ଭୁବନେଶ୍ୱର: କରୋନା ପ୍ରଭାବରେ ରେଷ୍ଟୁରାଣ୍ଟ ଶିଳ୍ପକୁ ବଡ଼ କ୍ଷତି ସହିବାକୁ ପଡ଼ିଛି।। ହୋଟେଲକୁ ଯାଇ ଖାଇବା ତ ଦୂରର କଥା ଲୋକେ ଅନ୍ଇନରେ ଅର୍ଡର ବି କରୁନାହାନ୍ତି। ଫଳରେ ସହର ବଡ଼ ବଡ଼ ରେଷ୍ଟୁରାଣ୍ଟଗୁଡ଼ିକ ବି ଖାଁ ଖାଁ ଲାଗୁଛି। କରୋନା ସଂକ୍ରମଣ ଡର ଏମିତି ଘାରିଛି ଯେ,...
ଭୁବନେଶ୍ୱର : ଯାତ୍ରୀ ପରିବହନ ସେବା ଉପରେ ସାଂଘାତିକ ପ୍ରଭାବ ପକାଇଛି ‘କରୋନା’। ରେଳ ଷ୍ଟେସନ ହେଉ କି ବସ୍ଷ୍ଟାଣ୍ଡ ସବୁଠି ଖାଁ ଖାଁ ପରିବେଶ। ହଜାର ହଜାର ରେଳଯାତ୍ରୀ ଟିକଟ କ୍ୟାନସଲ୍ କରିବାରେ ଲାଗିଛି। ସେପଟେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବସ୍ଷ୍ଟାଣ୍ଡଗୁଡ଼ିକରେ ଯାତ୍ରୀଙ୍କୁ ମାସ୍କ ଓ ସାନିଟାଇଜର୍...
ଭୁବନେଶ୍ୱର: ମାରାତ୍ମକ କରୋନା ଭୟରେ ଯାତ୍ରୀ ଦୈନିକ ଟିକେଟ୍ ବାତିଲ କରୁଥିବାବେଳେ ଟ୍ରେନ୍ ମଧ୍ୟ ବାତିଲ୍ ହେବାରେ ଲାଗିଛି। ଗତ ୬ ଦିନରେ ପୂର୍ବତଟ ରେଳପଥରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଟିକେଟ କ୍ୟାନ୍ସଲ୍ କରିସାରିଲେଣି ଯାତ୍ରୀ। ୧୪ ତାରିଖରେ ୧,୭୦୮ଟି ଟିକେଟ୍ ଏବଂ ୧୫ ତାରିଖରେ ୧,୪୩୦ ଟିକେଟ୍...
ଭୁବନେଶ୍ୱର: କରୋନା ଭାଇରସକୁ ଗାଁ ଗହଳିରେ ବ୍ୟାପିବାକୁ ରୋକିବା ଓ ଏହାର ପ୍ରତିଷେଧକ ନିମନ୍ତେ ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତସ୍ତରରେ ଗୋଟିଏ ଲେଖାଏ ହୋମ୍ କ୍ୱାରେଣ୍ଟାଇନ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୫ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଏନେଇ ‘କରୋନା’ ସଂକ୍ରାନ୍ତ ସୂଚନା ଦେବା...
ଭୁବନେଶ୍ୱର: ଓଡ଼ିଶାରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ରୋଗୀଙ୍କ ଅବସ୍ଥା ସ୍ଥିର ଅଛି। କରୋନା ନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଏନେଇ ସୂଚନା ଦେଇଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି। ସେ ସୁସ୍ଥ ଅଛନ୍ତି ବୋଲି ସୁବ୍ରତ ବାଗଚୀ କହିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ...
ଭୁବନେଶ୍ୱର: ମୋବାଇଲ ପ୍ରତି ସାବଧାନ। ମୋବାଇଲ ବ୍ୟବହାର ସମୟରେ କରୋନା ସଂକ୍ରମଣ ହେବାର ସମ୍ଭାବନା ଥିବାରୁ ସତର୍କ କଲେ ରାଜ୍ୟ ସରକାର। କରୋନା ପାଇଁ ରାଜ୍ୟ ସରକାର ଗଠନ କରିଥିବା କମିଟି ପକ୍ଷରୁ ପ୍ରେସ୍ମିଟ୍ରେ ଏନେଇ ସୂଚନା ଦିଆଯାଇଛି। ଜଣେ ଲୋକ ଦିନରେ ହାରାହାରି ୨୬୦୦ ଥର ନିଜ...
ଭୁବନେଶ୍ୱର: ବିଦେଶରୁ ଓଡ଼ିଶା ଆସୁଥିବା ଲୋକଙ୍କ ପଞ୍ଜିକରଣ ପ୍ରକ୍ରିୟା ଏପ୍ରିଲ ୧୫ ଯାଏ ଚାଲିବ। ଏହି ପ୍ରକ୍ରିୟା ଆଜି ସକାଳୁ ଆରମ୍ଭ ହୋଇଛି। ତେବେ ଗତ ୪ ତାରିଖ ପରଠାରୁ ବିଦେଶରୁ ଆସିଥିବା ସମସ୍ତ ଲୋକ ୪୮ ଘଣ୍ଟା ମଧ୍ୟରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ। covid19.odisha.gov.in ଏହି...
