• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

bbsr55555
ଲକ୍‌ଡାଉନ୍ ସତ୍ତ୍ୱେ ରାଜଧାନୀର ବିଭିନ୍ନ ଛକରେ ଭିଡ଼

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ କାଲି ସାରା ଦେଶରେ ଲାଗୁ ହୋଇଥିଲା ଜନତା କର୍ଫ୍ୟୁ। ଏଥସହିତ ମାର୍ଚ୍ଚ ୨୨ ତାରିଖରୁ ୨୯ ତାରିଖ ଯାଏ ରାଜ୍ୟ ସରକାର ୫ଟି ଜିଲ୍ଲା ଓ ୯ଟି ସହରକୁ ‘ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକ ଜିନିଷକୁ ଛାଡ଼ିଦେଲେ ସମସ୍ତ ଦୋକାନ...

President
ନେତା ଅଭିନେତା ସମସ୍ତେ ବଜାଇଲେ ତାଳି ଓ ଥାଳି

ନୂଆଦିଲ୍ଲୀ: ବାଲକୋନୀରୁ ଶୁଭିଲା ତାଳି, ଥାଳି ଏବଂ ଘଣ୍ଟିର ଶବ୍ଦ। କାହା କାହା ହାତରେ ଥିଲା ଥାଙ୍କ ୟୁ ଏବଂ ଧନ୍ୟବାଦ ଲେଖାଥିବା କିଛି କାଗଜ। ଏଭଳି ଭାବେ ଜରୁରୀକାଳୀନ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲୋକେ। ଏଥିପାଇଁ ଅଧିକାଂଶ ତାଳି ବଜାଉଥିବାବେଳେ ଥାଳି ଓ ଚାମଚର ଯୁଗଳବନ୍ଦୀ...

kejirwal
ସକାଳ ୬ରୁ ମାର୍ଚ୍ଚ ୩୧ ଯାଏ ଦିଲ୍ଲୀ ଲକ୍‌ ଡାଉନ୍

ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ୬ଟାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ଲକ୍‌ ଡାଉନ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ପଡ଼ୋଶୀ ରାଜ୍ୟରୁ ଆସୁଥିବା ଅତ୍ୟାବଶକୀୟ ସେବାକୁ ଛାଡ଼ି ଦିଲ୍ଲୀର ସମସ୍ତ ସୀମା ସିଲ୍‌ ହେବ। ଜୁରୁରୀକାଳୀନ ସେବା ବ୍ୟତିତ  ଅନ୍ୟ ସମସ୍ତ ସେବା ବନ୍ଦ ରହିବ...

rade
୭୫ ଜିଲ୍ଲାରେ ଲକ୍‌ଡାଉନ୍‌ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ରବିବାର କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ଦେଶର ୭୫ଟି ଜିଲ୍ଲାରେ ଲକ୍‌ଡାଉନ୍‌ ଲାଗୁ ହେବ। ଏହି ସବୁ ଜିଲ୍ଲାରେ କେବଳ ଜରୁରୀକାଳୀନ ସେବା ଚାଲୁ ରହିବ। କରୋନା ଆକ୍ରାନ୍ତଙ୍କୁ ଆଖି ଆଗରେ ରଖି ଏହି ସବୁ ଜିଲ୍ଲାଙ୍କୁ ଚିହ୍ନଟ କରାଯାଇଛି। ସାରା ଦେଶରେ ଏଭଳି ୭୫ଟି ଜିଲ୍ଲା...

america white house
ଭାରତଠୁ ଶିଖିଲା ଆମେରିକା: ଜନତା କର୍ଫ୍ୟୁ ଫାଇଁ ନିବେଦନ

ଆମେରିକା: ଘରେ ରହିବା, କରୋନା ଭାଇରସକୁ ମାତ୍ ଦେବା। ଏହି ନାରାରେ ଆଜି ସାରା ଦେଶ ପାଳନ କରୁଛି ଜନତା କର୍ଫ୍ୟୁ। ଭାରତରେ ଜନତା କର୍ଫ୍ୟୁ ଆମେରିକାକୁ ମଧ୍ୟ ବଡ ଶିକ୍ଷା ଦେଇଛି। ଏବେ ଆମେରିକା ମଧ୍ୟ ନିଜ ନାଗରିକମାନଙ୍କୁ ଅଧିକରୁ ଅଧିକ ଘର ଭିତରେ ରହିବାକୁ ପରାମର୍ଶ...

sukma
ଆସିଲା ଦୁଃଖଦ ଖବର: ମାଓ ଆକ୍ରଣରେ ୧୭ ଯବାନ ସହିଦ

ରାୟପୁର: ସାରା ଦେଶ ମହାମାରୀ କରୋନା ଭାଇରସ୍ ସହିତ ଲଢୁଥିବା ବେଳେ ଦେଶ ପାଇଁ ଏକ ଦୁଃଖଦ ଖବର ଆସିଛି। ଛତିଶଗଡ଼ ସୁକ୍‌ମାରେ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ମାଓବାଦୀ। ଏଥିରେ ୧୭ ଯବାନ ସହିଦ ହୋଇଥିବା ବେଳେ ୧୪ ଜଣ  ଗୁରୁତର ଆହତ ହୋଇଛନ୍ତି। ଶନିବାର ନକ୍ସଲଙ୍କ...

