• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

prema
ପ୍ରେମ ପାଇଁ ଚଣ୍ଡାଶୋକରୁ ଧର୍ମାଶୋକ: ହିଂସା ଛାଡ଼ି ବାଛିଲେ ଶାନ୍ତିର ପଥ

ମାଲକାନଗିରି: ପ୍ରେମ ପାଇଁ ମାଓ ସଙ୍ଗଠନ ଛାଡ଼ିଲେ ମହିଳା ମାଓ କମାଣ୍ଡର। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେଓ୍ୱାଡ଼ା ଜିଲ୍ଲାରେ। ଇନ୍ଦ୍ରାବତୀ ଏରିଆ କମିଟିର ସକ୍ରିୟ ସଦସ୍ୟ ଭାବେ କାମ କରୁଥିଲେ ମହିଳା ମାଓବାଦୀ ଜୟ ଇସ୍ତାମ। ମାଓ ସଙ୍ଗଠନ ପାଇଁ କାମ କରୁଥିବା...

777777
ନାରୀ ସଶକ୍ତ, ସ୍ୱାବଲମ୍ୱୀ, ଓ ସ୍ୱାଭିମାନୀ; ଏଇମାନେ ହିଁ ତା'ର ସଠିକ୍‌ ଉଦାହରଣ

ନୂଆଦିଲ୍ଲୀ: ମହିଳା ନିଜେ ସ୍ୱାବଲମ୍ୱୀ,ସଶକ୍ତ ଓ ସ୍ୱାଭିମାନୀ। ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ଏବେ ସେ ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ। ରେଳ ବିଭାଗରେ ହେଉ ଅବା ଉଦ୍ୟୋଗ କ୍ଷେତ୍ରରେ, ସବୁଠି ଅଗ୍ରଣୀ ଭୂମିକା ନେଇଛନ୍ତି ମହିଳା। କେରଳ ତ୍ରିବେନ୍ଦ୍ରମ୍ ଷ୍ଟେସନରେ କାମ କରୁଥିବା କିଛି ମହିଳା...

ooo
ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ମହିଳାଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ମିଶନ ଶକ୍ତି ବିଭାଗ

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ଭାବେ ମିଶନ ଶକ୍ତି ବିଭାଗ। ଦେଶର ପ୍ରଥମ ରାଜ୍ୟ ଭାବେ SHGଙ୍କ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଗଠନ ହେବ।   ଏହି ବିଭାଗ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରିବ। ବିଶ୍ୱ ମହିଳା ଦିବସ ଅବସରରେ ଏନେଇ...

niranjna
ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ନିରଞ୍ଜନ

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ରହିବା ପ୍ରସଙ୍ଗରେ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିୟମ ଅନୁସାରେ ଜାତୀୟ ବ୍ୟାଙ୍କରେ ଟଙ୍କା ରହିବା କଥା  ଘରୋଇ ବ୍ୟାଙ୍କରେ ଟଙ୍କା ରଖିବାକୁ କିଏ ଅନୁମତି ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଯିଏ...

arrest-12333-650x430
ଟି-୨୦ ମହିଳା ବିଶ୍ୱକପ୍ ଫାଇନାଲ୍‌: ବେଟିଂ ଅଭିଯୋଗରେ ୩ ଗିରଫ

ଗୁଣପୁର(ଇନ୍ଦ୍ରଜିତ୍ କୁମାର ପଣ୍ଡା): ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଖେଳା ଯାଉଥିବା ବେଳେ ଏଥିପାଇଁ ବେଟିଂ କରିବା ଅଭିଯୋଗରେ ୩ ଜଣ ବ୍ୟକ୍ତିଙ୍କୁ ରାୟଗଡ଼ା ଜିଲ୍ଲା ଗୁଣପୁର ପୁଲିସ୍‌ ଗିରଫ କରିଛି। ସେମାନେ ହେଲେ ଗୁଣପୁର ଥାନା ଅନ୍ତର୍ଗତ ସୁଭଦ୍ରାପୁରର...

ploice
ଓଡ଼ିଶା ପୋଲିସ୍‌ର ୧୦୩ ମହିଳା ଅଫିସର୍: ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ଡିଜିପି

