ନୂଆଦିଲ୍ଲୀ: ୨୦୨୧ ଆରମ୍ଭ ନ ହେଉଣୁ ଭାରତରେ ଅନେକ ଥର ଇଣ୍ଟରନେଟ୍ କନେକ୍ସନ କାଟ୍ର ଘଟଣା ଦେଖିବାକୁ ମିଳିଲାଣି। ଗତମାସରେ କେବଳ କୃଷକ ଆନ୍ଦୋଳନ ପାଇଁ ୫ ଟି ଇଣ୍ଟରନେଟ୍ କାଟ ଘଟଣା ଦେଖିବାକୁ ମିଳିଛି। ଇଣ୍ଟର୍ନେଟ୍ ଶଟ୍ଡାଉନ୍ ହେବା ଯୋଗୁ ସଂଯୋଗ ବିଚ୍ଛିନ୍ନ ହୋଇଛି। ଯାହା ଅନ୍ତର୍ଜାତୀୟ...
ମୁମ୍ବାଇ: କୃଷକ ଆନ୍ଦୋଳନକୁ ନେଇ ବଲିଉଡ୍, ହଲିଉଡ୍ କିମ୍ବା କ୍ରୀଡ଼ା ଜଗତ ନିଜ ନିଜର ପ୍ରତିକ୍ରିୟା ଦେବା ପରେ ଏହି ବିଷୟରେ ନିଜର ମତ ରଖିଛନ୍ତି ବଲିଉଡ୍ ଦବଙ୍ଗ ଖାନ ସଲମାନ ଖାନ। ଗୁରୁବାର ଏକ ମ୍ୟୁଜିକ ରିୟାଲିଟି ଶୋ’ର ଲଞ୍ଚ ଇଭେଣ୍ଟ ଯୋଗ ଦେବା ବେଳେ ସଲମାନଙ୍କୁ...
କେନ୍ଦ୍ର ସରକାରଙ୍କର ଡିଜିଟାଲ ଇଣ୍ଡିଆ ଅଭିଯାନ ପରେ ଡିଜିଟାଲ୍ ପେମେଣ୍ଟ ଅଧିକ ବଢ଼ିଯାଇଛି। ତେଣୁ କାହାକୁ ପେମେଣ୍ଟ କଲେ QR କୋଡ୍ର ବ୍ୟବହାର କରିବାକୁ ପଡୁଛି। ପେଟ୍ରୋଲ ପମ୍ପ ହେଉ କିମ୍ବା ଛୋଟ ଦୋକାନ, ଯେଉଁଠି ଯାହା କିଣିଲେ ସେଇଠି QR କୋଡ୍ ମାଧ୍ୟମରେ ପେମେଣ୍ଟ କଲେ। କିନ୍ତୁ...
ମୁମ୍ବାଇ: ଟିମ୍ ଇଣ୍ଡିଆର ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ବିରୋଧରେ ମନ୍ତବ୍ୟ ଦେଇ ବିଦାଦ ଘେରକୁ ଆସିଛନ୍ତି ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତ। ଏଥିପାଇଁ ସୋସିଆଲ୍ ମିଡିଆରେ କଡ଼ା ସମାଲୋଚନାର ଶିକାର ହେବା ପରେ ଶେଷରେ ବାଧ୍ୟ ହୋଇ କଙ୍ଗନାଙ୍କ ଟ୍ୱିଟ୍କୁ ଡିଲିଟ୍ କରିଛି ଟ୍ୱିଟର। ତା ସହିତ...
ନୂଆଦିଲ୍ଲୀ: ଷ୍ଟାଣ୍ଡଅପ୍ କମେଡିଆନ୍ ମୁନ।ୱର ଫାରୁକିଙ୍କୁ ମିଳିଲା ବେଲ୍। ଗିରଫ ପୂର୍ବରୁ ନୋଟିସରେ ଥିବା ନିୟମ ପାଳନ କରାଯାଇ ନାହିଁ ବୋଲି କହି ଫାରୁକିଙ୍କୁ ବେଲ୍ ଦେଇଛନ୍ତି ସୁପ୍ରିମକୋର୍ଟ। ତା ସହିତ ତାଙ୍କ ବିରୋଧରେ ହୋଇଥିବା ଏଫ୍ଆଇଆର୍ରେ ସ୍ପଷ୍ଟଟତା ନଥିବା ମଧ୍ୟ କୋର୍ଟ କହିଛନ୍ତି। ନିୟମ ଅନୁସାରେ ତାଙ୍କୁ...
ଭୁବନେଶ୍ୱର: ସକାଳୁ ସକାଳୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଦେଖୁ ଦେଖୁ ବିଜୁଳି ବେଗରେ ବ୍ୟାପିଗଲା ଖବର। ମହିଳାଙ୍କ ମୁଣ୍ଡବିହୀନ ମୃତଦେହକୁ ନେଇ ରାଜଧାନୀରେ ଖେଳିଗଲା ଚାଞ୍ଚଲ୍ୟ। ଆଜି ସମୟ ସକାଳ ପ୍ରାୟ ୮ଟା ବେଳେ ଭୁବନେଶ୍ୱର ଉପକଣ୍ଠ ଦାସପୁରରେ ଜଣେ ଅଚିହ୍ନା ମହିଳାଙ୍କ...
ଭୁବେନେଶ୍ୱର(ଅର୍ଚ୍ଚନା ଶତପଥୀ): ହଜିଯିବନି ତ ମନ୍ଦିରମାଳିନୀ ସହର ନାଁରେ ଜଣାଶୁଣା ଭୁବନେଶ୍ୱରର ବଳିଷ୍ଠ ପରିଚୟ ? କେବଳ ଛବିରେ ରହିଯିବନି ତ ଏକାମ୍ର କ୍ଷେତ୍ରର ଅନେକ ଅବର୍ଣ୍ଣନୀୟ ଐତିହ୍ୟ ? କାରଣ ଓଡ଼ିଶା ଐତିହ୍ୟର ପରିଚୟ ବହନ କରୁଥିବା କିର୍ତ୍ତୀରାଜୀ ଆଜି ଜରାଜୀର୍ଣ୍ଣ। ଜରାଜୀର୍ଣ୍ଣ ଅବସ୍ଥାରେ ଅଧିକାଂଶ ଐତିହ୍ୟସମ୍ପନ୍ନ...
ନୂଆଦିଲ୍ଲୀ: ଭାରତର ଚାଷୀ ଆନ୍ଦଳନକୁ ସମର୍ଥନ କରି ସ୍ୱିଡେନ୍ର ୧୮ ବର୍ଷିୟା ପରିବେଶବିତ୍ ଗ୍ରେଟା ଥନବର୍ଗ ଆନ୍ଦୋଳନ ସମ୍ପର୍କିତ ଏକ ଟୁଲ୍କିଟ୍ ଶେୟାର କରିବା ପରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ। ଏ ନେଇ ଦିଲ୍ଲୀ ପୋଲିସ ସ୍ପେଶାଲ କମିଶନର ପ୍ରବୀର ରଂଜନ ଏକ ସାମ୍ବାଦିକ ସମ୍ମିଳନୀ...
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ତାଣ୍ଡବ ରଚୁଥିବା ବେଳେ ଏବେ ବିଶ୍ୱକୁ ଘାରିଛି ଆଉ ଏକ ଭୟଙ୍କର ମହାମାରୀର ଚିନ୍ତା। ଏହି ମହମାରୀ ବ୍ଲାକ୍ ଡେଥ୍ ଠାରୁ ଅଧିକ ଜୀବନ ନେଇପାରେ ବୋଲି କହିଲେଣି ବୈଜ୍ଞାନିକ। ‘ଫଙ୍ଗସ୍’ ଭଳି ଏହି ମାରାତ୍ମକ ଇଷ୍ଟ ବା କବକ ଆଉ ଏକ...
ଭୁବନେଶ୍ୱର: ରେଳ ବଜେଟ୍ରେ ଓଡ଼ିଶାକୁ ଅନୁଦାନ ନେଇ ଅନେକ ତର୍କ ବିତର୍କ ପରେ ବ୍ୟୟ ବରାଦ ସମ୍ପର୍କରେ ସୂଚନା ଦେଇଛି ରେଳବାଇ। ରେଳବାଇର ସୂଚନା ଅନୁସାରେ, ଓଡ଼ିଶାକୁ ମୋଟ ୬୯୯୫ କୋଟି ୫୮ ଲକ୍ଷ ଅନୁଦାନ ମିଳିଛି। ଗତବର୍ଷ ଅପେକ୍ଷା ଏବର୍ଷ ୬୦% ଅଧିକ ଅନୁଦାନ ମିଳିଥିବା ରେଳବାଇ...
