କୃଷ୍ଣପ୍ରସାଦ: ଚିଲିକା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ଼ ଘୋଟାଲା ବ୍ଲକ୍ ଅଫିସ ପଛପଟେ ଶହ ଶହ ଆବେଦନକାରୀଙ୍କ ଆବେଦନପତ୍ରକୁ ଫିଙ୍ଗିଦିଆଯିବା ସହ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଆଭିଯୋଗ ଆଣିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ପୃଥ୍ୱୀରାଜ କହିଛନ୍ତି, ତିନି ତିନି ଥର ସର୍ଭେ...
ଭୁବନେଶ୍ୱର: କୋଭିଡ୍ କେୟାର ହୋମ୍ରେ ନିଯୁକ୍ତ ହେବେ ସ୍ୱାସ୍ଥ୍ୟ କର୍ମୀ। ଆସନ୍ତା ୩ ମାସ ଲାଗି ଏହି ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ନିଯୁକ୍ତି ମିଳିବ। ରାଜ୍ୟର ୬ ହଜାର ୭୯୮ ପଞ୍ଚାୟତରେ ମୋଟ ୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ପ୍ରତି ପଞ୍ଚାୟତରେ ଜଣେ...
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୦ ନିକଟତର ହୋଇଛି। ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୦ ଆକ୍ରାନ୍ତଙ୍କ ମଧ୍ୟରୁ ୬୩ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍-୨୭ ରହିଛି ବୋଲି ବିଏମ୍ସି ସୂଚନା ଦେଇଛି।...
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କୋଭିଡ୍ ପରିଚାଳନା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। କୋଭିଡ୍ ପରିଚାଳନା ଲାଗି ବାହାର ଜିଲ୍ଲାର ୫ ଅଧିକାରୀଙ୍କୁ ଗଞ୍ଜାମକୁ ପଠାଯାଇଛି। ୪ ଜଣ ଉପଜିଲ୍ଲାପାଳ ଓ ଜଣେ ତହସିଲଦାରଙ୍କୁ ଗଞ୍ଜାମ ପଠାଇଛନ୍ତି ରାଜ୍ୟ ସରକାର। ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡ଼ା ଓ କନ୍ଧମାଳ ଉପଜିଲ୍ଲାପାଳଙ୍କୁ...
ନୂଆଦିଲ୍ଲୀ: ଦେଶରେ ୯ ଲକ୍ଷ ପାର ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୨୮ ହଜାର ୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇ ଆଜି ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୯ ଲକ୍ଷ ୬ ହଜାର ୭୫୨ରେ ପହଞ୍ଚିଛି।...
ଗାନ୍ଧିନଗର: ଆଇପିଏସ ଅଫିସର ହେବାକୁ ଚାହୁଁଛନ୍ତି ଗୁଜରାଟର ଚର୍ଚ୍ଚିତ ମହିଳା କନଷ୍ଟେବଳ ସୁନୀତ ଯାଦବ। କର୍ଫ୍ୟୁ ନିୟମ ଭାଙ୍ଗିବା ଅଭିଯୋଗରେ ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ କୁମାର କନନୀଙ୍କ ପୁଅକୁ ଅଟକାଇ ଚର୍ଚ୍ଚାରେ ଥିବା ଏହି ମହିଳା କନେଷ୍ଟବଳ ନିଜକୁ ଆଇପିଏସ ପଦରେ ଦେଖିବାକୁ ଇଛା ପ୍ରକାଶ କରିଛନ୍ତି। ଏପରିକି ସିଭିଲ...
ଭୁବନେଶ୍ୱର: ବଢ଼ି ଚାଲିଥିବା କୋଭିଡ୍ ସଂକ୍ରମଣକୁ ବ୍ରେକ ଦେବା ପାଇଁ ନିଇତି ନୂଆ ନୂଆ ଯୋଜନା। ଲକ୍ଡାଉନ୍, ସଟ୍ଡାଉନ୍, କଣ୍ଟେନମେଣ୍ଟ ଆଦି ନା ନା କଟକଣା ଜାରି କରି ହାଟ ବଜାରରେ ତାଲା ପକାଇ ଦିଆଯାଉଛି। ଏହାଦ୍ୱାରା ସଂକ୍ରମଣକୁ କେତେ ଆୟତ୍ତ କରାଯାଇପାରୁଛି, ତାହା ତ ଭିନ୍ନ କଥା,...
ଭୁବନେଶ୍ୱର: ରାଜ୍ୟରେ କରୋନା ବିସ୍ଫୋରଣ। ଏପ୍ରିଲ୍ ୫୫, ମେ ମାସରେ ୫୪୩୮, ଜୁନ୍ରେ ୩୭୩୨, ଜୁଲାଇ ୧୩୭୩୭ ଆକ୍ରାନ୍ତ ଚିହ୍ନଟ। ଗତ ମାସ ଭିତରେ ୧୦ ହଜାର ନୂଆ ଆକ୍ରାନ୍ତ। ସ୍ଥାନୀୟ ସଂକ୍ରମଣ ବି ବଢିବାରେ ଲାଗିଛି। ଏହାର ଗ୍ରାଫ୍ ଏହିଭଳଇ ଉପରେ ରହୁଛି। ରାଜ୍ୟରେ ମୃତ୍ୟୁର ବର୍ଦ୍ଧିତ...
ଭୁବନେଶ୍ୱର: ଆଜି ରେକର୍ଡ ୬୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଗଂଜାମରୁ ସର୍ବାଧିକ ୨୬୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ସେହିପରି ସୁନ୍ଦରଗଡ଼ ୧୩୫, ଖୋର୍ଦ୍ଧା ୩୭, କଟକରୁ ୩୨, ବାଲେଶ୍ୱର ୨୫,...
ନୂଆଦିଲ୍ଲୀ: ବନ୍ୟଜନ୍ତୁ ଆକ୍ରମଣରେ ମୃତାହତ କିମ୍ବା କ୍ଷତିଗ୍ରସ୍ତ ଲୋକଙ୍କୁ ୨୪ ଘଣ୍ଟା ଭିତରେ ସହାୟତା ରାଶି ପ୍ରଦାନ ପାଇଁ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର। ୨୪ ଘଣ୍ଟା ଭିତରେ ଅତି କମ୍ରେ ୨୫ ପ୍ରତିଶତ ସହାୟତା ରାଶି ପ୍ରଦାନ କରାଯିବ ନେଇ ନିଷ୍ପତ୍ତି ହୋଇଛି। ଏନେଇ...
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତଦିନ ତୁଳାରେ ଏବେ ସାମାନ୍ୟ ହ୍ରାସ ପାଇଛି। ଏହା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସାଧାରଣ ଲୋକଙ୍କର ଦ୍ରୁତ ପରୀକ୍ଷା ସହ ବିଭାଗୀୟ ସମନ୍ୱୟ ପାଇଁ ଏହି ସଂଖ୍ୟାରେ ହ୍ରାସ ଅଣାଯାଇପାରିଛି। ହେଲେ ସଚେତନ ନରହିଲେ, ଆଗକୁ...