• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

temple
ଏବେ ଏଇଠି ରହିବ ଜଗା ଟଙ୍କା

ଭୁବନେଶ୍ୱର: ମହାପ୍ରଭୁଙ୍କ କର୍ପସ ଓ ଟେମ୍ପଲ୍ ଫଣ୍ଡ୍ ୨ଟି ବ୍ୟାଙ୍କରେ ଜମା ହେବ। ବ୍ୟାଙ୍କ ଅଫ୍ ବରୋଦା ଓ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜମା ହେବ ଏହି ଟଙ୍କା। ୨ଟି ବ୍ୟାଙ୍କରେ ସମାନ ଭାଗ ହୋଇ ଜମା ହେବ ୨୮୭ କୋଟି। ବର୍ଷକ ପାଇଁ ୬.୨୬% ସୁଧରେ...

clinick
ଜଣେ ଡାକ୍ତର କୋଭିଡ୍-୧୯ ସଂକ୍ରମିତ ଜଣାପଡ଼ିବା ପରେ ୯୦୦ ଲୋକ କ୍ୱାରେଣ୍ଟାଇନ୍‌ରେ

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀର ମଉଜ୍‌ପୁରରେ ‘ମୋହଲ୍ଲା କ୍ଲିନିକ’ ନାମକ କମ୍ୟୁନିଟି ହେଲ୍‌ଥ ସେଣ୍ଟର ଜଣେ ଡାକ୍ତର କରୋନା ଆକ୍ରାନ୍ତ  ଜଣାପଡ଼ିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୯୦୦ ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସମସ୍ତଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧ କରି ରଖାଯାଇଛି ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତେନ୍ଦ୍ର ଜୈନ୍‌...

Untitled-1
କରୋନା ପାଇଁ କାଶ୍ମୀରରେ ପ୍ରଥମ ମୃତ୍ୟୁ

ଶ୍ରୀନଗର: କାଶ୍ମୀରରେ ପ୍ରଥମ ମୁଣ୍ଡ ନେଲା କରୋନା ଭାଇରସ୍‌। ହାଇଦରପୋରା ଗାଁର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ୩ ଦିନ ପୂର୍ବରୁ ଏହି ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ କରାଯାଇଥିଲା। ଆଜି ସକାଳେ ଶ୍ରୀନଗର ସ୍ଥିତ ସିଡି ହସ୍‌ପିଟାଲ୍‌ରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ...

Capture
ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ୩୦ ଓଡ଼ିଆ ଶ୍ରମିକ

ଆଳି; ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡା ପଥୁର ରୋଡରେ କାମ କରିବାକୁ ଯାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ୩୦ ଓଡ଼ିଆ ଶ୍ରମିକ ଲକ୍‌ଡାଉନ୍‌ ଯୋଗୁ ସେଠାରେ ଫସି ରହିଛନ୍ତି। ଲକଡାଉନ ଯୋଗୁ ଟ୍ରେନ ଓ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ସେମାନଙ୍କ ଘରକୁ ଫେରିବା ବାଟ ଏକଦମ୍‌ ବନ୍ଦ ହୋଇଯାଇଛି। ଏଥିପାଇଁ ସେମାନେ...

pic
କ୍ରିଟିକାଲ କ୍ୟାଟେଗୋରୀ ବର୍ଗର ୫୦% କର୍ମଚାରୀ ଅଫିସ୍‌ ଆସି କାମ କରିବେ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କ୍ରିଟିକାଲ କ୍ୟାଟେଗୋରୀ ବର୍ଗର ୫୦ ପ୍ରତିଶତ କର୍ମଚାରୀ ଅଫିସ୍ ଆସିବେ। କରୋନା ମୁକାବିଲା ପାଇଁ ସରକାରୀ କାର୍ଯ୍ୟାଳୟରେ ଭିଡ଼ ଏଡ଼ାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି। ସାଧାରଣ ପ୍ରଶାସନ ପକ୍ଷରୁ ସରକାରୀ କର୍ମଚାରୀଙ୍କ ପାଇଁ କ୍ୟାଟେଗୋରୀରେ ଆଂଶିକ ପରିବର୍ତ୍ତନ କରାଯାଇଛି। କ୍ରିଟିକାଲ ବର୍ଗ ହେଉଛି- FS&CW,...

