• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

corona-vuie
କରୋନାରେ ପୁଣି ଜଣଙ୍କର ମୃତ୍ୟୁ

ମୁମ୍ବାଇ: ପୁଣି ଜଣେ କରୋନା ଭାଇରସ୍ ରୋଗୀଙ୍କ ମୃତ୍ୟୁ ହୋଇଛି। ମୁମ୍ବାଇର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ନିକଟରେ ବ୍ୟକ୍ତି ଜଣକ ୟୁନାଇଟେଡ୍ ଆରବ୍‌ ଏମିରେଟ୍ସରୁ ଅହମଦାବାଦ ଫେରିଥିଲେ। ପରେ ତାଙ୍କଠାରେ ଜ୍ୱର, କାଶ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଚିକିତ୍ସା କରାଯାଉଥିଲା। ସୋମବାର ତାଙ୍କର...

579656_1373999_deisel_akhbar
କରୋନା ସ୍ଥିତିରେ ମହଙ୍ଗା ମାଡ଼: ଡିଜେଲ୍‌ ଓ ପେଟ୍ରୋଲ୍‌ ଦର ବଢ଼ିବ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଜଟିଳ ହେଉଥିବା ବେଳେ ପୁଣି ମହାଙ୍ଗା ମାଡ଼ ଚିନ୍ତାର କାରଣ ହୋଇଛି। କରୋନା ଜନିତ କ୍ଷତି ଭରଣା ପାଇଁ କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ପେଟ୍ରୋଲ ଓ ଡିଜେଲରେ ଯଥାକ୍ରମେ ଲିଟର ପ୍ରତି ୧୮...

covid
ଆୟୁଷ୍ମାନ୍ ଭାରତରେ ସାମିଲ୍‌ ହୋଇପାରେ କରୋନା ଚିକିତ୍ସା

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ୍‌ ହୋଇପାରେ  କୋଭିଡ୍‌-୧୯ ବା କରୋନା  ଚିକତ୍ସା। ଏହି ନିଷ୍ପତ୍ତି ନେଇଛି ନ୍ୟାସନାଲ ହେଲ୍‌ଥ ଅଥରିଟି। ଫଳରେ ଗରିବ ଲୋକ ଏହାର ଫାଇଦା ଉଠାଇପାରିବେ। ଯୋଜନା ଅଧୀନରେ ଗରିବ ଶ୍ରେଣୀର ଲୋକେ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇପାରିବେ। ବର୍ତ୍ତମାନ ଆୟୁଷ୍ମାନ ଭାରତ...

modi
ଆଜି ସନ୍ଧ୍ୟା ୮ରେ ପୁଣି ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ସ୍ଥିତି ଓ ଏହାର ମୁକାବିଲା ନେଇ ଆଜି ସନ୍ଧ୍ୟା ୮ଟା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ପ୍ରଧାମନମନ୍ତ୍ରୀ ମୋଦି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ୍ ମିଡିଆ ମାଧ୍ୟମରେ ନିୟମିତ...

deadbody
ପରିବାର ସହ ଗାଁକୁ ଯାଉଥିଲେ, ଧକ୍କା ଦେଲା ଅଜଣାଗାଡ଼ି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥର ଜରପଡ଼ା ଥାନା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ନୀଳମଣି ବେହେରା। ଦୁର୍ଘଟଣାରେ ତାଙ୍କ ସ୍ତ୍ରୀ ଓ ଦୁଇ ଛୁଆ ଗୁରୁତର ହୋଇଛନ୍ତି। ମୃତ ନୀଳମଣିଙ୍କ ସ୍ତ୍ରୀ ବିଳାସିନୀ  ଓ ତାଙ୍କ ଦୁଇ ଛୁଆଙ୍କୁ ଅନୁଗୁଳୁ...

