• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

bidhan
ଏଥର ସରକାରଙ୍କୁ ଚାରିପଟୁ ଘେରିବ ବିରୋଧୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ବିରୋଧୀଙ୍କ ହାତରେ ରହିଛି ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ବିଶେଷ କରି ୟେସ୍ ବ୍ୟାଙ୍କରେ ରଖାଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶହ ଶହ କୋଟି ଟଙ୍କାକୁ ନେଇ ସରଗରମ ରହିପାରେ ଗୃହ। ଘରୋଇ ୟେସ୍ ବ୍ୟାଙ୍କ୍‌ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା...

buss
ଶ୍ରୀଜିଉଙ୍କ ଦର୍ଶନ ସାରି ଫେରିବା ବେଳେ ଓଲଟି ପଡ଼ିଲା ବସ୍‌: ୨୫ ଯାତ୍ରୀ...

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍। ନୟାଗଡ଼ ଜିଲ୍ଲା ୫୭ନଂ ଜାତୀୟ ରାଜପଥ ଡିମିରିଝରିଠାରେ ତୀର୍ଥଯାତ୍ରୀ ବସ୍ ଓଲଟି ୨୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି...

nuirnajn
ସିନ୍ଧିଆ ଦଳ ଛାଡ଼ିବା ପରେ କଡ଼ା ସମାଲୋଚନା କଲେ ନିରଞ୍ଜନ

ଭୁବନେଶ୍ୱର: ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି କଂଗ୍ରେସରୁ ଇସ୍ତଫା ଦେବା ପରେ ମଧ୍ୟପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଇସ୍ତଫା ଦେବା ପରେ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗରେ ସିନ୍ଧିଆଙ୍କୁ ବହିଷ୍କାର କରିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି। ସିନ୍ଧିଆଙ୍କ ଦଳ ଛାଡ଼ିବା ନେଇ ପ୍ରତିକ୍ରିୟା ରଖିଛନ୍ତି...

attack
ହୋଲି ଖେଳରେ ଗାଡ଼ି ସାଇଟ୍‌ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ

କଟକ: ହୋଲି ଖେଳକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ  ୧୦ରୁ ଅଧିକ ଆହତ ହୋଇଛନ୍ତି। ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଓ ପଣସପାଟଣା ଗାଁ ମଧ୍ୟରେ ହୋଲି ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି। ସମସ୍ତ ଆହତଙ୍କୁ ଧିରପାଟଣା ଏବଂ ତିଗିରିଆ ଡାକ୍ତରଖାନାରେ...

opd
ପୁରୁଖା କଂଗ୍ରେସ କର୍ମୀ ପୁରୀ ବଡ଼ଦାଣ୍ଡରୁ ଉଦ୍ଧାର: ଓଟିଭିକୁ ଧନ୍ୟବାଦ ଦେଲେ ନେତା

ପୁରୀ: ଓଟିଭି ଖବରର ପ୍ରଭାବ। ପୁରୀ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର କଂଗ୍ରେସ କର୍ମୀ ଶଙ୍କର ଆଚାର୍ଯ୍ୟ ଓରଫ୍ ଶୁକଦେବଙ୍କୁ ମିଳିଲା ନୂଆ ଠିକଣା। ଜଗତସିଂହପୁର ଜିଲ୍ଲା ଯୁବକଂଗ୍ରେସ ତରଫରୁ ଶଙ୍କରଙ୍କୁ ପୁରୀରୁ ଅଣାଯାଇ ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ ତର୍ତ୍ତଙ୍ଗ ଠାରେ ଥିବା...

indian
କରୋନା ଭୟ: ଇରାନ୍‌ରୁ ୫୮ ଭାରତୀୟଙ୍କୁ ଉଦ୍ଧାର କଲା ବାୟୁସେନା

ନୂଆଦିଲ୍ଲୀ: ଇରାନ୍‌ରେ ଭୟଙ୍କର ଭାବେ କରୋନା ଆତଙ୍କ ଦେଖା ଦେବା ପରେ ସେଠାରେ ଥିବା ୫୮ ଜଣ ଭାରତୀୟଙ୍କୁ ଆଜି ସ୍ୱଦେଶ ଫେରାଇ ଆଣିଛି ଭାରତୀୟ ବାୟୁସେନା।  ଏନେଇ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ନାଗରିକଙ୍କ ଆଣିବାକୁ ବାୟୁସନେର C-17 ଗ୍ଲୋବମାଷ୍ଟର୍‌ ବିମାନକୁ ଗତକାଲି ସନ୍ଧ୍ୟାରେ ଇରାନ୍‌...

