ନୂଆଦିଲ୍ଲୀ: ଦେଶର ପ୍ରଥମ ଗ୍ୟାସ ଚାଳିତ ଟ୍ରାକ୍ଟରର ଲୋକାର୍ପଣ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଏହି ଟ୍ରାକ୍ଟର ଦ୍ୱାରା ବାର୍ଷିକ ପ୍ରାୟ ୧ ଲକ୍ଷ ଟଙ୍କାର ଜାଳେଣି ଖର୍ଚ୍ଚ କମ୍ କରାଯାଇପାରିବ ବୋଲି ସରକାର ଆକଳନ କରାଯାଇଛି। ଲୋକାର୍ପଣ ହୋଇଥିବା ଟ୍ରାକ୍ଟରଟି ଡିଜେଲ ଇଞ୍ଜିନରୁ...
କଳାହାଣ୍ଡି: ହାତୀ ମୃତ୍ୟୁର ତଦନ୍ତ ପାଇଁ ଏକ ବିଶେଷଜ୍ଞ ଟିମ୍ ଆଜି କଳାହାଣ୍ଡିର କର୍ଲାପାଟ ଯାଉଛି। କାହିଁକି ହାତୀଙ୍କ ମୃତ୍ୟୁ ହୋଇଛି, ସେ ନେଇ ତଦନ୍ତ କରିବା ସହିତ ରିପୋର୍ଟ ଦେବ ଏହି ବିଶେଷଜ୍ଞ ଟିମ୍। ଡିଏଫ୍ଓ ଅଶୋକ କୁମାର ଏହି ସୂଚନା ଦେଇଛନ୍ତି। ତା ସହିତ ସେଣ୍ଟର...
ରାୟଗଡ଼ା: ରାୟଗଡ଼ା-କୋରାପୁଟ ରାସ୍ତା ସିରିକୋଣା ତାରିଣୀ ମନ୍ଦିର ପାଖରେ ଯାତ୍ରୀବାହୀ ବସ୍ରେ ନିଆଁ ଲାଗି ଯିବାରୁ ବସ୍ଟି ସମ୍ପୂର୍ଣ୍ଣ ଜଳିଯାଇଛି। ହେଲେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତ ରାତି ଗୋଟାଏ ବେଳେ ନବରଙ୍ଗପୁର କୋଷାଗୁମୁଡ଼ାରୁ ଗଞ୍ଜାମ ଜିଲ୍ଲା ପୋଲସରା ଯାଉଥିବା ବର୍ଷା ନାମକ ବସ୍ରେ ନିଆଁ ଲାଗି...
ନୂଆଦିଲ୍ଲୀ: ଉତ୍ତର ଭାରତରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରାତି ୧୦ଟା ୩୧ ସମୟରେ ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର ଶ୍ରୀନଗର, ପଞ୍ଜାବର ଲୁଧିଆନା, ଉତ୍ତରପ୍ରଦେଶର ନୋଏଡ଼ା ଓ ହରିଆଣା ଆଦି ଅଞ୍ଚଳରେ କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଭୂମିକମ୍ପର ତୀବ୍ରତା...
ଭୁବନେଶ୍ୱର: ୧୯କୁ ପର୍ଯ୍ୟନ୍ତ ଗଲା କୋଟିଆ ବିବାଦ। କୋଟିଆର ୩ ଗାଁରେ ପଞ୍ଚାୟତ ନିର୍ବାଚନ କରି ଅଦାଲତ ଅବମାନନା କରିଥିବା ଅଭିଯୋଗରେ ଓଡ଼ିଶା ପକ୍ଷରୁ ଦାଏର ମାମଲାର ଶୁଣାଣି କରିଛନ୍ତି ସୁପ୍ରିମ୍କୋର୍ଟ। ମାମଲାରେ ଆନ୍ଧ୍ରକୁ ନୋଟିସ୍ କରି ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ହେଲେ ଆସନ୍ତାକାଲି...
ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ୍ର ନଛିପୁର ଗାଁରୁ ମିଳିଛି ହଜାର ହଜାର ସଂଖ୍ୟାରେ କଉଡ଼ି। ଘର ପାଇଁ ନିଅଁ ଖୋଳିବା ବେଳେ ଶ୍ରମିକମାନେ ମାଟି ତଳେ ଥିବା ଏକ ଘୁମରୁ ୧୦ ଝୁଡ଼ିରୁ ଅଧିକ କଉଡ଼ି ପାଇଛନ୍ତି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କଉଡ଼ି ମିଳିଥିବା ଅଂଚଳରେ ଖନନ...
