ନୂଆଦିଲ୍ଲୀ: ୭ ମାସ ହେଲା କୋମାରେ ଥିଲେ ବ୍ୟକ୍ତି। ହୋସ୍ ଆସିଲା ପରେ ଦେଖିଲା ବେଳକୁ ପାଖରେ ଗରିଫ କରିବାକୁ ବସିଛି ପୋଲିସ। କାରଣ ବ୍ୟକ୍ତିଙ୍କ ବିରୋଧରେ ଲାଗିଛି ପ୍ରେମିକାକୁ ହତ୍ୟା କରିବାର ଅଭିଯୋଗ। ନିଜେ ଯୁବକ ମଧ୍ୟ ଚତୁର୍ଥ ମହଲାରୁ ପଡ଼ିଯାଇଥିଲା। ଆଉ ସେହିଦିନ ଠାରୁ ଦୀର୍ଘ...
କଟକ: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ। ଏଥିପାଇଁ ଚଳଚଂଚଳ ତାଙ୍କ ଜନ୍ମମାଟି କଟକର ଓଡ଼ିଆ ବଜାର। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯାଇ ସେଠାରେ ନେତାଜୀଙ୍କୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ନେତାଜୀଙ୍କ ନେତୃତ୍ୱ ସ୍ୱାଧୀନତା ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା...
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ନୂଆ କୃଷି ଆଇନ୍କୁ ନେଇ ଦିଲ୍ଲୀ ବୋର୍ଡର ସିଙ୍ଘୁରରେ ଦୁଇ ମାସ ହେଲା ଚାଲିଛି କୃଷକ ଆନ୍ଦୋଳନ। ଚାଷୀ ଓ ସରକାରଙ୍କ ମଧ୍ୟରେ ଅନେକ ଥର ବୈଠକ ବସିଥିଲେ ମଧ୍ୟ ଏଯାଏ ନିଷ୍କର୍ସ ବାହାରିପାରି ନାହିଁ। କିନ୍ତୁ ଏହାରି ଭିତରେ ଏମିତି ଏକ ଘଟଣା...
ନୂଆଦିଲ୍ଲୀ: ୧୯୭୪ ମସିହାରେ ରିଲିଜ୍ ହୋଇଥିଲା ସୁପର ହିଟ୍ ହିନ୍ଦୀ ଫିଲ୍ମ ‘ବେନାମ’। ଏହି ଚଳଚିତ୍ରରେ ଅଭିନୟ କରିଥିଲେ ମେଗା ଷ୍ଟାର ଅମିତାଭ ବଚ୍ଚନ, ମୈସୁମୀ ଚାଟାର୍ଜୀ ଓ ପ୍ରେମ ଚୋପ୍ରା। ଏହି ଫିଲ୍ମରେ ଗୋଟେ ଜବରଦସ୍ତ ଗୀତ ଥିଲା, ‘ୟାରା ଓ ୟାରା ଇସ୍କ ନେ ମାରା’...
ନୂଆଦିଲ୍ଲୀ: ଜୁନରେ କଂଗ୍ରେସକୁ ମିଳିବ ନୂଆ ହାଇକମାଣ୍ଡ। ଆଜି ଦିଲ୍ଲୀରେ ଅନୁଷ୍ଠିତ ଦଳର ଓ୍ୱାର୍କିଂ କମିଟି ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି। ୫ ରାଜ୍ୟ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଦଳର ନୂଆ ସଭାପତି ନିର୍ବାଚନ ହେବ। ଆଜିର ଏ ବୈଠକରେ ଉପସ୍ଥିତ ଥିବା ଗୁଲାମ ନବୀ...
ଇସ୍ଲମାବାଦ: ଗୋଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ବନ୍ଦୀଥିବା କୁଳଭୂଷଣଙ୍କ ପାଇଁ ତୃତୀୟ କନ୍ସୁଲାର୍ ଆକ୍ସେସ୍ ଦେଇଛି ପାକିସ୍ତାନ। ବିନା ପାକିସ୍ତାନ କର୍ମଚାରୀରେ କୁଳଭୂଷଣକୁ କନସୁରାଲ ଆକ୍ସେସ୍ ଦେଇଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ। ତୃତୀୟ କନସୁଲାରରେ ସାକ୍ଷାତ ବେଳେ କୌଣସି ପାକିସ୍ତାନୀ କର୍ମଚାରୀ ରହିବେ ନାହିଁ ବୋଲି...
ନୂଆଦିଲ୍ଲୀ: ସୀମାରେ ଭାରତ ବିରୋଧରେ ଚାଇନାର ଆକ୍ରମଣାତ୍ମକ ମନୋଭାବକୁ ନେଇ ପ୍ରତିକ୍ରିୟ ରଖି ପୁଣିଥରେ ମୋଦି ସରକାରଙ୍କୁ ଦୋଷ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ତା ସହିତ ଦେଶର ଅର୍ଥନୀତି, ବିଦେଶନୀତି ଓ ପଡ଼ୋଶୀ ସହିତ ଭାରତର ସମ୍ପର୍କକୁ ନେଇ ସେ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି।...
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବହୁଳ ସକ୍ରିୟ ସଂକ୍ରମିତ ଥିବା ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଲାଗୁ ହେବ ୧୪ ଦିନିଆ ଲକ୍ଡାଉନ। ଏହି ଜିଲ୍ଲାଗୁଡ଼ିକ ହେଲା- ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର। ତା ସହିତ ରାଉରକେଲା...
କଟକ: କରୋନାବେଳେ ମାସ୍କ ଫେସନ। କଟକର ଗୋଲ୍ଡେନ ମ୍ୟାନ(Golden Man) ଆଲୋକ ମହାନ୍ତି ନିଜ ପାଇଁ ପ୍ରସ୍ତୁତ କରିଛନ୍ତି ସୁନାର ମାସ୍କ। ଏହି ମାସ୍କର ଓଜନ ରହିଛି ଶହେ ଗ୍ରାମ। ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ। ମାସ୍କରେ ସୁନ୍ଦର କାରୁକାର୍ଯ୍ୟ ହୋଇଛି।...
ଭୁବନେଶ୍ୱର: ବିପଦରେ ଜୀବନ, ବିପଦରେ ଜୀବିକା। ଲୋକଙ୍କ ଏଭଳି ମହାବିପଦ ବେଳେ, କୁଆଡ଼େ ଗଲେ ଲୋକ ପ୍ରତିନିଧି? ଗଞ୍ଜାମରେ ମୁତ୍ୟୁ ସଂଖ୍ୟା ୪୮ ଓ ଆକ୍ରାନ୍ତ ସଂଖ୍ୟା ୪୮୬୭ ହେଲାଣି। ହେଲେ ଜିଲ୍ଲାରେ ଦୁଇ-ଦୁଇ ଜଣ ସାଂସଦ, ୧୩-୧୩ ଜଣ ବିଧାୟକ ଥାଇବି, ମହାମାରୀ ପାଦ ରଖିବା ଦିନଠୁ...
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ଯାଜପୁର ଜିଲ୍ଲାରୁ ସର୍ବାଧିକ ୯୮ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜିର ସୁସ୍ଥଙ୍କ ମଧ୍ୟରୁ ଗଂଜାମ ୮୪, ସୁନ୍ଦରଗଡ଼ ୪୬, ଗଜପତି ୩୬,...
ମୁମ୍ବାଇ: ବଲିଉଡ୍ ଷ୍ଟାର୍ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଚାରିଆଡ଼ୁ ସିବିଆଇ ତଦନ୍ତର ଦାବି ଉଠୁଛି। ନେତାଙ୍କ ଠାରୁ ଅଭିନେତା କିମ୍ବା ସାଧାରଣ ଜନତା ସମସ୍ତେ ସିବିଆଇ ତଦନ୍ତ ଦାବି କରୁଛନ୍ତି। ଏବେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି।...
ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଆଉ ୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ କ୍ୱାରେଣ୍ଟିନ କେନ୍ଦ୍ରରୁ, ୨୦ ଲୋକାଲ୍ କେସ୍ ରହିଥିବା ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। ଏହି ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ଭୀମଟାଙ୍ଗି, ଜାଗମରା, ବମିଖାଲରୁ ଜଣେ ଲେଖାଏଁ...
ଭୁବନେଶ୍ୱର: ସୁନ୍ଦରଗଡ଼ ଏସ୍ପି ଭାବେ ବଦଳି ହୋଇଥିବା ଟ୍ରାଫିକ୍ ଡିସିପି ସାଗରିକା ନାଥଙ୍କୁ ପୋଲିସ ସେବା ଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସାଗରିକା କହିଛନ୍ତି, ମୋ ଜୀବନର ମୋଟୋ ହେଲା କଭି ଅଲ୍ବିଦା ନା କହନା। ପୋଲିସ ଚାକିରି ଜୀବନରେ ବଦଳି ହେବା ସ୍ୱାଭାବିକ କଥା।...
ଭୁବନେଶ୍ୱର: ସେପ୍ଟେମ୍ବରରେ ବସିବ କି ବିଧାନସଭା ? ବାଚସ୍ପତିଙ୍କ କଥାରୁ ଏହାର ସଂକେତ ମିଳିଛି। ମାର୍ଚ୍ଚରେ ବସିଥିଲା ବିଧାନସଭା। ଆଇନ ଅନୁସାରେ ୬ ମାସ ଭିତରେ ପୁଣି ଥରେ ବସିବା କଥା। ଆସନ୍ତା ସେପ୍ଟେମ୍ବରକୁ ୬ ମାସ ହେଉଛି, ତେଣୁ ସେପ୍ଟେମ୍ବରରେ ଅଧିବେଶନ ଜରୁରୀ ବୋଲି କହିଛନ୍ତି ବାଚସ୍ପତି...
ଭୁବନେଶ୍ୱର: ବିଜେଡିର ୩୬ ଜଣ ନେତାଙ୍କୁ ଦଳର ସାଧାରଣ ସଂପାଦକ ସହ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି ସଭାପତି ନବୀନ ପଟ୍ଟନାୟକ। ସୁଶାନ୍ତ ସିଂହଙ୍କୁ ସଶକ୍ତ ଓଡ଼ିଶା, ସ୍ନେହାଙ୍ଗିନୀ ଛୁରିଆଙ୍କୁ SC ସଶକ୍ତୀକରଣ, ଉମାକାନ୍ତ ସାମନ୍ତରାୟଙ୍କୁ ସମାଜ ମଙ୍ଗଳ, ଅନନ୍ତ ଜେନାଙ୍କୁ ସଶକ୍ତ ଓଡ଼ିଶା ଦାୟିତ୍ୱ ଦିଆଯାଇଛି। ସେହିପରି ବ୍ୟୋମକେଶ...
ଭୁବନେଶ୍ୱର: ଅଲିମ୍ପିକ ପାଇଁ ଅର୍ଥ ଅଭାବ କହି ବିଏମ୍ଡବ୍ଲୁ କାର୍ ବିକ୍ରି କରିବାକୁ ଫେସ୍ବୁକ୍ ପେଜ୍ରେ ପୋଷ୍ଟ କରିଥିଲେ ଧାବିକା ଦୂତୀ ଚାନ୍ଦ। କରୋନା ସମୟରେ କେହି ସ୍ପନ୍ସର ନ ମିଳିବା ସହିତ ସରକାର ମଧ୍ୟ ତାଙ୍କ ଉପରେ ଅର୍ଥ ଖର୍ଚ୍ଚ କରିବାକୁ ଅନିଚ୍ଛା ପ୍ରକାଶ କରୁଥିବା ସେ...