• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

teeth7777
ରୋଷେଇ ଘରେ ଥିବା ଏହି ଜିନିଷ ଖୁବ୍‌ ଦରକାରୀ: ବନ୍ଦ କରିଦେବ ମାଢ଼ିରୁ ରକ୍ତସ୍ରାବ

ଭୁବନେଶ୍ୱର: ମାଢ଼ିରୁ ରକ୍ତସ୍ରାବ ହେବା ଏକ ସାଧାରଣ ସମସ୍ୟା। ସାଧାରଣ ଚିକିତ୍ସା କଲେ ଏହି ସମସ୍ୟାକୁ ଦୂରେଇ ଦେଇ ହେବ। ତେବେ ଆସନ୍ତୁ ଜାଣିବା ଏହାର ଘରୋଇ କିଛି ଉପଚାର। ଆପଣଙ୍କ ରୋଷେଇ ଘରେ ଏମିତି ଅନେକ ଜିନିଷ ଅଛି, ଯାହା ଏହି ସମସ୍ୟାକୁ ସହଜରେ ଦୂର କରିପାରିବ।...

virus
ଭାରତରେ କରୋନା ନେଲା ଆଉ ଏକ ମୁଣ୍ଡ

ଅମୃତସର: ପଞ୍ଜାବର ଜଣେ ୭୨ ବର୍ଷୀୟ ବ୍ୟକ୍ତି ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ପ୍ରାଣ ହରାଇଛନ୍ତି। ତାଙ୍କ ମୃତ୍ୟୁ ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଥିଲା କି ନାହିଁ, ତା’ର ପରୀକ୍ଷା କରାଯାଇଥିଲା ପରୀକ୍ଷା ପରେ ସେ କରୋନା ଭାଇରସରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି।...

jogi photo
କରୋନାକୁ ନେଇ ଯୋଗୀଙ୍କ ମଠରେ ଶାନ୍ତି ଯଜ୍ଞ

ଗୋରଖପୁର: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଭାକ୍‌ସିନ ବା ଔଷଧ ତ ଏ ପର୍ଯ୍ୟନ୍ତ ବାହାରି ନାହିଁ। ତେବେ ଭାରତରେ କରୋନା ମୁକାବିଲା ପାଇଁ ଏକ ଅଭିନବ ଉପାୟ ବାହାର କରାଯାଇଛି। ଆଜି ଉତ୍ତର ପ୍ରଦେଶରେ କରୋନା ଭାଇରସର ମୁକାବିଲା ପାଇଁ ବିଶାଳ ଶାନ୍ତି ଯଜ୍ଞର ଆୟୋଜନ...

crona
ଭାରତରେ ପୁଣି ୫ କରୋନା ରୋଗୀ: ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଏତିକି ହେଲା

ନୂଆଦିଲ୍ଲୀ: ପୁଣିଥରେ ଭାରତରେ ଆଉ ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ରାଜସ୍ଥାନ, ମହାରାଷ୍ଟ୍ର ଓ ଗୁରୁଗ୍ରାମରେ ଏହି ରୋଗୀମାନେ ଚିହ୍ନଟ ହୋଇଛନ୍ତି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେଆ ୧୫୯ରେ ପହଞ୍ଚିଛି। ରାଜସ୍ଥାନର ଝୁନଝୁନ ଜିଲ୍ଲାରେ ୪ ଜଣ ଲୋକଙ୍କ ଶରୀରରେ କରୋନା ଭୂତାଣୁ ଠାବ...

jatra
କରୋନାର ମୁକାବିଲା ପାଇଁ ମଞ୍ଚ ଛାଡ଼ି ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଯାତ୍ରା ଷ୍ଟାର୍

ବାଲେଶ୍ୱର: ରାତି ହେଲେ ରଙ୍ଗୀନ ଆଲୁଅରେ ସେମାନେ ଜଲୱା ଦେଖାନ୍ତି। ଷ୍ଟେଜ୍‌ ଦୁଲୁକେ, ଆଉ ଦର୍ଶକଙ୍କ ତାଳି ବର୍ଷା ହୁଏ। ହେଲେ ଆଜି ‘କରୋନା’ ପାଇଁ ସବୁ କିଛି ଠପ୍‌ ହୋଇଯାଇଛି। ‘କରୋନା’ର ମୁକାବିଲା ପାଇଁ ସେମାନେ ମଞ୍ଚ ଛାଡ଼ି ଦେଇଛନ୍ତି ଯୁଦ୍ଧଂ ଦେହି ଡାକରା। ସେମାନେ ଗାଁରେ...