RAJYASHBHA
କରୋନା ମୁକାବିଲା: ରାଜ୍ୟସଭା ନିର୍ବାଚନ ସ୍ଥଗିତ

ନୂଆଦିଲ୍ଲୀ:ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରହିଲା ରାଜ୍ୟସଭା ନିର୍ବାଚାନ। ଏଇ ଗୁରୁବାର ନିର୍ବଚନ ହେବାର ଥିଲା। କରୋନା ମୁକାବିଲା ପାଇଁ ଦେଶର ରାଜଦାନୀ ସମେତ ସବୁ ରାଜ୍ୟରେ ଲକ୍‌ ଢାଉନ୍‌ ବା ତାଲାବନ୍ଦ କରାଯାଇଥିବାରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ମାର୍ଚ୍ଚ ୩୧ ପରେ ନିର୍ବାଚନ କମିଶନ ସ୍ଥିତି ସମୀକ୍ଷା...

corona virus photo
ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ଘର ସାମ୍ନାରେ ଲାଗିବ ଷ୍ଟିକର

ଭୁବନେଶ୍ୱର: କରୋନା ସ୍ଥିତିକୁ ନେଇ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ହୋମ୍ କ୍ୱାରେଣ୍ଟାଇନ୍‌ରେ ରହୁଥିବା ଲୋକଙ୍କ ଘର ଆଗରେ ଲାଗିବ ସ୍ୱତନ୍ତ୍ର ଷ୍ଟିକର। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପୃଥକବାସ ଓ ପରିବାରର ଅନ୍ୟ ବିବରଣୀ ରହିବ। ବ୍ୟକ୍ତି ଜଣକ କେଉଁ ତାରିଖରୁ କେତେ ତାରିଖ ପର୍ଯ୍ୟନ୍ତ...

suprim court
ସୁପ୍ରିମକୋର୍ଟ ଆସିବେନି ଓକିଲ କିନ୍ତୁ ମାମଲାର ଶୁଣାଣି ହେବ

ନୂଆଦିଲ୍ଲୀ: କରୋନା ସଂକ୍ରମଣଙ୍କୁ ନେଇ ସୁପ୍ରିମକୋର୍ଟରେ ଥିବା ଓକିଲମାନଙ୍କ ଚ୍ୟାମ୍ୱର ସିଲ୍ ହେବ। ଏନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ. ଏ. ବୋବଡେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗହଳି କମାଇ କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ଯାଇ ପ୍ରଧାନ ବିଚାରପତି ଏଭଳି ନିଷ୍ପତ୍ତି ନେଇଛନ୍ତି। ହେଲେ...

corona internationl
କରୋନା:ଏହି ସବୁ ଦେଶରେ ସ୍ଥିତି ବିଗୁଡୁଛି

ନୂଆଦିଲ୍ଲୀ: କରୋନା କବଳରେ ବିଶ୍ୱର ୧୯୦ରୁ ଅଧିକ ଦେଶ। ଏବେ ୨ ଲକ୍ଷ ୨୩ ହଜାର ୭୭୪ ଜଣ କରୋନାରେ ଆକ୍ରାନ୍ତ। ୧୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ରେକର୍ଡ ହୋଇଛି । କିନ୍ତୁ କରୋନାରୁ ଏବେ ସୁଦ୍ଧା ୯୮ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି।...

train344
ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବାତିଲ

ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ପାଇଁ ଆସନ୍ତା ୩୧ ଯାଏ ଦେଶରେ ଟ୍ରେନ୍ ଚଳାଚଳ ବନ୍ଦ। ଭାରତୀୟ ରେଲଓ୍ୱ ବୋର୍ଡ ପକ୍ଷରୁ ଗତକାଲି ଏଭଳି ନିଷ୍ପତ୍ତି ନିଆଯାଇଛି। ସମସ୍ତ ଦୂରଗାମୀ ମେଲ୍ ଓ ଏକ୍ସପ୍ରେସ୍ ସହିତ ଇଣ୍ଟରସିଟିକୁ ମଧ୍ୟ ବାତିଲ କରି ଦିଆଯାଇଛି। ସବୁ ପାସେଞ୍ଜର ଟ୍ରେନ୍ ମଧ୍ୟ...