ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଏକ ପ୍ରଭାବଶାଳୀ ପଦକ୍ଷେପ ହେଉଛି ନିଜକୁ ହୋମ୍ କ୍ୱାରେଣ୍ଟାଇନ ରଖିବା। ବିଦେଶରୁ ଆସିଥିବା ଲୋକଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଉନଥିଲେ ମଧ୍ୟ, ସେମାନେ ନିଜକୁ ଘରେ ପୃଥକ ରଖିବାକୁ କହୁଛନ୍ତି ସରକାର। ତେବେ କଣ ଏହି ହୋମ୍ କ୍ୱାରେଣ୍ଟାଇନ୍? ଆଜି ମହାପ୍ରଭୁ...
କୋରାପୁଟ(ସୂର୍ଯ୍ୟ ପଣ୍ଡା): ‘କରୋନା’ ଭୟରେ ବିଦେଶୀ ନାଗରିକଙ୍କୁ ନେବା ପାଇଁ ଡରିଲେ ଗାଡ଼ି ଚାଳକ। ମେଡିକାଲ୍ ନେବା ପାଇଁ କୌଣସି ଗାଡ଼ି ମଙ୍ଗିଲେ ନାହିଁ। ଶେଷରେ କିଛି ଉପାୟ ନପାଇ ଷ୍ଟେସନ୍ରୁ ନିଜ ବାଇକ୍ରେ ବସାଇ ବିଦେଶୀ ପର୍ଯ୍ୟଟକଙ୍କୁ ମେଡିକାଲ୍ ନେଲେ ରେଳ ସୁପରିଟେଣ୍ଡେଣ୍ଟ୍। ଏପରି ଘଟଣା ଆଦିବାସୀ...
ଜଗତସିଂହପୁର: କରୋନା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ମାଆ ଶାରଳାଙ୍କ ମନ୍ଦିର ସମେତ ଜିଲ୍ଲାର ସମସ୍ତ ମନ୍ଦିର, ଧାର୍ମିକସ୍ଥଳ, ମାର୍କେଟ୍, ସପିଂ ମଲ୍ ଏବଂ ସମୁଦ୍ର ବେଳାଭୂମି ଆଦି ଭିଡ଼ ଜମୁଥିବା ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି।...
ରାଉରକେଲା: ଏବେ କରୋନା ଭାଇରସ୍ ସଂକ୍ରମଣ ରୋକିବା ଲାଗି ସବୁ କ୍ଷେତ୍ରରେ ଉଦ୍ୟମ କରାଯାଉଥିବା ବେଳେ ରାଜ୍ୟ ଡେଣ୍ଟିଷ୍ଟ ସଂଘ ପକ୍ଷରୁ ମଧ୍ୟ କେତେକ ପଦକ୍ଷେପ ନିଆଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଘରୋଇ ଦନ୍ତ ଚିକିତ୍ସକମାନେ ସେମାନଙ୍କ କ୍ଲିନିକ୍ ବନ୍ଦ ରଖିବାକୁ ସଂଘ ପକ୍ଷରୁ...
ଭୁବନେଶ୍ୱର: ବିଦେଶରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ରହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା। ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କ ଭଉଣୀଙ୍କ ନାଁ ପଞ୍ଜୀକରଣ କରିଛନ୍ତି। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦେଶ ଫେରନ୍ତାଙ୍କ ଲାଗି...
ଭୁବନେଶ୍ୱର: ଏପ୍ରିଲ ୨ରେ ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ୪ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଦାୟିତ୍ୱରେ ଥିବା ବିଧାନସଭା ସଚିବ ଦାଶରଥୀ ଶତପଥୀ ଆଜି ବିଜେଡିର ଏହି ୪ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିବା...
ମାଲକାନଗିରି: ମାସ୍ ପିନ୍ଧି ଆତ୍ମ ସମର୍ପଣ କଲେ ମାଓବାଦୀ। ମାଲକାନଗିରି ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଜଣେ କ୍ୟାଡର ନକ୍ସଲ ଓ ୭ ଜଣ ମିଲିସିଆ। ସମସ୍ତେ ସ୍ୱାଭିମାନ ଅଞ୍ଚଳର। ଆତ୍ମସମର୍ପଣ କରିଥିବା କ୍ୟାଡର ନକ୍ସଲ ହେଉଛନ୍ତି ସମ୍ୱା ଖରା। ସେ ମିଲିଟ୍ରି ପ୍ଲାଟୁନ୍ର ସଦସ୍ୟ ଭାବେ ସ୍ୱାଭିମାନ...
ଭୁବନେଶ୍ୱର: କରୋନାକୁ ନେଇ କଳକାରଖାନା କର୍ମଚାରୀଙ୍କ ପାଇଁ ବି ଜାରି ହେଲା ଗାଇଡଲାଇନ୍। କଳ କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ସାବୁନ ଓ ହ୍ୟାଣ୍ଡ ୱାସ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିପରି କର୍ମଚାରୀ ହାତ ଧୋଇବେ ଏବଂ ସଫା ସୁତରା ରହିବେ ସେ ନେଇ ଧ୍ୟାନ...
ଭୁବନେଶ୍ୱର: ପ୍ରତିଦିନ ATM ଗୁଡ଼ିକୁ ସାନିଟାଇଜ୍ ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆୟିବ। କରୋନା ଭାଇସ୍ ପାଇଁ ବ୍ୟାଙ୍କଗୁଡିକୁ ଏଭଳି ନିର୍ଦ୍ଦେଶ ଦେଇ ଗାଇଡ୍ଲାଇନ୍ ଜାରି କରିଛି ଅର୍ଥ ବିଭାଗ। ଏ ନେଇ SLBC ଆବାହକଙ୍କୁ ଚିଠି ଲେଖିଛନ୍ତି ଅର୍ଥ ବିଭାଗର ଯୁଗ୍ମ ନିର୍ଦ୍ଦେଶକ। ଏଟିଏମ୍ଗୁଡ଼ିକୁ ଦୈନିକ ସାନିଟାଇଜ୍...
ଭୁବନେଶ୍ୱର: ଫେରିବ ୟେସ୍ ବ୍ୟାଙ୍କରେ ଥିବା ଶ୍ରୀ ଜଗନ୍ନାଥଙ୍କ ଟଙ୍କା। ୟେସ୍ ବ୍ୟାଙ୍କରେ ଥିବା ମୋଟ୍ ୫୪୫ କୋଟି ଟଙ୍କାକୁ ଫେରାଇ ଅଣାଯିବା ଲାଗି ଆଜି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା। ୟେସ୍ ବ୍ୟାଙ୍କରେ ଥିବା ମୋଟ୍ ୫୪୫ କୋଟିରୁ ୩୮୯ କୋଟି...
ଭୁବନେଶ୍ୱର: କରୋନା ସତର୍କତା ପାଇଁ ମାର୍ଚ୍ଚ ୩୧ ଯାଏଁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ ରଖିଲେ ସରକାର। ମାର୍ଚ୍ଚ ୧୮ରୁ ୩୧ ତାରିଖ ମଧ୍ୟରେ ହେବାକୁ ଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ ରଖାଯାଇଛି। ସମ୍ଭାବ୍ୟ ପରିସ୍ଥିତିକୁ ଆଖିଆଗରେ ରଖି ଆଞ୍ଚଳକି ପରିବହନ କାର୍ଯ୍ୟାଳୟରେ (RTO) ଲୋକ ଗହଳିକୁ...