ଭୁବନେଶ୍ୱର: ଭାରତରେ କରୋନାର ରୂପରେଖ ଯାହା ଥାଉନା କାହିଁକି, ବଜାରରେ କିନ୍ତୁ ମାସ୍କର ଚାହିଦା କାହିଁରେ କେତେ । ଆଉ ଏହି ଚାହିଦାର ଫାଇଦା ନେଇ ଅସାଧୁ ବ୍ୟବସାୟୀ କଳାବଜାରୀ କରିବାକୁ ବି ପଛାଉ ନାହାଁନ୍ତି। ଫଳରେ ସାନିଟାଇଜର୍ ଭଳି ମାସ୍କ ପାଇଁ ଯେଉଁ ମେଡ଼ିସିନ୍ ଷ୍ଟୋରକୁ ବି...
ଭୁବନେଶ୍ୱର: କରୋନା ହାରିବ, ଜିତିବ ମଣିଷ। ଭୁବନେଶ୍ୱରରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମହାମାରୀ କୋଭିଡ୍-୧୯ ଭାଇରସ୍ ବିରୋଧରେ ପ୍ରତିଷେଧମୂଳକ ଲଢ଼େଇରେ ରାଜଧାନୀର ସମସ୍ତ ମଲ୍, ବଡ଼ ବଡ଼ ସୋ ରୁମ୍, ସିନେମାହଲ୍ ସବୁ ବନ୍ଦ। ବଜାରରେ ଖାଁ ଖାଁ ସ୍ଥିତି। ସତର୍କ ଓ ସଜାଗ...
ଭୁବନେଶ୍ୱର: କରୋନା ଭୂତାଣୁର ସମ୍ଭାବ୍ୟ ସ୍ଥିତିକୁ ଦେଖି ରାଜ୍ୟର ଅନେକ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଚୈତ୍ର୍ୟ ପର୍ବ ସହ ଅନେକ ପର୍ବପର୍ବାଣୀ ଥିବାରୁ ଜନସମାଗମକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାରେ ଜାରି କରାଯାଇଛି ୧୪୪ ଧାରା। ସେହିପରି ଗଜପତିରେ ମଧ୍ୟ ୧୪୪ ଜାରି କରାଯାଇଛି। ଏହାସହ...
ଭୁବନେଶ୍ୱର: ଏପଟେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି. ଇଟାଲି ଫେରନ୍ତା ରିସର୍ଚ୍ଚ ପ୍ରଫେସନାଲଙ୍କର ଏବେ କ୍ୟାପିଟାଲ ହସ୍ପିଟାଲର ସ୍ୱତନ୍ତ୍ର ଓ୍ୱାର୍ଡରେ ଚିକିତ୍ସା ଚାଲିଛି। ସଂପୃକ୍ତ ଯୁବକ ଗତ ୬ ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ୧୨ ତାରିଖରେ ଟ୍ରେନ୍ରେ ଭୁବନେଶ୍ୱର ଆସିଥିଲେ। ୧୩ ତାରିଖରୁ...
ଭୁବନେଶ୍ୱର: ବିଦେଶ ଫେରନ୍ତାଙ୍କୁ ନିଜ ସମ୍ପର୍କରେ ସୂଚନା ଦେବାକୁ ୪୮ ଘଣ୍ଟାର ମହଲତ ଦେଲେ ସରକାର। ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଏହାର ମୁକାବିଲା ଲାଗି ଅଧିକ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ବିଦେଶ ଫେରନ୍ତାଙ୍କ ରେଜିଷ୍ଟ୍ରେସନ ପାଇଁ ଏକ ପୋର୍ଟାଲ covid19.odisha.gov.inର...
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ତତ୍ପରତା ପ୍ରକାଶ ପାଇଛି। କରୋନା ମୁକାବିଲା ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଡିଓଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ପ୍ରଶାସନିକ ଅଧିକାରୀଙ୍କ ସହ ମେଡିକାଲ ଅଫିସ, ୩୬ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ,...
