• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

CORRENT
୧୧ କେଭି ତାର ଲାଗି ITI ଛାତ୍ରଙ୍କ ମୃତ୍ୟୁ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପବନରେ ଉଡ଼ି ଯାଇଥିବା ପୋଷାକ ଆଣିବାକୁ ଯାଇ ବିଦ୍ୟୁତ୍‌ ଆଘାତର ଶିକାର ହୋଇଥିବା ବଲାଙ୍ଗିର ସରକାରୀ ଆଇଟିଆଇ କଲେଜର ଛାତ୍ର ସୌମ୍ୟରଞ୍ଜନ ଭୋଇଙ୍କର ମୃତ୍ୟୁ ଘଟିଛି। ତାଙ୍କ ଘର ସୋନପୁର ଜିଲ୍ଲା ତମାମୁରା ଗାଁରେ। ସେ ବଲାଙ୍ଗିର ସହର ସ୍ଥିତ ଶାନ୍ତିପଡ଼ାରେ ଏକ ମେସ୍‌ରେ...

KKO
ସ୍ୱାଧୀନତା ସଂଗ୍ରାମୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପରଲୋକ

କଟକ: ସ୍ୱାଧୀନତା ସଂଗ୍ରାମୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ପରଲୋକ ହୋଇଛି। ଗତକାଲି କଟକ ବଡ଼ ମେଡିକାଲ୍‌ରେ ୯୦ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ଦେହାନ୍ତ ବିଷୟରେ ଜାଣି...

tara-bahini
ତାରାଙ୍କ ପ୍ରଶ୍ନର ଏମିତି ଉତ୍ତର ଦେଲେ କେସିସି ବ୍ୟାଙ୍କ ସଭାପତି

କୋରାପୁଟ: କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମ୍ପର୍କରେ ବିଧାନସଭାରେ ତାରା ବାହିନୀପତିଙ୍କ ପ୍ରଶ୍ନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେସିସି ବ୍ୟାଙ୍କ ସଭାପତି ଇନ୍ଦିରା ନନ୍ଦ। କେସିସି ବ୍ୟାଙ୍କ ଏକ ସ୍ୱାଧୀନ ପରିଚାଳନା ବୋର୍ଡ। ତେଣୁ ଏନେଇ ଯାହା ପ୍ରଶ୍ନ ଜୟପୁର ବିଧାୟକଙ୍କ ରହିଛି ତାହା ସିଧା ବୋର୍ଡକୁ ପଚାରନ୍ତୁ...

ph
YES ବ୍ୟାଙ୍କ ଏଟିଏମ୍‌ରୁ ଉଠାଇ ହେବ ଟଙ୍କା: ବନ୍ଦ ଥିବା ‘ଫୋନ୍‌ ପେ’ ପୁଣି ଆରମ୍ଭ

ନୂଆଦିଲ୍ଲୀ: ଏଣିକି YES ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଇ ହେବ। କେବଳ ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ ବ୍ୟବସ୍ଥା ଥିବା ବେଳେ ଏବେ ଏଟିଏମ୍‌ରେ ଟଙ୍କା ଉଠାଇ ହେବା ନେଇ ବ୍ୟାଙ୍କ ପକ୍ଷରୁ ଟ୍ୱିଟ୍ କରି ଜଣାଯାଇଛି। ଏଟିଏମ୍ ଠପ୍ ହେବା ପରେ ବହୁ ସଂଖ୍ୟାରେ ଲୋକଙ୍କ ଲମ୍ବା...

dh
ଆଜି ରିଲିଜ୍‌ ହେଉଛି ଟେଲି ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍’

ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆଜି ରିଲିଜ ହେବାକୁ ଯାଉଛି ଟେଲି ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍।’ ନାରୀ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ତରଙ୍ଗ ଚ୍ୟାନେଲକୁ ଆସୁଛି ଏହି ସିନେମା।  ଯେଉଁଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅନୁ ଚୌଧୁରୀ, ଅମନ ଓ ବିଜୟିନୀ...

sdf
ଆଇସିସି ଟି-୨୦ ମହିଳା ବିଶ୍ୱକପ୍‌ ଫାଇନାଲ୍‌: ଜମିବ ଇଣ୍ଡିଆ-ଅଷ୍ଟ୍ରେଲିଆ ଫାଇଟ୍

ମେଲବର୍ଣ୍ଣ: ଆଇସିସି ଟି-୨୦ ମହିଳା ବିଶ୍ୱକପର ଫାଇନାଲରେ ଆଜି ଆୟୋଜକ ଅଷ୍ଟ୍ରେଲିଆକୁ ଭେଟିବ ଭାରତୀୟ ମହିଳା ବ୍ରିଗେଡ। ମେଲବୋର୍ଣ୍ଣରେ ଏହି ମ୍ୟାଚ୍‌ ଖେଳାଯିବ। ଚମତ୍କାର ଫର୍ମରେ ଥିବା ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ ଟି- ୨୦  ମହିଳା ବିଶ୍ୱକପ୍‌ରେ ଫାଇନାଲ ମ୍ୟାଚ୍ ଖେଳୁଛି। ଭାରତର ବ୍ୟାଟ୍ସମ୍ୟାନ୍ ଶେଫାଳୀ...

yes-bank
ୟେସ୍ ବ୍ୟାଙ୍କ୍‌ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗିରଫ କରାଯାଇଛି। ଗତକାଲି ଠାରୁ ତାଙ୍କୁ ଘନଘନ ଜେରା କରାଯାଇଥିଲା। ରାଣା କପୁରଙ୍କୁ ମୁମ୍ବାଇ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ ଡକାଯାଇଥିଲା। ସେ ପହଞ୍ଚିବା ପରେ ଇଡିର ବରିଷ୍ଠ ଅଧିକାରୀମାନେ ତାଙ୍କୁ ଜେରା କରିଥିଲେ। କେଉଁ...

sudrashna
ଆନ୍ତର୍ଜାତିକ ମହିଳା ଦିବସ: ବାଲୁକା କଳାରେ ନାରୀ ଶକ୍ତି ପ୍ରଦର୍ଶନ

ପୁରୀ: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଅନୁଷ୍ଠାନର ୧୧ଜଣ ଛାତ୍ରୀ ମହିଳାଙ୍କ ୬ଟି ଶକ୍ତି ଦର୍ଶାଇଛନ୍ତି। ପୋଲିସ, ଆଇନଜୀବୀ, ପାଇଲଟ, କ୍ରୀଡାବିତ ଓ ଧାବିକାଙ୍କ  ପାରଦର୍ଶିତାକୁ ବାଲୁକାକଳାରେ ପ୍ରଦର୍ଶିତ କରିଛନ୍ତି। ଏହି ଅବସରରେ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ...

FREE
ଆଜି ବସ୍‌ ଯାତ୍ରା ସମ୍ପୂର୍ଣ୍ଣ ମାଗଣା

ଭୁବନେଶ୍ୱର: ଆଜି ବିଶ୍ୱ ମହିଳା ଦିବସ। ଏହି ଅବସରରେ ‘ମୋ ବସ୍‌’ରେ ଆଜି ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ। ‘ମୋ ବସ୍’ ପରିଚାଳନା କରୁଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ CRUTର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ଏହି ସୂଚନା ଦେଇଛନ୍ତି। ବିଶ୍ୱ ମହିଳା ଦିବସ ଉପଲକ୍ଷେ ମହିଳାଙ୍କ...

lki
କେବେ ଠାରୁ ପାଳନ ହୋଇ ଆସୁଛି ଆନ୍ତର୍ଜାତିକ ମହିଳା ଦିବସ  ?

ନୂଆଦିଲ୍ଲୀ: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆଜିର ଦିନଟିକୁ ମହିଳା ମାନଙ୍କ ପାଇଁ ଉତ୍ସର୍ଗ କରାଯାଇଛି।  ୧୯୭୭ ମସିହାରୁ ସାରା ବିଶ୍ୱରେ ଆଜିର ଦିନକୁ ଆନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଉଛି।  ଚଳିତ ବର୍ଷର ଥିମ୍‌ ରହିଛି ‘ଇଚ୍ ଫର ଇକ୍ୱାଲ।’ ଅର୍ଥାତ୍ ମହିଳାମାନଙ୍କୁ ସମାନ ଅଧିକାର...

bhima
ଅସହାୟଙ୍କ ପାଖରେ ପହଞ୍ଚି ସବୁ ସରକାରୀ ସୁବିଧା ଯୋଗାଇ ଦେଲେ ବିଡିଓ

ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକ ଜାମଜୋଡୀ ଗାଁର ଅସହାୟ ଭୀମ ଖିଲଙ୍କ ପାଖରେ ପହଞ୍ଚିଲା ପ୍ରଶାସନ। ବିଡିଓ ଗାଁକୁ ଯାଇ ଭିନ୍ନକ୍ଷମ ଭତ୍ତା, ବିପିଏଲ ଚାଉଳ, ପେନସନ ଓ  ଇନ୍ଦିରା ଆବାସ ଆଦି ଯୋଗାଇ ଦେଇଛନ୍ତି। ସେହିପରି ଡାକ୍ତର ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାପରେ ପିଲାଙ୍କୁ ପ୍ରଥାମିକ ଚିକିତ୍ସା...

saharukhu6666
ଝଡ଼ ତୋଫାନ ସହ ବର୍ଷା: ସକାଳ ସାଢ଼େ ୮ ଯାଏ ୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଘୂର୍ଣ୍ଣି ବଳୟ ଓ ଟ୍ରପ ଲାଇନ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ଲାଗି ରହିବ। ବର୍ଷା ସହିତ ଝଡ଼ ତୋଫାନ ବି ହୋଇପାରେ। ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଭୁବନେଶ୍ୱର...

perry
ମହିଳା ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆକୁ ଝଟ୍‌କା: ଖେଳିବେନି ଷ୍ଟାର୍‌ ଅଲ୍‌ରାଉଣ୍ଡର୍‌

ମେଲବର୍ଣ୍ଣ: ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତ ସହ ମୁକାବିଲା କରିବାକୁ ଅଣ୍ଟାଭିଡ଼ୁଥିବା ବେଳେ ଟିମ୍‌କୁ ଅଷ୍ଟ୍ରେଲିଆକୁ ଶକ୍ତ ଝଟ୍‌କା ଲାଗିଛି। ଲିଗ୍‌ ପର୍ଯ୍ୟାୟରୁ ଆହତ ହୋଇ ବେଞ୍ଚରେ ବସିଥିବା ଷ୍ଟାର ଅଲରାଉଣ୍ଡର ଏଲିସା ପେରୀ ଏବେ ୬ ମାସ ଯାଏ କ୍ରିକେଟ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ମ୍ୟାଚ୍‌...

ୱଗରବୋ
Yes ବ୍ୟାଙ୍କ୍‌ରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା ନେଇ ଏମିତି କହିଲେ ବିଜୟ

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଜମାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଧାରା ୪(୬) ଅନୁସାରେ ହୁଣ୍ଡିରୁ ଆଦାୟ ପାଣ୍ଠି ଓ ଫାଉଣ୍ଡେସନ ଫଣ୍ଡ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଜମା ହେବା କଥା। ମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର...

op]
YES ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ରଖାଯିବାର ଭିଜିଲାନ୍ସ ତଦନ୍ତ ଦାବି

ଭୁବନେଶ୍ୱର: YES ବ୍ୟାଙ୍କରେ ଜଗନ୍ନାଥ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ରଖାଯିବାକୁ ନେଇ ଭିଜିଲାନ୍ସର ହସ୍ତକ୍ଷେପ ଲୋଡ଼ିଲା ଶ୍ରୀଜଗନ୍ନାଥ ସେନା। ସେନା ପକ୍ଷରୁ ପୁରୀ ଭିଜିଲାନ୍ସ ଡିଏସ୍‌ପିଙ୍କ ପାଖରେ ଏନେଇ ଅଭିଯୋଗ କରାଯାଇଛି। କେଉଁ ଆଧାରରେ ମହାପ୍ରଭୁଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ ରଖାଗଲା, ତାହାର ତଦନ୍ତ କରିବାକୁ ଭିଜିଲାନ୍ସ...

karin3333 copy
କାଦୁଅ ଭିତରେ ପଶିଗଲା ଆମ୍ୱୁଲାନ୍ସ: ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ

ନୟାଗଡ଼: କାଦୁଅରେ ଫସିଲା ଆମ୍ୱୁଲାନ୍ସ। ପ୍ରସବ ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ। ଜନନୀ ଯନ୍ତ୍ରଣା ଠାରୁ ବଳିଗଲା ରାସ୍ତାରେ ଫସିଥିବା ଆମ୍ୱୁଲାନ୍ସର ଦୂରାବସ୍ଥା। ଘଟଣାଟି ଘଟିଛି ନୟାଗଡ଼ ଦଶଫଲ୍ଲା ବ୍ଲକର ଜୁଦାଗଣ୍ଡା ଗାଁରେ। ଜଣେ ଗର୍ଭବତୀଙ୍କୁ ୪୫ କିଲୋମିଟର ଦୂର ଦଶପଲ୍ଲା ମେଡ଼ିକାଲକୁ  ନେବାବେଳେ ବାଟରେ କାଦୁଅରେ ଫସି...