• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

333
ଗୋଆରେ ଫସି ରହିଛନ୍ତି ୬୦ ଓଡ଼ିଆ, ଉଦ୍ଧାର ପାଇଁ କଲେ ଆକୁଳ ନିବେଦନ

ବାଲେଶ୍ୱର: କରୋନାକୁ ନେଇ ସାରା ବିଶ୍ୱରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଯିଏ ଯେଉଁଠି ଅଛନ୍ତି ସମସ୍ତେ ଭିଟାମାଟିକୁ ଫେରି ଆସିବା ପାଇଁ ଚାହୁଁଛନ୍ତି । ଏବେ ଗୋଆରେ ଫସି ରହିଛନ୍ତି ଓଡ଼ିଶାର ୬୦ରୁ ଅଧିକ ଲୋକ। ଲକ୍‌ଡାଉନ୍‌ ପରେ ସେମାନେ ଘରକୁ ଫେରି ପାରୁ ନାହାନ୍ତି। ଅନ୍ୟପକ୍ଷେ...

corona who
କରୋନା ଭାଇରସ୍‌: କେଉଁଠି ବଢେ, କେଉଁଠି ମରେ ସ୍ପଷ୍ଟ କଲା WHO

ନୂଆଦିଲ୍ଲୀ: କରୋନା ଭାଇରସର ସଂକ୍ରମଣ ଓ ନିୟନ୍ତ୍ରଣ ନେଇ ସୋସିଆଲ ମିଡିଆରେ ଗଦା ଗଦା ଗୁଜବ । କିଏ କହୁଛି ବେଶୀ ଖରା ହେଲେ ଭୂତାଣୁ ମରିଯିବ। କିଏ କହୁଛି, ଉଷୁମ ପାଣି ପିଇଲେ ସଂକ୍ରମଣରୁ ରକ୍ଷା ମିଳିବ। ଲୋକଙ୍କ ମନରୁ ଏଭଳି ଭ୍ରାନ୍ତ ଧାରଣାକୁ ଦୂର କରିବା...

modi-2
୨୧ ଦିନ ପାଇଁ ସାରା ଭାରତ 'ଲକ୍‌ ଡାଉନ୍'; ଆଜି ରାତି ୧୨ଟା ଠାରୁ ଲାଗୁ

ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିଲା ତାହା ହେଲା। ସାରା ଦେଶକୁ ଲକ୍‌ ୨୧ ଦିନ ପାଇଁ ଲକ୍‌ ଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାତି ୧୨ଟାରୁ ଏହି ନିୟମ ଲାଗୁ ହେବ। ଜନତାଙ୍କୁ କରୋନା ସ୍ଥିତି ନେଇ ସମ୍ବୋଧନ କଲା ବେଳେ ଆଜି ଏଭଳି...

bbci
ବୈଠକ ବାତିଲ୍‌ କଲା ବିସିସିଆଇ: ବନ୍ଦ ହେବ କି ଆଇପିଏଲ୍‌ ?

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ କାରଣରୁ ଆଇପିଏଲକୁ ପୂର୍ବରୁ ହିଁ ଏପ୍ରିଲ୍ ୧୫ ତାରିଖ ଯାଏ ସ୍ଥଗିତ କରିଦିଆଯାଇଛି। ଆଇପିଏଲର ପରବର୍ତ୍ତୀ ଯୋଜନା ଉପରେ ବିସିସିଆଇ ମଙ୍ଗଳବାର ଟେଲିକନଫରେନ୍ସିଂ ଜରିଆରେ ସବୁ ଫ୍ରାଞ୍ଚାଇଜିଙ୍କ ସହ ଆଲୋଚନା କରିବା ପାଇଁ ସ୍ଥିର କରିଥିଲା, କିନ୍ତୁ ଏହାକୁ ଏବେ ରଦ୍ଦ କରାଯାଇଛି।...

cir-2
କରୋନା ମୃତ୍ୟୁସଂଖ୍ୟା ୧୭ ହଜାର ପାର୍‌: ଆକ୍ରାନ୍ତ ୪ ଲକ୍ଷ ପାଖାପାଖି

ବେଜିଂ: ଚାଇନାରୁ ସୃଷ୍ଟି ହୋଇ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ ଏବେ ୟୁରୋପରେ ଅଧିକ ତାଣ୍ଡବ ରଚିଛି। ଚାଇନାରେ କରୋନା ଭାଇରସ ନିୟନ୍ତ୍ରଣକୁ ଆସିଥିବା ବେଳେ ବିଶ୍ୱର ଅନ୍ୟ ପ୍ରାନ୍ତରେ ଏହା ବେକାବୁ ହୋଇଯାଇଛି। ବିଶେଷ କରି ଇଟାଲୀ, ଇରାନ, ସ୍ପେନ ଓ ଆମେରିକା ସ୍ଥିତି...

corona
ଆସିଲା ସର୍ଭେ ରିପୋର୍ଟ: ଏପରି କଲେ ୬୨% ହ୍ରାସ ପାଇବ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ସାରା ବିଶ୍ୱରେ ବପଦ ବଢ଼ାଇଥିବା ମହାମାରୀ କରୋନା ଭାଇରସ୍‌କୁ କେମିତି ରୋକିହେବ ସେ ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି। ଆଇସିଏମଆର ସର୍ଭେରୁ ଏହି କଥା ଜଣାପଡ଼ିଛି। ଯଦି ଭାରତୀୟମାନେ ଗୋଟିଏ କାମକୁ ଭଲ ଭାବେ କରିପାରିବେ, ତା’ହେଲେ କରୋନା ସଂକ୍ରମଣର ଆଶଙ୍କା ପାଖାପାଖି ୬୨% ହ୍ରାସ...

