ଯାଜପୁର: କୁଆଖିଆ ମୂଳାପାଳ ଛକ ନିକଟ ରାସ୍ତା କଡ଼ରୁ ଉଦ୍ଧାର ହୋଇଥିବା ମୃତ ଛାତ୍ରୀଙ୍କ ପରିଚୟ ମିଳିଛି। ମୃତ ଛାତ୍ରୀଙ୍କ ନାଁ ଝରାଫୁଲ ନାଏକ। ସେ ଭୁବନେଶ୍ୱର ରମାଦେବୀର +୩ ଛାତ୍ରୀ ବୋଲି ଜଣାପଡ଼ିଛି। ଛାତ୍ରୀ ଜଣଙ୍କୁ କେହି ହତ୍ୟା କରି ସେଠାରେ ଠାରେ ଫିଙ୍ଗି ଦେଇଥିବା ସନ୍ଦେହ...
ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ବିଭିନ୍ନ ବର୍ଗରେ ୧୧୯ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପଦ୍ମଶ୍ରୀ, ପଦ୍ମ ଭୂଷଣ, ପଦ୍ମ ବିଭୂଷଣ ପୁରସ୍କାର ପାଇଁ ନାମାଙ୍କିତ କରାଯାଇଛି। ୬ଜଣ ଓଡ଼ିଆ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଆଜି ୭୨...
ନୂଆଦିଲ୍ଲୀ: ପ୍ରଥମେ ଜଣେ ଫ୍ୟାସନ୍ ଡିଜାଇନର ଭାବେ ସାରା ଭାରତରେ ପରିଚୟ ସୃଷ୍ଟି କଲେ। ପରେ ଭାରତର ସଂସ୍କୃତି ଓ ପରିଧାନକୁ ସାରା ବିଶ୍ୱରେ ପରିଚିତ କରାଇଲେ। ତା’ପରେ ପୁଅଙ୍କ ସହ ମିଶି ୧୯୮୦ରେ ଭାରତରେ ପ୍ରଥମ ଶାଢ଼ି ବୁଟିକ ଲଞ୍ଚ କଲେ। ଏବଂ ୧୦୮୬ ବେଳକୁ ଏହା...
ନୂଆଦିଲ୍ଲୀ: ଭାରତର କୋକିଳ କଣ୍ଠି ଲତା ମଙ୍ଗେସ୍କର। ସଫଳତା ଯେମିତି ବ୍ୟକ୍ତିତ୍ୱ ବି ସେମିତି। ମିଷ୍ଠଭାଷୀ, ଉଦାରବାଦୀୟ ଗାୟିକା। ଭାରତୀୟ ସିନେମା ପ୍ରତି ତାଙ୍କର ଅବଦାନ ଭୁଲି ହେବନି। ସେଇଥିପାଇଁ ତ ସିଏ ଭାରତ ରତ୍ନ, ଭାରତର ସମ୍ମାନ। ସାରା ଭାରତ ତାଙ୍କ ସଫଳତା ତାରେ ଖୁସୀ ଥିବା...
ଭୁବନେଶ୍ୱର: ଭୁବନେଶ୍ୱର ଗାନ୍ଧି ମାର୍ଗରେ ୭୨ ତମ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହେଉଛି। ରାଜ୍ୟପାଳ ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତଳୋନ କରିଛନ୍ତି। ସମ୍ମାନନୀୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେଇ ପରେଡ୍ ଅଭିବାଦନ ଗ୍ରହଣ କରିଛନ୍ତି।...
ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ। ଏନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ ସହ ପରେଡ଼ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ହେଲେ...
ଭୁବନେଶ୍ୱର: ଯୁଆଡ଼େ ଦେଖିବ, ସିଆଡ଼େ ନକଲି ସାମଗ୍ରୀ। ବଜାରରେ ଭେଜାଲ ମାଲ୍ ହାଉଯାଉ ହେଉଛି। ଗଲା କିଛି ଦିନ ଧରି ରାଜ୍ୟରେ ଅପମିଶ୍ରିତ ଓ ନକଲି ସାମଗ୍ରୀ ଉପରେ ଲଗାତର ଚଢାଉ ପରେ ଟେନ୍ସନ୍ରେ ପଡ଼ିଯାଇଛନ୍ତି ଖାଉଟି। ବ୍ରହ୍ମପୁର ବଡ଼ବଜାର ଅଞ୍ଚଳର ଗଣପତି ନଗର ପ୍ରଥମ ଲାଇନରେ ଥିବା...
ଥିରୁଭନନ୍ତପୁରମ: କଂଗ୍ରେସର ବରିଷ୍ଠ ନେତା ତଥା କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡି ଓ ବରିଷ୍ଠ କଂଗ୍ରେସ ନେତା କେ.ସି. ବେଣୁଗୋପାଳଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। କେରଳ ସୋଲାର ସ୍କାମର ମୁଖ୍ୟ ଅଭିଯୁକ୍ତ ସରିତା ଏସ୍ ନାୟାର ଏହି ଅଭିଯୋଗ ଆଣିବା ପରେ କେରଳ ସରକାର...
ନୂଆଦିଲ୍ଲୀ: କରୋନା ମହାମାରୀ ଠାରୁ ଦୂରେଇ ରହିବା ପାଇଁ ଯେତେସବୁ ସାବଧାନତା ଅବଲମ୍ବନ କରାଯାଉଛି, ସେଥିରୁ ହାତ ସାନିଟାଇଜ୍ କରିବା ସବୁଠାରୁ ଉତ୍ତମ ବାଟ। ଏଥିପାଇଁ ସରକାର ମଧ୍ୟ ବାରମ୍ବାର ସଚେତନ କରୁଛନ୍ତି। ତେଣୁ ଘରେ ହେଉ କି ଅଫିସ୍ରେ ଅବା ସର୍ବସାଧାରଣ ସ୍ଥାନ କିମ୍ବା ସ୍କୁଲ୍, କଲେଜ...
