• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

MILK
ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି କି? ଏମିତି ଉପାୟ ଆପଣାନ୍ତୁ...

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଶରୀରର ଓଜନ ବଢ଼ିବା ସହ ପେଟ ବଢ଼ିବା ହେଉଛି ବଡ଼ ସମସ୍ୟା। ଏହି ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ। ନିଜକୁ ଫିଟ୍ ରଖିବା ପାଇଁ ସମସ୍ତଙ୍କର ଇଛା। କିନ୍ତୁ ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସମୟର ଘୋର ଅଭାବ। ଯଦି ଆପଣଙ୍କ ପେଟରେ ଚର୍ବି...

rana kapoor
ବିଦେଶକୁ ପଳାଇ ଯିବାକୁ ଯୋଜନା କରୁଥିଲେ କି ରାଣା କପୁର?

ନୂଆଦିଲ୍ଲୀ: ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ଭଳି ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ଭାରତରେ ନିଜ ସମ୍ପତ୍ତି ବିକ୍ରି କରି ବିଦେଶ ପଳାଇବାକୁ ଇଚ୍ଛା ରଖିଥିଲେ। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏ ବାବଦରେ ଜାଣିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।...

corona
କିଲର କରୋନା ଇଟାଲୀରେ ନେଲାଣି ୬୩୧ ଜୀବନ

ରୋମ୍: ଚୀନ ପରେ ଇଟାଲୀରେ କରୋନା ଭାଇରସ୍ ଆତଙ୍କ ଖେଳାଇଛି। ଏହି କିଲର ଭାଇରସ ଏଯାବତ ୬୩୧ ଜଣଙ୍କର ଜୀବନ ନେଇସାରିଥିବା ବେଳେ ୧୦, ୦୦୦ରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସ୍ଥିତି ବେକାବୁ ହେଉଥିବା ଦେଖି ଇଟାଲୀ ସରକାର କଟକଣା ଲଗାଇଛନ୍ତି। ଇଟାଲୀ ସରକାର...

subas ghai
ଜାଣନ୍ତି, ବଲିଉଡ ନିର୍ଦ୍ଦେଶକଙ୍କ ପାଇଁ କାହିଁକି ହାତକାଟି ଦେଇଥିଲେ ଏହି ଅଭିନେତ୍ରୀ ?

ମୁମ୍ବାଇ:ବଲିଉଡର ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକ ଓ ନିର୍ମାତା ହେଉଛନ୍ତି ସୁଭାଷ ଘାଇ। ବହୁ ଅଭିନେତା ଓ ଅଭିନେତ୍ରୀଙ୍କୁ ଷ୍ଟାର୍‌ କରିଛନ୍ତି ସୁଭାଷ । ସେ ନିର୍ମାଣ କରିଥିବା ଫିଲ୍ମଗୁଡ଼ିକ ହେଉଛି, ‘କର୍ମା’, ‘ରାମ୍ ଲଖନ୍‌’, ‘ମେରି ଜଙ୍ଗ୍’, ‘ଖଲ୍‌ନାୟକ’, ‘ସୌଦାଗର’, ‘ତାଲ୍‌’ ଓ ଐତରାଜ୍ । ଶାନ୍ତ ଓ...

Untitled-1 copy
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଛୁଇଁଲା

ନୂଆଦିଲ୍ଲୀ: ଦେଶରେ କିଲର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ଇଟାଲୀୟ ପର୍ଯ୍ୟଟକ ଥିବାବେଳେ ଅବଶିଷ୍ଟ ଭାରତୀୟ। ମଙ୍ଗଳବାର କେରଳରୁ ୮ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏହି ୮ ଜଣଙ୍କ ମଧ୍ୟରୁ ତିନି ଜଣ ଇଟାଲୀରୁ ଫେରିବା...

rahul
ସିନ୍ଧିଆଙ୍କ ଯିବା ପରେ କେଉଁ କଂଗ୍ରେସ୍‌ ନେତା କଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ପରେ ଦୋହଲି ଯାଇଛି ଦଳ। ଅନେକ ନେତା ଏଥିପାଇଁ ଦୁଃଖ ପ୍ରକାଶ କରିବା ସହିତ  ସିନ୍ଧିଆ ଏପରି ଛାଡ଼ି ଚାଲିଯିବା କଂଗ୍ରେସ୍‌ ପାଇଁ ରାଜନୈତିକ ବିପଦ ବୋଲି କହିଛନ୍ତି ଦଳର  ବହୁ ବରିଷ୍ଠ ନେତା। ତେବେ ଦଳକୁ କେଉଁଠି ନା କେଉଁଠି...

