• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

ecp
ଦୁଇ ଘଣ୍ଟାରୁ ଅଧିକ ସମୟ ହେଲାଣି ଅଟକି ରହିଛି ଅହମ୍ମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ୍

ରାଉରକେଲା: ଯାନ୍ତ୍ରୀକ ତ୍ରୁଟି ଯୋଗୁ ରାଉରକେଲା ଷ୍ଟେସନରେ ଅଟକି ରହିଛି ହାଓ୍ୱଡ଼ା-ଅହମ୍ମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ୍। ଏହି ଟ୍ରେନ୍‌ରେ S-4 ବଗିରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁଇ ଘଣ୍ଟାରୁ ଅଧିକ ହେଲା ଅଟକି ରହିଛି ଟ୍ରେନ୍। ଟ୍ରେନର୍ ଷ୍ଟିଫ୍ ପିନ୍ ଭାଙ୍ଗିଯାଇଥିବା ସୂଚନା ମିଳିଛି। ଆଜି ଏହି ଟ୍ରେନ୍‌ଟି...

jio
ଇଣ୍ଡିଆ ଜିଓସ୍ପାଟିଆଲ୍ ଏକ୍ସିଲେନ୍ସ ଆଓ୍ୱାର୍ଡ କାହିଁକି ମିଳେ ଜାଣନ୍ତି ?

ଭୁବନେଶ୍ୱର: ଓଡ଼ିଶା ଓ ଟାଟା ଟ୍ରଷ୍ଟ ପାଇଲେ ଇଣ୍ଡିଆ ଜିଓସ୍ପାଟିଆଲ୍ ଏକ୍ସିଲେନ୍ସ ଆଓ୍ୱାର୍ଡ। ସହରୀ ଗରିବମାନଙ୍କୁ ଜାଗା ମିଶନ ଜରିଆରେ ଜମି ଯୋଗାଇ ଦିଆଯାଇଥିବାରୁ ଏହି ପୁରସ୍କାର ମିଳିଛି। ଭିତ୍ତିଭୂମି ବିକାଶ, ସାଧାରଣ ନିରାପତ୍ତା, ଜରୁରୀକାଳୀନ ବ୍ୟବସ୍ଥା ପରିଚାଳନା, ପରିବେଶ, କୃଷି, ଖଣି ସନ୍ଧାନ, ପରିବହନ, ବିପର୍ଯ୍ୟୟ ପ୍ରଶମନ...

jagannath
୪ ଘଣ୍ଟା ପାଇଁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ ଭକ୍ତ

ପୁରୀ (ମଧୁସୂଦନ ମିଶ୍ର): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ,...

b
ଭୁବନେଶ୍ୱର ବିମାନ ବନ୍ଦରର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ବରୁଡ଼ ଭେଙ୍କଟେଶ୍ୱର ରାଓ

ଭୁବନେଶ୍ୱର: ଆଗକୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ସହ ଯୋଡ଼ି ହେବ ଅଧିକ ଅନ୍ତର୍ଜାତୀୟ ବିମାନ ବନ୍ଦର। ଭୁବନେଶ୍ୱର ବିମାନ ବନ୍ଦରର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ ପରେ ଏହା କହିଛନ୍ତି ବରୁଡ଼ ଭେଙ୍କଟେଶ୍ୱର ରାଓ। ପୂର୍ବତନ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କ ସ୍ୱେଚ୍ଛାକୃତ ଅବସର...

i
ମହାକାଳପଡ଼ା ହାଜତ ମୃତ୍ୟୁ ମାମଲା: ଜେଲ ଗଲେ ପୂର୍ବତନ ଆଇଆଇସି

କେନ୍ଦ୍ରାପଡ଼ା: ମହାକାଳପଡ଼ା ଥାନା ହାଜତ ମୃତ୍ୟୁ ମାମଲାରେ ଜେଲ ଗଲେ ପୂର୍ବତନ ଆଇଆଇସି ଶ୍ୟାମଘନ ବେହେରା। କେନ୍ଦ୍ରାପଡ଼ା ଜିଲ୍ଲା ଦୈାରାଜଜ୍ ତାଙ୍କ ଜାମିନ୍ ଆବେଦନ ଖାରଜ କରିଦେବା ପରେ ଗତକାଲି ସନ୍ଧ୍ୟାରେ ତାଙ୍କୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି। ୨୦୧୮ ଅଗଷ୍ଟରେ ଜଣେ ଅଭିଯୁକ୍ତ ଅବିନାଶ ପାଇତାଲର ଥାନାରେ...

cm
ପୁରୀ ଗଣଦୁଷ୍କର୍ମ ଘଟଣା: ସିବିଆଇ ତଦନ୍ତ ନଚେତ୍‌ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିରୋଧୀ

ଭୁବନେଶ୍ୱର: ପୁରୀ ଦୁଷ୍କର୍ମ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଏହି ଘଟଣାରେ ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ନଚେତ୍ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦିଅନ୍ତୁ ବୋଲି...

tahtay
ପୁରୀ ଗଣଦୁଷ୍କର୍ମ ଘଟଣାରେ ୨ ଗିରଫ: ୨୦ ଦିନରେ ଚାର୍ଜସିଟ୍ ହେବ

ପୁରୀ: ପୁରୀ ଗଣଦୁଷ୍କର୍ମ ଘଟଣାରେ ୨୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ ହେବ। କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ଏକ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି। ତେବେ ଘଟଣାରେ ଦୁଇଜଣ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଆଜି କୋର୍ଟ...