ଭୁବନେଶ୍ୱର: ଦେବଭୂମି ଉତ୍ତରାଖଣ୍ଡରେ ଆସିଥିବା ପ୍ରଳୟରେ ଜଣେ ଓଡ଼ିଆ ପୁଅ ନିଖୋଜ ଥିବା ସୂଚନା ମିଳିଛି। ଘଟଣା ପରଠାରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଶିପୁର ପଞ୍ଚାୟତ କୁଦ ଗାଁର ରବୀନ୍ଦ୍ର ଦାସଙ୍କ ପୁଅ ନାଗାର୍ଜୁନ ଦାସଙ୍କ କୌଣସି ପତ୍ତା ମିଳୁନାହିଁ। ସେଠାରେ କ୍ରେନ୍ ଡ୍ରାଇଭର ଭାବେ କାମ...
ଭୁବନେଶ୍ୱର: ତୈଳ ଦରରେ ବୃଦ୍ଧି ଘଟିବା ସହ ଆଜିଠାରୁ ବସ ଯାତ୍ରା ପୁଣି ମହଙ୍ଗା ହୋଇଛି। ଅଟୋମେଟିକ ମେକାନିଜମ ନିୟମ ଅନୁସାରେ ବସ୍ ଭଡ଼ା ବଢ଼ିଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୋଟିଫିକେସନ ଅନୁସାରେ, ସାଧାରଣ ବସ୍ ପାଇଁ ୬ ପଇସା ଓ ଏକ୍ସପ୍ରେସ୍...
ନୂଆଦିଲ୍ଲୀ: ରବିବାର ସକାଳେ ଉତ୍ତରାଖଣ୍ଡରେ ଆସିଥିବା ପ୍ରକୃତିକ ବିପର୍ଯ୍ୟୟର କାରଣ ଗ୍ଲେସିୟର ବିସ୍ଫୋରଣ ନୁହେଁ ବରଂ ଲକ୍ଷ ଲକ୍ଷ ଟନ୍ ଓଜନର ବରଫ ଅତଡ଼ା ଖସିବାରୁ ହୋଇଥାଇପାରେ ବୋଲି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ କହିଛନ୍ତି। ଆଜି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏପରି କହିଛନ୍ତି ଶ୍ରୀ...
ନୂଆଦିଲ୍ଲୀ: ଅନ୍ଲାଇନ୍ ଠକାମୀରେ ଶିକାର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କ ଝିଅ ହର୍ଷିତା କେଜରିୱାଲି। ଏକ ପୁରୁଣା ସୋଫାକୁ ଅନ୍ଲାଇନ୍ରେ ବିକ୍ରି କରୁଥିବା ବେଳେ ଠକମାନେ ତାଙ୍କ ଠାରୁ ୩୪ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଠକ ବ୍ୟକ୍ତି ଜଣକ ନିଜେ ସୋଫାର ଗ୍ରାହକ...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କଲେ ଆସୁଛି ଧମକ୍ପୂର୍ଣ୍ଣ କଲ। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଏହି ଧମକ୍ପୂର୍ଣ୍ଣ କଲ୍ ଆସିଥିବା ଅଭିଯୋଗ କରିଛି କଂଗ୍ରେସ। ସୋମବାର ପ୍ରଧାନମନ୍ତ୍ରୀଙ୍କ ରାଜ୍ୟସଭା ଭାଷଣ ବିରୋଧରେ ସାମ୍ବାଦିକଙ୍କ ସାମ୍ନାର ନିଜ ବିଚାର ରଖିଥିଲେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ। ଏହାର...
ନୂଆଦିଲ୍ଲୀ: ଭାରତରେ ଟିକାକରଣ ଜାରି ରହିଥିବା ବେଳେ କରୋନା ଆକ୍ରାନ୍ତ ମଧ୍ୟ ଚିହ୍ନଟ ହେଉଛନ୍ତି। ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି, ହେଲେ ଏବେ ବି ୧୦ ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ଦେଶରେ...
ମୁମ୍ବାଇ: କୃଷକ ଆନ୍ଦୋଳନ ଉପରେ କ୍ରିକେଟର୍ ଓ ସିନେ ଷ୍ଟାର ଟ୍ୱିଟ୍ କରିବା ପରେ ବିବାଦ ବଢ଼ିବାରେ ଲାଗିଛି। ଏନେଇ ମହାରାଷ୍ଟ୍ର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେଲିବ୍ରିଟିମାନେ ଚାପରେ ପଡ଼ି ଟ୍ୱିଟ୍ କରିଛନ୍ତି କି ନିଜ ଇଚ୍ଛାରେ ସେମାନେ ଟ୍ୱିଟ୍ କରିଛନ୍ତି ସେନେଇ ତଦନ୍ତ ହେବ ବୋଲି...
କୋଲକାତା: ଆଗକୁ ନିର୍ବାଚନ ଥିବା ବେଳେ ଗତକାଲି ପଶ୍ଚିମବଙ୍ଗ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବନ୍ଦରୀ ନଗରି ହଳଦିଆରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ମୋଦି ପଶ୍ଚିମବଙ୍ଗର ଟିଏମ୍ସି ସରକାରକୁ ବାମ ମେଣ୍ଟ ସରକାରର ଦ୍ୱିତୀୟ ସଂସ୍କରଣ...
ଫେବୃଆରୀ ମାସକୁ ରୋମାଣ୍ଟିକ ମାସ ବୋଲି କୁହାଯାଏ। କାରଣ ଏହି ମାସରେ ପଡ଼େ ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ୱିକ୍। ତେବେ ପାଶ୍ଚାତ୍ୟ ସଂସ୍କୃତିରେ ଭାଲେଣ୍ଟାଇନ୍ସ ଡେ ପାଳନ କରିବା ବହୁତ ଗୁରୁତ୍ୱ ରଖୁଥିବା ବେଳେ ଭାରତୀୟ ସଂସ୍କୃତିର ଅଂଶବିଶେଷ ନୁହେଁ । ଏଥିପାଇଁ ଦେଶର ଅନେକ ସ୍ଥାନରେ...