congress
ସରକାରଙ୍କୁ ଘେରିଲେ ବିରୋଧୀ: ଗୃହ ମୁଲତବୀ ରଖିଲେ ବାଚସ୍ପତି

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ୍ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା। ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ। ଗୃହ ଆରମ୍ଭ ହେବା ପରେ ପରେ ହିଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସୁର ରାଉତରାୟ, ମହମ୍ମଦ ମୋକିମ୍‌ଙ୍କ ସମେତ...

JAGANNATH
୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ଏହା ଏକ ଗୁପ୍ତ ସେବା ଓ ପ୍ରାୟ ୪ ଘଣ୍ଟାର ନୀତି ହୋଇଥିବା କାରଣରୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ...

juaa
ଆଇନକୁ ଫୁ: ଜୁଆଖେଳ ଭିଡିଓ ଭାଇରାଲ

କେନ୍ଦୁଝର: ଜୁଆଖେଳ ଭିଡିଓ ଭାଇରାଲ। କେନ୍ଦୁଝର ତେଲକୋଇରେ ଖୁଲମଖୁଲ୍ଲା ଜୁଆଖେଳ ଚାଲିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଏଭଳି ଗୋଟିଏ ନୁହେଁ, ଦୁଇ ଦୁଇଟି ଭିଡିଓ ଘୁରି ବୁଲୁଛି। ତେବେ ଏହି ଭିଡିଓ ତେଲକୋଇ ବ୍ଲକର କୌଣସି ଏକ ସାପ୍ତାହିକ ହାଟର ବୋଲି...

gun
ପେଟ୍ରୋଲ ପମ୍ପରେ ତେଲ ପକାଇଲେ; ପଇସା ମାଗିଲା ବେଳକୁ ବନ୍ଧୁକ ଦେଖାଇଲେ

ଭୁବନେଶ୍ୱର: ପେଟ୍ରୋଲ ପମ୍ପରେ ଦାଦାଗିରି ଦେଖାଇ ମାଗଣାରେ ତେଲ ପକାଇ ଛୁ ମାରିଲେ ଦୁର୍ବୃତ୍ତ। ରାତି ଅଧରେ ପେଟ୍ରୋଲ ପମ୍ପକୁ ଆସିଲେ। ତେଲ ପକାଇବା ପରେ ପଇସା ନଦେଇ ପେଟ୍ରୋଲ୍ ପମ୍ପ କର୍ମୀଙ୍କୁ ବନ୍ଧୁକ ଦେଖାଇ ଡରେଇଲେ, ଆଉ ବାଇକ ଛୁଟେଇ ଛୁ ମାରିଲେ। ଏପରି କିଛି ଘଟଣା...

rain
ପାଣିପାଗ ଅପ୍‌ଡେଟ୍: ଆଉ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ପାଣିପାଗ ପ୍ରାୟ ଶୁଖିଲା ରହିଛି। ତେବେ ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପୂର୍ବରୁ ୮ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଥିବା ବେଳେ ଏବେ ଆଉ ୪ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି। ୟେଲୋ ଓ୍ୱାର୍ଣ୍ଣିଂ ଜାରି...

uchhseda
ଏସ୍‌ସିବି ସଂପ୍ରସାରଣ ପାଇଁ ଉଚ୍ଛେଦ କାମ ପୁଣି ଆରମ୍ଭ

କଟକ: ଏସସିବି ମେଡ଼ିକାଲ ସଂପ୍ରସାରଣ ପାଇଁ ଆଜି ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ରାଣୀପାଟ ହିନ୍ଦୁ ସିନେମାଠାରୁ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱରେ ଥିବା ଅଞ୍ଚଳକୁ ଭଙ୍ଗା ଯାଉଛି। ଜୟ ମାଆ ମଙ୍ଗଳା ବସ୍ତିର ଶହେ ଘର ଭଙ୍ଗା ଯିବ। ଆଜି ସକାଳୁ ଏହି ଅଞ୍ଚଳରେ ଉଚ୍ଛେଦ...