ଗଜପତି: ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣାରେ ରାଜ୍ୟ ବିଜେପି ପ୍ରତିନିଧି ଦଳ ଓ ଆନ୍ଧ୍ର ସରକାରୀ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି। ଶେଷରେ ଛତ୍ରଭଙ୍ଗ ଦେଇ ସେଠାରୁ ପଳାଇଯାଇଛନ୍ତି ଆନ୍ଧ୍ରର ସରକାରୀ ଅଧିକାରୀ। କୋରାପୁଟ ଜିଲ୍ଲା କୋଟିଆ ପରି ଗଜପତି ଜିଲ୍ଲା ଗଙ୍ଗାବାଡ଼କୁ ମଧ୍ୟ ଆନ୍ଧ୍ର ଦଖଲ...
ଖୋର୍ଦ୍ଧା: ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର। ଖୋର୍ଦ୍ଧାରେ ଏହି ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ। କେନ୍ଦ୍ର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହାର ଶିଳାନ୍ୟାସ କରିଛନ୍ତି। ଓଡ଼ିଶା ସମେତ ଭୋପାଳ ଓ ବିକାନେରରେ ବି ଆଇଆଇପିଆର୍...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଆମେ ଦୁଇ, ଆମର ଦୁଇ ପଲିସିରେ ଚଳାଉଛନ୍ତି। ୪ ଜଣ ଲୋକ ଦେଶକୁ ଶାସନ କରୁଛନ୍ତି ବୋଲି କହି ବିଜେପିକୁ ଶାଣିତ ଆକ୍ରମଣ କରିଛନ୍ତି କଂଗ୍ରେସ ୱାୟନଡ଼ ସାଂସଦ ରାହୁଲ ଗାନ୍ଧି। ଆଜି ଲୋକସଭାରେ କୃଷକ ଆନ୍ଦୋଳନ ଘଟଣା ଉଠାଇବା ବେଳେ...
କୋଲକାତା: କରୋନା ଟିକାକରଣ କାର୍ଯ୍ୟକ୍ରମ ଶେଷ ହେବା ପରେ ଦେଶରେ ଲାଗୁ ହେବ ବିବାଦୀୟ ନାଗରିକ ସଂଶୋଧନ ଆଇନ୍ ବା ସିଏଏ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶହ। ଆଜି ପଶ୍ଚିମବଙ୍ଗର ଠାକୁରନଗରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ଏପରି କହିଛନ୍ତି ଶାହ। ଆଗକୁ...
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଅନେକ ବଡ଼ ପଦପଦବୀର ଭାର ଓଡ଼ିଆଙ୍କ ହାତରେ ରହିଛି। ଆର୍ବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ହୁଅନ୍ତୁ କିମ୍ବା ଭାରତୀୟ ସେନାର ସଦର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟେନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ବା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, କମ୍ବା ଏନ୍ଡିଆର୍ଏଫ୍ ଡିଜିପି ଏସ୍ଏନ୍ ପ୍ରଧାନ...
ପୁରୀ: କେବଳ ପୁରୀ ଶ୍ରୀମନ୍ଦିର ପାଇଁ ବାଇ-ଲ ପ୍ରତ୍ୟାହାର ହୋଇଛି। ଲିଙ୍ଗରାଜ ମନ୍ଦିର ପାଇଁ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ। ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ-NMAର ପ୍ରସ୍ତାବିତ ଅଧିନିୟମ ଚିଠା ପ୍ରତ୍ୟାହାର ସମ୍ପର୍କରେ ପ୍ରତିକ୍ରିୟା ରଖି ଆଜି ଏହା କହିଛନ୍ତି କେନ୍ଦ୍ର...
ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସହିତ ଅନ୍ୟ ୩ ଜଣଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ଏଥିପାଇଁ ରାଜ୍ୟସଭାର ସଦସ୍ୟମାନେ ସେମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୪ ବିଦାୟୀ ସାଂସଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ତେବେ କଂଗ୍ରେସ ନେତା...