ଭୁବନେଶ୍ୱର: ଓଡ଼ିଶା ପୋଲିସ୍‌ରେ ନିୟୋଜିତ ଅଛନ୍ତି ୧୦୩ ମହିଳା ଅଫିସର୍। ଯାହାଙ୍କ ପାଇଁ ଗର୍ବିତ ଓଡ଼ିଶା ପୋଲିସ୍। ଆଜି ଏନେଇ ପୋଲିସ୍ ଡିଜିଙ୍କ ପକ୍ଷରୁ ଟ୍ୱିଟ୍ କରାଯାଇଛି। ୧୦୩ ଅଫିସର୍ ରାଜ୍ୟର ବିଭିନ୍ନ ଥାନା ଦାୟିତ୍ୱରେ ରହିଛନ୍ତି। ଯେଉଁମାନେ ଦକ୍ଷତାର ସହ ନିଜ କାର୍ଯ୍ୟ ନିର୍ବାହ କରୁଛନ୍ତି। କ୍ରାଇମବ୍ରାଞ୍ଚର...

mann kour
ରାଷ୍ଟ୍ରପତିଙ୍କଠୁ ଆୱାର୍ଡ ପାଇଁ ଖୁସିରେ ନାଚିଲେ ଏହି ଖେଳାଳି

ଚଣ୍ଡିଗଡ଼: ଚଣ୍ଡିଗଡ଼ର ଚମତ୍କାରୀ ମନ୍ନ କୌରଙ୍କୁ ମିଳିଛି ନାରୀ ଶକ୍ତି ସମ୍ମାନ। ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ ବେଳେ ବେଶ୍ ଉତ୍ସାହିତ ହୋଇଥିଲେ ମନ୍ନ। ରାଷ୍ଟ୍ରପତିଙ୍କଠୁ ସମ୍ମାନ ନେବା ପରେ ମନ୍ନ ଖୁସିରେ ନାଚିଥିଲେ। ରାଷ୍ଟ୍ରପତି ମନ୍ନଙ୍କୁ ନିଜ ଶୈଳୀରେ ନାଚିବାକୁ କହିଥିଲେ। ଏହାପରେ ମଞ୍ଚରେ ନାଚିଥିଲେ ମନ୍ନ। ଆୱାର୍ଡ...

cjdo
ଏପଟେ ବାଇକ୍‌ ମୁହାଁମୁହିଁ ଧକ୍କା, ସେପଟେ ଟ୍ରକ୍‌ ଚାପିଦେଲା ଦୁଇ ଜୀବନ: ୫ମୃତ

ଜଳେଶ୍ୱର/ ଅନୁଗୁଳ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଦି ଦୁଇଟି ଜାଗା ବାଲେଶ୍ୱର ଓ ଅନଗୁଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖାଳମୁହାଣି ଛକ ନିକଟରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୁଳରେ...

rain
ଘଡ଼ଘଡ଼ି ସହ ବର୍ଷା; ଅପରାହ୍ଣ ୧ଟା ଯାଏ ୬ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ମାରିବା ସହିତ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଅପରାହ୍ଣ ୧ଟା ଯାଏ ୬ଟି ଜିଲ୍ଲାବାସୀଙ୍କୁ ସତର୍କ...

pd
ଆଇସିସି ଟି-୨୦ ମହିଳା ବିଶ୍ୱକପ୍ ଫାଇନାଲ୍‌: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ହେଉଥିବା ଆଇସିସି ଟି-୨୦ ମହିଳା ବିଶ୍ୱକପ୍ ଫାଇନାଲ୍‌ରେ ଟସ୍ ଜିତିଲା ଅଷ୍ଟ୍ରେଲିଆ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଘରୋଇ ଦଳ। ମେଲ୍‌ବର୍ଣ୍ଣ ଗ୍ରାଉଣ୍ଡର ୱିକେଟ୍‌ ସୁବିଧାର ଫାଇଦା ଉଠାଇବାକୁ ଚାହୁଁଛନ୍ତି ଅଷ୍ଟ୍ରେଲିଆ କ୍ୟାପ୍ଟେନ୍‌ ମେଗ୍‌ ଲାନିଂ। ଗ୍ରାଉଣ୍ଡର ଫାଇଦା ନେଇ...

pm-modi
ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌କୁ ୭ ମହିଳାଙ୍କୁ ଉତ୍ସର୍ଗ କଲେ ମୋଦି

ନୂଆଦିଲ୍ଲୀ: ଅନ୍ତର୍ଜାତିୟ ମହିଳା ଦିବସରେ ସାତ ସଫଳ ମହିଳାଙ୍କୁ ନିଜର ସୋସିଆଲ୍‌ ମିଡିଆ ଆକାଉଣ୍ଟ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସାତ ଜଣ ମହିଳା ମୋଦିଙ୍କ ଟ୍ୱିଟର୍‌ ଆକାଉଣ୍ଟରୁ ନିଜ ଜୀବନର ସଫଳ ଯାତ୍ରା ବିଷୟରେ ଲୋକଙ୍କୁ ଶେୟାର କରିପାରିବେ। ଏହି ଅବସରେ ମୋଦି ଟ୍ୱିଟ୍‌ରରେ...