f
ଠିକ୍‌ ସମୟରେ ପାରିଶ୍ରମିକ ମିଳୁନଥିବାରୁ ତାତିଲେ କେନ୍ଦୁପତ୍ର ତୋଳାଳି

ବଲାଙ୍ଗୀର: ରାଜରାସ୍ତାକୁ ଓହ୍ଲାଇଲେ ପାଟଣାଗଡ଼ ଡିଭିଜନ୍‌ କେନ୍ଦୁପତ୍ର ତୋଳାଳି। ଆଜି ବିଭିନ୍ନ ଦାବି ନେଇ ହଜାର ହଜାର କେନ୍ଦୁପତ୍ର ତୋଳାଳନି ଆନ୍ଦୋଳନକୁ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।   ପାଟଣାଗଡ଼ା ଡିଭିଜନ୍‌ରେ ଲାଠୋର ଛକରେ ଏମାନେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ। ଫଳରେ ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ...

srijit
ସାଙ୍ଗମାନଙ୍କ ସହ ଏସ୍‌ସିବିରେ ହୋଲି ପାଳିଲେ ଶ୍ରୀଜିତ୍‌ ପାଢ଼ୀ

କଟକ: ମାନସିକ ଭାରସାମ୍ୟ ହରାଇ ପାଗଳ ଅବସ୍ଥାରେ ପୁରୀ ବଡ଼ଦାଣ୍ଡରେ ବୁଲୁଥିବା ଉଚ୍ଚଶିକ୍ଷିତ ଶ୍ରୀଜିତ ପାଢ଼ୀ ଏସ୍‌ସିବିରେ ଗତକାଲି ହୋଲି ପାଳିଛନ୍ତି। ଚିକିତ୍ସାଧିନ ଅବସ୍ଥାରେ ଥିବା ଶ୍ରୀଜିତ ପାଢ଼ୀଙ୍କୁ ତାଙ୍କ ବନ୍ଧୁ ଏବଂ ସହପାଠୀ ଭେଟି ହୋଲି ପାଳନ କରିଛନ୍ତି। ଶ୍ରୀଜିତ କଟକ ବଡ଼ଡାକ୍ତରଖାନାର ମାନସିକ ରୋଗ ବିଭାଗରେ...

rain
ଆଜିଠୁ ପୁଣି ବର୍ଷା: ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜିଠୁ ପୁଣି ବର୍ଷା ସମ୍ଭାବନା। ଆଗାମୀ ଦୁଇ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା, ବଜ୍ରପାତ ନେଇ ପାଣିପାଗ କେନ୍ଦ୍ରର ସତର୍କ କରାଇଛି। ଆଜି ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ...

lop
ବାହା ହେବି କହି ଦିଲ୍ଲୀ ଆଣି ବିକ୍ରି କରିବାକୁ ବସିଥିଲା ପ୍ରେମିକ; ଯୁବତୀ ଜାଣିବା ପରେ...

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ପୁଣି ଯୁବତୀ ବିକ୍ରି ଅଭିଯୋଗ ଆସିଛି। ଏକ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ୨୫ ବର୍ଷୀୟ ଯୁବତୀ ଉଦ୍ଧାର ହୋଇଛି। ଚାନ୍ଦିପୋଷ ଥାନା କୁଚେଇତା ପଞ୍ଚାୟତରୁ ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ପୁରୁଷ ବନ୍ଧୁ ଦିଲ୍ଲୀ ନେଇଯାଇଥିବା ଅଭିଯୋଗ ହୋଇଛି। ଗତ ୩ରେ ଦିଲ୍ଲୀ ପଞ୍ଜାବୀବାଗ୍‌ରେ...

bjd
ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ଆଜି ଭରିବେ ନାମାଙ୍କନ

ଭୁବନେଶ୍ୱର: ଆଜି ବିଜେଡି ପ୍ରାର୍ଥୀ ରାଜ୍ୟସଭା ନିର୍ବାଚନ ଲାଗି ନିଜ ନିଜର ନାମାଙ୍କନ ଭରିବେ। ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନିଜର ନାମାଙ୍କନପତ୍ର ଦାଖଲ କରିବେ। ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ୧୩ତାରିଖ ନାମାଙ୍କନପତ୍ର...