ଭୁବନେଶ୍ୱର: କରୋନା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସତର୍କତା ଅବଲମ୍ବନ କରୁଛନ୍ତି। ସେହିଭଳି ଟ୍ରାଫିକ୍ ସମସ୍ୟାକୁ ନେଇ ମଧ୍ୟ ସେତେଟା ଧରପଗଡ଼ର ଖବର ଶୁଣିବାକୁ ମିଳୁ ନାହିଁ। ତଥାପି ଲାଇସେନ୍ସ ପାଇଁ ଆର୍ଟିଓ ଅଫିସ୍ରେ ଭିଡ଼ ଜମୁଛି। ଏଭଳି ସ୍ଥିତିରେ RTO ଅଫିସ୍ରେ ଭିଡ଼ ନ କରିବା...
ଭୁବନେଶ୍ୱର: ସାମାଜିକ ଦୂରତ୍ୱ ଆଳରେ ଲାଗି ପାରିବନି ୧୪୪ ଧାରା। ଜିଲ୍ଲା ମାଜିଷ୍ଟ୍ରେଟ୍ କିମ୍ବା ପୁଲିସ କମିଶନର ଏହାକୁ ଜାରି କରିପାରିବେନି। ସାମାଜିକ ଦୂରତ୍ୱ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅପରେସନାଲ୍ ଗାଇଡ ଲାଇନ୍ସରେ ଆଜି ଏନେଇ ଉଲ୍ଲେଖ କରାଯାଇଛି। ଏନେଇ କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ...
ଭୁବନେଶ୍ୱର: ହୋମ୍ କ୍ୱାରେଣ୍ଟାଇନରେ ରହିଲେ IAS ଆର୍.ଭିନିଲକ୍ରିଷ୍ଣା । ଗତ କିଛି ଦିନ ତଳେ ବିଦେଶରୁ ଫେରିଛନ୍ତି IAS ଆର୍ ଭିନିଲକ୍ରିଷ୍ଣା। ତେଣୁ ଫେରିବା ପରେ ସେ କ୍ୱାରେଣ୍ଟାଇନରେ ରହିଛନ୍ତି। ଏନେଇ ଏକ ଭିଡିଓ ଜରିଆରେ ଭିନିଲକ୍ରିଷ୍ଣା ସୂଚନା ଦେଇଛନ୍ତି । ବିଦେଶରୁ ଭିନିଲକ୍ରିଷ୍ଣା ଫେରିବା ପରେ ସେ...
ଭୁବନେଶ୍ୱର: ବିଦେଶରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ରହିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ରେଜିଷ୍ଟ୍ରେସନ କରି ସପରିବାର ନିଜ ଭୁବନେଶ୍ୱର ଘରେ ହୋମ୍ କ୍ୱାରେଣ୍ଟାଇନ ରହିଛନ୍ତି ପୁରୀ ଗଜପତି। ଆମେରିକା ଗସ୍ତ ସାରି ଗଜପତି ସପରିବାର ଗତ ୧୫ତାରିଖରେ ଓଡ଼ିଶା ଫେରିଥିଲେ। ଆଜି ସରକାରଙ୍କ ଅନ୍ଲାଇନ୍ରେ ରେଜିଷ୍ଟ୍ରେସନ...
ନୂଆଦିଲ୍ଲୀ: କରୋନାରେ ମୃତ୍ୟୁ ହୋଇଥିବା ଦେଶର ପ୍ରଥମ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ବି ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଖବର ସରବରାହ ସଂସ୍ଥ ANI ପକ୍ଷରୁ ଏହି ସୂଚନା ମିଳିଛି। ଏବେ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ରିପୋର୍ଟ ହୋଇଛି। ତେବେ...
ଭୁବନେଶ୍ୱର: ଆହାର କେନ୍ଦ୍ର ଖୋଲା ରହିବା ସମୟ ଅବଧି ବଢ଼ିଲା। ଏବେ ଦିନ ୧୦ଟାରୁ ଅପରାହ୍ଣ ୪ଟା ଯାଏଁ ଖୋଲା ରହିବ ଆହାର କେନ୍ଦ୍ର। ଆହାର କେନ୍ଦ୍ରରେ ଲୋକଙ୍କ ଭିଡ଼ କମାଇବାକୁ ସମୟ ଅବଧି ବଢ଼ାଇଛନ୍ତି ସରକାର। ଏବେ ଆହାର କେନ୍ଦ୍ରକୁ ଦିନ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ...
ଭୁବନେଶ୍ୱର: ଆଗୁଆ ଭତ୍ତା ପରେ ଏବେ ତିନି ମାସ ପାଇଁ ଆଗୁଆ ପିଡିଏସ୍ ସାମଗ୍ରୀ ଯୋଗାଇ ଦେବାକୁ ଯୋଜନା କରୁଛନ୍ତି ସରକାର। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବିଚାରବିମର୍ଶ କରୁଛି। ଖୁବ୍ଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ...
ଭୁବନେଶ୍ୱର: ହିତାଧିକାରୀଙ୍କୁ ୪ ମାସର ଭତ୍ତା ଆଗୁଆ ଦେବେ ସରକାର। ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଆଗୁଆ ଦେବାକୁ ଘୋଷଣା ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ସାମାଜିକ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ଭତ୍ତା ପ୍ରଦାନ କରାଯାଇଛି।...
ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀଖାନ୍ ବାରଣାସୀର କାଶୀବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ନେଇ ବିବାଦ ଘେରକୁ ଚାଲିଆସିଛନ୍ତି। ଅଣହିନ୍ଦୁଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ନିଷେଧ ଥିଲେ ବି ସାରାଙ୍କ ମନ୍ଦିର ପ୍ରବେଶ ନେଇ କାଶୀ ବିକାଶ ସମିତିର ସମ୍ପାଦକ ଚନ୍ଦ୍ରଶେଖର କପୁର ପ୍ରଶ୍ନ କରିଛନ୍ତି। ଗଣମାଧ୍ୟମକୁ ଏକ...