• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

sengar
ଉନ୍ନାଓ ଗଣଦୁଷ୍କର୍ମ ଘଟଣାରେ କୁଲଦୀପ ସେଙ୍ଗର ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଉନ୍ନାଓ ଗଣଦୁଷ୍କର୍ମ ଘଟଣାରେ ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ବିଧାୟକ କୁଳଦୀପ ସିଂହ ସେଙ୍ଗର ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହିତ ଅଭିଯୁକ୍ତ ମହିଳା ଶଶି ସିଂହକୁ ମଧ୍ୟ କୋର୍ଟ ଦୋଷୀ ପ୍ରାମାଣିତ କରିଛନ୍ତି। ଚାକିରି ଦେବ ବୋଲି କହି ପୀଡ଼ିତାଙ୍କୁ ଶଶି ସିଂହ କୁଳଦୀପ ସେଙ୍ଗର ଘରକୁ...

h
ସିଏଏ ଆଇନ୍‌ ବିରୋଧ ହିଂସା: ପଶ୍ଚିମବଙ୍ଗରେ ୫ ସ୍ଥାନର ଇଣ୍ଟରନେଟ୍ ସେବା ବନ୍ଦ

କୋଲକାତା: ନାଗରିକ ସଂସୋଧନ ଆଇନ୍‌କୁ ନେଇ ପଶ୍ଚିମବଙ୍ଗରେ ବିରୋଧ ଜାରି ରହିଛି। ଅନେକ ସ୍ଥାନରେ ଲୋକ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଛନ୍ତି। ତେବେ ଉତ୍ତେଜନାକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗର ୫ଟି ସ୍ଥାନରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। ସେଗୁଡ଼ିକ ହେଲା- ମାଲଦା, ମୁର୍ସିଦାବାଦ, ଉତ୍ତର ଦିନାଜପୁର, ଏବଂ...

69646438
ନେହରୁଙ୍କ ବିଷୟରେ ଟିପ୍ପଣୀ ଦେଇ ଥାନାକୁ ଗଲେ ବଲିଉଡ୍‌ ଅଭିନେତ୍ରୀ

ଜୟପୁର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଜବାହାରଲାଲ୍‌ ନେହରୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମଡେଲ୍‌ ତଥା ବଲିଉଡ୍‌ ଆକ୍ଟ୍ରେସ୍‌ ପାୟଲ ରୋହତଗୀ ଥାନାରେ ଅଟକ। ଆଜି ରାଜସ୍ଥାନର ବୁନ୍ଦୀ ପୁଲିସ୍ ପାୟଲଙ୍କୁ ଥାନାରେ ଅଟକ ରଖିଛି। ଏହି ସୂଚନା ଦେଇଛନ୍ତି ବୁନ୍ଦୀ ଏସ୍‌ପି...

MISS
ବିସ୍ୱ ସୁନ୍ଦରୀ ଟୋନି ଅନ୍ ସିଂ

ନୂଆଦିଲ୍ଲୀ: ଚଳିତ ବର୍ଷର ବିଶ୍ୱ ସୁନ୍ଦରୀ ହୋଇଛନ୍ତି ଜମାଇକା ଗର୍ଲ ଟୋନି ଅନ୍ ସିଂ। ବିଶ୍ୱର ୧୭ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଶ୍ୱ ସୁନ୍ଦରୀ ଟାଇଟାଲ୍‌କୁ ନିଜ ନାଁରେ କରିଛନ୍ତି ଟୋନି।  ଆମେରିକା ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ୨୩ ବର୍ଷିୟ ଫିଜିଓଲୋଜି ଛାତ୍ରୀ ହେଉଛନ୍ତି ଟୋନି। ଏହାସହ କାରବିଆନ୍...

gs
ସମସ୍ତଙ୍କର ପ୍ରିୟ ଅଭି ଭାଇ; ଅନ୍ୟର ସେବା ପାଇଁ ଜୀବନ ଉତ୍ସର୍ଗୀକୃତ

କଟକ: ଆଜି ଆମେ ଆପଣଙ୍କୁ ଏମିତି ଜଣେ ଲୋକଙ୍କ ବିଷୟରେ ଜଣାଇବୁ, ଯାହା ଲାଗି ସେବା ସବୁକିଛି। ତାଙ୍କ ପାଇଁ ସେବା ବ୍ରତ, ସେବା ସାଧନା ଆଉ ମାନବ ସେବା ଲାଗି  ତାଙ୍କ ଜୀବନ  ସବୁବେଳେ ଉତ୍ସର୍ଗୀକୃତ। ସେ ହେଲେ କଟକ ନେତାଜୀନଗର ଅଞ୍ଚଳର ଅଭିମନ୍ୟୁ ଦାସ। ଦୀର୍ଘ...

praha
୧୨ ରୁ ଅଧିକ ବାଲ୍ୟ ବିବାହ ରୋକିଲେଣି କନ୍ଧମାଳ ଝିଅ ଝୁଲିମା

କନ୍ଧମାଳ: ଫୁଲବାଣୀ ଫେରିଛନ୍ତି ଓଡ଼ିଆ ଝିଅ ଝୁଲିମା ମଲ୍ଲିକ। ସମ୍ମାନଜନକ ‘ଭି’ ଅୱାର୍ଡ ମିଳିବା ପରେ ଏବେ ସେ ବାଲ୍ୟ ବିବାହ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଏହାକୁ ରୋକିବା ପାଇଁ କାର୍ଯ୍ୟ କରିବେ ବୋଲି ଝୁଲିମା କହିଛନ୍ତି। ବର୍ତ୍ତମାନ ୧୨ରୁ ଅଧିକ ବାଲ୍ୟ ବିବାହ ସେ...

milk
ପିଆଜ ପରେ ବଢ଼ିଲା କ୍ଷୀର ଦର; କେତେ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ହୁହୁ ହୋଇ ବଢ଼ୁଛି। ସରକାର କିନ୍ତୁ କହୁଛନ୍ତି ଅଚ୍ଛେଦିନ ଆସୁଛି। ପେଟ୍ରୋଲ୍‌ ଡିଜେଲ୍‌ ପନିପରିବା ପରେ ଏବେ କ୍ଷୀର ଦର ବି ବଢ଼ିଛି। ଲିଟର ପିଛା ୨ରୁ ୩ ଟଙ୍କା ବଢ଼ିଛି। ଦିଲ୍ଲୀର ମଦର ଡାଏରୀ କମ୍ପାନୀ ଟୋଣ୍ଡ (ମଇଁଷି...

tadanta dhikari
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ମିଶିବ ବିଜୁ ପକ୍କାଘର ଯୋଜନା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ମିଶିଯିବ ବିଜୁ ପକ୍କାଘର ଯୋଜନା। କାଳିଆ ପରି କେନ୍ଦ୍ର କାନ୍ଧରେ ନାଉ ହେବ ବିଜୁ ପକ୍କାଘର। ନିର୍ବାଚନରେ ନିଜସ୍ୱ ଯୋଜନା ଭାବେ ଭୋଟ୍ ସାଉଁଟିଥିବା ବିଜୁ ପକ୍କାଘର ଯୋଜନା ଆଉ ହୋଇ ରହିବ ନାହିଁ। ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିରଞ୍ଜ...

fakecall
ରେଳଷ୍ଟେସନ୍‌ରେ ମାଗଣା ୱାଇ-ଫାଇ ବ୍ୟବହାର କରୁଥିଲେ ସାବଧାନ

ଭୁବନେଶ୍ୱର: ସ୍ମାର୍ଟଫୋନ୍ ଧରୁଥିଲେ ହୁସିଆର। ମୋବାଇଲ୍ ବନ୍ଦ ଥିଲେ ବି ଆପଣଙ୍କ ନମ୍ବରରୁ ପତ୍ନୀ କି ନିଜ ଲୋକଙ୍କ ପାଖକୁ ଯାଇପାରେ ଫେକ୍ କଲ୍। ଯାହା ଦ୍ୱାରା ହ୍ୟାକର୍ ଆପଣଙ୍କର ସମସ୍ତ ବ୍ୟକ୍ତିଗତ ତଥ୍ୟ ହାସଲ କରିନେବେ। ଆଉ ନିମିଷକରେ ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଶୂନ୍ ହୋଇଯିବ। ରେଳଷ୍ଟେସନ,...

capital
ଭୁବନେଶ୍ୱର ରାସ୍ତାକଡ଼ରେ ଚରୁଛନ୍ତି ହରିଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସହର ଭିତରେ ହାତୀ ଓ ବାଘ ବୁଲୁଥିବାର ପୂର୍ବରୁ ଦେଖିବାକୁ ମିଳୁଥିଲା। ଆଉ ଏବେ ହରିଣ ବୁଲୁଛି। ହରିଣମାନେ ନିର୍ଭୟରେ ବରମୁଣ୍ଡା ଜଗନ୍ନାଥ ବିହାର ଓ ଭରତପୁର ଅଭୟାରଣ୍ୟ ରାସ୍ତା କଡ଼ରେ ଚରୁଥିବା ଦେଖିବାକୁ ମିଳିଛି। ପ୍ରାୟ ଏକ ଘଣ୍ଟା ଧରି ହରିଣମାନେ ସ୍ୱଚ୍ଛନ୍ଦରେ...

od
ସିଏଏକୁ ବିରୋଧ: ୫ ଟ୍ରେନ୍‌ ଜାଳିଦେଲେ ବିକ୍ଷୋଭକାରୀ

କୋଲକାତା: ବିବାଦୀୟ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆଜି ପଶ୍ଚିମବଙ୍ଗରେ ବ୍ୟାପକ ପୋଡ଼ାଜଳା ହୋଇଛି। ବିକ୍ଷୋଭକାରୀମାନେ ଲାଲଗୋଲା ଷ୍ଟେସନରେ ଅଟକି ରହିଥିବା ୫ଟି ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି। ପ୍ରଥମେ ବିକ୍ଷୋଭକାରୀ ଏହି ଟ୍ରେନ୍‌ଗୁଡ଼ିକୁ ଭଙ୍ଗାରୁଜା କରିଥିଲେ। ଏଥିରେ କେହି ଯାତ୍ରୀ ନଥିବାରୁ ସେମାନେ ଏଗୁଡ଼ିକରେ ନିଆଁ ଲଗାଇ...

savarkar
ବଢ଼ିଲା ଫାରୁକ୍‌ ଅବଦୁଲ୍ଲାଙ୍କ ଗୃହବନ୍ଦୀ ସମୟ

ଶ୍ରୀନଗର: ବଢ଼ିଲା ଫାରୁକ୍‌ ଅବଦୁଲ୍ଲାଙ୍କ ଗୃହବନ୍ଦୀ ସମୟ। ଆହୁରି ୩ ମାସ ନିଜ ଘରେ ବନ୍ଦୀ ରହିବେ ଫାରୁକ୍‌ ଅବଦୁଲ୍ଲା। ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ଅଟକ ଅବଧି ୩ ମାସ ବଢ଼ାଇ ଦିଆଯାଇଛି। ୩ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ସାରିଥିବା ଫାରୁକ୍‌ଙ୍କ ଅଟକ ଅବଧି...