ଭାଲେଣ୍ଟାଇନ୍ସ ୱିକ୍ସର ଆରମ୍ଭ ଆଜି ଗୋଲାପର ସୌନ୍ଦର୍ଯ୍ୟ ଓ ସୁଗନ୍ଧରୁ ହୋଇଛି। ପ୍ରେମ ସପ୍ତାହର ପ୍ରଥମ ଦିନକୁ ରୋଜ୍ ଡେ ଭାବେ ପାଳନ କରାଯାଇଥାଏ। ଏହି ଦିନ ଲଭ୍ ବାର୍ଡ୍ସମାନେ ଲାଲ୍ ଗୋଲାପ ଦେଇ ପରସ୍ପରର ଫିଲିଙ୍ଗସ ଶେୟାର୍ କରନ୍ତି। ତେବେ କେବଳ ପ୍ରେମୀଯୁଗଳ କାହିଁକି, ଯେ କେହି...
ଆଜି ରୋଜ୍ ଡେରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ସ ୱିକ୍ସ, ମାନେ ପ୍ରେମ ସପ୍ତାହ। ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ଚାଲିବ। ପ୍ରେମୀଯୁଗଳଙ୍କ ପାଇଁ ଏହି ସପ୍ତାହ ଖୁବ୍ ଖାସ୍। ଗୋଲାପ ପ୍ରେମର ପ୍ରତୀକ ହୋଇଥିବାରୁ ଏହି ସପ୍ତାହର ପ୍ରଥମ ଦିନ ଗୋଲାପରୁ ହିଁ ଆରମ୍ଭ ହୋଇଥାଏ।।...
ଦେହରାଦୁନ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦା ଏବଂ ଧୌଳିଗଙ୍ଗା(ଗଙ୍ଗା ନଦୀ ଶାଖା) ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି। ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଷୀମଠ ଠାରେ ନନ୍ଦାଦେବୀ ପର୍ବତ ଭୟଙ୍କର ହିମସ୍ଖଳନ ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଭୁସ୍ଖଳ ଯୋଗୁ ଗଙ୍ଗାର ଉପନଦୀ ଧୌଳି...
ଗାନ୍ଧିନଗର: ଆୟ ଯେତେ ବଢ଼ୁଛି ମଣିଷ ସେତେ ଲୋଭି ହେଉଛି। ଲୋଭ ପୁଣି ଏମିତି ଯାହା ମଣିଷର ମଣିଷପଣିଆକୁ ମାରିଦେଉଛି। ଟଙ୍କା ପାଇଁ ମଣିଷ ଭୁଲିଯାଉଛି ମୋହ ମାୟା ଓ ମମତା। ଟଙ୍କା ତା ପାଇଁ ଏତେ ନିଜର ହୋଇଯାଉଛି ଯେ ୭ ଜନମର ସାଥୀକୁ ବି ହତ୍ୟା...
କୋଲକାତା: ପଶ୍ଚିମବଙ୍ଗରେ ଆଜି ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରିଛି ଭାରତୀୟ ଜନତା ପାର୍ଟି ବା ବିଜେପି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା (ଜେପି ନଡ୍ଡା) ଆଜି ବେଙ୍ଗଲ୍ରେ ପରିବର୍ତ୍ତନ ଯାତ୍ରା ଆରମ୍ଭ କରିଛନ୍ତି। ପରିବର୍ତ୍ତନ ଯାତ୍ରାକୁ ନେଇ ସେ ଉତ୍ସାହିତ ଓ ବେଙ୍ଗଲରେ ପରିବର୍ତ୍ତନର ସମୟ...
ନୂଆଦିଲ୍ଲୀ: ଦେଶରେ ଧୀର ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ୨୪ ଘଣ୍ଟାରେ ଦେଶରେ ୧୧,୭୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୯୫ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶନିବାର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟ ଅନୁସାରେ ଦିନକରେ ୧୧ ହଜାରରୁ...
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍କୁ ମହଙ୍ଗାପଡ଼ିଲା ବ୍ୟବସାୟରେ ମନମାନି କରିବା। ନୂଆ ପ୍ରାଇଭେସ୍ ପଲିସି ଆଣିବା ପରେ ହ୍ୱାଟ୍ସଆପ୍ ଛାଡ଼ି ଗ୍ରାହକ ଏବେ ଟେଲିଗ୍ରାମ ମୁହାଁ ହୋଇଛନ୍ତି। ଧୀରେ ଧୀରେ ହ୍ୱାଟ୍ସଆପ୍ ବ୍ୟବସାୟରେ ଘାଟା ହେଉଥିବା ବେଳେ ଟେଲିଗ୍ରାମ ଲାଭ ହେଉଥିବା ଦେଖିବାକୁ ମିଳୁଛି। ଗ୍ରାହକ ଏବେ ହ୍ୱାଟ୍ସଆପ ଠାରୁ ମୁହଁ...
ନୂଆଦିଲ୍ଲୀ: ସରକାର ଯଦି ସମାଧାନ ନ ବାହାର କରନ୍ତି ତେବେ ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ କୃଷକ ଆନ୍ଦୋଳନ ଚାଲିବ। ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ କହିଛନ୍ତି। ଆଜି ଦିଲ୍ଲୀ-ଉତ୍ତରପ୍ରଦେଶ ଗାଜି ବୋର୍ଡରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର...