ଶ୍ରୀନଗର: ଅପହରଣ ହୋଇଥିବା ଜାମ୍ମୁ ଓ କାଶ୍ମୀରର ବିଜେପି ନେତା ମେହରାଜ୍-ଉଦ୍-ଦିନ୍ ମଲ୍ଲାଙ୍କୁ ଉଦ୍ଧାର ହୋଇଛନ୍ତି। ପୁଲିସ୍ ଅଧିକାରୀଙ୍କ କହିବାନୁଯାଇ ସୁରକ୍ଷା କର୍ମୀ ଓ ଜାମ୍ମୁ ଓ କାଶ୍ମୀର ପୁଲିସର ମିଳିତ ଅପରେସନ୍ରେ ମଲ୍ଲାଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ମେହରାଜ୍ ବୁଧବାର ସକାଳେ କେଉଁ ଆଡ଼େ ଯାଉଥିବା...
ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଶସ୍ତା କରୋନା ଟେଷ୍ଟ କିଟ୍ ଭାରତରେ। ଦିଲ୍ଲୀ ଆଇଆଇଟି ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି କରୋନା କିଟ୍- କରୋ ସିଓର୍। ମାତ୍ର ୬୫୦ ଟଙ୍କାରେ ଏହି କିଟ୍ ଦ୍ୱାରା କରୋନା ପରୀକ୍ଷା ହୋଇପାରିବ ବୋଲି ଦାବି ହୋଇଛି। ଏ ନେଇ ଆଜି ସୂଚନା ଦେଇଛନ୍ତି...
ଯାଜପୁର: ଯାଜପୁର ଦାନଗଦିରେ ଅନ୍ଧବିଶ୍ୱାସରୁ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ମୁଣ୍ଡ କାଟି ହତ୍ୟା କରାଯାଇଛି। ମୃତକ ହେଲେ ନନ୍ଦିନୀ ପୂର୍ତ୍ତି। ଏହାପରେ ଅଭିଯୁକ୍ତ ଜଣକ କଟାମୁଣ୍ଡ ଓ ଟାଙ୍ଗିଆ ସହ ଥାନାରେ ଆତ୍ମସମର୍ପଣ କରିଛି। ଦାନଗଦି ବ୍ଲକ ଓଲଳ ପଞ୍ଚାୟତ ଛତରା ଗାଁରେ...
ଗାନ୍ଧିନଗର: ମୋତେ କେହି ଡରାଇ ପାରିବେ ନାହିଁ। ମୁଁ କାହା ବାପାକୁ ଡରିନି। ଏହା କହିଛନ୍ତି ସୁନିତା ଯାଦବ। କର୍ଫ୍ୟୁ ନିୟମ ଭାଙ୍ଗିଥିବା ମନ୍ତ୍ରୀଙ୍କ ପୁଅଙ୍କୁ ଆଇନ୍ର ପାଠ ପଢ଼ାଇ ଚର୍ଚ୍ଚାରେ ଅଛନ୍ତି ଗୁଜରାଟ ପୋଲିସର ଲୋକ ରକ୍ଷକ ଅଧିକାରୀ ସୁନୀତା ଯାଦବ। ସେ ଆହୁରି ମଧ୍ୟ କହିଛନ୍ତି...
କଟକ: ବାଘ କାମୁଡ଼ାଠୁ ବଳି ଯାଇଛି ଘୋଷଡ଼ା। ଯାହାର ଜୀବନ୍ତ ଚିତ୍ର ଦେଖିବାକୁ ମିଳିଛି କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ। ମେଡିକାଲ ପରିସରସ୍ଥିତ ଗଛ ମୂଳେ ଚାଲିଛି ରୋଗୀ ଚିକିତ୍ସା। କରୋନା ସଂକ୍ରମଣ ଭୟରେ ରେଡିଏସନ ବିଭାଗ ଓପିଡି ବନ୍ଦ ଥିବାରୁ ସୃଷ୍ଟି ହୋଇଛି ଏଭଳି ସ୍ଥିତି।...
ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସେ ରହୁଥିବା ଭଡ଼ା ଘରର ମାଲିକଙ୍କୁ ଜେରା କରିଛି ଜିଆରପି। କେବେଠୁ ଆଦିତ୍ୟ ଭଡ଼ାରେ ଥିଲେ ଓ ଆଦିତ୍ୟଙ୍କ ପରିବାରରେ କେବେ ଝଗଡ଼ା ହୋଇଥିଲା ? ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ କିଭଳି ଥିଲା ଏଭଳି ଅନେକ ପ୍ରସଙ୍ଗରେ ଆଦିତ୍ୟଙ୍କ ଘର...
ଭୁବନେଶ୍ୱର: ଦିନକୁ ୨ଟି, ୪ଟି, ୬ଟି କରି, ରାଜ୍ୟରେ ପ୍ରତିଦିନ ମୁଣ୍ଡ ନେଉଛି କରୋନା। ଗତ ୨ ସପ୍ତାହ ଧରି ଜାରି ରହିଛି ମୃତ୍ୟୁର ବିଭୀଷିକା। ମୃତ୍ୟୁ ସଂଖ୍ୟା ୮୦ ଛୁଇଁବ। ଏହି ଧାରାରେ ବ୍ରେକ୍ ଲଗାଇବ କି ପ୍ଲାଜ୍ମା ଥେରାପି? ଏଇ ଆଶାରେ ରାଜ୍ୟ ପ୍ଲାଜ୍ମା ଥେରାପିକୁ...
ନୀଳଗିରି: କରୋନାରୁ ସୁସ୍ଥ ହେଲେ ନୀଳିଗିରି ବିଜେପି ବିଧାୟକ ସୁକାନ୍ତ ନାୟକ। ତାଙ୍କୁ କୋଭିଡ୍ ହସ୍ପିଟାଲୁର୍ ଡିସ୍ଚାର୍ଜ କରିଦିଆଯାଇଛି। ତେବେ ଘରକୁ ଫେରିବା ପରେ ନିୟମ ଅନୁସାରେ ଏବେ ସେ ହୋମ୍ କ୍ୱାରେଣ୍ଟାଇନ୍ରେ ରହିଥିବା ସୂଚନା ମିଳିଛି। ଗତ ୬ ତାରିଖରେ ଶ୍ରୀ ନାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ।...
ଭୁବନେଶ୍ୱର: ବଲିଉଡ୍ରେ ଓଡ଼ିଆ ଯୋଡ଼ିଙ୍କ ଜବରଦସ୍ତ ଏଣ୍ଟ୍ରି। ହିନ୍ଦୀ ଫିଲ୍ମରେ ଏକାସଙ୍ଗେ ଜଲୱା ଦେଖାଇବେ ଓଡ଼ିଆ ଷ୍ଟାର୍। ଜଣେ ଷ୍ଟନିଂ, ଗୁଡ୍ ଲୁକ୍ସ ସାଙ୍ଗକୁ ଡ୍ୟାସିଂ ବଡି,ଆଉ ଜଣେ ଅପରୂପ ସୌନ୍ଦର୍ଯ୍ୟର ଅଧିକାରୀ। ଆମେ କହୁଛୁ, ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଥିବା ଦୁଇ ଓଡ଼ିଆ ଯୋଡ଼ିଙ୍କ ସମ୍ପର୍କରେ। ଓ୍ୱାଜିଦ୍...
ଜୟପୁର: ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ଥାନ କଂଗ୍ରେସ ମୁଖ୍ୟ ପଦରୁ ବିଦା ହେବା ପରେ କଣ ହେବ ସଚିନ୍ ପାଇଲଟ୍ଙ୍କ ପରବର୍ତ୍ତୀ ପଦକ୍ଷେପ? ଏହି କଳ୍ପନାଜଳ୍ପନା ଭିତରେ ଆଜି ପାଇଲଟ ସ୍ପଷ୍ଟ କରିଛନ୍ତି ଯେ, ସେ ବିଜେପିରେ ଯୋଗ ଦେଉନାହାନ୍ତି। ଯଦିଓ ଆଜି ସାମ୍ବାଦିକ ସମ୍ମିଳନୀରେ ଏନେଇ ଅଧିକ ଖୁଲାସା...
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶରେ ସହାୟକ ହେବେ ଆଇଟି କଂପାନୀ। ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବା ସହ ସେମାନଙ୍କର ଦକ୍ଷତା ବିକାଶ କରାଇବାରେ କଂପାନିମାନେ ସହାୟକ ହେବେ। ଏଥିଲାଗି ଯୁବ ଦକ୍ଷତା ବିକାଶ ଦିବସ ଅବସରରେ ୪ଟି ଆଇଟି କଂପାନୀ ସହ ଚୁକ୍ତିପତ୍ର ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର। ଏ...
ଭୁବନେଶ୍ୱର: ରାଜ୍ୟରେ ଉଦ୍ଘାଟନ ହେଲା ପ୍ଲାଜମା ଥେରାପି। କଟକ SCB ମେଡିକାଲରେ ପ୍ଲାଜମା ଥେରାପି ଉଦ୍ଘାଟନ ହୋଇଛି। ଭିଡିଓ କନଫରେନ୍ସିଂରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କହିଛନ୍ତି, କରୋନା ବିରୋଧୀ ଆମ ଲଢ଼େଇରେ ପ୍ଲାଜମା ଥେରାପି ଉପାଦେୟ ଅସ୍ତ୍ର ହେବ।...
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଗ୍ୟାସ ସିଲିଣ୍ଡର ଫାଟି ଓଡ଼ିଆ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଭିକ୍ଟୋରିଆ ମେମୋରିଆଲ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ଓ ଆହତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସୋନପୁର ପଂଚାୟତ ଗାହାକିଆ ଗାଁର ବୋଲି...
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୬୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୭୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼ ୮୪,...
ଗଂଜାମ: ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। କଣ୍ଟାକ୍ଟ ଟ୍ରେସିଂ, ଟେଷ୍ଟିଂ, ହୋମ ଆଇସୋଲେସନ ଓ ହୋମ୍ କ୍ୱାରେଣ୍ଟିନ ଉପରେ ଗୁରୁତ୍ୱ ଦିଆଯାଉଛି। ଛତ୍ରପୁର ସବ୍ଡିଭିଜନର ୭ଟି NACକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି ଉପଜିଲ୍ଲାପାଳ। ଛତ୍ରପୁର,...