ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ। ଏ ନେଇ ସେ ଟ୍ୱିଟ୍ କରି ବିଗ୍ ବିଙ୍କ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ସାରା ଦେଶ ମଧ୍ୟ ଅମିତାଭଙ୍କ ସୁସ୍ଥ ହେବା ନେଇ କାମନା କରୁଥିବା ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଟ୍ୱିଟ୍ କରି...
କୋଲକାତା: ସମସ୍ତ ବିଶ୍ୱବିଦ୍ୟାଳୟରେ ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ବର୍ଷ ପରୀକ୍ଷା କରାଯିବା ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଏବଂ ୟୁଜିସି ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନର ତୁରନ୍ତ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି...
ମୁମ୍ବାଇ: ମହାରାଷ୍ଟ୍ର ରାଜଭବନରେ ପଶିଲା କରୋନା। ରାଜଭବନର ୧୬ ଜଣ ଷ୍ଟାଫଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ରାଜ୍ୟପାଳ ଭଗତ ସିଂ କୋଶିଆରିଙ୍କୁ ଆଇସୋଲେସନ୍କୁ ପଠାଯାଇଛି। ମହାରାଷ୍ଟ୍ର ରାଜଭବନର ୧୦୦ ଜଣଙ୍କର ସ୍ୱାବ୍ ଟେଷ୍ଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ୫୫ ଜଣଙ୍କର ରିପୋର୍ଟ ଆସିଥିବା ବେଳେ ୧୬...
ମୁମ୍ବାଇ: ଆଧାର କାର୍ଡ ଦେଲେ ମିଳିବ କରୋନା ଔଷଧ। ମହାରାଷ୍ଟ୍ରରେ ରୋଗୀଙ୍କୁ କରୋନା ଔଷଧ ମିଳୁନଥିବା ବେଳେ ଏହାର କଳବାଜାରୀ ହେଉଛି। ବାହାରେ ଔଷଧର ଦାମ୍ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଏହି ଅଭିଯୋଗ ଆସିବା ପରେ କଡ଼ା କଟକଣା କରିଛନ୍ତି ମହାରାଷ୍ଟ୍ର ସରକାର। ରୋଗୀ କୋଭିଡ-୧୯...
ମୁମ୍ବାଇ: ବିଗବି ଅମିତାଭ ବଚ୍ଚନଙ୍କ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅଭିଷେକ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ମୁମ୍ବାଇରେ ଏକ...
ଲକ୍ଷ୍ନୌ: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ବଡ଼ ଝିଅଙ୍କର ପରୀକ୍ଷା ରେଜଲ୍ଟ ବାହାରିଛି। ଝିଅର ରେଜଲ୍ଟ ଦେଖି ବାପା ଅଖିଳେଶ ବେଶ୍ ଖୁସ୍। କାଉଁସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ଜାମିନେସନ୍(ସିଆଇଏସ୍ସିଇ)ର ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୮% ମାର୍କ ରଖିଛନ୍ତି...
ମୁମ୍ବାଇ: କାନପୁର ଗୁଳିକାଣ୍ଡରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୁଲିସ। ଏହି ଦୁଇ ଅଭିଯୁକ୍ତ ହେଲେ ଗଡ୍ଡନ ତ୍ରିବେଦୀ ଓ ସୋନୁ ତିୱାରୀ। ସେଦିନ ୮ ପୁଲିସ ସହିଦ ହେବା ଘଟଣାରେ ସାମିଲ୍ ଥିବା ଗଡ୍ଡନ ତ୍ରିବେଦୀ ଘଟଣା ଘଟାଇବା ପରେ...
ଚେନ୍ନାଇ: କିଡ୍ନୀ ରୋଗରେ ପୀଡ଼ିତ ଥିବା ତାମିଲ ଅଭିନେତା ପୋନ୍ନାମବାଲାମଙ୍କୁ ସହଯୋଗରେ ହାତ ବଢ଼ାଇଲେ ସୁପର୍ ଷ୍ଟାର୍ ରଜନୀ କାନ୍ତ। କିଛିମାସ ହେଲା କିଡ୍ନୀ ରୋଗରେ ପୀଡ଼ିତ ଥିବା ପୋନ୍ନାମବାଲାମ ଏହି ସପ୍ତାହରେ ଚେନ୍ନାଇର ଏକ ପ୍ରାଇଭେଟ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥର...
ଭୁବନେଶ୍ୱର: ଭୁବନେଶ୍ୱରକୁ ଫେରିବେ ବାହାରିନ୍ରେ ଫସିଥିବା ଓଡ଼ିଆ। ୬୮ ଜଣ ଓଡ଼ିଆଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଭୁବନେଶ୍ୱରରେ ପହଞ୍ଚିବ। ଆଜି ରାତି ୧୦ଟା ବେଳେ ଏୟାର ଇଣ୍ଡିଆ ବିମାନ AI0940 ବିମାନ ପହଞ୍ଚିବ। ବାହାରିନ୍ରୁ ବାହାରିବା ପରେ ଏହା ଦିଲ୍ଲୀ ଦେଇ ଭୁବନେଶ୍ୱରରେ ପହଞ୍ଚିବ। ଏନେଇ ଭୁବନେଶ୍ୱର...
ନୂଆଦିଲ୍ଲୀ: କୋଭିଡ୍-୧୯ ଗତ ଶହେ ବର୍ଷରେ ସବୁଠାରୁ ବଡ଼ ଆର୍ଥିକ ଓ ସ୍ୱାସ୍ଥ୍ୟ ସମସ୍ୟା ବୋଲି କହିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। କରୋନା ମାଡ଼ ଯୋଗୁଁ ବିଶ୍ୱବ୍ୟାପୀ ଶିଳ୍ପ, ବାଣିଜ୍ୟ ଓ ସାମାଜିକ କ୍ଷେତ୍ର ଗୁରୁତର ପ୍ରଭାବିତ ହେବା ସହ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ...
ପୁରୀ: ଆଜିଠାରୁ ପୁଣିଥରେ ପୁରୀରେ ହେଉଛି ସେବାୟତମାନଙ୍କ କୋଭିଡ୍ ଟେଷ୍ଟ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇ ଘୋଷଯାତ୍ରା ସମ୍ପର୍କିତ ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ ହେବ। ରଥଯାତ୍ରା ପୂର୍ବରୁ ଥରେ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା। ପୁଣି ବାହୁଡ଼ାଯାତ୍ରା ପୂର୍ବରୁ ଏବଂ ଏବେ...
ଭୁବନେଶ୍ୱର: ଭୁବନେଶ୍ୱରର ଅଧିକ କରୋନା ସଂକ୍ରମିତ ଅଂଚଳରେ ଆଜି ସେରୋଲୋଜିକାଲ ସର୍ଭେଲାନ୍ସ କରାଯାଉଛି। ଯେଉଁମାନେ ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି, ସେମାନଙ୍କଠାରୁ ସଂଗ୍ରହ ନମୁନା କରାଯାଉଛି। ରୋଗ ପ୍ରତିରୋଧକ କମ୍ ଥିବା ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ, ସାମ୍ବାଦିକ, ମ୍ୟୁନିସିପାଲ କର୍ମଚାରୀ, ଡ୍ରାଇଭର, କଏଦୀ, ଦେକାନୀ, ବିମାନବନ୍ଦର କର୍ମଚାରୀ,...
ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟେଲିଫୋନ୍ ଯୋଗେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ସହ କଥା ହୋଇଛନ୍ତି। ଉଭୟ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ରାଜ୍ୟର ବିଭିନ୍ନ କୋଭିଡ...
ଭୁବନେଶ୍ୱର: ଧାବିକା ଦୂତୀ ଚାନ୍ଦ ତାଙ୍କ ବିଏମ୍ଡବ୍ଲୁ କାର୍କୁ ବିକ୍ରି କରିବା ନେଇ ଫେସ୍ବୁକ୍ରେ କରିଥିବା ପୋଷ୍ଟକୁ ଡିଲିଟି କରିଦେଇଛନ୍ତି। ନିଜର ଟ୍ରେନିଂ ଖର୍ଚ୍ଚ କରିବା ପାଇଁ ସେ କାର୍କୁ ବିକ୍ରି କରିବାକୁ ଚାହୁଁଥିଲେ। ଏନେଇ ସୋସିଆଲ୍ ମିଡିଆରେ କାର୍ ଫଟୋ ଅପଲୋଡ କରିବା ସହିତ ଆଶାୟୀ ଗ୍ରାହକ...