congress
ଏପେଟେ ହୋଲି ସେପଟେ କରୋନା: ପୁଣି ୯ ଆକ୍ରାନ୍ତ

ନୂଆଦିଲ୍ଲୀ: ସାରା ଦେଶର ରଙ୍ଗର ପର୍ବ ହୋଲି ପାଳନ କରୁଥିବା ବେଳେ ସେପଟେ କାୟା ବିସ୍ତାର କରୁଛି ପ୍ରାଣଘାତୀ କରୋନା ଭାଇରସ୍। ଆଜି ପୁଣିଥରେ କେରଳ ଓ କର୍ଣ୍ଣାଟକାରେ ୯ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୫୬ରେ ପହଞ୍ଚି ଯାଇଛି। କରୋନାର...

sindhia
ଇସ୍ତଫା ପତ୍ରରେ ସୋନିଆଙ୍କ ପାଖକୁ କଣ ଲେଖିଥିଲେ ସିନ୍ଧିଆ ?

ନୂଆଦିଲ୍ଲୀ: କଂଗ୍ରେସ ଦଳର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସିନ୍ଧିଆ ଇସ୍ତଫା ଦେବା ପରେ ମଧ୍ୟପ୍ରଦେଶରେ ରାଜନୀତି ପାଣିପାଗ ବିଗିଡ଼ି ଯାଇଛି। କଂଗ୍ରେସ ସରକାର ଟଳମଳ ହେଉଥିବା ବେଳେ ବିଜେପି ସରକାର ଗଢ଼ିବାକୁ ଚାହିଁ ବସିଛି। କମଲ୍‌ ନାଥଙ୍କ ସହିତ ଦୀର୍ଘ ଦିନ...

fd
ମ୍ୟାରିକମଙ୍କୁ ଅଲିମ୍ପିକ୍ସ ଟିକେଟ୍

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ବକ୍ସର ତଥା ୬ଥରର ବିଶ୍ୱ ବିଜେତା ମ୍ୟାରିକମ ୨୦୨୦ ଟୋକିଓ ଅଲମ୍ପିକ୍ସ ପାଇଁ ଟିକେଟ୍ ହାସଲ କରିଛନ୍ତି। ଜୋର୍ଡାନରେ ଚାଲିଥିବା ଏସିଆନ-ଓସେନିଆନ ଅଲିମ୍ପିକ୍ସ କ୍ୱାଲିଫାୟର୍ସରେ ମ୍ୟାରିକମ ସେମି ଫାଇନାଲରେ ପ୍ରବେଶ କରି ଏହି ଯୋଗ୍ୟତା ହାସଲ କରିଛନ୍ତି। ଏହାପୂର୍ବରୁ ମ୍ୟାରିକମ ଲଣ୍ଡନ ଅଲିମ୍ପିକ୍ସରେ...

dd
କମଲନାଥଙ୍କ ସରକାର ଟଳମଳ: କଂଗ୍ରେସଠୁ ମୁହଁ ମୋଡ଼ିଲେଣି ୧୭ ବିଧାୟକ

ଭୋପାଲ: ମଧ୍ୟପ୍ରଦେଶରେ ରାଜନୀତିକ ସଙ୍କଟ ଏବେ ନାଟକୀୟ ରୂପ ନେବାକୁ ଆରମ୍ଭ କରିଛି। ଶାସକ କଂଗ୍ରେସର ୧୭ ବିଧାୟକ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନରେ ବେଙ୍ଗାଲୁରୁ ଚାଲଯିବା ପରେ ଏବେ ବିଜେପି ମଧ୍ୟ ଅଙ୍କ କଷିବା ଆରମ୍ଭ କରିଛି। ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂହ...

od
ଧୋନିଙ୍କ ପାଇଁ ଚୟନ କମିଟିର ସର୍ତ୍ତ: ଯଦି ଏଥିରେ ସଫଳ ହେବେ ତେବେ ଟିମ୍‌ରେ ଖେଳିବେ

ରାଜକୋଟ: ୨୦୧୯ ବିଶ୍ୱକପ ପରେ ଟିମ୍‌ ଇଣ୍ଡିଆ ପାଇଁ କ୍ରିକେଟ ଖେଳୁ ନଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ବଡ଼ ଖବର ଆସିଛି। ଧୋନି ଆଗାମୀ ଟି-୨୦ ବିଶ୍ୱକପ ବେଳକୁ ଟିମ୍‌ ଇଣ୍ଡିଆକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଥିବା ଚୟନ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଥିପାଇଁ...

sefali
ବିଶ୍ୱକପ୍‌ ହାରିବା ପରେ ଟିମ୍‌ ଇଣ୍ଡିଆର ମହିଳା ଟିମ୍‌ ପାଇଁ ପୁଣି ଏକ ଦୁଃଖ ଖବର

ଦୁବାଇ: ଖରାପ୍ ପ୍ରଦର୍ଶନ ଯୋଗୁ ମହିଳା ଟି-୨୦ ବିଶ୍ୱକପ୍‌ ହାରିଲା ଟିମ୍‌ ଇଣ୍ଡିଆ। ବିଶ୍ୱବିଜେତା ହେବାରୁ ବଞ୍ଚିତ ହେଲା। ଆଉ ଏବେ ନମ୍ବର୍‌ ୱାନ୍‌ରୁ ବଞ୍ଚିତ ହେଲେ ଟିମ୍ ଇଣ୍ଡିଆର ଲେଡି ସେହୱାଗ୍ ଶେଫାଳୀ ବର୍ମା।ସେ ମାତ୍ର କିଛି ଦିନ ପାଇଁ ମହିଳା ଟି-୨୦ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ...

prakshj
ୟେସ୍‌ ବ୍ୟାଙ୍କ୍‌ରେ ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ନେଇ ସରକାରଙ୍କୁ ସିଧା ଟାର୍ଗେଟ୍‌ କଲେ ସାଉଥ୍‌ ଷ୍ଟାର୍

ନୂଆଦିଲ୍ଲୀ: ବୁଡ଼ିବାକୁ ବସିଥିବା Yes ବ୍ୟାଙ୍କ୍‌ରେ ପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଥିବାରୁ ଟଙ୍କା ଫେରିବା ନେଇ ରାଜ୍ୟରେ ହଇଚିଇ ସୃଷ୍ଟି ହୋଥିବା ବେଳେ ଏଥିରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସାଉତ୍ ଷ୍ଟାର୍ ପ୍ରକାଶ ରାଜ। ଦେଶର ବିଭିନ୍ନ ଘଟଣାରେ ରୋକ୍‌ଠୋକ୍‌ ମନ୍ତବ୍ୟ ରଖୁଥିବା ପ୍ରାକାଶ ମହାପ୍ରଭୁ...

los
କରୋନା ଭୟ: ହୋଲି ଖେଳ ପାଇଁ ସତର୍କବାଣୀ ଶୁଣାଇଲେ ସରକାର

ଭୁବନେଶ୍ୱର: ଆସନ୍ତାକାଲି ରଙ୍ଗର ପର୍ବ ହୋଲି। କିନ୍ତୁ ଚଳିତ ବର୍ଷ ହୋଲି ପାଇଁ ଦେଖିବାକୁ ମିଳୁନି ସେତେଟା ଉତ୍ସାହ। ହୋଲି ମାର୍କେଟକୁ ମାନ୍ଦା କରିଛି କୋରନା ଭୂତାଣୁ ଭୟ। ରାଜ୍ୟର ବିଭିନ୍ନ ସ୍ଥାନରେ ରଙ୍ଗ ଦୋକାନ ଖୋଲିଥିଲେ ବି ବ୍ୟବସାୟ ମାନ୍ଦା ରହିଛି। କରୋନା ଭୟରେ ଲୋକେ ରଙ୍ଗ...

corna
ଭାରତରେ ୪୩ ଜଣ କରୋନା ଆକ୍ରାନ୍ତ: ଏହିସବୁ ରାଜ୍ୟକୁ ଆକ୍ରମଣ କରିଛି ଭୟଙ୍କର ଭୂତାଣୁ

ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ଭୟରେ ଭୟଭୀତ। ଏଥିରୁ ଭାରତ ମଧ୍ୟ ବାଦ୍ ଯାଇନି। ଆମ ଦେଶରେ ବର୍ତ୍ତମାନ ସୁଦ୍ଧା ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶେଷଥର ପାଇଁ କେରଳର ଏର୍ନାକୁଲମର ଜଣେ ୩ ବର୍ଷର ଝିଅ ଓ ଜାମ୍ମୁ- କାଶ୍ମୀରରେ ଜଣେ ୬୩ ବର୍ଷୀୟା...