jail
କୋହଳ ହେଲା ନିୟମ: ଲକ୍‌ଡାଉନ୍‌ ବେଳେ ଖୋଲା ରହିବ ଏସବୁ

ଭୁବନେଶ୍ୱର: ଲକ୍‌ଡାଉନ୍‌ ବେଳେ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଢାବା ଖୋଲା ରହିବ। ସେହିପରି ଗ୍ୟାରେଜ ଓ ପାର୍ଟ୍ସ ଦୋକାନ ମଧ୍ୟ ଖୋଲା ରହିବ। ମାଲବାହୀ ଯାନର ଚଳାଚଳକୁ ସୁଗମ କରିବାକୁ ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ରାଜ୍ୟର ସବୁ ଜିଲ୍ଲାପାଳ...

phoot
ରାଜମହଲ ଛକକୁ ଅସ୍ଥାୟୀ ଭାବେ ଉଠିଲା ୟୁନିଟ୍-୧ ହାଟ

ଭୁବନେଶ୍ୱର: ରାଜମହଲ ଛକକୁ ଅସ୍ଥାୟୀ ଭାବେ ଉଠିଲା ୟୁନିଟ୍-୧ ହାଟ। ସାମାଜିକ ଦୂରତ୍ୱ ରକ୍ଷା ଲାଗି ଭୁବନେଶ୍ୱର ୟୁନିଟ-୧କୁ ରାଜମହଲ ଛକକୁ ସ୍ଥାନାନ୍ତର କରାଯାଇଛି। ୟୁନିଟ-୧ ହାଟର ପରିବା ବ୍ୟବସାୟୀ ଏଜି ଛକରୁ ରାଜମହଲ ମଧ୍ୟରେ ବସିବେ। ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ମଧ୍ୟ କିଛି ବ୍ୟବସାୟୀ ବସିବେ। ହାଟରେ...

udhhar
ଉଦ୍ଧାର ପାଇଁ ବିଭିନ୍ନ ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ଆକୁଳ ନିବେଦନ

ଭୁବନେଶ୍ୱର:ଦେଶବ୍ୟାପୀ ଲକ୍‌ଡାଉନ୍‌ ପରେ ବିଭିନ୍ନ ରାଜ୍ୟରେ ବହୁ ଓଡ଼ିଆ ଶ୍ରମିକ, ତୀର୍ଥଯାତ୍ରୀ ଓ ଛାତ୍ରଛାତ୍ରୀ ଫସି ରହିଛନ୍ତି। ସେମାନେ ସୋଶାଲ ମିଡିଆରେ ଭିଡିଓ ଛାଡ଼ି ଉଦ୍ଧାର କରିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ଜମ୍ମୁରେ ୧୭୦ରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଛନ୍ତି। ଜମ୍ମୁସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରେ...

shoping-mall
ଆଉ ଗହଳି ହେବନି; ଫୋନ୍‌ କଲେ ଖାଦ୍ୟ ସାମଗ୍ରୀ ଦେଇଯିବ ସପିଂ ମଲ୍

କଟକ: ‘କରୋନା’ ପାଇଁ ସାମାଜିକ ଦୂରତା ବଜାୟ ରଖିବାକୁ କଟକ ପୌର ନିଗମର ପଦକ୍ଷେପ ନେଇଛି। ଖାଉଟି ସାମଗ୍ରୀ ପାଇଁ ଦୋକାନ ଯାଇ ଗହଳି କରିବାକୁ ପଡ଼ିବନି। ଖାଉଟିଙ୍କ ଫୋନ କଲ୍‌ରେ ସପିଂ ମଲ୍‌ ଜିନିଷ ପହଞ୍ଚାଇବେ ଘରେ। ଏଥିଲାଗି ସହରର ୧୧ଟି ସପିଂ ମଲ୍‌କୁ କଟକ ମହାନଗର...

ssi
କରୋନାରେ ପୁଣି ଜଣଙ୍କ ମୃତ୍ୟୁ: ମୃତ୍ୟୁ ସଂଖ୍ୟା-୧୦

ଅହମଦାବାଦ: ମହାମାରୀ କରୋନା ଭାରତରେ ଆଉ ଏକ ମୁଣ୍ଡ ନେଇଛି। ବୁଧବାର ବିଳମ୍ବିତ ରାତିରେ ଗୁଜରାଟର ଅହମଦାବାଦରେ ଜଣେ ୮୫ ବର୍ଷୀୟ ବୃଦ୍ଧା କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ବୃଦ୍ଧାଙ୍କ ମୃତ୍ୟୁ ପରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧0 ଛୁଇଁଥିବା ଗୁଜରାଟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ...

corona-vuieuys
ଭାରତରେ ପୁଣି ୨ ଜୀବନ ନେଲା କରୋନା: ଗୋଟିଏ ଦିନରେ ୯୦ରୁ ଅଧିକ ଆକ୍ରାନ୍ତ

ଆଜି ଗୋଟିଏ ଦିନରେ ଦୁଇ ଜଣଙ୍କ ଜୀବନ ନେଲା କରୋନା ଭାଇରସ୍ କେବଳ ଆଜି ହିଁ ଦେଶରେ ୯୦ରୁ ଅଧିକ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। କରୋନା ଆକ୍ରାନ୍ତ ରାଜ୍ୟ ମଧ୍ୟରେ ୧୨୮ ଆକ୍ରାନ୍ତଙ୍କ ସହିତ ମହାରାଷ୍ଟ୍ର ନମ୍ବର ୱାନ୍‌ରେ ରହିଛି। ବର୍ତ୍ତମାନ ୬୦୬ ଜଣ ଲୋକ କରୋନାରେ ଆକ୍ରାନ୍ତ...

kamal-natth
କମଲନାଥଙ୍କ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବା ସାମ୍ବାଦିକ କରୋନା ଆକ୍ରାନ୍ତ

ଭୋପାଲ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କମଲନାଥ ଆୟୋଜନ କରିଥିବା ପ୍ରେସ କନଫରେନ୍ସରେ ଯୋଗଦେଇଥିବା ଜଣେ ସାମ୍ବାଦିକ ମହାମାରୀ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଏହାପୂର୍ବରୁ ଉକ୍ତ ସାମ୍ବାଦିକଙ୍କ ଝିଅ ମଧ୍ୟ କୋଭିଡ୍-୧୯ ଭାଇରସରେ ଆକ୍ରାନ୍ତ ହୋଇଥିଲେ। ସାମ୍ବାଦିକ ଜଣଙ୍କ ପ୍ରେସ କନଫରେନ୍ସ ବେଳେ ଅନ୍ୟମାନଙ୍କ...

sukanya
ଉଠ୍‌ବସ୍‌ ହେଲେ, କହିଲେ କାଲିଠାରୁ ଘରୁ ବାହାରିବୁନି

ଭୁବନେଶ୍ୱର: ‘କରୋନା’ର ମୁକାବିଲା ପାଇଁ ଭାରତ ସରକାର ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରିଛନ୍ତି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କରାଯାଉଛି। ‘କରୋନା’ ଭୟାବହତାକୁ ନେଇ ବୁଝିବା ଲୋକ ବୁଝିଯାଉଛନ୍ତି। ହେଲେ ଅବୁଝା ଲୋକଙ୍କୁ କିଏ ବୁଝାଇବ? ସରକାରଙ୍କ ଲକ୍‌ ଡାଉନ୍‌ ଗାଇଡ୍‌ଲାଇନ୍‌କୁ ଉଲ୍ଲଙ୍ଘନ...

niranjan
କରୋନା ମୁକାବିଲା: ୧୦ ଲକ୍ଷ ଟଙ୍କା ସହାୟତା ଦେଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଶିଳ୍ପ ସଂସ୍ଥା ଠାରୁ ଆରମ୍ଭ କରି ନେତାମନ୍ତ୍ରୀଙ୍କ ସହାୟତା ଲୋଡ଼ୁଥିବା ବେଳେ କିଛି ନେତା ଓ ଶିଳ୍ପପତି ମଧ୍ୟ ସହାୟତା ପ୍ରଦାନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି ଓଡ଼ିଶା ପିସିସି ସଭାପତି...

bhbani
ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଅସୁସ୍ଥ। ହୃଦରୋଗରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ...