• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

nirbhaya
ଫାଶୀରୁ ବର୍ତ୍ତିବା ପାଇଁ ପୁଣି ନୂଆ ଚାଲ୍‌ ଖେଳିଲେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ପୁଣି ଚାଲ୍‌ ଖେଳିଲେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଦୋଷୀ। କ୍ୟୁରେଟିଭ୍‌, ମର୍ସି ଓ ରିଭ୍ୟୁ ପିଟିସନ୍‌ ପରେ ଏବେ ପୁଣି ଆଉ ଏକ ଚାଲ୍‌ ଖେଳିଛନ୍ତି ନିର୍ଭୟା ଦୋଷୀ। ମୃତ୍ୟୁ ଦଣ୍ଡ ରଦ୍ଦ କରିବା ପାଇଁ ପିଟିସନ୍‌ ଦାଖଲ କରିଛି...

Untitled-1
ସୁଦାନ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ; ଗାଡ଼ିକୁ ଲକ୍ଷ୍ୟ କରି ହୋଇଥିଲା ବୋମାମାଡ଼

କାଇରୋ: ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ହୋଇଥିବା ସୂଚନା ମିଳିଛି। ସୋମବାର ସୁଦାନର ରାଜଧାନୀ ଖାର୍ଟୌମ୍‌ଠାରେ ହୋଇଥିବା ଏକ ବିସ୍ଫୋରଣରେ ଆବଦଲ୍ଲା ହାମଡୋକ୍ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଆବଦଲ୍ଲାଙ୍କ ପରିବାର ଏହି ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ଗାଡ଼ିକୁ ଲକ୍ଷ୍ୟ କରି ଏହି ବିସ୍ଫୋରଣ ହୋଇଥିଲା। ଗତ ଅଗଷ୍ଟ ମାସରେ...

wedding copy
'ବାପା ମୁଁ ଭଲରେ ଅଛି, ମୋ ସ୍ୱାମୀଙ୍କୁ ଅସୁବିଧାରେ ପକାଅନି'

ଜଳେଶ୍ୱର: ମୁଁ ଘରୁ ଚାଲିଆସିଛି। ବାହା ହୋଇ ମୋ ସ୍ୱାମୀଙ୍କ ସହିତ ଭଲରେ ଅଛି। ହେଲେ ଆମ ଘର ଲୋକେ ମୁଁ ନିଖୋଜ ହୋଇଥିବା କଥା ଥାନାରେ ଅଭିଯୋଗ କରିଛନ୍ତି। ମୁଁ ଚାହୁଁନି ମୋ ପାଇଁ ମୋ ସ୍ୱାମୀଙ୍କ ପରିବାର ଦୁଃଖରେ ରୁହନ୍ତୁ। ଏପରି ଢଙ୍ଗରେ ନିଜ ସିନ୍ଦୁରର...

rain-update
ବର୍ଷାରେ ଧୋଇଯିବ ହୋଲି ମଉଜ

ଭୁବନେଶ୍ୱର: ଅଦିନିଆ ବର୍ଷା ଏଥର ହୋଲି ଖେଳକୁ ଫିକା କରିଦେଇପାରେ। କାରଣ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ରହିବ। ତା ସାଙ୍ଗକୁ ଅନେକ ସ୍ଥାନରେ ହାଲକା ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ରର...

yess-bank
ତାଲିକା ଭିତରେ ନଥିଲା ବ୍ୟାଙ୍କ ନାଁ; କାହିଁକି ରଖାଗଲା ଶ୍ରୀମନ୍ଦିର ଟଙ୍କା?

ଭୁବନେଶ୍ୱର: ୟେସ୍ ବ୍ୟାଙ୍କ ଦେବାଳିଆ ପରିସ୍ଥିତି ପରେ ଓଡିଶାରେ ରାଜନୀତି ଉଷ୍ମତା ବଢିବାରେ ଲାଗିଛି। ୟେସ୍ ବ୍ୟାଙ୍କରେ ଥିବା ଶ୍ରୀଜଗନ୍ନାଥ ଟଙ୍କାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିଲେଣି।ସବୁଠାରୁ ବଡ଼ କଥା ହେଲା, ଯେତେବେଳେ ତିରୁପତି ମନ୍ଦିର ଟ୍ରଷ୍ଟ ଉକ୍ତ ଜମା ଟଙ୍କା ଉଠାଇନେଲା, ସେତେବେଳେ ଶ୍ରୀମନ୍ଦିରର ପ୍ରଶାସନ...

ndrf
୩୯ ବର୍ଷ ପରେ ଗୁରୁମାଙ୍କୁ ଦେଖି କାନ୍ଦି ପକାଇଲେ ଏନଡିଆରଏଫ ଡିଜି

ଭୁବନେଶ୍ୱର: ଆଜି ବି ଗୁରୁ-ଶିଷ୍ୟଙ୍କ ସମ୍ପର୍କ ଅବିଚ୍ଛିନ୍ନ ଓ ପବିତ୍ର।  ଯିଏ ପାଠ ପଢି ଏତେ ବଡ଼ ମଣିଷ, ସେ ଗୁରୁଙ୍କୁ ଭୁଲିପାରିବ କିପରି? ଦୀର୍ଘ ୩୯ ବର୍ଷ ଗୁରୁ-ଶିଷ୍ୟଙ୍କ ସାକ୍ଷାତ ସୃଷ୍ଟି କରିଥିଲା ଭାବ ବିହ୍ୱଳର ପରିବେଶ। ଦୀର୍ଘ ବର୍ଷ ପରେ ସେ ପୁଣି ଅନ୍ତର୍ଜାତୀୟ ମହିଳା...

