାସ କରିଛନ୍ତି ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍। ପଡ଼ିଆ ଭିତରେ ଝାଳ ବୁହାଉଛନ୍ତି ଉଭୟ ଦଳ। ତେବେ କ’ଣ ହେବ କାଲିର ମ୍ୟାଚ୍ ? କିଏ ଜିତିବ କିଏ ହାରିବ, ତାକୁ ନେଇ ଦର୍ଶକ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ତେବେ ବାରବାଟୀରେ...
କଟକ: ମଦୁଆଙ୍କୁ ବାରବାଟୀ ଦିନିକିଆ ମନା। ମଦ ପିଇ ଆସିଲେ ଷ୍ଟାଡିୟମ୍ରୁ ସିଧାସଳଖ ବିଦା କରିଦେବ ପୁଲିସ୍। ଏଭଳି ନିଷ୍ପତ୍ତି ନେଇଛି କମିଶନରେଟ୍ ପୁଲିସ। ଏଥିସହିତ କ୍ୟାମେରା, ପାଣି ବୋତଲ, ଫଳ କିମ୍ବା ଅନ୍ୟ କୌଣସି ଶୁଖିଲା ଖାଦ୍ୟ ଷ୍ଟାଡିୟମ ଭିତରକୁ ନେଇପାରିବେ ନାହିଁ ଦର୍ଶକ। ସମସ୍ତ ପ୍ରବେଶ...
ନୂଆଦିଲ୍ଲୀ: ମଦ ପିଇବା କଥା ଆସିବା ମାତ୍ରେ ଗଣ୍ଡଗୋଳ କଥା ଆପେ ଆସିଯାଏ। ତେବେ ଏହି କଥାକୁ ସତ ପ୍ରମାଣିତ କରି ଏକ ସର୍ଭେରୁ ଜଣାପଡ଼ିଛି ୪ ଜଣରେ ଜଣେ ମଦ ପିଇବା ପରେ ହାତାହାତି ସ୍ଥିତିକୁ ଚାଲିଆସନ୍ତି। ମଦ ପିଇ ହୋ ହଲ୍ଲା କରିବା ଏବଂ ଗଣ୍ଡଗୋଳ...
ନୂଆଦିଲ୍ଲୀ: ହିନ୍ଦୀରେ ଗୋଟେ କଥା ଅଛି “ଜିସ୍କା ବାପ୍ ଚଢ଼େ ଘୋଡ଼ା, ଉସକା ବେଟା ଥୋଡ଼ା ଥୋଡ଼ା।” କିନ୍ତୁ ଏଠି ଥୋଡ଼ା ନୁହେଁ ବରଂ ବଡ଼ା ଚାମ୍ପିୟନ୍। ଆମେ କହୁଛୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ରାହୁଲ୍ ଡ୍ରାଭିଡ୍ଙ୍କ ପୁଅ ସମୀତ୍ଙ୍କ ଡ୍ରାଭିଡଙ୍କ କଥା। ସସୀତ ଅଣ୍ଡର-୧୪ ରାଜ୍ୟସ୍ତରୀୟ ଏକ ମ୍ୟାଚ୍ରେ ୨୦୦ ରନ୍ କରିଛନ୍ତି।...
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ରାଜ୍ୟର ପାଞ୍ଚଟି ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀ ମଧ୍ୟରେ ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଦାରିଙ୍ଗବାଡି ସର୍ବନିମ୍ନ ୯ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ କୋରାପୁଟ, ଗଜପତି, କନ୍ଧମାଳ ଓ ଗଂଜାମ ଜିଲ୍ଲାରେ ସାମାନ୍ୟ ବର୍ଷା...
ବଲାଙ୍ଗିର: ପୁଇନ୍ତଳା ବ୍ଲକ ଠେଲକୋମୁଣ୍ଡା ସ୍କୁଲରେ ଶିକ୍ଷକଙ୍କ ମଉଜମସ୍ତି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିକ୍ଷା ବିଭାଗ। ଏହି ଘଟଣାରେ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସ୍କୁଲ ସମୟରେ କିଭଳି ଶିକ୍ଷକ ଓ ଅଧିକାରୀମାନେ ମାଂସ ଭୋଜିରେ ମସ୍ଗୁଲ ଅଛନ୍ତି, ତାର ଏକ ଫଟୋ ଭାଇରାଲ ହୋଇଥିଲା। ଭୋଜିର...
ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ହେବେ ଲ୍ୟୁଟନାଣ୍ଟ ଜେନାରାଲ ମନୋଜ ମୁକୁନ୍ଦ ନରୱାଣେ। ବର୍ତ୍ତମାନର ସ୍ଥଳସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଜେନେରାଲ ବିପନ ରାୱତ ଆସନ୍ତା ୩୧ ତାରିଖରେ ଅବସର ନେବେ। ଏହାପରେ ନରୱାଣେ ଦାୟିତ୍ୱ ଗ୍ରହଣ କରିବେ। ଏବେ ଶ୍ରୀ ନରୱାଣେ ସ୍ଥଳସେନାର ଉପ...
ପୁରୀ: ଜୀବନ କଣ ବୁଝିବା ଆଗରୁ ଗ୍ରାସ କରିଛି ଯନ୍ତ୍ରଣା। ମାତ୍ର ୮ ବୟସର ଶିଶୁକୁ ଦୀର୍ଘ ୬ ବର୍ଷ ଧରି ଶିକୁଳିରେ ବାନ୍ଧି ରଖିଛନ୍ତି ପରିବାର। ପୁରୀ ଜିଲ୍ଲା ଗୋପ୍ ବ୍ଲକ କୋଲର ଗାଁର ଏକ ଅଭାବି ପରିବାରରେ ମାନସିକ ରୋଗରେ ପୀଡ଼ିତ ପୁଅର ଚିକିତ୍ସା କରିନପାରି,...