ନୂଆଦିଲ୍ଲୀ: ଆଜି ୨୦୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜିର ବଜେଟ୍ରେ କେତେକ ଜିନିଷର ଆମଦାନୀ ଶୁଳ୍କ କମାଇଯାଇଛି ଓ ବଢ଼ାଯାଇଛି। କେତେ କ୍ଷତ୍ରରେ ନୂଆ ପଦକ୍ଷେପ ନିଆଯାଇଥିବା ବେଳେ ପୁରୁଣା ଯାନବାହାନ ନେଇ ହଟାଇବାକୁ ପଦକ୍ଷେପ ନେଇଛନ୍ତି ସରକାର।...
୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଥର ପାଇଁ ପେପର୍ ଲେସ୍ ହୋଇଛି ବଜେଟ୍। ଟ୍ୟାବ୍ରେ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା। ଆରମ୍ଭରୁ କରୋନା ସ୍ଥିତି ଓ ଓ ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରିଛନ୍ତି ନିର୍ମଳା। ତା ସହିତ...
ନୂଆଦିଲ୍ଲୀ: ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଥର ପାଇଁ ପେପର୍ ଲେସ୍ ହୋଇଛି ବଜେଟ୍। ଟ୍ୟାବ୍ରେ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା। ଆରମ୍ଭରୁ କରୋନା ସ୍ଥିତି ଓ ଓ ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରିଛନ୍ତି ନିର୍ମଳା। ତା...
ନୂଆଦିଲ୍ଲୀ: ଇନ୍ସୁରାନ୍ସ ସେକ୍ଟରରେ ସିଧାସଳଖ ବିଦେଶୀ ପୁଞ୍ଜି ନିବେଶ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକରା। ଫରେନ୍ ଡାଇରେକ୍ଟ ଇନ୍ଭେଷ୍ଟମେଣ୍ଟ (FDI) ପୁଞ୍ଜି ନିବେଶ ସୀମାକୁ ୭୪ ପ୍ରତିସତ ପର୍ଯ୍ୟନ୍ତ ବଢ଼ାଯାଇଛି। ବିଦେଶୀ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଛନ୍ତି।...
ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବଜେଟ୍ର ରାସ୍ତାରୁ ପୁରୁଣା ଗାଡ଼ି ହଟାଇବାକୁ ସ୍କ୍ରାପ୍ ପଲିସି ତ୍ୱରାନ୍ୱିତ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାଦ୍ୱାରା ପ୍ରଦୂଷଣ ମୁକ୍ତ ହେବା ସହିତ ଇନ୍ଧନ ସଞ୍ଚୟ ମଧ୍ୟ ହୋଇପାରିବ ବୋଲି ନିର୍ମଳା କହିଛନ୍ତି। ଏଥିପାଇଁ ଘରୋଇ ଗାଡ଼ି ପାଇଁ ୨୦ ବର୍ଷ,...
ନୂଆଦିଲ୍ଲୀ: ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଥର ପାଇଁ ପେପର୍ ଲେସ୍ ହୋଇଛି ବଜେଟ୍। ଟ୍ୟାବ୍ରେ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା। ଆରମ୍ଭରୁ କରୋନା ସ୍ଥିତି ଓ ଓ ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରିଛନ୍ତି ନିର୍ମଳା। ତା...
କରୋନା କବଳରେ ଭାରତର ଅର୍ଥନୀତି ଆଣ୍ଠେଇ ପଡ଼ିଛି। ଜିଡିପି ବିଯୁକ୍ତ ୨୩ ପ୍ରତିଶତ ହେବା ସହିତ ଶିଳ୍ପ ସଂସ୍ଥା ସ୍ଥିତି ଗମ୍ଭୀର ହୋଇଛି। ଫଳରେ ଲକ୍ଷ ଲକ୍ଷ ଚାକିରି ଯିବା ସହିତ ବେରୋଜଗାରି ବଢ଼ିଛି। ବଡ଼ବଡୁଆଙ୍କ କଥା ଛାଡ଼ି ଦେଲେ ସାଧାରଣ ଜନତା ବହୁ କଷ୍ଟ ଭୋଗିଛନ୍ତି। ଏବେ...