• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

coronavirus-koraput
କୋରାପୁଟରେ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ

କୋରାପୁଟ: କରୋପୁଟ ଜିଲ୍ଲା ମାଛକୁଣ୍ଡ ଅଂଚଳରେ ୨ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଛକୁଣ୍ଡକୁ ୫ ଦିନ ପାଇଁକଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହାସହ ମାଟିଖାଲ ଗାଁକୁ ପ୍ରବେଶ ଏବଂ ପ୍ରସ୍ଥାନ ନେଇ କଟକଣା ଜାରି କରାଯାଇଛି। ମାଛକୁଣ୍ଡରେ ବାହାରିଥିବା ପଜିଟିଭ ପରିବାରର...

coronavirus-india
ଦୁଇଟି ଭ୍ୟାକ୍ସିନ୍ ପ୍ରସ୍ତୁତ: ହଜାରେ ଲୋକଙ୍କ ଉପରେ ହେବ ପରୀକ୍ଷା

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନ୍‌ ସଂପର୍କରେ ଆଜି ସବିଶେଷ ସୂଚନା ଦେଇଛନ୍ତି ICMR ଡିଜି ବଳରାମ ଭାର୍ଗବ। କରୋନା ଭ୍ୟାକସିନ ପ୍ରସ୍ତୁତ ପାଇଁ ଭାରତୀୟ ବୈଜ୍ଞାନିକ ଲାଗି ପଡ଼ିଛନ୍ତି। ୨ଟି ଭ୍ୟାକସିନର ମାନବିକ ପରୀକ୍ଷଣ ଆରମ୍ଭ କରାଯାଇଛି। ପ୍ରତି ଭ୍ୟାକ୍ସିନ୍ ପରୀକ୍ଷଣ ପାଇଁ ୧ ହଜାର ଲେଖାଏଁ ସ୍ୱେଚ୍ଛାସେବୀ ମନୋନୀତ...

coronavirus-bhubaneswar
ଭୁବନେଶ୍ୱରରେ ୫୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୧ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୫, ଲୋକାଲ କଣ୍ଟା-୧୬ ରହିଛି। ସରକାରୀ ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା କର୍ମଚାରୀ ଲୋକାଲ କଣ୍ଟାକ୍ଟରେ ଆସି ସଂକ୍ରମିତ ହୋଇଛନ୍ତି। ଚନ୍ଦ୍ରଶେଖରପୁର ୭ମ ବାଟାଲିଅନ ନିକଟରୁ...

bjd-mla
ଓଡ଼ିଶାର ଆଉ ଜଣେ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଆଉ ଜଣେ ବିଧାୟକଙ୍କୁ କରୋନା। ବିଜେଡିର ଜଣେ ବିଧାୟକ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। କରୋନା ସଂକ୍ରମିତ ହୋଇଥିବା ନେଇ ସଂପୃକ୍ତ ବିଧାୟକଙ୍କ ସୂଚନା ଦେଇଛନ୍ତି। ଏହି ବିଧାୟକ ହେଲେ ବାଲେଶ୍ୱର ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା। ସଂକ୍ରମିତ ନୀଳଗିରି ବିଧାୟକ...

rajesh bhushan
୨୦ଟି ରାଜ୍ୟର ଆରୋଗ୍ୟ ହାର ଅଧିକ; ଓଡ଼ିଶାରେ ବି ବଢ଼ୁଛି ସୁସ୍ଥ ସଂଖ୍ୟା

ନୂଆଜିଲ୍ଲୀ: କରୋନା ଅପଡେଟ ନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ OSD ରାଜେଶ ଭୂଷଣ। ଦେଶରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ବଢ଼ୁଥିବା କହିଲେ ରାଜେଶ। ଜୁଲାଇ ୧୨ ସୁଦ୍ଧା ଦେଶରେ କରୋନା ଆରୋଗ୍ୟ ହାର ୬୩% ରହିଛି ବୋଲି ଭୂଷଣ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।...

bhrugubaxi
'ଟ୍ୱିଟରରେ କରୋନା ଯୁଦ୍ଧ କରୁଛନ୍ତି ରାଜ୍ୟ ସରକାର'

ଭୁବନେଶ୍ୱର: କରୋନା ମୁକାବିଲା କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି ଯେ କେବଳ ଟ୍ୱିଟରରେ କରୋନା ଯୁଦ୍ଧ କରୁଛନ୍ତି ରାଜ୍ୟ ସରକାର। ଗଂଜାମରେ ସ୍ଥିତି ଅସମ୍ଭାଳ ହୋଇଛି। ଲୋକେ...

cuttack-coorna
କଟକରେ ୨୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକ ମହାନଗର ଅଞ୍ଚଳରେ ଆଉ ୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୦ ଜଣ ସରକାରୀ କ୍ୱାରେଣ୍ଟିନରୁ, ୪ ଜଣ ହୋମ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ, ୩ଟି ଲୋକାଲ କେଶ୍ ସାମ୍ନାକୁ ଆସିଛି। ଲୋକାଲ କେସ୍ ମଧ୍ୟରୁ ୨ ଜଣ ପୁରୁଣା ରାଉସାପାଟଣାରୁ ଚିହ୍ନଟ ହୋଇଥିବା...

rahul-gandhi
ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହେଲେ ହାର୍ଦ୍ଦିକ

ଗାନ୍ଧିନଗର: ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହେଲେ ହାର୍ଦ୍ଦିକ ପଟେଲ। ଶନିବାର ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛି ଦଳ। ତୁରନ୍ତ ପଦକ୍ଷେପ ଅନୁସାରେ ହାର୍ଦ୍ଦିକଙ୍କୁ ଗୁଜରାଟ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଏନେଇ ସୂଚନା...

trump
ପ୍ରଥମ ଥର ପାଇଁ ମାସ୍କ ପିନ୍ଧିଲେ ଟ୍ରମ୍ପ

ୱାଶିଂଟନ: କରୋନା ମହାମାରୀ ଭିତରେ ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାସ୍କ ପିନ୍ଧିଥିବା ନଜରକୁ ଆସିଛି। ଶନିବାର ଏକ ସେନା ହସ୍ପିଟାଲକୁ ବୁଲିବାକୁ ଯାଇଥିବା ବେଳେ ଟ୍ରମ୍ପ ମାସ୍କ ପିନ୍ଧିଥିଲେ। ଆହତ ସୈନ୍ୟଙ୍କୁ ଦେଖିବାକୁ ୱାଲଟର ରିଡ୍ ମିଲିଟାରି ହସ୍ପିଟାଲ ଯାଇଥିବା ବେଳେ ଟ୍ରମ୍ପ...

marraige
ଦିଲ୍‌ ନେଇଗଲା ନେପାଳୀ ଝିଅ: ମୁମ୍ବାଇରେ ପ୍ରେମ ବାଲେଶ୍ୱରରେ ବାହାଘର, ନିଆରା ପ୍ରେମକାହାଣୀ

ସୋର: ଲକଡାଉନ ବେଳେ ମୁମ୍ବାଇରେ ପ୍ରେମ ହେଲା। ଓଡ଼ିଶାକୁ ଆସି କ୍ୱାରେଣ୍ଟିନ ସାରିବା ପରେ ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରେମ ପକ୍ଷୀ। କନ୍ୟା କାଠମାଣ୍ଡୁର ଆଉ ବର ବାଲେଶ୍ୱରର। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗୋଳିହା ଗାଁର କ୍ଷୀରୋଦ ଶିଅଳ ମୁମ୍ବାଇରେ ରହି କାମ କରୁଥିବାବେଳେ କାଠମାଣ୍ଡୁରୁ...

ranjan-shegal
ପୁଣି ଜଣେ ବଲିଉଡ୍‌ ଅଭିନେତାଙ୍କ ପରଲୋକ

ଚଣ୍ଡିଗଡ଼: ଐଶ୍ୱର୍ଯ୍ୟା ରାୟ ଓ ରଣଦୀପ ହୁଡ୍ଡାଙ୍କ ସହିତ ଫିଲ୍ମ ‘ସରବଜିତ୍‌’ରେ ଅଭିନୟ କରିଥିବା ଆକ୍ଟର ରଞ୍ଜନ ସେହଗଲଙ୍କର ପରଲୋକ ହୋଇଛି। ଶରୀର କିଛି ଅଙ୍ଗ କାମ ନ କରିବାରୁ ସେ ଦୀର୍ଘଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ଚଣ୍ଡିଗଡ଼ର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ...

awariya
ବଚ୍ଚନ ପରିବାରରେ ୪ ଜଣଙ୍କୁ କରୋନା: ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା ବି ପଜିଟିଭ୍ ଚିହ୍ନଟ‌

