• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

coronas
୨ ଘଣ୍ଟାରେ କରୋନା ଟେଷ୍ଟ: କୋଭିଡ୍‌-୧୯ ଆକ୍ରାନ୍ତଙ୍କ ପ୍ରକୃତ ସଂଖ୍ୟା ଆକଳନ କରିବ ଏହି ଆଣ୍ଟିବଡି

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍‌ଓ) ରାଷ୍ଟ୍ରମାନଙ୍କୁ ‘ଟେଷ୍ଟ, ଟେଷ୍ଟ ଏବଂ ଟେଷ୍ଟ’ର ପରାମର୍ଶ ଦେଇଛି। ଏହାପରେ ବିଭିନ୍ନ ଗବେଷକମାନେ ପ୍ରତିଷେଧକ ବ୍ୟବସ୍ଥା, ଚିକିତ୍ସା ଏବଂ ଉନ୍ନତ ପରୀକ୍ଷା ପ୍ରକ୍ରିୟା ଆଦି ବାବଦରେ ଗବେଷଣା ଚଳାଇଛନ୍ତି। ଏବେ ଆମେରିକାର କିଛି ବୈଜ୍ଞାନିକ ଏକ ଆଣ୍ଟିବଡି ପରୀକ୍ଷା ବିକଶିତ କରିଛନ୍ତି...

rabina
କରୋନା ପାଇଁ ଟ୍ରେନ୍‌ ସିଟ୍‌ ସଫା କଲେ ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ୍

ମୁମ୍ବାଇ: ବର୍ତ୍ତମାନ ସାର ବିଶ୍ୱରେ କରୋନା ସ୍ଥିତି ଗମ୍ଭୀର ରୂପ ନେଲାଣି। ଚାରିଆଡ଼େ ସରକାରୀ ଗାଇଡ୍‌ ଲାଇନ୍‌ ଜାରି ହେଉଛି। ଗାଡ଼ି ମଟର୍‌ ବନ୍ଦ। ବ୍ୟବସାୟ ବି ଠପ୍‌। ସରକାର କହୁଛନ୍ତି  ଅତି ଆବଶ୍ୟକ ହେଲେ ଘରୁ ବାହାରନ୍ତୁ। ଏଭଳି ସ୍ଥିତିରେ ଯିଏ ବି ଘରୁ ବାହାରୁଛନ୍ତି ସାବଧାନତାର...

corona
ଖରା ହେଲେ କରୋନା ଭାଇରସ୍‌ ମରିଯିବ; ଏ କଥା କ'ଣ ସତ?

ଭୁବନେଶ୍ୱର: ଗରମ କିମ୍ବା ଟାଣ ଖରାରରେ କରୋନା ଭାଇରସ୍‌ ମରିଯାଏ ବୋଲି ଚାରିଆଡ଼େ ଶୁଣିବାକୁ ମିଳୁଛି। କିଏ ଗରମ ପାଣି ପିଇବାକୁ କହୁଛନ୍ତି ତ ଆଉ କିଏ ଗରମ ପାଣିରେ ଗାଧୋଇବାକୁ ପରାମର୍ଶ ଦେଉଛନ୍ତି। ଏମିତିକି ଖରାରେ ଛିଡ଼ା ହେଲେ ଶରୀରରୁ କରୋନା ଭୂତାଣୁ ମରିଯିବ ବୋଲି ମଧ୍ୟ...

corona
କରୋନା ଆକ୍ରାନ୍ତ ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ୨୬ ଲକ୍ଷ!

ବୋଷ୍ଟନ: ଜଣେ କରୋନା ଭାଇରସ ଆକ୍ରାନ୍ତ ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ୨୬ ଲକ୍ଷ ୪୧ ହଜାର। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେବି କଥାଟା ସତ। ଆମେରିକା ବୋଷ୍ଟନ ଅଞ୍ଚଳର ଜଣେ  କରୋନା ଆକ୍ରାନ୍ତ ମହିଳାଙ୍କ ଚିକିତ୍ସା ପରେ ଏତିକି ଟଙ୍କାର ବିଲ୍ ଆସିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଆମେରିକାରେ କରୋନା...

Kovind
ଡାକ୍ତରୀ ଟେଷ୍ଟ କରାଇବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡାକ୍ତରୀ ପରୀକ୍ଷା କରାଇବେ। ନିର୍ଦ୍ଧାରିତ ଗାଇଡ୍‌ଲାଇନ୍‌ ଅନୁଯାୟୀ ଏହି ଡାକ୍ତରୀ ପରୀକ୍ଷା କରାଯିବ। ରାଷ୍ଟ୍ରପତି ଭବନ ସୂତ୍ରରୁ କୁହାଯାଇଛି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଷ୍ପତ୍ତି ନେଇଛନ୍ତି ପୂର୍ବରୁ ନିର୍ଦ୍ଧାରିତ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ବୈଠକ ଆଦି ସ୍ଥଗିତ ରଖାଯିବ।   ସୂଚନାଯୋଗ୍ୟ ଯେ,...