ନୂଆଦିଲ୍ଲୀ: ପିଏମ୍ କେୟାର୍ ଫଣ୍ଡର ଅଡିଟ୍କୁ ଅଟକାଇଲେ କେନ୍ଦ୍ର ସରକାର। କେନ୍ଦ୍ରକୁ ସହଯୋଗ କଲା ବିଜେଡି। ଜାତୀୟ ଗଣମାଧ୍ୟମ ଏନ୍ଡିଟିଭିରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ପାର୍ଲାମେଣ୍ଟାରୀ ପ୍ୟାନେଲ୍ ପବ୍ଲିକ ଆକାଉଣ୍ଟ କମିଟି(ପିଏସି) ପିଏମ୍ କେୟାର୍ ଫଣ୍ଡସର ଅଡିଟ୍ କରିବାକୁ ଦାବି କରିଥିଲା। କିନ୍ତୁ ବିଜେପି ନେତା ଓ...
ନୂଆଦିଲ୍ଲୀ: ରେଳବାଇରେ ଚାକିରି ଆଶାୟୀଙ୍କ ପାଇଁ ଦୁଃଖ ଖବର। ସାରା ଦେଶରେ କୌଣସି ନୂଆ ନିଯୁକ୍ତି ପ୍ରକାଶ କରାଯିବ ନାହିଁ ବୋଲି ନିଷ୍ପତ୍ତି ନେଇଛି ରେଳବାଇ। ଲକଡାଉନ୍ ସମୟରେ ହୋଇଥିବା କ୍ଷତି ଭରଣା ପାଇଁ ଖର୍ଚ୍ଚ କାଟ କରିବାକୁ ରେଳବାଇ ଏପରି ନିଷ୍ପତ୍ତି ନେଇଛି। ପୂର୍ବରୁ ବିଭିନ୍ନ ବିଭାଗର...
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂକ୍ୟା ହୁହୁ ହୋଇ ବଢ଼ି ଚାଲିଛି। ପ୍ରତିଦିନ ୨୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ୩୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଉଛି। ତେବେ ମୁମ୍ବାଇରେ ଥିବା ଏସିଆର ସବୁଠାରୁ ବଡ଼ ବସ୍ତି ଧରାବୀରେ କୋଭିଡ୍-୧୯ର ସଫଳ ନିୟନ୍ତ୍ରଣକୁ ନେଇ ଭାରତକୁ...
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଏନ୍କଉଣ୍ଟର ପରେ ଦେଶରେ ବିବାଦ ଦେଖା ଦେଇଛି। ବିରୋଧୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ଏନ୍କାଉଣ୍ଟରକୁ ନେଇ ସରକାରଙ୍କ ଆଡ଼କୁ ଆଙ୍ଗୁଳି ଦେଖାଇଛନ୍ତି। ଏନେଇ ବିରୋଧୀ ସରକାରଙ୍କୁ ନାନା ପ୍ରଶ୍ନ କରିଛି। ବିକାଶ ସରେଣ୍ଡର କରିଥିଲା ଯଦି...
ଲକ୍ଷ୍ନୌ: ବିକାଶ ଦୁବେକୁ ଏନ୍କାଉଣ୍ଟର କରିବା ଉପରେ ଏବେ ନାନା ପ୍ରଶ୍ନ ଉଠିଛି। ଯଦି ବିକାଶ ଆତ୍ମସମର୍ପଣ କରିଥିଲେ, ତା ହେଲେ ସେ ଫେରାର ହେବାକୁ କାହିଁକି ଚାହିଁଲେ ବୋଲି ପ୍ରଶ୍ନ ଉଠିଛି। କଂଗ୍ରେସ ପ୍ରଶ୍ନ କରିଛି ଯେ, ବିକାଶ ବସିଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ବି ତାଙ୍କର...
ରିୱା: ଏସିଆର ସବୁଠୁ ବଡ଼ ସୌର ପ୍ରକଳ୍ପ ଉଦ୍ଘାଟିତ। ମଧ୍ୟପ୍ରଦେଶ ରିୱାରେ ନିର୍ମାଣ ହୋଇଥିବା ୭୫୦ ମେଗାୱାଟ୍ ପ୍ରୋଜେକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରିୱା ଅଲ୍ଟ୍ରା ମେଗା ସୋଲାର୍ ଲିମିଟେଡ୍-RUMSLରେ ରହିଛି ତିନିଟି ସୋଲାର୍ ୟୁନିଟ୍। ପ୍ରତ୍ୟେକ ୟୁନିଟ୍ ୨୫୦ ମେଗାୱାଟ ବିଶିଷ୍ଟ ରହିଛି। ପ୍ରତି...