ମୁମ୍ବାଇ: ବଚ୍ଚନ ପରିବାର ଆଉ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ ମଧ୍ୟ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମାଆ ଝିଅଙ୍କ ରିପୋର୍ଟ ପଜିଟିଭ୍ ଆସିବା ନେଇ BMC ସହକାରୀ କମିଶନର ସୂଚନା ଦେଇଛନ୍ତି। ବୋହୂ ଆଉ...

sachin-pilot
ସରଗରମ ରାଜସ୍ଥାନ ରାଜନୀତି: ୧୨ ଅନୁଗାମୀ ବିଧାୟକଙ୍କ ସହ ଦିଲ୍ଲୀରେ ସଚିନ ପାଇଲଟ୍

ନୂଆଦିଲ୍ଲୀ: କରୋନା ମହାମାରୀ ବେଲଗାମ ହେଉଥିବା ବେଳେ ରାଜସ୍ଥାନରେ କିନ୍ତୁ ବହିଲାଣି ଗରମ ରାଜନୈତିକ ହାୱା। ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ଆଉ ପଟ୍ଟ ପରିବର୍ତ୍ତନ ହେବନି ତ ? କମଲନାଥଙ୍କ ଭଳି ଅଶୋକ ଗେହଲୋଟଙ୍କର ମୁଖ୍ୟମନ୍ତ୍ରୀ ଚୌକି ଖସିଯିବନି ତ ? ଏବେ ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ...

assm-flood
ବନ୍ୟାରେ ଉବୁଟୁବୁ ଆସାମ: ଗଲାଣି ୪୨ ଜୀବନ

ଦୀସପୁର: ଦେଶରେ କୋଭିଡ୍ ପରିସ୍ଥିତି ଜଟିଳ ହେଉଥିବା ବେଳେ ସେପଟେ ବନ୍ୟାପାଣିରେ ଉବୁଟୁବ ହେଉଛି ଆସାମ। ଲଗାଣ ବର୍ଷା ପରେ ବ୍ରହ୍ମପୁତ୍ରରେ ଜଳ ପତ୍ତନ ବୃଦ୍ଧି ପାଇବା ସହ ଆସାମର ଦିବ୍ରୁଗଡ଼ ଓ ପଡ଼ୋଶୀ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଶନିବାର ଧୁବ୍ରୀ ଓ କୋକରାଝାର...

anupam
ଅମିତାଭଙ୍କ ପରେ ଏହି ବଲିଉଡ୍‌ ଷ୍ଟାର୍‌ଙ୍କ ଘରକୁ ପଶିଲା କରୋନା

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକଙ୍କୁ କରୋନା ପରେ ଏବେ ପୁଣି ଜଣେ ବଲିଉଡ୍ ଷ୍ଟାର୍‌ଙ୍କ ଘରେ ପଶିଛି କରୋନା। ଭେଟେରାନ୍‌ ଆକ୍ଟର ଅନୁପମ୍ ଖେର୍‌ଙ୍କ ମାଆଙ୍କୁ କରୋନା ହୋଇଥିବା ନିଜେ ଅନୁପମ୍‌ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିସହିତ ଅନୁପମଙ୍କ ଭାଇ,...

amitabh-bachhan
ଅମିତାଭଙ୍କ ବଙ୍ଗଳାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲା ବିଏମ୍‌ସି: ବାହାରେ ଲାଗିଲା ନୋଟିସ୍

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ବଙ୍ଗଳାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲା ବିଏମ୍‌ସି(ବ୍ରିହାନମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ)। ଏ ନେଇ ଅମିତାଭଙ୍କ ବଙ୍ଗଳା ଜଲ୍‌ସା ବାହାରେ ବିଏମ୍‌ସି ନୋଟିସ୍‌ ମାରି କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରିଛି। ଏଥିସହିତ ଉକ୍ତ ଅଞ୍ଚଳକୁ ସାନିଟାଇଜ୍‌ କରିବା ଆରମ୍ଭ କରିଦେଇଛି ବିଏମ୍‌ସି। ପୂର୍ବରୁ ଆଜି ସକାଳେ...

coronavirus
ଦିନକରେ କରୋନା ନେଲା ୫୫୧ ଜୀବନ: ୨୮,୬୩୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଦିନକରେ କରୋନା ନେଇଛି ୫୫୧ ଜୀବନ। ଏହା ସହିତ ସର୍ବାଧିକ ୨୮ ହଜାର ୬୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୨ ହଜାର ୬୭୪କୁ ବୃଦ୍ଧି ପାଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୯ ହଜାର ୫୫୩ ଛୁଇଁଛି।...