lkfjf
ହିରୋଙ୍କୁ ମାତ୍ ଦେଇ ସଫଳତାର ଶୀର୍ଷରେ ଏହିସବୁ ନାୟିକା

ମୁମ୍ୱାଇ: ଆଜିର ଯୁଗରେ ମହିଳାମାନେ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି। ବହୁ କ୍ଷେତ୍ରରେ ମହିଳାମାନେ ନିଜର ଦକ୍ଷତା ଓ ପରିଶ୍ରମ ବଳରେ ପୁରୁଷଙ୍କୁ ପଛରେ ପକାଇ ଦେଲେଣି। ତେବେ ଆଜି ଆମେ ଫିଲ୍ମ ଇଣ୍ଡଷ୍ଟ୍ରିର ଏମିତି କିଛି ମହିଳାଙ୍କ ବିଷୟରେ ଆସ୍ତନ୍ତୁ ଜାଣିବା। ଯେଉଁମାନେ ଏହି...

gandhi
ମହାତ୍ମାଙ୍କୁ ମହାଅପମାନ, ବାପୁଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଲେ

ସାଲେପୁର: ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଦୁବୃର୍ତ୍ତ ଭାଙ୍ଗିଦେଇଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି କଟକ ସାଲେପୁର ଥାନା ସିଡୋ ଗାଁରେ। ଗାଁର କିଛି ଯୁବକ ଗତକାଲି ରାତିରେ ଗାଁ ମୁଣ୍ଡରେ ଥିବା ମହାତ୍ମା ଗାନ୍ଧିଙ୍କ ସମ୍ପୂର୍ଣ୍ଣ ପ୍ରତିମୂର୍ତ୍ତି ଭାଙ୍ଗି ଦେଇଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା...

nari-shakti
୫ଜଣଙ୍କୁ ମିଳିଲା ନାରୀ ଶକ୍ତି ପୁରସ୍କାର

ନୂଆଦିଲ୍ଲୀ: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୭ ଜଣ ମହିଳାଙ୍କୁ ରାଷ୍ଟ୍ରପତି ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ପୁରସ୍କାର ପାଇଥିବା ମହିଳାମାନେ ହେଲେ ପଦଳା ଭୂଦେବୀ, ମୋହନ ଜିତରୱାଲ, ଅବନି ଚତୁର୍ବେଦୀ, ଭାୱନା କଣ୍ଠ, ପଦଳା ଭୂଦେବୀ, ମନ କୌର ଓ ଭାଗିରଥୀ...

holi
ଶରୀରରୁ ହୋଲି ରଙ୍ଗ ଛଡ଼ାଇବାର ଜବରଦସ୍ତ ଫର୍ମୁଲା: ଘରେ ଏହି ଜିନିଷ ଅଛି ତ ?

ହୋଲିରେ ରଙ୍ଗ ଖେଳିବାକୁ ସମସ୍ତଙ୍କର ଇଛା। ବର୍ଷକୁ ‌ଥରେ ହୋଲି ପଡୁଥିବାରୁ ସମସ୍ତେ ଖୁସିରେ ଅପେକ୍ଷା କରିଥାନ୍ତି ଏହି ଦିନକୁ। କିନ୍ତୁ ରଙ୍ଗରେ କେମିକାଲ୍ ମିଶୁଥିବାରୁ ତାହା ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ତେବେ ଆପଣମାନେ ଯଦି ହୋଲି ଖେଳୁଛନ୍ତି, ଶରୀର ପ୍ରତି ସାବଧାନ ରୁହନ୍ତୁ।  ତେବେ କ’ଣ...

corona
ଥମୁନି କରୋନା, କେରଳରେ ଆଉ ୫ ଆକ୍ରାନ୍ତ

ଥିରୁବନନ୍ତପୁରମ୍: ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଏବେ ଭାରତକୁ ଗ୍ରାସିବାରେ ଲାଗିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି। କେରଳରେ ଆଉ ୫ଜଣ କରୋନାରେ ଆକ୍ରାନ୍ତ  ହୋଇଛନ୍ତି। ଗତକାଲି ୩ ସଂଦିଗ୍ଧଙ୍କ ନମୁନା ପଜିଟିଭ ଆସିଥିଲା। ଲଦାଖରେ ୨ ଓ ତାମିଲନାଡୁରେ ଜଣେ କରୋନା...

iot
ଉତ୍ସାହ ଓ ଉଲ୍ଲାସ ହଠାତ୍‌ ସବୁ ଥମିଗଲା; ଭାରତର ବିଶ୍ୱକପ୍‌ ଯାତ୍ରା ମେଲବର୍ଣ୍ଣରେ ସରିଗଲା

ମେଲବର୍ଣ୍ଣ: ଉତ୍ସାହ, ଉନ୍ମାଦନା, ଉଲ୍ଲାସ ସବୁ ଯେମିତି ଥମିଗଲା। ଟିମ୍‌ ଇଣ୍ଡିଆ ବିଶ୍ୱବିଜେତା ହେବାର ଯାତ୍ରା ମେଲବର୍ଣ୍ଣରେ ସରିଗଲା। ଦିନିକିଆ ବିଶ୍ୱକପ ଭଳି ଟି-୨୦ ବିଶ୍ୱକପ ଫାଇନାଲରେ ବି ଭାରତୀୟ ମହିଳା ଦଳ ହାରିଗଲା। ଅଷ୍ଟ୍ରିଲିଆ ଯେଉଁ ଚାମ୍ପିୟନ୍‌କୁ ସେଇ ଚାମ୍ପିୟନ୍। ଦିନିକିଆରେ ଇଂଲଣ୍ଡ ଠାରୁ ହାରିଥିଲା, ଆଉ...