ନୂଆଦିଲ୍ଲୀ: ପ୍ରାଇଭେଟ୍ ଲ୍ୟାବ୍କୁ କୋଭିଡ୍-୧୯ ଟେଷ୍ଟ ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର। ତେବେ ଏଥିପାଇଁ ଆଇସିଏମ୍ଆର୍(ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଜିକାଲ୍ ରିସର୍ଚ)ଏକ ଗାଇଡ୍ଲାଇନ୍ ଜାରି କରିଛି। ଏହି ଗାଇଡ୍ଲାଇନ୍ ଅନୁସାରେ, ପ୍ରାଇଭେଟ୍ ଲାବ୍ଗୁଡ଼ିକ କୋଭିଡ୍-୧୯ ଟେଷ୍ଟ ପାଇଁ ସର୍ବାଧିକ ଚାର୍ଜ ୪,୫୦୦ରୁ ଅଧିକା ଚାର୍ଜ ନେଇପାରିବେ ନାହିଁ।...
ନୂଆପଡ଼ା: କରୋନା ସଚେତନତା ବୈଠକରେ ସାଂସଦ-ବିଧାୟକଙ୍କ ମଧ୍ୟରେ କଥା କଟାକଟି ହୋଇଛି। ଗତକାଲି ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଦ୍ଭାବନା ଗୃହରେ କରୋନା ସଂକ୍ରମଣକୁ ରୋକିବା ଲାଗି ଏକ ସଚେତନତା ସଭା ହୋଇଥିଲା। ଏଥିରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ...
ଲମତାପୁଟ (ଜଗତ ଜୀବନ କଚିମ): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କଞ୍ଚଣା ଗାଁରେ ଏକ କାର୍ ଭିତରୁ ଏକ ୬ ବର୍ଷର ଝିଅର ଗଳାକଟା ମୃତଦେହ ମିଳିଛି। ତାଙ୍କ ପରିବାର ଲୋକେ ଏନେଇ ଥାନାରେ ଏତଲା ଦେଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି। ଗତକାଲି ରାତିରେ...
ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱରେ ସ୍ଥିତି ଜଟିଳ। ବିଶ୍ୱରେ ୧୮୬ ଦେଶକୁ ବ୍ୟାପିଲାଣି କରୋନା ଭାଇରସ୍। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬ ହଜାର ୬୭୭ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୧୩ ହଜାର ୧୭ରେ ପହଞ୍ଚିଛି। ଚୀନରେ ସର୍ବାଧିକ ୮୧ ହଜାର ୮ ଜଣ ଆକ୍ରାନ୍ତ...
ନୂଆଦିଲ୍ଲୀ: ଭାରତରେ ଥମିବାର ନା ନେଉନାହିଁ ମହାମାରୀ କରୋନା ଭାଇରସ। ଆଇସିଏମ୍ଆରର ସୂଚନା ଅନୁଯାୟୀ ଗତକାଲି ରାତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୩୦୦ରେ ପହଞ୍ଚିଛି। ପଶ୍ଚିମବଙ୍ଗର ଜଣେ ପୁରୁଷ ଓ ପୁଣେର ଜଣେ ମହିଳାଙ୍କଠାରେ କୋବିଡ-୧୯ ପଜିଟିଭ୍ ଆସିଛି। ତେବେ ଏହି ଦୁଇ ଆକ୍ରାନ୍ତ ବିଦେଶ ଭ୍ରମଣ କରିନଥିଲେ।...
ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ଲାଗି ସାମାଜିକ ଦୂରତ୍ୱକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଆଜି ସାରା ଦେଶ ଜନତା କର୍ଫ୍ୟୁ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆଜି ସକାଳ ୭ଟାରୁ ଜନତା କର୍ଫ୍ୟୁ ଆରମ୍ଭ ହୋଇ ରାତି ୯ଟା ଯାଏଁ ଚାଲିବ। ଏହି ସମୟ ମଧ୍ୟରେ ଲୋକଙ୍କୁ...
ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟଠାରେ ଚାଲୁ ରହିଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ସ୍ଥଗିତ ରଖାଯାଇଛି। ଜାମିଆ କୋଅର୍ଡିନେସନ୍ କମିଟି ଏବଂ ପୂର୍ବତନ ଛାତ୍ର ସଂଗଠନ ଏପରି ନିଷ୍ପତ୍ତି ନେଇଛି। ଉଭୟ ପୂର୍ବତନ ଛାତ୍ର ଏବଂ ବର୍ତ୍ତମାନର ଛାତ୍ରଙ୍କୁ ନେଇ ଗଠିତ ଜାମିଆ...
ନୂଆଦିଲ୍ଲୀ: ଶନିବାର ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୩ ପହଞ୍ଚିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିରୁ ୩୯ ଜଣ ବିଦେଶୀ ନାଗରିକ ଅଛନ୍ତି। ରାଜ୍ୟାମାନଙ୍କ ମଧ୍ୟରେ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ୬୩ ଜଣ ଆକ୍ରାନ୍ତ ଅଛନ୍ତି। ଏହା ପଛକୁ କେରଳରେ ୪୦ ଜଣ...
ଭୁବନେଶ୍ୱର: ଭାରତରେ କରୋନା ସ୍ଥିତି ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୮୩ ଛୁଇଁଲାଣି। ତେବେ ଭାରତରେ ବର୍ତ୍ତମାନ କରୋନା ସ୍ଥିତି ଷ୍ଟେଜ୍-୨ରେ ଅଛି। ଯଦି ଏହା ଷ୍ଟେଜ୍-୩ ଓ ଷ୍ଟେଜ୍-୪କୁ ଆଡ଼େ ଗତି କରିବ ତେବେ ସ୍ଥିତି ଆହୁରି ଜଟିଳ ହେବ। ଜନସଂଖ୍ୟା ବହୁଳ...
ନୂଆଦିଲ୍ଲୀ: କୋରନା ଭାଇରସର ମୁକାବିଲା ଲାଗି ସାମାଜିକ ଦୁରତ୍ୱକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଆସନ୍ତାକାଲି ସାରା ଦେଶ ଜନତା କର୍ଫ୍ୟୁ ପାଳନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆସନ୍ତାକାଲି ସକାଳ ୭ଟାରୁ ରାତି ୯ଟା ଯାଏଁ ୧୪ ଘଣ୍ଟା ଧରି ସମ୍ପୂର୍ଣ୍ଣ ଲକଡାଉନ୍ ରହିବ ପୂରା ଦେଶ। ଏହି...
ନୂଆଦିଲ୍ଲୀ: ୨୦୧୯ ବିଶ୍ୱକପ ପରେ ଆଉ କ୍ରିକେଟ ମୈଦାନରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦେଖିବାକୁ ମିଳିନାହିଁ। ଆସନ୍ତା ମାର୍ଚ୍ଚ ୨୯ରେ ଆରମ୍ଭ ହେବାକୁ ଥିବା ଆଇପିଏଲରେ ଧୋନିଙ୍କୁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିବା ଦେଖିବାକୁ ମିଳିଥାଆନ୍ତା। ହେଲେ କରୋନା ଭାଇରସ ଯୋଗୁ...
ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଭାରତ ସରକାର କ୍ୱାରେଣ୍ଟାଇନ୍ ପାଇଁ ଜାରି କରିଥିବା ନିୟମକୁ ବକ୍ସର ତଥା ରାଜ୍ୟସଭା ସାଂସଦ ମ୍ୟାରିକମ ଉଲ୍ଲଙ୍ଘନ କରିଛନ୍ତି। ମ୍ୟାରିକମ ନିକଟରେ ଜୋର୍ଡାନର ଅମ୍ମାନରେ ଏସିଆନ-ଓସେନିଆ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଖେଳିବାକୁ ଯାଇଥିଲେ। ଏଥିରେ ଅନ୍ୟ ସାଂସଦମାନଙ୍କ...
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଜନତା କର୍ଫ୍ୟୁ’ ଆହ୍ୱାନକୁ ସମାଲୋଚନା କରିଛନ୍ତି। ଏଥିସହ ସେ କହିଛନ୍ତି, ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ତୁରନ୍ତ କିଛି ପଦକ୍ଷେପ ନେବା ଦରକାର। ସରକାର କରୋନା ଭଳି ସ୍ଥିତିରେ ବଡ଼ ଆର୍ଥିକ ପ୍ୟାକେଜ୍ ମଧ୍ୟ ଘୋଷଣା...