virat kohil
ଜନସାଧାରଣଙ୍କ ସୁରକ୍ଷା ପାଇଁ ସଚେତନ କରାଇଲେ ବିରୁଷ୍କା

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ସଚେତନର ବାର୍ତ୍ତା ଦେଲେ ବିରୁଷ୍କା। ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମା  ଗତକାଲି ଏକ ଭିଡିଓ ମାଧ୍ୟମରେ କୋଭିଡ-୧୯ ମହାମାରୀ ପାଇଁ ଲୋକଙ୍କୁ ସଚେତନ କରାଇଛନ୍ତି। ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓରେ...

buuses-parkeed
ଆଜିଠୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର: ଆଜିଠୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ ରହିଛି। ରାଜ୍ୟରୁ କୌଣସି ବସ୍‌ ବାହାରି ରାଜ୍ୟକୁ ଗଡ଼ିବ ନାହିଁ। ଏନେଇ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି। ତେବେ ଆଜି ‘ଜନତା କର୍ଫ୍ୟୁ’ ପାଇଁ ବସ୍, ଟ୍ୟାକ୍ସି, ଅଟୋ, ଘରୋଇ ଯାନ...

train
୩୧ ଯାଏ ଗଡ଼ିବନି କୌଣସି ଟ୍ରେନ୍

ନୂଆଦିଲ୍ଲୀ: ଆସନ୍ତା ୩୧ ମଧ୍ୟରାତ୍ର ଯାଏ ଦେଶରେ ଗଡ଼ିବନି କୌଣସି ଟ୍ରେନ୍।  କରୋନା ଭାଇରସ ସଂକ୍ରମଣ ମୁକାବିଲା ପାଇଁ ଭାରତୀୟ ରେଲୱେ ବୋର୍ଡ ଏଭଳି ବଡ଼ ନିଷ୍ପତ୍ତି ନେଇଛି। ସମସ୍ତ ଦୂରଗାମୀ ମେଲ୍ ଓ ଏକ୍ସପ୍ରେସ୍ ସହିତ ଇଣ୍ଟରସିଟିକୁ ମଧ୍ୟ ବାତିଲ କରି ଦିଆଯାଇଛି। ସବୁ ପାସେଞ୍ଜର ଟ୍ରେନ୍...

dead
ଆଜି ଗୋଟିଏ ଦିନରେ ଦୁଇ କରୋନା ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗୋଟିଏ ଦିନରେ ଦେଶରେ କରୋନାରେ ଦୁଇ ଜଣଙ୍କ ମୃତ୍ୟୁ। ପାଟନା ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ୩୮ ବର୍ଷିୟ ଯୁବକ। ଯୁବକଜଣକ ପୂର୍ବରୁ କିଡନୀ ରୋଗରେ ପୀଡ଼ିତ ଥିଲେ। ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ତାଙ୍କ ପାଟନା ଏମ୍ସରେ ଭର୍ତ୍ତି...

tortal
ଋଷିକୂଲ୍ୟା ମୁହାଣରେ ଅଲିଭ୍ ରିଡଲେ କଇଁଚଙ୍କ ଅଣ୍ଡାଦାନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀ ମୁହାଣରେ ବହୁସଂଖ୍ୟକ ଅଲିଭ୍‌ ରିଡଲେ କଇଁଛ ଗଣ ଅଣ୍ଡାଦାନ କରିଛନ୍ତି। ଗତକାଲି ଭୋର ୩ଟା ୧୦ ମିନିଟ୍‌ରେ ପୋଡ଼ମପେଟାରୁ ବଟେଶ୍ୱର ଯାଏ ପ୍ରାୟ ୫ କିମି ସମୁଦ୍ର ବେଳାଭୂମିରେ ୨୦୪୬ଟି କଇଁଛ ଗଣ ଅଣ୍ଡାଦାନ କରିଥିବା ବନ ବିଭାଗ ସୂଚନା ଦେଇଛି।...

corfeu
ଜନତା କର୍ଫ୍ୟୁ ପାଇଁ କମିଶନରେଟ ପୁଲିସର ପାସ୍ ବ୍ୟବସ୍ଥା

ଭୁବନେଶ୍ୱର: ଜନତା କର୍ଫ୍ୟୁ ପାଇଁ ଭୁବନେଶ୍ୱରରେ କମିଶନରେଟ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ପାସ୍ ବ୍ୟବସ୍ଥା ହୋଇଛି। ଜରୁରୀକାଳିନ କାର୍ଯ୍ୟ ପାଇଁ ଯଦି, କେହି ବ୍ୟକ୍ତି ପୋଲିସକୁ ଏସମ୍ପର୍କରେ ଜଣାନ୍ତି, ତେବେ ତାଙ୍କୁ କମିଶନରେଟ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ପାସ୍ ଯୋଗାଇ ଦିଆଯିବ। ଲୋକେ ୧୦୦ ନମ୍ବରକୁ କଲ୍ କରି...

chatisgada
ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର: ୧୪ ଯବାନ ଆହତ, ୧୩ ଜଣଙ୍କ ପତ୍ତା ମିଳୁନି

ଛତିଶଗଡ଼: ଛତିଶଗଡ଼ ସୁକ୍‌ମାରେ ସୁରକ୍ଷାକର୍ମୀଙ୍କ ବଡ଼ ଧରଣର ଏନକାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ୧୪ ଯବାନ ଆହତ ହୋଇଥିବା ବେଳେ ୧୩ ଜଣଙ୍କର ପତ୍ତା ମିଳୁନି। ତେବେ ଆହତଙ୍କୁ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଫଳରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରିଛି ସୁରକ୍ଷାବାହିନୀ। ଆଜି ସକାଳୁ ସଂପୃକ୍ତ ଜଙ୍ଗଲରେ...