d41586-020-00190-6_17590326
ବଢ଼ିଲା କରୋନା ମୃତ୍ୟ ସଂଖ୍ୟା: ଇରାନ୍‌ରେ ପୁଣି ୧୪୯ ମୃତ୍ୟୁ ପରେ ସଂଖ୍ୟା ୧୦ ହଜାର ପାର୍

ବେଜିଂ: ମହାମାରୀ କରୋନା ଭାଇରସ ଏବେ ଚାଇନା ବାହାରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ବିଶ୍ୱର ସବୁ ରାଷ୍ଟ୍ର ଅଦୃଶ୍ୟ ଶତ୍ରୁ କରୋନା ଭାଇରସ ବିପକ୍ଷରେ ଯୁଦ୍ଧ ଆରମ୍ଭ କରିଥିଲେ ହେଁ ଏଯାଏ ସେତେଟା ସଫଳତା ମିଳିନାହିଁ। ପ୍ରତିଦିନ କରୋନା ଭାଇରସ ଶହଶହ ମୁଣ୍ଡ ନେଇ ଚାଲିଛି। କରୋନା...

aims
କରୋନା ରୋଗୀଙ୍କୁ ଅବହେଳା ନେଇ ସ୍ପଷ୍ଟୀକରଣ ଦେଲା ଏମ୍ସ

ଭୁବନେଶ୍ୱର: ରାଜ୍ୟର ଦ୍ୱିତୀୟ କରୋନା ପଜେଟିଭ୍ ରୋଗୀଙ୍କ ଚିହ୍ନଟ ପ୍ରକ୍ରିୟାରେ ଗୁରୁତର ଉଲ୍ଲଘଂନ ଅଭିଯୋଗ ହୋଇଥିବା ଉପରେ ଭୁବନେଶ୍ୱରସ୍ଥିତ ଏମ୍ସ କର୍ତ୍ତୃପକ୍ଷ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଗଣମାଧ୍ୟମରେ ପ୍ରକାଶିତ ଖବରକୁ ତ୍ରୁଟିପୂର୍ଣ୍ଣ କହିବା ସହ କରୋନା ପୀଡ଼ିତ ରୋଗୀଙ୍କ ଚିକିତ୍ସା ପ୍ରକ୍ରିୟାରେ କୌଣସି ପ୍ରକାରର ଅବହେଳା କରାଯାଇ ନାହିଁ...

df
ଗହଳିଚହଳିରେ ଫାଟି ପଡ଼ୁଥିବା ଜଗାର ବଡ଼ଦାଣ୍ଡ ଆଜି ଶୂନ୍‌ଶାନ୍‌

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଶ୍ରୀମନ୍ଦିର ସହ ରାଜ୍ୟର ସମସ୍ତ ମନ୍ଦିର, ମସ୍‌ଜିଦ୍, ଗୀର୍ଜାରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଛି। ଆଜି ପୂରା ଖାଁ ଖାଁ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର। ନା କୌଣସି ଶ୍ରଦ୍ଧାଳୁଙ୍କ ଦେଖା ମିଳୁଛି ନା କୌଣସି ଦର୍ଶନାର୍ଥୀ ଆସିଛନ୍ତି। ବଡ଼ଦାଣ୍ଡଠୁ...

maveen
କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଏହିସବୁ ଦାବି ରଖିଲେ ନବୀନ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପ୍ରୟାସ କରୁଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପାଖରେ କିଛି ଦାବି ରଖିଛନ୍ତି। କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଓ ଟିମ୍‌ ସହିତ ଅପରାହ୍ନରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା...

Naveen-Modiiiii
୨୦୨୧ ଜନଗଣନା ଓ NPR ଅପଡେଟ୍ ପ୍ରକ୍ରିୟା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ୨୦୨୧ ଜନଗଣନା ଓ NPR ଅପଡେଟ୍ ପ୍ରକ୍ରିୟା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପ୍ରିଲ ପହିଲାରୁ  ସେପଟମ୍ବର ୩୦ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରକ୍ରିୟାରେ ପ୍ରାୟ ୩୦ ଲକ୍ଷ ଲୋକ ନିୟୋଜିତ ହେବ ତେବେ କରୋନା ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ...

corona
ଓଡ଼ିଶାରେ କେମିତି ଅଛି କରୋନା ଭାଇରସ୍‌ର ସ୍ଥିତି ?

ଭୁବନେଶ୍ୱର : କରୋନା ସଂକ୍ରମଣକୁ ରୋକିବା ପାଇଁ ବିଦେଶରୁ ଫେରୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାର ସ୍ୱେଚ୍ଛାକୃତ ପଞ୍ଜିକରଣ ବାଧ୍ୟ କରିଥିବାବେଳେ ଆଜିସୁଦ୍ଧା ୨୯୩୫ଜଣ ବ୍ୟକ୍ତି ପଞ୍ଜିକରଣ କରିଛନ୍ତି। ଏହି ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛି। ମାତ୍ର ୨ଜଣଙ୍କ ଦେହରେ କରୋନା ପଜେଟିଭ୍ ନମୂନା ମିଳିଛି ଓ...