ନୂଆଦିଲ୍ଲୀ: ଏନ୍ସିବିକୁ ବଡ଼ ସଫଳତା। ଏନ୍ସିବିର ଅବକାରୀ ବିଭାଗ ଦିଲ୍ଲୀ ଏୟାରପୋର୍ଟ ପ୍ରାୟ ୯ କିଲୋ ବ୍ରାଉନସୁଗାର ଜବତ କରିଛି। ଯାହାର ମୂଲ୍ୟ ପାଖାପାଖି ୬୮ କୋଟି ଟଙ୍କା ହେବ। କୌଣସି ଅନ୍ତର୍ଜାତୀୟ ବିମାନବନ୍ଦରରେ ଏତେ ପରିମାଣରେ ବ୍ରାଉନ୍ ସୁଗାର ଜବତ ହେବା ଦେଶର ପ୍ରଥମ ଘଟଣା। ଏହି...
ନୂଆଦିଲ୍ଲୀ: ଗତକାଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମଦିନ ଥିଲା। ଏହାକୁ ପରାକ୍ରମ ଦିବସ ଭାବେ ପାଳନ କରିଥିଲେ କେନ୍ଦ୍ର ସରକାର। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଲକାତାର ଭିକ୍ଟୋରିଆଲ ମେମୋରିଆଲ୍ରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା...
ବିଶାଖାପାଟନମ୍: ସାରା ଦେଶରେ କରୋନା ଟିକାକରଣ ଚାଲିଛି। କେନ୍ଦ୍ର ସରକାରଙ୍କର ଯୋଜନା ମୁତାବକ ସ୍ୱାସ୍ଥ୍ୟକର୍ମୀ କରୋନା ଯୋଦ୍ଧା ହୋଇଥିବାରୁ ସେମାନଙ୍କୁ ଆଗୁଆ କରୋନା ଟିକା ଦିଆଯାଉଛି। ତେବେ ଟିକା ନେବା ପରେ ଜଣେ ଆଶାକର୍ମୀଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି। ଏହି ଆଶାକର୍ମୀ ହେଲେ ଆନ୍ଧ୍ରପ୍ରଦେଶର ୪୨ ବର୍ଷୀୟା...
ନୂଆଦିଲ୍ଲୀ: ବିକ୍ଷୋଭକାରୀ କୃଷକମାନେ ନୂଆ କୃଷି ଆଇନ୍ରେ ଥିବା ଲାଭକୁ ଦେଖିପାରୁ ନାହାନ୍ତି। ସେମାନେ କେବଳ ଏହି ଆଇନ୍କୁ ରଦ୍ଦ କରିବାକୁ ଚାହୁଁଛନ୍ତି। କୃଷି ଆନ୍ଦୋଳନକୁ ନେଇ ରବିବାର ଏପରି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ଏକ ଜାତୀୟ ଗଣମାଧ୍ୟମକକୁ ସାକ୍ଷାତକାର ଦେଇ ଏପରି କହିଛନ୍ତି...
ନୂଆଦିଲ୍ଲୀ: ଦିଲ୍ଲୀରେ ବିକ୍ଷୋଭକାରୀ ଚାଷୀଙ୍କ ହତ୍ୟା ଷଡ଼ଯନ୍ତ୍ର ଘଟଣା ରୋଚକ ମୋଡ଼ ନେଇଛି। ଧରାପଡ଼ିଥିବା ଯୁବକ ଜଣ ନିଜ ବୟାନ ବଦଳାଇ ଚାଷୀଙ୍କ ଆଡ଼କୁ ତୀର ଛାଡ଼ିଛି। ବିକ୍ଷୋଭକାରୀ କୃଷକମାନେ ଯାହା କହିଥିଲେ, ଯେମିତି କହିଥିଲେ ମୁଁ ଗଣମାଧ୍ୟମକୁ ସେମିତି କହିଛି ବୋଲି ଯୁବକ କହିଛି। ଅଭିଯୋଗ ଅନୁସାରେ,...
ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ କରୋନା ଟିକାକରଣ କରାଯାଉଥିବା ବେଳେ ଧୀରେ ଧୀରେ କରୋନା ସଂଖ୍ୟା କମିବାରେ ଲାଗିଛି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟ ଅନୁସାରେ ୨୪ ଘଣ୍ଟାରେ ଦେଶରେ ୧୪,୨୫୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ନୂଆ ସଂକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ...
ରାମେଶ୍ୱରମ: ମଝି ଦରିଆରେ ନିଆଁ ହୁତ୍ ହୁତ୍ ହୋଇଛି ଜଳୁଛି। ନାଁ କାବୁ କରିହେଉଛି ନା ଆୟତ୍ତ କରିବାକୁ କେହି ସାହାସ କରିପାରୁଛନ୍ତି। ଏଭଳି କିଛି ଘଟଣା ଘଟିଛି ରାମେଶ୍ୱରମ୍ର ପାମ୍ବନ୍ ଉପକୂଳରେ। କାରଣ ଦରିଆ ବିତରେ ଜଳୁଛି ମତ୍ସଜୀବୀର ବୋଟ୍। ସମୁଦ୍ର ମଧ୍ୟରେ ବହୁ ସଂଖ୍ୟାରେ ମାଛ...