ଭୁବନେଶ୍ୱର: କରୋନା ମୁକାବିଲା ଲାଗି ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲିବାକୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାର। ଏଥିପାଇଁ ନଗର ପରିଷଦମାନଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ସଚିବ। କୋରନା ସନ୍ଦିଗ୍ଧଙ୍କ ପାଇଁ ଅସ୍ଥାୟୀ ଭାବେ କ୍ୱାରେଣ୍ଟାଇନ୍ ସେଣ୍ଟର ପ୍ରସ୍ତୁତ ହେବ। ରାଜ୍ୟରେ ଥିବା କଲ୍ୟାଣ ମଣ୍ଡପ, ବାତ୍ୟା ଆଶ୍ରୟସ୍ଥଳ କ୍ୱାରେଣ୍ଟାଇନ୍...
ଭୁବନେଶ୍ୱର: କୋରନା ଭଇରସ୍ରେ ପ୍ରଭାବ ମନ୍ଦିର ଏବଂ ଧର୍ମ ପୀଠଗୁଡ଼ିକ ଉପରେ ବି ପଡ଼ିଛି। ବିଭିନ୍ନ ଧର୍ମ ପୀଠରେ କରୋନା ପାଇଁ କଟକଣା ଜାରି ହୋଇଛି। ମାରାତ୍ମକ କରୋନାର ସମ୍ଭାବ୍ୟ ସ୍ଥିତିକୁ ଦେଖି ଏବଂ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କାକଟପୁର ମଙ୍ଗଳା ମନ୍ଦିରରେ କଟକଣା ଲଗାଯାଇଛି। କୌଣସି ଶ୍ରଦ୍ଧାଳୁଙ୍କୁ...
ସୁନ୍ଦରଗଡ଼: ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର। ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର। ତାଙ୍କ ନାଁ କିଶୋର ଚନ୍ଦ୍ର ନାୟକ। ଘଟଣାଟି ଘଟିଛି ସୁନ୍ଦରଗଡ଼ କାଳୀମଣ୍ଡପ ଛକରେ। କାରଟି ଯାଉଥିବାବେଳେ ଦୁର୍ଭାଗ୍ୟବଶତଃ ଏଥିରେ ନିଆଁ ଲାଗିଯାଇଥିଲ। କିଶୋର କାରରେ ଯାଉଥିବାବେଳେ ଇଞ୍ଜିନରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ପରେ ଗାଡିରୁ...
କୋରାପୁଟ: କୋରାପୁଟ ଜିଲ୍ଲାରେ କରୋନାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜରୁରୀ କାର୍ଯ୍ୟ ଛାଡି ସମସ୍ତ ବୈଠକୁ ବାତିଲ କରିଛି ଜିଲ୍ଲା ପ୍ରଶାସନ। ସାମାଜିକ ଦୂରତା ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଥଣ୍ଡା,କାଶ ହେଉଥିବା ଲୋକଙ୍କଠାରୁ ନିଜକୁ ଦୂରେଇ ରଖିବା ସହ ଗ୍ରାମାଞ୍ଚଳରେ...
ଭୁବନେଶ୍ୱର: କରୋନା ମୁକାବିଲା ନେଇ ତତ୍ପର ହୋଇ ଉଠିଛି ଖାଦ୍ୟ ଯୋଗାଣ ବିଭାଗ। କରୋନା ଯୋଗୁ ମାସ୍କ,ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ 2020 ଅନୁସାରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ସବୁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ...
ଭୁବନେଶ୍ୱର: ବ୍ୟସ୍ତ ବ୍ୟସ୍ତବହୁଳ ଜୀବନରେ ଆମର ବେପରୁଆ ଜୀବନ ଶୈଳୀ ପାଇଁ ଆମକୁ ଅନେକ ସମୟରେ ନାନା ରୋଗ ହେଉଛି। ଖାଦ୍ୟପାନୀୟର ଅସାବଧାନତା ଯୋଗୁ ଶରୀର ସନ୍ତୁଳନ ବିଗୁଡ଼ୁଛି। ତଥାପି ଆମକୁ ଫିଟ୍ ରହିବାକୁ ହେବ। ଏଥିପାଇଁ ଖାଦ୍ୟପାନୀୟରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ତେବେ କେତେକ ଫଳ...