nagchi
ଓଡ଼ିଶାରେ ୪୭ଟି ନମୁନାରୁ ୪୬ଟି ନେଗେଟିଭ, ୮୦ଟି ଦେଶରୁ ଆସିଛନ୍ତି ୨୧୩୧ ଲୋକ

ଭୁବନେଶ୍ୱର: କରୋନା ସନ୍ଦିଗ୍ଧ ସନ୍ଦେହରେ ଯାଞ୍ଚ ହୋଇଥିବା ୪୭ଟି ନମୁନାରୁ ୪୬ଟି ରିପୋର୍ଟ ନେଗେଟିଭ ଆସିଛି। ଜଣଙ୍କ ରକ୍ତ ନମୁନା ହିଁ ପଜିଟିଭ ଆସିଛି। ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସାଧିନ ରହିଛନ୍ତି। ଏବଂ ତାଙ୍କ ଅବସ୍ଥା ଭଲ ଅଛି। ସେ ଧୀରେଧୀରେ ସୁସ୍ଥ ହେଉଛନ୍ତି ବୋଲି ସୂଚନା ଦେଇଛନ୍ତି କରୋନା...

corona coment
ଯୁବତୀଙ୍କୁ 'କରୋନା' କହି କମେଣ୍ଟ ମାରି ନିର୍ଦ୍ଧୁମ ମାଡ଼ ଖାଇଲେ

ଭୁବନେଶ୍ୱର: ଯୁବତୀଙ୍କୁ କରୋନା କହି କମେଣ୍ଟ ମାରିବା ମହଙ୍ଗା ପଡ଼ିଲା। କମେଣ୍ଟ ମାରିଥିବା ଯୁବକଙ୍କୁ ନିସ୍ତୁକ ପିଟିଲେ କିଛି ଗ୍ରାହକ। ସିସିଟିଭିରେ କଏଦ୍‌ ହେଲା ଏହି ସମୟର ଦୃଶ୍ୟ। ଘଟଣା ଘଟିଛି ଭୁବନେଶ୍ୱର କଳ୍ପନା ଛକ ସ୍ଥିତ ଏକ ପେଟ୍ରୋଲ ପମ୍ପରେ। ଗତକାଲି ରାତିରେ ତିନିଜଣ ଯୁବକ ପେଟ୍ରୋଲ...

plate-form
ବଢ଼ିଲା ପ୍ଲାଟଫର୍ମ ଟିକଟ ଦାମ: ୧୦ ଟଙ୍କାରୁ ଏକାଥରେ ଏତିକି

ଭୁବନେଶ୍ୱର: କରୋନା ସ୍ଥିତିକୁ ଦେଖି ବଢ଼ିଲା ରେଲୱେ ପ୍ଲାଟଫର୍ମ ଟିକଟର ଦାମ। ରେଲୱେ ପ୍ଲାଟଫର୍ମ ଟିକଟ ଦର ୧୦ରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। କରୋନା ସଂକ୍ରମଣ ରୋକିବାକୁ ପୂର୍ବତଟ ରେଳପଥ ଏଭଳି ପଦକ୍ଷେପ ନେଇଛି। ପ୍ଲାଟଫର୍ମ ଟିକଟ ଦର ବୃଦ୍ଧି ହେଲେ ଷ୍ଟେସନରେ ଅଯଥା ଭିଡ଼କୁ ଏଡ଼ାଇ...

keral
କରୋନାରେ ଭାରତ ସମେତ ସାରା ବିଶ୍ୱର ସ୍ଥିତି ଏବେ ଏମିତି

ନୂଆଦିଲ୍ଲୀ: ବିଶ୍ୱ ଶତ୍ରୁ କରୋନାକୁ ହରାଇବା ପାଇଁ, ରିତିମତ୍ ଯୁଦ୍ଧ ଚଳାଇଛି ଭାରତ। ମୁଖ୍ୟ ଅସ୍ତ୍ର ସାଜିଛି ସ୍ୱଚ୍ଛତା, ସଚେତନତା ଓ ସାମାଜିକ ଦୂରତ୍ୱ। ଟ୍ରେନ୍, ଷ୍ଟେସନ୍, ବସ୍ ଆଉ ବସ୍ ଷ୍ଟାଣ୍ଡ୍ ସବୁଠି କରୋନା ସତର୍କତା। ଦେଶର ପାର୍ଲାମେଣ୍ଟରୁ ଆରମ୍ଭ କରି ଜନଗହଳି ପୂର୍ଣ୍ଣ ସ୍ଥାନ, ସାନିଟାଇଜର...