hanta-virus-1
ପୁଣି ଗୋଟେ ନୂଆ ଚୀନ୍‌ ଭାଇରସ୍‌: ଜଣେ ମୃତ, ସଂକ୍ରମଣ ସନ୍ଦେହରେ ୩୨

ବେଜିଂ: ଚୀନ୍‌ରୁ ଆସିଥିବା କରୋନା ଭାଇରସ୍‌ ମହାମାରୀ ରୂପ ନେଇ ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଥିବା ବେଳେ ଏବେ ପୁଣି ଏକ ନୂଆ ଚୀନ ଭାଇରସ୍ ଆସିଛି। ଏଥିରେ ଜାଣଙ୍କର ଜୀବନ ବି ଯାଇଛି। ଏବେ ଏହି ଭାଇରସ୍‌ ବି ସାରା ବିଶ୍ୱର ମୁଣ୍ଡବଥାର କାରଣ ହେଲାଣି।...

HIMACHAL-LOCK-DIONW
କରୋନା ମୁକାବିଲା: ଲକ୍‌ଡାଉନ୍‌ ପରେ ହିମାଚଳ ପ୍ରଦେଶ ଓ ମଣିପୁରରେ କର୍ଫ୍ୟୁ

ନୂଆଦିଲ୍ଲୀ: କରୋନା ଭାଇରସରର ମୁକାବିଲା ପାଇଁ ଆହୁରି କଠୋର ହୋଇଛନ୍ତି ହିମାଚଳ ପ୍ରଦେଶ ଓ ମଣିପୁର ସରକାର। ପ୍ରଥମେ କରୋନା ପାଇଁ ସମଗ୍ର ରାଜ୍ୟକୁ ଲକ୍‌ ଡାଉନ ବା ତାଲାବନ୍ଦ ଘୋଷଣା କରିଥିବା ଏହି ଦୁଇ ସରକାର ଆଜି ନୂଆ ଘୋଷଣା କରିଛନ୍ତି। ଏଣିକି ଏହି ଦୁଇ ରଜ୍ୟରେ...

umra
ମୁକୁଳିଲେ ଉମାର ଅବ୍‌ଦୁଲ୍ଲା; କହିଲେ, ବହୁତ କିଛି ଘଟିଯାଇଛି ହେଲେ କରୋନା..

ଶ୍ରୀନଗର: ଶ୍ରୀନଗର: ୮ ମାସ ବନ୍ଦୀ ହୋଇ ରହିବା ପରେ ମୁକୁଳିଲେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାର ଅବ୍‌ଦୁଲ୍ଲା। ଆଜି ମଧ୍ୟାହ୍ନରେ ଜମ୍ମୁ-କଶ୍ମୀର ପ୍ରଶାସନ ତାଙ୍କୁ ମୁକ୍ତ କରିଛି। ଅଟକ ଦଣ୍ଡରୁ ମୁକୁଳିବା ପରେ ଓମାର ପ୍ରଥମ ଟ୍ୱିଟ କରିଛନ୍ତି। ଏଥିରେ ସେ କହିଛନ୍ତି, “ଆଜି ଏକ ଭିନ୍ନ...

italy
ଇଟାଲୀରେ ପୁଣି ୬୦୨ ଜଣଙ୍କ ଜୀବନ ନେଲା କରୋନା: ମୃତ୍ୟୁ ସଂଖ୍ୟା ୬.୦୭୭

ରୋମ: ଇଟାଲୀରେ ମହାମାରୀ କରୋନା ମଣିଷ ସମାଜକୁ ନଷ୍ଟ କରିଦେବା ଦିଗରେ ବ୍ୟାପିଲାଣି। ଏହି ପ୍ରାଣଘାତି ଭାଇରସ୍‌ ପୁଣିଥରେ ଇଟାଲୀରେ ୬୦୨ ଜଣଙ୍କ ଜୀବନ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୦୭୭ରେ ପହଞ୍ଚିଛି। ଚାଇନା ସ୍ଥିତି ସୁଧୁରୁଥିବା ବେଳେ ଇଟାଲୀ ସ୍ଥିତି ଦିନକୁ ଦିନ ଜଟିଳ...

nir,ala
ବଢ଼ିଲା ଆୟକର ରିଟର୍ଣ୍ଣ ଓ ଆଧାର-ପାନ୍‌ ଲିଙ୍କ୍ ସମୟସୀମା

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଆୟକର ପୈଠ ସମୟସୀମା ଘୁଞ୍ଚିଲା। ଏହି ସମୟସୀମାକୁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ସରକାର ଘୁଞ୍ଚାଇ ଦେଇଛନ୍ତି। ମଙ୍ଗଳବାର ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିସହିତ ଆଧାର-ପାନ୍‌ ଲିଙ୍କ ସମୟ ସୀମା ମଧ୍ୟ ଜୁନ ୩୦ ତାରିଖ ପର୍ଯ୍ୟନ୍ତ...

kartina
ହୋମ୍ ଆଇସୋଲେସନ୍‌ରେ ରହି ବାସନ ଧୋଇଲେ କ୍ୟାଟ୍ରିନା

ନୂଆଦିଲ୍ଲୀ: କରୋନା ଭାଇରସ କଟକଣାକୁ ନେଇ ବଲିଉଡର କେତେକ ଅଭିନେତା ଓ ଅଭିନେତ୍ରୀ ହୋମ୍ ଆଇସୋଲେସନ୍‌ରେ ରହୁଛନ୍ତି। ଘରେ ରହି କିଏ ରୋଷେଇ କରୁଚି ତ ଆଉ କିଏ ବ୍ୟାୟାମ କରୁଥିବା ଦେଖାଯାଇଥାଏ। ନିକଟରେ କ୍ୟାଟ୍ରିନା କୈଫ୍‌ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ...